ଭୁବନେଶ୍ୱରରେ ଅବତରଣ କଲା ୬ ବିମାନ

ଭୁବନେଶ୍ୱର : କଲକାତା ଅଭିମୁଖେ ଯାଉଥିବା ଛଅଟି ବିମାନକୁ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି। ଖରାପ ପାଗ ହେତୁ କଲକାତା ବିମାନବନ୍ଦରରେ ବିମାନ ଅବତରଣ କରିବା ସମ୍ଭବ ହୋଇ ନଥିଲା।…
Read More...

ଉତ୍ତରପ୍ରଦେଶରୁ ଆନ୍ଧ୍ର ଯାଏଁ ଝଡ଼-ବର୍ଷା ତାଣ୍ଡବ : ୪୦ ମୃତ

ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ରବିବାର ଝଡ଼ ଓ ବର୍ଷା ତାଣ୍ଡବରେ ୪୦ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି। ଉତ୍ତର ଭାରତରେ ଦିଲ୍ଲୀ ସମେତ ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର,…
Read More...

ପାକିସ୍ତାନରୁ ସ୍ୱଦେଶ ଫେରିପାରିଲେନି ଆମେରିକୀୟ କୂଟନୀତିଜ୍ଞ

ଇସଲାମାବାଦ : ଆମେରିକା ସରକାର ଦେଶରେ ପାକିସ୍ତାନୀ କୂଟନୀତିଜ୍ଞଙ୍କ ଚଳପ୍ରଚଳ ନେଇ କଟକଣା ଜାରି କରିବା ପରେ ଶନିବାର ପାକିସ୍ତାନ ସମାନ ଆଭିମୁଖ୍ୟ ପୋଷଣ କରିଛି। ଶୁକ୍ରବାର ଆମେରିକାକୁ ଜବାବ ଦେବାକୁ ଯାଇ ପାକିସ୍ତାନ…
Read More...

ଇସ୍ରାଏଲ ଆକ୍ରମଣରେ ସିରିଆରେ ୪୨ ମୃତ

ବେରୁଟ : ଗତ ସପ୍ତାହରେ ସିରିଆ ଉପରେ ଇସ୍ରାଏଲ କରିଥିବା ରକେଟ୍‍ ମାଡରେ ୪୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ସିରିଆସ୍ଥିତ ବ୍ରିଟେନର ମାନବାଧିକାର ସଂଗଠନ କହିଛି ଯେ ବୁଧ ଓ ଗୁରୁ ଦୁଇଦିନ ଧରି ସିରିଆରେ ଥିବା ଇରାନର…
Read More...

ଆଇଟିବିପିର ୯ ନୂଆ ବାଟାଲିୟନ ଗଠନ ହେବ

ନୂଆଦିଲ୍ଲୀ : ଚୀନ ସୀମା ସୁରକ୍ଷାକୁ ଗୁରୁତ୍ୱ ଦେବା ପୂର୍ବକ ସରକାର ଆଇଟିବିପିକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୩୪୮୮ କିମି ଭାରତ-ଚୀନ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଆଇଟିବିପିର ଶକ୍ତି ବୃଦ୍ଧି…
Read More...

ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହେବ ଅସ୍ତ୍ରଶସ୍ତ୍ର, ୧୫ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନକୌଶଳରେ ସୈନ୍ୟବାହିନୀ ପାଇଁ କମାଣ ସହିତ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ତିଆରି ଲାଗି ୧୫ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଅନେକ ବର୍ଷର ଆଲୋଚନା ପରେ ସେନା ଓ…
Read More...

ବଜ୍ରପାତରେ ୩ ମୃତ, ୩ ଆହତ

ପାରଳାଖେମୁଣ୍ଡି : ଗଜପତି ଜିଲା ପାରଳାଖେମୁଣ୍ଡିରେ ରବିବାର କାଳ ବୈଶାଖୀ ଓ ବଜ୍ରପାତରେ ୩ ଜଣ ପ୍ରାଣ ହରାଇଛନ୍ତି ଓ  ୩ ଜଣ ଆହତ ହଇଛନ୍ତି । ଗଜପତି ଜିଲା ସୀମାକୁ ଲାଗି ଥିବା ଆନ୍ଧ୍ରପ୍ରଦେଶ ମଲିଆପୁଟି ଥାନା ଅନ୍ତର୍ଗତ…
Read More...

୧୫ରୁ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ

ଜୟପୁର : ରାଜସ୍ଥାନରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ୧୫ ମଇରୁ ଆରମ୍ଭ ହେବ ବୋଲି ଆନ୍ଦୋଳନର ସଂଯୋଜକ ଘୋଷଣା କରିଛନ୍ତି । ଏହି ପ୍ରସ୍ତାବିତ ଆନ୍ଦୋଳନକୁ ଗୁଜରାଟ ପାଟିଦାର ନେତା ହାର୍ଦିକ ପଟେଲ ସମର୍ଥନ ଜଣାଇବା ପରେ…
Read More...

ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନଇ

ପୁଣେ : ଆଇପିଏଲ୍‍-୧୧ରେ ୪ର୍ଥ ଶତକ ମାରିଛନ୍ତି ଅମ୍ବତି ରାୟୁଡୁ। ତାଙ୍କର ଏହି ଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‍ସ ପ୍ଲେଅଫ୍‍ରେ ସ୍ଥାନ ନିଶ୍ଚିତ କରିପାରିଛି। ରାୟୁଡୁଙ୍କ ଅପରାଜିତ ୧୦୦ ରନ୍‍ ଓ ସେନ୍‍ ୱାଟ୍‍ସନଙ୍କ…
Read More...

ବିବାଦୀୟ ବିଧାୟକ ରବୀନ୍ଦ୍ର ରାଇନା ଜାମ୍ମୁ-କାଶ୍ମୀର ବିଜେପି ସଭାପତି ନିଯୁକ୍ତ

ଶ୍ରୀନଗର : ନିକଟରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସତ୍‌ପାଲ ଶର୍ମାଙ୍କ ସ୍ଥାନରେ ଜାମ୍ମୁ-କାଶ୍ମୀର ବିଧାନସଭା ସଦସ୍ୟ ରବୀନ୍ଦ୍ର ରାଇନାଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ତାଙ୍କୁ…
Read More...

ମହିଳାଙ୍କ ସମ୍ପତି ବିକ୍ରିରୁ ଷ୍ଟାମ୍ପ ଡ୍ୟୁଟି ଉଚ୍ଛେଦ କଲେ ମୁଫତି

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସରକାର ରାଜ୍ୟରେ ମହିଳାଙ୍କ ମାଲିକାନାରେ ଥିବା ସମ୍ପତ୍ତି ବିକ୍ରୟ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟି ଉଚ୍ଛେଦ କରି ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ଏହି ପଦକ୍ଷେପ ମହିