www.samajalive.in
Saturday, December 6, 2025
26.1 C
Bhubaneswar

ଅଧିକ ପାଣି ପିଉଥିଲେ ସାବଧାନ!

ଏହା ଆମେ ସମସ୍ତେ ଜାଣନ୍ତି ଯେ ଜଳ ହିଁ ଜୀବନ। ପାଣି ପିଇାବା ଶରୀର ପାଇଁ ନିହାତି ଆବଶ୍ୟକ। ହେଲେ କ’ଣ ଆପଣ ଜାଣନ୍ତି, ଆବଶ୍ୟକଠାରୁ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, ଆବଶ୍ୟକଠାରୁ ଅଧିକ ପାଣି ପିଇବା ଦ୍ୱାରା କେଉଁ ସବୁ ସମସ୍ୟା ଦେଖା ଦେଇଥାଏ।

-ଅଧିକ ପାଣି ପିଇବା ଦ୍ୱାରା ଆମ ରକ୍ତରେ ଥିବା ଲବଣାଂଶ କମିଯାଇଥାଏ।
-ସବୁଠୁ ଜରୁରୀ କଥା ହେଲା ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ । ପାଣି ପିଇବା ଦ୍ୱାରା ହଜମ ଠିକ୍ ସେ ହୋଇପାରି ନ ଥାଏ । ହଜମ ନହେଲେ ପେଟ ଜନିତ ସମସ୍ୟା ଉପୁଜିଥାଏ । ଖାଇବାର ୧୫ମିନିଟ ପରେ ପାଣି ପିଅନ୍ତୁ ।
-ଯେତେବେଳେ ବଦହଜମି ହୋଇଥାଏ ଲୋକମାନେ ଆବଶ୍ୟକତାଠାରୁ ଅଧିକ ପାଣି ପିଇଥାନ୍ତି । ଯାହାଫଳରେ ମୁଣ୍ଡବିନ୍ଧା, ବାନ୍ତିର ଶିକାର ହୋଇଥାନ୍ତି ।
-ଯେତେବେଳେ କମ ସମୟ ବ୍ୟବଧାନରେରେ ଜଣେ ବ୍ୟକ୍ତି ଅଧିକରୁ ଅଧିକ ପାଣି ପିଇଥାଏ ସେତେବେଳେ କିଡ଼ନୀ ଉପରେ ପ୍ରଭାବ ପଡ଼ିଥାଏ ।
-ଅଧିକ ପାଣି ପିଇବା ଦ୍ୱାରା ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ, ଯାହାଫଳରେ ନିଦ ପୁରା ହୋଇନଥାଏ। ନିଦ ପୁରା ନହେଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories