ତାଜମହଲକୁ ସୁରକ୍ଷା ଦେବାରେ ବିଫଳତା ପାଇଁ ଏଏସ୍‌ଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଦେଶର ପ୍ରମୁଖ ଐତିହାସିକ କୀର୍ତ୍ତିରାଜି ତାଜମହଲର ସୁରକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳତା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବୋକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ସୁପ୍ରିମକୋର୍ଟ ଭର୍ତ୍ସନା…
Read More...

ଅସ୍ତ୍ରବିରତିକୁ ଉଭୟ ସମ୍ମାନ ଜଣାଇବା ଉଚିତ: ମେହବୁବା

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ଉଭୟ ପକ୍ଷ ଅସ୍ତ୍ରବିରତି ରାଜିନାମାକୁ ସମ୍ମାନ ଜଣାଇବା ଦରକାର ବୋଲି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି।…
Read More...

ଫ୍ଲିପ୍‌କାର୍ଟକୁ କିଣିଲା ଓ୍ୱାଲମାର୍ଟ

ନୂଆଦିଲ୍ଲୀ: ଭାରତର ଇ-କମର୍ସ ବା ଅନଲାଇନ୍‌ ବ୍ୟବସାୟ କରୁଥିବା ଅନ୍ୟତମ ମୁଖ୍ୟ କମ୍ପାନୀ ଫିଲ୍ପକାର୍ଟକୁ ଓ୍ୱାଲମାର୍ଟ କିଣିଛି । । ଓ୍ୱାଲମାର୍ଟ ଏହାର ୭୭ ପ୍ରତିଶତ ଅଂଶଧନ କିଣିଛି । । ଏହାକୁ ୧୬ ବିଲିୟନ ଆମେରିକୀୟ…
Read More...

ବର୍ଷକୁ ୮ମାସ ହେବ ଗ୍ରୀଷ୍ମକାଳ!

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀ ମାସରୁ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହୋଇଥିବାବେଳେ ଉତ୍ତାପ ଏବେ ୪୦ଡିଗ୍ରୀ ଟପିଲାଣି। ମେ’ ଶେଷବେଳକୁ ତାପମାତ୍ରା କେତେ ହେବ କହିବା ଅସମ୍ଭବ। ଭାରତରେ ଗ୍ରୀଷ୍ମ ଋତୁ ସାଧାରଣତଃ ୪ରୁ…
Read More...

ମା’ ଅମ୍ବିକାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଳା ବିରିଡ଼ି ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଆରାଧ୍ୟ ଦେବୀ ମାଆ ଅମ୍ବିକାଙ୍କ ପୀଠରେ ଅଧ୍ୟାତ୍ମିକ ପରିବେଶରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ସୋମବାର…
Read More...

ଜମ୍ମୁ-କଶ୍ମୀରେର ୪ ଜଣ ଆତଙ୍କବାଦୀ ଓ ୬ ଜଣ ସମର୍ଥକ ଗିରଫ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରାମୁଲାରେ ପୁଲିସ ପକ୍ଷରୁ ଚଢଉ କରାଯାଇ ଲକଶର୍‌-ଇ-ତୋଇବାର ୪ ଜଣ ଆତଙ୍କବାଦୀଙ୍କ ସହ ତାଙ୍କର  ୬ ଜଣ ସମର୍ଥକଙ୍କୁ ଗିରଫ କରାଯାଇଛି ।  ଏମାନେ ୩ ଜଣ ନାଗରିକଙ୍କୁ ହତ୍ୟା କରିଥିବା ଅଭିଯୋଗ…
Read More...

ଅବକାରୀ ସଚିବଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

ମୋହନା : ରାଜ୍ୟ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ମୋହନା ବ୍ଲକରେ ଚାଲିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ପ୍ରଥମେ ଜିରାଙ୍ଗ ନିକଟରେ…
Read More...

ସଶକ୍ତ ରଥକୁ ପିପିଲିରେ ଭବ୍ୟ ସ୍ୱାଗତ

ପିପିଲି : ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ସଂପର୍କରେ ବ୍ୟାପକ ଜନସଚେତନତା ପାଇଁ ପୁରୀରୁ ବାହାରିଥିବା ସଶକ୍ତ ରଥକୁ ପିପିଲି ଠାରେ ବୁଧବାର ସଂନ୍ଧ୍ୟାରେ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ ପଥପ୍ରାନ୍ତ ସଭା ଓ…
Read More...

୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟ ସଚିବ ଓ ଏସପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

କଲମପୁର :ଜର୍ମାନୀ ରୁବେଲା ଓ ମିଳିମିଳା ଟୀକା ନେଇ ସ୍ଥାନୀୟ ଦ୍ରୋଣଚାର୍ଯ୍ୟ ଇଂରାଜୀ ମିଡିୟମରେ ଏଲ କେଜି ରେ ପାଠ ପଢୁଥିବା ମନିଷ କୁମାର ପଣ୍ଡାଙ୍କ ଗତ ଫେବୃଆରୀ ୧୦ ଦିନ ବିଶାଖାପାଟଣାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ…
Read More...

ଦିଲ୍ଲୀ ବିମାନ ବନ୍ଦରରେ ମୁହାଁ ମୁହିଁ ଧକ୍କାରୁ ବର୍ତିଲେ ୨ ବିମାନ, ବଞ୍ଚିଗଲେ ୧୦୦ ଜଣ ଯାତ୍ରୀ

ନୂଆଦିଲ୍ଲୀ:  ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ ଅଘଟଣ ଟଳିଯାଇଛି ।  ମେ ୩ ତାରିଖରେ ଦୁଇଟି ବିମାନ ମୁହାଁ ମୁହିଁ ଧକ୍କା ହେବାରୁ ବର୍ତ୍ତିଯାଇଛନ୍ତି ।  ଗୋଟିଏ ବିମାନରେ ଏହି ସମୟରେ ୧୦୦ ଜଣ ଯାତ୍ରୀ ରହିଥିଲେ ।  ଗୋଏୟାର…
Read More...

ବିଶ୍ୱର ୧୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

ନ୍ୟୁୟର୍କ:  ବିଶ୍ୱର ୧୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି ।  ଫୋର୍ବସ୍‌ ପକ୍ଷରୁ ଏହି ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ଚୀନ୍‌ର ରାଷ୍ଟ୍ରପତି ଜି…
Read More...

ଅନୁପ୍ରବେଶ ଅପେକ୍ଷାରେ ଆତଙ୍କବାଦୀ

ନୂଆଦିଲ୍ଲୀ  : ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଆତଙ୍କବାଦୀଙ୍କ ଅନୁପ୍ରବେଶ ଦିଗରେ ପାକିସ୍ତାନ ସେନା ସହଯୋଗ କରୁଛି। ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା…
Read More...

ବିଶ୍ୱର ୧୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

ନ୍ୟୁୟର୍କ : ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚୂଡାନ୍ତ ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତାଲିକାରେ ମୋଦି ନବମ ସ୍ଥାନରେ…
Read More...

ବଜ୍ରାଘାତରେ ସ୍ତ୍ରୀ ମୃତ-ସ୍ବାମୀ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ ଭି - ୬୬ ଗ୍ରାମରେ ବୁଧବାର ସନ୍ଧ୍ୟାରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ନ୍ରେତି। ଏହି ବଜ୍ରାଘାତରେ ସ୍ତ୍ରୀ ରଞ୍ଜିତା…
Read More...

ମିଳିଲା ପାରୋଲ ; ପୁଅର ବିବାହ ଉତ୍ସବରେ ଯୋଗଦେବେ ଲାଲୁ

ରାଞ୍ଚି : ପୁଅ ତେଜ ପ୍ରତାପଙ୍କ ବିବାହରେ ଯୋଗ ଦେବା ନିମନ୍ତେ ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ଦିନ ପାରୋଲ ମିଳିଥିବା ଜଣାପଡିଛି। ଆସନ୍ତା ୧୨ ତାରିଖ ଶନିବାର ତେଜ…
Read More...

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ : ତୀବ୍ରତା ୬.୧

ନୂଆଦିଲ୍ଲୀ :  : ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ବୁଧବାର ଅପରାହ୍ନରେ ଅଚାନକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।  ଫଳରେ ଲୋକ ଆତଙ୍କିତ ହୋଇ ଘରୁ ଏବଂ ଅଫିସ…
Read More...

ଲଜ୍ୟା: ସାହାଯ୍ୟ ମାଗୁଥିବା ମହିଳାଙ୍କୁ ଗଣ ଦୁଷ୍କର୍ମ,

ଅନୁଗୁଳ/କଟକ:   ସମ୍ବଲପୁରରୁ କଟକ ଆସୁଥିବା ବେଳେ  ଅନୁଗୁଳର ପୁରୁଣାପାଣିରେ  ନିଖୋଜ ହୋଇଯାଇଥିବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅନୁଗୁଳ ଏସ୍‌ପି ସୂଚନା ଦେଇଛନ୍ତି । ମହିଳାଙ୍କୁ ପୁରୁଣାପାଣି ଜଙ୍ଗଲରେ ୬ ଜଣ…
Read More...

ଅସହ୍ୟ ଗରମ ଓ ଗୁଳୁଗୁଳି : ୧୭ଟି ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ବର : ସରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପାଣିପାଗରେ ଏହି ଅସ୍ବଭାବିକ ପରିବର୍ତ୍ତନ ଲୋକଙ୍କୁ ଅତିଷ୍ଠ କରିଛି। ମଙ୍ଗଳବାର ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା…
Read More...

ଗୋଟିଏ ପରିବାରରେ ମା’ ଓ ପୁଅ ପାସ କଲେ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ସୋମବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହେବା ପୂର୍ବରୁ ରମେଶ ପ୍ରଧାନ ହିଁ କେବଳ ପରିବାରରେ ଜଣେ ମାଟ୍ରିକ ପାସ କରିଥିବା ବ୍ୟକ୍ତି ଥିଲେ। ତେବେ ମାଟ୍ରିକ ପରୀକ୍ଷା ଫଳାଫଳ ରମେଶଙ୍କ ପରିବାରରେ ଆଣିଥିଲା…
Read More...

ଆଇପିଏଲ୍ – ୨୦୧୮ :  କଲକାତା ଓ ମୁମ୍ବଇ ମଧ୍ୟରେ ମୁକାବିଲା

କଲକାତା : ଆଇପିଏଲ୍ କ୍ରିକେଟର ୧୧ ତମ ସଂସ୍କରଣରେ ବୁଧବାର ସୁଦ୍ଧା ୪୦ଟି ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି ଏବଂ ଦୀର୍ଘ ଏକମାସରୁ ଅଧିକ ସମୟ ଧରି ଖେଳ ଚାଲିଥିଲେ ମଧ୍ୟ ଏହା ଧିରେ ଧିରେ ବେଶ ରୋମାଞ୍ଚକର ହୋଇ ଉଠିଛି । ଆଜି…
Read More...

ବେଙ୍ଗାଲୁରରୁ ୯ ହଜାର ଭୋଟର ପରିଚୟପତ୍ର ଜବତ ପରେ ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନକୁ ଆଉ ମାତ୍ର ତିନି ଦିନ ରହିଯାଇଥିବା ବେଳେ ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜନୈତିକ ଦଳମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ କୌଣସି ସୁଯୋଗ ହାତଛଡ଼ା…
Read More...

ରୋହତକରେ ପ୍ରବଳ ବର୍ଷା, ଭିବାନୀରେ ବରଫ ବର୍ଷା, ଦିଲ୍ଲୀ ଓ ଏନସିଆର ପାଣିପାଗରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ଏକାଧିକ ସହରର ପାଣିପାଗରେ ବୁଧବାର ହଠାତ୍‍ ପରିବର୍ତ୍ତନ ହୋଇଛି। ହରିୟଣାର ଏକାଧିକ ସ୍ଥାନରେ ବର୍ଷା ହୋଇଥିବାବେଳେ ରୋହତକରେ ପ୍ରବଳ ବର୍ଷା ହୋଇଛି। ସେହିପରି…
Read More...

ଆଳୁ କଳାବଜାରୀ ରୋକିବାକୁ ନିର୍ଦେଶ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ସମ୍ଭାବ୍ୟ ଆଳୁ କଳାବଜାରୀକୁ ରୋକିବାକୁ ସମସ୍ତ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଅବୈଧ ମହଜୁଦକାରୀଙ୍କ ବିରୋଧରେ ଏସ୍‍ମା ଲାଗୁ କରିବାକୁ କୁହାଯାଇଛି। ଏ…
Read More...

ଚଳିତ ବର୍ଷ କୈଳାସ ମାନସରୋବର ଯିବେ ୧୫୮୦ ଭକ୍ତ

ନୂଆଦିଲ୍ଲୀ: ଚଳିିତ ବର୍ଷ ଜୁନ୍‍ ୮ ତାରିଖରୁ ସେପ୍ୱେମ୍ବର ୮ ତାରିଖ ପର୍ଯ୍ୟନ୍ତ କୈଳାସ ମାନସରୋବର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଭାରତରୁ ୧୫୮୦ ଜଣ ଭକ୍ତ ଯୋଗ୍ୟ ବିବେଚିତ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ…
Read More...

ଓଡ଼ିଶା ଓ ପଶ୍ଚିମବଙ୍ଗକୁ ହାଇକୋର୍ଟ ନୋଟିସ୍‍

କଟକ: ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପଶ୍ଚିମବଙ୍ଗ ସରକାରଙ୍କ ବିଜ୍ଞାନ ଓ ପ୍ରବିଧି ପରିଷଦ ସମେତ ଶ୍ରୀମନ୍ଦିର ପ୍ରଶାସନ ଓ ଜିଆଇ ମାନ୍ୟତା ଦେଇଥିବା ଚେନ୍ନାଇ…
Read More...

ଅଂଶୁଘାତରେ ୨ ମୃତ୍ୟୁ ଅଭିଯୋଗ

ଆଠଗଡ଼/ବାଲେଶ୍ୱର: ଆଜି ରାଜ୍ୟର ଦୁଇଟି ସ୍ଥାନରେ ଅଂଶୁଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଠଗଡ଼ ଅଞ୍ଚଳରେ ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ରାଧାଗୋବିନ୍ଦପୁର ପଞ୍ଚାୟତ…
Read More...

କାବୁଲରେ ସିରିଜ ବିସ୍ଫୋରଣ

ନୂଆଦିଲ୍ଲୀ: ଆଫଗାନିସ୍ଥାନ ରାଜଧାନୀ କାବୁଲର ବିଭିନ୍ନ ସ୍ଥାନରେ ସିରିଜ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାବୁଲର କାଲା-ଏ-ଫତୁଲ୍ଲାହଠାରେ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଆରମ୍ଭ…
Read More...

ଜେସିବିକୁ ଧକ୍କା ଦେଲା ଟ୍ରେନ୍‍

ଯାଜପୁର: ଏର୍ଣାକୁଲମ୍‍-ହାୱଡ଼ା ଅନ୍ତୋଦୟ ଏକ୍ସପ୍ରେସ୍‍ ଏକ ଜେସିିବିକୁ ଧକ୍କା ଦେଇଛି। ଜେସିବିଟି ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଟ୍ରେନ୍‍ ଇଞ୍ଜିନ୍‍ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ପୂର୍ବାହ୍ନ…
Read More...

ଚିତ୍ରକୋଣ୍ଡାରେ ନକ୍ସଲ୍‍ ପୋଷ୍ଟର

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାର ତିନିକୋଣିଆ ଅଞ୍ଚଳରେ ନକ୍ସଲ୍‍ ପୋଷ୍ଟର ଦେଖିବାକୁ ମିଳିଛି। କାଲମାର୍କ୍ସଙ୍କ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁସରଣ କରି ସମସ୍ୟା ସମାଧାନ ଓ ବିକାଶ କାର୍ଯ୍ୟ ସମ୍ପାଦନ କରିବାକୁ ଏଥିରେ…
Read More...

ବିଲ୍‍ଡର ଗିରଫ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ସ୍ଥାନୀୟ ଅଞ୍ଚଳର ଜଣେ ବିଲଡ୍‍ର ଗିରଫ ହୋଇଛନ୍ତି। ପ୍ରେମାନନ୍ଦ ଗୋଲ୍‍ଡେନ୍‍ ଭିଉ ଇନ୍‍ଫ୍ରାଷ୍ଟକଚର ଲିମିଟେଡ୍‍ ନାମରେ ଏକ ସଂସ୍ଥା ଖୋଲିଥିଲେ। ସୁଲଭ ମୂଲ୍ୟରେ ଫ୍ଲାଟ୍‍ ଯୋଗାଇ ଦେବାର…
Read More...

ଏନ୍‍କାଉଣ୍ଟରରେ ଲାଲା ଆହତ

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ପୁଲିସ୍‍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍‍ ମୋଜାମିଲ୍‍ ଓରଫ ଲାଲା ଆହତ ହୋଇଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି…
Read More...

ଆମେରିକା ଓ ଭାରତ ପାଇଁ ଚିନ୍ତାର କାରଣ ଚୀନ କ୍ଷେପଣାସ୍ତ୍ର !

ନୂଆଦିଲ୍ଲୀ : ପ୍ରାୟ ୩ ଦଶନ୍ଧି ଧରି ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଆକାଶରେ ରାଜୁତି କରୁଛନ୍ତି । ଅକାଶରେ ସେମାନଙ୍କ ଯୁଦ୍ଧ କୌଶଳ ଆଗରେ କେହି ତିଷ୍ଟି ପାରନ୍ତିନି । ମାତ୍ର ଏବେ ଆମେରିକାକୁ ଟକ୍କର ଦେବା ଭଳି…
Read More...

ଦିଲ୍ଲୀ ଶ୍ରମ ବିଭାଗରେ ୧୩୯ କୋଟି ଦୁର୍ନୀତି ଅଭିଯୋଗ, ଚିନ୍ତାରେ କେଜେରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ନାମରେ ଗୋଟିଏ ପଟେ ଗୋଟିଏ ଦୁର୍ନୀତି ଅଭିଯୋଗ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜେରିୱାଲଙ୍କ ଚିନ୍ତା ବଢାଇ ଦେଇଛି । ଏବେ ଦିଲ୍ଲୀ ସରକାରଙ୍କ ବିରୋଧରେ ଏକ ନୂଆ ଦୁର୍ନୀତିର…
Read More...

କର୍ଣ୍ଣାଟକ : ଜାଲ୍‌ ଭୋଟ ପରିଚୟପତ୍ର ସହ କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନ ଜିତିବା ପାଇଁ ପ୍ରତ୍ୟକ ରାଜନୈତିକ ଦଳ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏଭଳି ସମୟରେ ବେଙ୍ଗାଲୁରୁ ପୁଲିସ୍‌ ଏକ…
Read More...

ଆତଙ୍କବାଦୀକୁ ପାଣ୍ଠି ଯୋଗାଣ : ପିଏଫଆଇ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଆତଙ୍କବାଦୀ ଗତିବଧି ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କେରଳର ବିଚ୍ଛିନ୍ନତାବାଦୀ ସଂଗଠନ ପପୁଲାର ପ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ବିରୋଧରେ ଅପରାଧୀକ ମାମଲା…
Read More...

ଆଜି ମାଲେସିଆରେ ନିର୍ବାଚନ

ମୁଆଲାଲମ୍ବୁର : ମାଲେସିଆରେ ବୁଧବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନାଜିବ ରଜାକ ତୃତୀୟ ଥର ଲାଗି କ୍ଷମତାକୁ ଆସିବା ନିମନ୍ତେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କିନ୍ତୁ ନାଜିବ…
Read More...

ଇରାନ ସହ ପରମାଣୁ ବୁଝାମଣା ବାତିଲ କଲେ ଟ୍ରମ୍ପ

ୱାଶିଂଟନ : ଇରାନ ସହ ହୋଇଥିବା ଗୁପ୍ତ ପରମାଣୁ ବୁଝାମଣାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ବାତିଲ କରିଦେଇଛନ୍ତି। ମଙ୍ଗଳବାର ଟ୍ରମ୍ପ ପରମାଣୁ ବୁଝାମଣା ବାତିଲ କରିବା ପରେ ଏହା ବିରୋଧରେ କଟକଣା ଲାଗୁ କରିବାକୁ…
Read More...

ବୁଧବାର ରାଶିଫଳ

ମେଷ: ବିଭିନ୍ନ ଦିଗରୁ ଧନ ଲାଭର ସୁଯୋଗ ସୃଷ୍ଟି ହୋଇଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷରୁ ଅର୍ଥ ମିଳିବ। ବୃଷ: ସରକାରୀ…
Read More...

କିଙ୍ଗ୍‌ସ ଏକାଦଶକୁ ହରାଇଲା ରାଜସ୍ଥାନ

ଜୟପୁର : ଆଇପିଏଲ୍‌-୧୧ରେ ମଙ୍ଗଳବାର କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ। କେ.ଏଲ୍‌. ରାହୁଲଙ୍କ ଅପରାଜିତ ୯୫ ରନ୍‌ ଇନିଂସ ଉପରେ ଭାରିପଡ଼ିଛି ଜୋସ୍‌ ବଟ୍‌ଲରଙ୍କ ୮୨ ରନ୍‌।…
Read More...

୧୦ହଜାର କୋଟି ଟଙ୍କାର ମାମଲା ହାରିଲେ ମାଲ୍ୟା

ବ୍ଲମବର୍ଗ : ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ବି୍ରଟେନ ଅଦାଲତରେ ୧୦ହଜାର କୋଟି ଟଙ୍କା (୧୫୫କୋଟି ଡଲାର)ର ଏକ ମାମଲା ହାରିଯାଇଛନ୍ତି। ମାଲ୍ୟାଙ୍କ ଠାରୁ ୧୦ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଭାରତର ବିଭିନ୍ନ…
Read More...

ବଳପୂର୍ବକ ବିବାହ: ପିତାମାତା, ସ୍ୱାମୀଙ୍କ ଠାରୁ ସମ୍ପର୍କ ତୁଟାଇବାକୁ ଝିଅକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସ୍ୱଇଚ୍ଛାରେ ବଞ୍ଚିବାର ଅଧିକାରକୁ ଗୁରୁତ୍ୱ ଦେବା ପୂର୍ବକ ସୁପ୍ରିମକୋର୍ଟ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଝିଅକୁ ବଳପୂର୍ବକ ବିବାହରୁ ବଞ୍ଚାଇଛନ୍ତି। ଝିଅକୁ ନିଜ ଇଚ୍ଛା ବିରୋଧରେ ବିବାହ…
Read More...

ତୃଣମୂଳକୁ ହରାଇବା ପାଇଁ ବିଜେପି-କଂଗ୍ରେସ-ସିପିଆଇଏମ୍‌ ମେଣ୍ଟ

କଲାକାତା : ପଞ୍ଚାୟତ ନିର୍ବାଚନରେ ଅନ୍‌ଲାଇନ୍‌ରେ ପ୍ରାର୍ଥିପତ୍ର ଦାଖଲ ପାଇଁ ମଙ୍ଗଳବାର କଲକାତା ହାଇକୋର୍ଟ ଅନୁମତି ଦେବା ପରେ ରାଜ୍ୟରେ ଏକ ବିଚିତ୍ର ରାଜନୈତିକ ପରିସ୍ଥିତି ଲକ୍ଷ୍ୟ କରାଯାଇଛି। ପଞ୍ଚାୟତ ନିର୍ବାଚନ…
Read More...

ତୁଷାରପାତରେ ୩ ମୃତ; କେଦାରନାଥ ଯାତ୍ରା ବାଧାପ୍ରାପ୍ତ

ଡେରାଡୁନ୍‌ : ଉତ୍ତରାଖଣ୍ଡରେ ସୋମବାର ରାତିରୁ ଅବିଶ୍ରାନ୍ତ ଭାବେ ତୁଷାରପାତ ଲାଗି ରହିଥିବାରୁ କେଦାରନାଥ ଯାତ୍ରା ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ତୁଷାରପାତ ସହିତ ବର୍ଷା ହେବା ଫଳରେ ତିନି ଜଣ…
Read More...

ଭାରତ ସହିତ ୪.୯ ବିଲିୟନ ଡଲାରର ଅବୈଧ ଅର୍ଥ କାରବାର କରିଥିଲେ ସରିଫ!

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଭାରତ ସହିତ ୪.୯ ବିଲିୟନ ଡଲାରର ଅବୈଧ ଅର୍ଥ କାରବାର କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ…
Read More...

ନାଥୁଲା ଦେଇ କୈଳାସ ମାନସରୋବର ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : ଭାରତର ସିକ୍କିମ୍‌ ଏବଂ ଚୀନ୍‌ର ତିବ୍ଦତ୍‌ ସ୍ୱୟଂଶାସିତ ଅଞ୍ଚଳକୁ ସଂଯୋଗ କରୁଥିବା ନାଥୁଲା ପାର୍ବତ୍ୟ ମାର୍ଗ ଦେଇ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର…
Read More...

ଜିନ୍‌ପିଙ୍ଗ୍‌- କିମ୍‌ ସାକ୍ଷାତ ଆଲୋଚନା

ବେଜିଂ : ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ସାକ୍ଷାତ କରିଛନ୍ତି। ଗତ ମାର୍ଚ୍ଚ ମାସରେ କିମ୍‌ ଚୀନ୍‌…
Read More...

ଉତ୍ତରପ୍ରଦେଶ: କୁକୁର କାମୁଡ଼ାରେ ମଲେଣି ୧୨ ଶିଶୁ

ଲକ୍ଷ୍ନୌ : ବୁଲା କୁକୁରଙ୍କ ଆତଙ୍କରେ ଅତିଷ୍ଠ ଉତ୍ତର ପ୍ରଦେଶ ପ୍ରଶାସନ ଏବେ ଏଗୁଡିଙ୍କୁ ଧରିବା ଲାଗି ଅଭିନବ ଉପାୟ ଅବଲମ୍ବନ କରୁଛି। ସୀତାପୁରଠାରେ ଡ୍ରୋନ୍‌ (ଉଡନ୍ତା କ୍ୟାମେରା) ବ୍ୟବହାର କରି ବୁଲା କାମୁଡ଼ା…
Read More...

କେରଳରେ ଆର୍‌ଏସ୍‌ଏସ୍‌, ସିପିଆଇଏମ୍‌ କର୍ମୀଙ୍କୁ ହତ୍ୟା

ତିରୁଅନନ୍ତପୁରମ୍‌ : କେରଳରେ ରାଜନୈତିକ ଉଦ୍ଦେଶ୍ୟ ରଖଃ ଆର୍‌ଏସ୍‌ଏସ୍‌ ଏବଂ ସିପିଆଇଏମ୍‌ର ୨ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି। ମାହେଠାରେ ସୋମବାର ରାତିରେ ଆର୍‌ଏସ୍‌ଏସ୍‌ କର୍ମୀ ପରମବାଠୁ ଶାମୋଜ ଅଟୋ ରିକ୍‌ସା ଚଳାଇ…
Read More...

କାବେରୀ ବିବାଦ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

ଜାମ୍ମୁ : କାବେରୀ ନଦୀ ଆବଣ୍ଟନ ବିବାଦକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କାବେରୀ ନଦୀ ଜଳ ଆବଣ୍ଟନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆବଶ୍ୟକ ଯୋଜନା ପ୍ରସ୍ତୁତ…
Read More...

୨ବର୍ଷ ପରେ ସୋନିଆଙ୍କ ପ୍ରଥମ ନିର୍ବାଚନ ରାଲି

ବେଙ୍ଗାଲୁରୁ : ଦୀର୍ଘ ଦୁଇବର୍ଷ ପରେ ସୋନିଆ ଗାନ୍ଧି କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ମଙ୍ଗଳବାର ସୋନିଆ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଦଳୀୟ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ବିଜୟପୁରାରେ…
Read More...

କଲଭର୍ଟ ତଳେ ଶିଶୁ ପ୍ରସବ କଲେ ମହିଳା

ବାରିପଦା/କଟକ: ମୟରଭଞ୍ଜ ଜିଲା  ସୁକ୍ରୁଲି ବ୍ଲାକର ସାରୁବିଲ ଗ୍ରାମରେ  ଜଣେ ମହିଳା କଲଭର୍ଟ ତଲେ ଶିଶୁକୁ ଜନ୍ମ ଦେଇଛନ୍ତି । ପ୍ରମିଳା ତିରିଆ ନାମକ ମହିଳାଙ୍କର ଘରକୁ ୬ ମାସ ତଳେ ହାତୀ ଭାଙ୍ଗି ଦେଇଥିବା ଅଭିଯୋଗ…
Read More...

ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସାଇନ୍‌-ଏ-ଡାଏ ଘୋଷଣା

ମଙ୍ଗଳବାର ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତିକୁ ଦୃଷ୍ଚିରେ ରଖି ସାଇନ୍‌-ଏ-ଡାଏ ଘୋଷଣା କରାଯାଇଛି । ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା…
Read More...

ଜିନ୍ନାଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଫତଓ୍ୱା ଜାରି

ବରେଲୀ:  ଉତ୍ତର ପ୍ରଦେଶର ବରେଲୀରେ ଥିବା ଦରଘା-ଇ-ଅଲ୍ଲା ହଜରତ ପକ୍ଷରୁ ପାକିସ୍ତାନର ନିର୍ମାତା  ମହମ୍ମଦ ଅଲ୍ଲି ଜିନ୍ନାଙ୍କ ସମର୍ଥକଙ୍କ ବିରୋଧରେ ଫତଓ୍ୱା ଜାରି କରାଯାଇଛି । ତାଙ୍କୁ ସମର୍ଥନ କରିବା ଭୁଲ ଓ ସେ ଦେଶର…
Read More...

ପୋଖରୀରେ ବୁଡି ୨ ନାବାଳକଙ୍କର ମୃତ୍ୟୁ

ବେଗୁନିଆପଡ଼ା: ବ୍ଳକ ଫାଶୀ ପଞ୍ଚାୟତରେ ଏକ ଅଘଟଣ ଘଟିଯାଇଛି। ପୋଖରୀକୁ ଗାଧୋଇବାକୁ ଯାଇ ଫାଶୀ ଗାଁର ଭବାନୀ ଶଙ୍କର ସାହୁଙ୍କ ପୁଅ ଅବିନାଶ (୧୩)ଏବଂ ତାଙ୍କ ଭଣଜା ସଗ୍ନିଧ ମହାପାତ୍ର (୧୪) ବୁଡିଯାଇ  ପ୍ରାଣ ହରାଇଛନ୍ତି।…
Read More...

ଚଳନ୍ତା କାରରେ ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ

ମୁଜାଫରନଗର:  ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥର ମୁଜାଫରନଗର ନିକଟରେ ଜଣେ ମହିଳାଙ୍କୁ ଚଳନ୍ତା କାରରେ ଗଣ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।  ଦୁଇ ଜଣ ବ୍ୟକ୍ତି ମହିଳା ଜଣଙ୍କୁ ବଳାତ୍କାର କରିବା ପରେ ତାଙ୍କୁ ଓ…
Read More...

ବଳାତ୍କାର ପାଇଁ ପୋଷାକ ଦାୟୀ ନୁହେଁ : ସୀତାରମଣ

ନୂଆଦିଲ୍ଲୀ :  ମହିଳାମାନଙ୍କ ଆଧୁନିକ ପୋଷାକ ନିମନ୍ତେ ବଳାତ୍କାର ଭଳି ଅପରାଧ ଘଟଣା ବୃଦ୍ଧି ପାଉଥିବା ନେଇ ଅନେକ ଲୋକ ଯୁକ୍ତି ବାଢୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଖଣ୍ଡନ କରିଛନ୍ତି।…
Read More...

ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ପଳାତକ ଘୋଷିତ ପ୍ରମୁଖ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ପୁନଃ ନିର୍ଦେଶ ଜାରି କରିଛନ୍ତି। ବେଙ୍ଗାଲୁରୁ…
Read More...

ମଟର ସାଇକଲ ଧକ୍କାରେ ମହିଳାଙ୍କ ମୃତ୍ୟୁ

କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲା ଠାରେ ଏକ ମଟର ସାଇକଲ ଧକ୍କାରେ ଜନୈକ ମହିଳାଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ତୋତ୍ରାଗୁଡାର ରୁପଧର ନାଏକଙ୍କ ସ୍ତ୍ରୀ ଦୁର ନାଏକ (୫୦)…
Read More...

ପୂଜା ସମୟରେ ଜମା କରନ୍ତୁ ନାହିଁ ଏହି କାମ , ଧୂପକାଠି ବି ଜାଳିବା ଠିକ୍‌ ନୁହେଁ

ଭାରତୀୟ ପରମ୍ପରାରେ ପୂଜା ସମୟରେ ଦୀପ, ଧୂପ ,ନୈବେଦ୍ୟ  ଅର୍ପଣ କରାଯାଇଥାଏ । ଆଜିକାଲି ଧୂପ କାଠିର ବହୁଳ ବ୍ୟବହାର କରାଯାଉଛି ।  ମାତ୍ର ପୂଜା ସମୟରେ  ବାଉଁଶ ଜାଳିବା ଅଶୁଭ ବୋଲି କୁହାଯାଏ । ଅଧିକାଂଶ ଧୂପକାଠି…
Read More...

ତେଜ ପ୍ରତାପଙ୍କ ବିବାହ : ୫ଦିନ ପାରୋଲ ଆବେଦନ କଲେ ଲାଲୁ

ରାଞ୍ଚି : ପୁଅ ତେଜ ପ୍ରତାପ ଯାଦବଙ୍କ ବିବାହରେ ଯୋଗ ଦେବା ନିମନ୍ତେ ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପାଞ୍ଚ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିଛନ୍ତି। ଆସନ୍ତା ୧୨…
Read More...

ଶିବଙ୍କର ପୁତ୍ର କାର୍ତ୍ତିକ , ଗଣେଶଙ୍କୁ ଜାଣିଛନ୍ତି ଏବେ ଜାଣନ୍ତୁ ତାଙ୍କ କନ୍ୟାମାନଙ୍କ ବିଷୟରେ

ଦେବ ଦେବ ମହାଦେବ । ତାଙ୍କର ପୁତ୍ର କାର୍ତ୍ତିକ ଓ ବିଘ୍ନହର୍ତ୍ତା ଗଣେଶଙ୍କ ବିଷୟରେ ସମସ୍ତେ ଜାଣନ୍ତି । ହେଲ ଶିବଙ୍କର କନ୍ୟାମାନଙ୍କର ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି ।  ଥରେ ଶିବଙ୍କର ପତ୍ନୀ ଦେବୀ ପାର୍ବତୀ…
Read More...

କାଠୁଆ ମାମଲାରେ ସିବିଆଇ ଯାଞ୍ଚ ପାଇଁ ହେବ ପୁନଃଆବେଦନ

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଉ କିଛି ଦିନ ମଧ୍ୟରେ ସୁପ୍ରିମ କୋର୍ଟରେ ପୁନଃ ଆବେଦନ କରିବାକୁ ସ୍ଥିର ହୋଇଛି। ଏହି ମାମଲାକୁ ସିବିଆଇ ଦ୍ୱାରା ଯାଞ୍ଚ କରିବାକୁ…
Read More...

 ମହାପ୍ରଭୁଙ୍କ ଦର୍ଶନ ପରେ ଭକ୍ତଙ୍କର ମହାଯାତ୍ରା, କଳ୍ପବଟ ମୂଳେ ମଳିଲା ମୁକ୍ତି!

ପୁରୀ: କୁହାଯାଏ ଶ୍ରୀମନ୍ଦିରର ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନଙ୍କର ଦର୍ଶନ କଲେ ସମସ୍ତ ପାପ ନାଶ ହୋଇଥାଏ ।  ବୈକୁଣ୍ଠପୁରରେ ସ୍ଥାନ ମିଳେ ।  ରତ୍ନ ସିଂହାସନ ଉପରେ ଚୁତୁର୍ଦ୍ଧା ବିଗ୍ରହଙ୍କର ଦର୍ଶନ ପରେ କଳ୍ପ…
Read More...

ଏହିପରି ଖାଆନ୍ତୁ ଜାମୁ କୋଳି; ମିଳିବ ଅନେକ ଲାଭ

ଏବେ ହେଉଛି ଜାମୁ କୋଳିର ଋତୁ । ବଜାରକୁ ଜାମୁ କୋଳି ଆସିବା ଆରମ୍ଭ ହୋଇଗଲାଣି । ଜାମୁ କୋଳି କେବଳ ଶରୀର ପାଇଁ ଉପକାରୀ ତାହା ନୁହେଁ, ବରଂ ତାର ମଞ୍ଚି, ପତ୍ର ଓ ଗଛର ବକଳ ବା ଛେଲି ମଧ୍ୟ ଲାଭଦାୟକ ଅଟେ ।  ତେବେ ଆସନ୍ତୁ…
Read More...

ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସୁନିଶ୍ଚିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଭାରତ ସରକାର ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ସୁନିଶ୍ଚିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିବେ । ତେବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ନେଇ…
Read More...

ଝିଅ ନିର୍ବନ୍ଧ ଉତ୍ସବରେ ମନ ଖୋଲି ନାଚିଲେ ନୀତା ଅମ୍ବାନୀ, ଭିଡିଓ ହେଲା ଭାଇରାଲ

ମୁକେଶ ଅମ୍ବାନୀ ଝିଅ ଇଶା ଅମ୍ବାନୀଙ୍କ ନିର୍ବନ୍ଧ ବିଶିଷ୍ଟ ବ୍ୟବସାୟ ଅଜୟ ପୀରାମଲଙ୍କ ପୁଅ ଆନନ୍ଦ ସହ ଶେଷ ହୋଇଛି । ନିର୍ବନ୍ଧ ଉତ୍ସବ ମୁକେଶ ଆମ୍ବାନୀଙ୍କ ଘରେ ଅନୁଷ୍ଠିତ ହୋଇଛି । ଏଥିରେ ବଲିଉଡର ବହୁ ନାମୀ…
Read More...

ଅପହୃତ ଭାରତୀୟ ଯନ୍ତ୍ରୀଙ୍କ ଉଦ୍ଧାର ପାଇଁ ସୁଷମାଙ୍କ ଅନୁରୋଧ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ୍‍ ବନ୍ଧୁକଧାରୀମାନେ ଅପହରଣ କରି ନେଇଥିବା ଭାରତୀୟ ଯନ୍ତ୍ରୀଙ୍କ ଉଦ୍ଧାର ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏ ନେଇ…
Read More...

ଏକାଠି ମାଟ୍ରିକ ପାସ୍ କଲେ ବାପ- ପୁଅ

ବାଲେଶ୍ୱର : କୁହାଯାଏ ପାଠ ବଢିବାର କିଛି ବୟସ ନ ଥାଏ । ଆଉ ତାହାର ପ୍ରମାଣ ମିଳିଛି ବାଲେଶ୍ୱରରେ। ୫୮ ବର୍ଷରେ ବାପା ଓ ୩୦ ବର୍ଷରେ ପୁଅ ମାଟ୍ରିକ ପାସ କରିଛନ୍ତି। ସମାନ ନମ୍ବର ରଖି ଦୁହେଁ ଏକାଠି ମାଟ୍ରିକ ପାସ୍…
Read More...

ଉତ୍କଟ ହେଉଛି ଦିଲ୍ଲୀ ଜଳସଙ୍କଟ; ରାଷ୍ଟ୍ରପତିଙ୍କୁ ମିଳୁନି ପ୍ରର୍ଯ୍ୟାପ୍ତ ପାଣି:ଏସସି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣିର ସମସ୍ୟାକୁ ନେଇ ସୁପ୍ରିମ କୋର୍ଟ ମଙ୍ଗଳବାର ଏକ ବଡ଼ ଟିପ୍ପଣୀ ପ୍ରଦାନ କରିଛି। ଦିଲ୍ଲୀର ଭୂତଳ ଜଳସ୍ତର ଚିନ୍ତାଜନକ ଭାବରେ ହ୍ରାସ ପ୍ରାଇଛି ବୋଲି ସୁପ୍ରିମ କୋର୍ଟ ପ୍ରକାଶ କରିଛି।…
Read More...

ମାଲକାନଗିରିରେ ପୁଣି ବୋମା ଆତଙ୍କ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲିରେ ଆଜି ସକାଳୁ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛ ମୂଳରେ ପଡିଥିବା ପୁରୁଣା ଟିଭିରେ ନକ୍ସଲମାନେ…
Read More...

ଖୋଲିବ ଆଉ ୧୦୦ ୱାନ୍‍ ଷ୍ଟପ୍‌ ସେଣ୍ଟର

ନୂଆଦିଲ୍ଲୀ: ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍ପିଟାଲ୍‍ରେ ଥିବା ‘ସଖି’ ପରି ଦେଶର ଆଉ ୧୦୦ଟି ସ୍ଥାନରେ ଖୋଲିବ ‘ୱାନ୍‍ ଷ୍ଟପ୍‌ ସେଣ୍ଟର’। ସାମାଜିକ ହିଂସା ଏବଂ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା…
Read More...

ବିଭିନ୍ନ ବିଭାଗର ସମୀକ୍ଷା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ବିଭିନ୍ନ ବିଭାଗର ସମୀକ୍ଷା ଆରମ୍ଭ କରିଛନ୍ତି। ଆସନ୍ତା ୨୧ ତାରିଖରେ ବିଜେଡି ସରକାର ଶାସନର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସେ…
Read More...

ମୁଁ ପ୍ରଧାନମନ୍ତ୍ରୀ ହେବି : ରାହୁଳ ଗାନ୍ଧୀ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ହେବା ନେଇ ରାହୁଳ ଗାନ୍ଧୀ ନିଜର ଇପ୍ସିତ ଇଚ୍ଛାକୁ ଶେଷରେ ସର୍ବସାଧାରଣରେ ପରି ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଅଭିଯାନ ସମୟରେ ସେ ଏହା…
Read More...

ରେଭେନ୍ସାରେ ପୁଣି ଛାତ୍ର ଅଶାନ୍ତି

କଟକ: ମଙ୍ଗଳବାର ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । ବିଭିନ୍ନ ଦାବି ନେଇ ଛାତ୍ରଛାତ୍ରୀମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି ।…
Read More...

ଆଜିଠାରୁ ରେଳ କର୍ମଚାରୀଙ୍କ ଅନଶନ ଧର୍ମଘଟ

ନୂଆଦିଲ୍ଲୀ: ରେଳ କର୍ମଚାରୀମାନେ ଆଜିଠାରୁ ୭୨ ଘଣ୍ଟିଆ ଅନଶନ ଧର୍ମଘଟ କରିଛନ୍ତି। ରେଳ କର୍ମଚାରୀଙ୍କ କ୍ଷେତ୍ରରେ ସପ୍ତମ ବେତନ କମିଶନ ସୁପାରିସ କାର୍ଯ୍ୟକାରୀ ଦାବି ଓ ରେଳବାଇର ପ୍ରସ୍ତାବିତ ଘରୋଇକରଣ ପ୍ରତିବାଦରେ…
Read More...

ଏସ୍‍ସି କମିଶନଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ ଜାତୀୟ ଅନୁସୂଚିତ ଜାତି(ଏସ୍‍ସି) ଆୟୋଗଙ୍କ ନିକଟରେ ଆଜି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଓ ପୁଲିସ ପଦାଧିକାରୀ ହାଜର ହୋଇଛନ୍ତି।…
Read More...

ଆଇପିଏଲ୍ କ୍ରିକେଟ : ପଞ୍ଜାବ ବନାମ ରାଜସ୍ଥାନ

ଜୟପୁର : ଆଇପିଏଲ୍ କ୍ରିକେଟ – ୨୦୧୮ରେ ଆଜି ରାତି ୮ଟାରେ ଜୟପୁରରେ  କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ମଙ୍ଗଳବାର ସୁଦ୍ଧା କିଙ୍ଗ୍ସ୍ ଇଲେଭେନ୍ ପଞ୍ଜାବ ୯ଟି ମ୍ୟାଚରୁ…
Read More...

ଇଞ୍ଜିନିୟରିଂ ସିଟ୍‍ ପାଇଁ ମାଓ ନେତା ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା: ରାଜନାଥ ସିଂହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସୋମବାର ଏକ ବିଜ୍ଞପ୍ତିରେ ମାଓ ନେତାଙ୍କ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୋଟିଏ ପଟେ ମାଓବାଦୀ ସଂଗଠନ ମାଓ ଆଦର୍ଶର ଡିଣ୍ଡିମ ପିଟୁଥିବାବେଳେ ମାଓ ନେତା ବୈଶୟିକ…
Read More...

ଏଣିକି ଶୀଘ୍ର ଶୁଖିବ ଘା’

ଚେନ୍ନାଇ: ଆଇଆଇଟି- ମାଡ୍ରାସ୍‍ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାର ପଟି ତିଆରି କରିଛନ୍ତି ଯାହା ଘା’କୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରିବ। ସାଧାରଣ ମଣିଷ କ୍ଷେତ୍ରରେ ଚିକିତ୍ସା ପରେ ଘା’ ଶୁଖିବାକୁ ୧୬ଦିନ ଲାଗୁଥିବା…
Read More...

ବଧୂବେଶରେ ସୋନମଙ୍କ ଫାଷ୍ଟ ଲୁକ୍

ନୂଆଦିଲ୍ଲୀ: ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ସୋନମ କାପୁର । ବିବାହରେ ସୋନମ ନାଲି ରଙ୍ଗର ଲେହେଙ୍ଗା ସହ ଓଜନଦାର ଗହଣା ପିନ୍ଧିଥିବା ନଜର ଆସିଛନ୍ତି । ନାଲି ରଙ୍ଗର ଲେହେଙ୍ଗାରେ ସୋନମ ଖୁବ୍ ସୁନ୍ଦର…
Read More...

ଉନ୍ନାବ ଗଣବଳାତ୍କାର ଅଭିଯୁକ୍ତ ତଥା ବିଧାୟକ କୂଳଦ୍ୱୀପଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର

ଲକ୍ଷ୍ନୌ: ଉନ୍ନାବ ଗଣବଳାତ୍କାର ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦ୍ୱୀପ ସିଂହ ସେଗରଙ୍କୁ ସୀତାପୁର ଜେଲକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ପକ୍ଷରୁ କୂଳଦ୍ୱୀପଙ୍କୁ ଉନ୍ନାବ ଜେଲଠାରୁ ଅନ୍ୟତ୍ର ସ୍ଥାନାନ୍ତର…
Read More...

ପୁଣି ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ

ବରଗଡ଼: ବରଗଡ ଜିଲା ଦୁଇ ସରକାରୀ ଯନ୍ତ୍ରୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳସମ୍ପଦ ବିଭାଗରେ କାର୍ୟ୍ୟରତ ୨ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଚଢଉ…
Read More...

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ: ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଅଭିଯୋଗ ପ୍ରସ୍ତାବ ଖାରଜ ସଂକ୍ରାନ୍ତୀୟ ମାମଲାକୁ ଆବେଦନକାରୀ ପ୍ରତ୍ୟାହାର କରି ନେଇଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଆଜି…
Read More...

କଶ୍ମୀରରେ ପଥର ମାଡ଼ରେ ପର୍ଯ୍ୟଟକ ମୃତ, ୨ ଆହତ

ଶ୍ରୀନଗର: କଶ୍ମୀରରେ ପଥର ମାଡ଼ରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ୨୨ ବର୍ଷ ବୟସ୍କ ଚେନ୍ନାଇ ଆର ଥିରୁମନି ବୋଲି ଜଣାପଡ଼ିଛି। ଆହତ ଦୁଇଜଣ ମଧ୍ୟରେ ତାଙ୍କ ମା’ ଓ ପରିବାରର…
Read More...

ହାତୀ ଆକ୍ରମଣରେ ୩ ମୃତ

କାମାକ୍ଷାନଗର/ନୂଆପଡ଼ା: ରାଜ୍ୟର ପୃଥକ୍‍ ପୃଥକ୍‍ ଘଟଣାରେ ହାତୀ ଆକ୍ରମଣରେ ପୁଣି ତିନି ଜଣଙ୍କ ପ୍ରାଣ ଯାଇଛି। ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବୀର ରୋଡ୍‍ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ୩୯୧ ଦାଗି ପ୍ରାର୍ଥୀ, ୭୯୦ କୋଟିପତି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲଢୁଥିବା ୩୯୧ ପ୍ରାର୍ଥୀଙ୍କ ନାମରେ ଅପରାଧୀକ ମାମଲା ରହିଛି ଓ ୭୯୦ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ନିର୍ବାଚନ ପାଇଁ ଦାଖଲ ପ୍ରାର୍ଥୀଙ୍କ ସତ୍ୟପାଠକୁ ଅନୁଧ୍ୟାନ କରି…
Read More...

କାଶ୍ମୀର : ଆତଙ୍କବାଦୀର ଅନ୍ତିମ ସତ୍କାର ଶୋଭାଯାତ୍ରାରେ ଗୁଳି ଚଳାଇଲା  ମାଆ

ଶ୍ରୀନଗର : ଦକ୍ଷିଣ କାଶ୍ମୀରର ସୋଫିଆନ୍‌ରେ ରବିବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀ ହିଜ୍‌ବୁଲ କମାଣ୍ଡର ସଦ୍ଦାମ ପୋଦ୍ଦାରର ଅନ୍ତିମ ସତ୍କାର ଶୋଭାଯାତ୍ରା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି…
Read More...

ପାକିସ୍ତାନରେ ମଣିଶଙ୍କରଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ : ନିର୍ବାଚନର ଠିକ୍‌ ପୂର୍ବରୁ ବିବାଦୀୟ ମନ୍ତବ୍ୟ ପାଇଁ ପ୍ରସିଦ୍ଧ କଂଗ୍ରେସ ନେତା ମଣିଶଙ୍କର ଆୟାର ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ପାକିସ୍ତାନ ଗସ୍ତରେ ଥିବା ଆୟାର ସେଠାରେ ଭାରତର ପରିବେଶ…
Read More...

ଉତ୍ତର ଭାରତରେ ଝଡ଼ ତୋଫାନ ଆରମ୍ଭ

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଝଡ଼ ତୋଫାନ ଆରମ୍ଭ ହୋଇଯାଇଛି । ଝଡ଼ ତୋଫାନ ରାଜସ୍ଥାନ, ପଞ୍ଜାବ, ହରିୟାଣା ଅତିକ୍ରମ କରି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀରେ ହାଲାକା ଝଡବର୍ଷା ଆରମ୍ଭ…
Read More...

ମଙ୍ଗଳବାର ରାଶିଫଳ

ମେଷ: ପରଧନରେ ଧନୀ ହୋଇ ପାରନ୍ତି। ରସିକ ପଣିଆ ଦେଖାଇ ଯୁବତୀ ମନୋରଞ୍ଜନକାରୀ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ମନ୍ତ୍ରଣାଦାତା ହୋଇପାରନ୍ତି। ରାଜତୁଲ୍ୟ, ସନ୍ତୋଷଯୁକ୍ତ ଓ ଉତ୍ସାହୀ ହେବେ। ସରକାରୀ ଅର୍ଥ ମିଳିବ। ବୃଷ:…
Read More...

ପ୍ଲେଅଫରୁ ବାଙ୍ଗାଲୋର ବିଦା !

ହାଇଦରାବାଦ : ଆଇପିଏଲ୍‌-୧୧ର ପୁଣି ତା’ର ବୋଲିଂ ଶକ୍ତି ପ୍ରଦର୍ଶନ କରି ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୫ ରନ୍‌ରେ ହରାଇଛି ସନ୍‌ରାଇଜର୍ସ। ଅଧିନାୟକ…
Read More...

କାଶ୍ମୀରରେ ପଥର ମାଡ଼ରେ ପର୍ଯ୍ୟଟକ ମୃତ

ଶ୍ରୀନଗର : କାଶ୍ମୀରରେ ବିକ୍ଷୋଭକାରୀଙ୍କ ପଥର ମାଡରେ ଜଣେ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ପର୍ଯ୍ୟଟକ ଜଣଙ୍କ ହେଉଛନ୍ତି ଚେନ୍ନଇର ଥିରୁମଣି (୨୨ବର୍ଷ)। ସୋମବାର ସକାଳ ୧୦ଟା ୩୦ରେ ଥିରୁମଣି ଓ ତାଙ୍କର…
Read More...

ସମୁଦ୍ର କୂଳରେ ଜରୁରୀ ଅବତରଣ କଲା ବିମାନ

ଲଣ୍ଡନ : ବ୍ରିଟେନ ବାୟୁସେନାର ଏକ ବିମାନ ସମୁଦ୍ର ବେଳାଭୂମିରେ ଜରୁରୀ ଅବତରଣ କରିଛି। ବିମାନ ୧୯୩୦ଟି ଏକ ଏୟାର ଶୋ’ରେ ଭାଗ ନେଇ ଫେରୁଥିବାବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ବିମାନର ଇଞ୍ଜିନ ସମ୍ପୂର୍ଣ୍ଣ…
Read More...

ସିରିଆ ମାଟିରେ ଇରାନକୁ କାର୍ଯ୍ୟ କରିବାର ଅନୁମତି ଦିଆଗଲେ ବାସର ଆସାଦଙ୍କୁ ହଟାଇଦେବୁ: ଇସ୍ରାଏଲ

ଜେରୁଜେଲମ୍‌ : ସିରିଆ ମାଟିରେ ଇରାନକୁ କାର୍ଯ୍ୟ କରିବାର ଅନୁମତି ଦିଆଗଲେ ରାଷ୍ଟ୍ରପତି ବାସର ଆସଦଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯିବ ବୋଲି ଇସ୍ରାଏଲ ଧମକ ଦେଇଛି। ଇରାନକୁ ଇସ୍ରାଏଲ ନିଜର ପରମ ଶତ୍ରୁ ବୋଲି ବିବେଚନା…
Read More...

“ସମାଜ’ର ନିରପେକ୍ଷତା ଓ ବିଶ୍ୱସନୀୟତା ଅତୁଳନୀୟ’

କଟକ : ଆଜିର ଜଗତୀକରଣ ଯୁଗରେ ଅନେକ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ଆବିର୍ଭାବ ଘଟିଛି। ଖୁବ ସୁନ୍ଦର ପରିପାଟୀରେ ପ୍ରକାଶ ପାଉଛି ଭଳିକି ଭଳି ଖବରକାଗଜ। ହେଲେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ "ସମାଜ' ଏପରି…
Read More...

୧୪ରେ ଜେରୁଜେଲମ୍‌କୁ ଆସିବ ଆମେରିକୀୟ ଦୂତାବାସ

ଜେରୁଜେଲମ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ରାଜଧାନୀ ଭାବେ ଜେରୁଜେଲମ୍‌କୁ ସ୍ୱୀକୃତି ଦେବା ପରେ ଚଳିତ ମାସ ୧୪ରେ ଏଠାରେ ଆମେରିକୀୟ ଦୂତାବାସ ଖୋଲିବାକୁ ଯାଉଛି। ତେଲ୍‌ ଆବିଭ୍‌ରୁ ଦୂତାବାସ…
Read More...

ଅମରାବତିରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀ ଆରମ୍ଭ

ଅମରାବତି : ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତିଠାରେ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ଆନ୍ଧ୍ର ସହିତ ଓଡ଼ିଶା, କର୍ଣ୍ଣାଟକ, କେରଳ, ସିକିମ, ମିଜୋରାମ,…
Read More...

ଉତ୍ତର-ପୂର୍ବ ଭାରତରେ ଝଡ଼ବର୍ଷା ନେଇ ସତର୍କ ସୂଚନା

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମଙ୍ଗଳବାର ଝଡବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା ଜାରି କରିଛି। ସୋମବାର ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ…
Read More...

ପୃଥିବୀକୁ ଧକ୍କା ଦେଇପାରେ ସୌରଝଡ଼

ନୂଆଦିଲ୍ଲୀ : ଆଗାମୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠକୁ ଏକ ସୌରଝଡ ଧକ୍କା ଦେବାର ଆଶଙ୍କା ରହିଛି। ମହାକାଶ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସୌର ଝଡ ଯୋଗୁଁ ବାୟୁମଣ୍ଡଳରେ ଏକ କରୋନାଲ ହୋଲ ସୃଷ୍ଟି ହେବ।…
Read More...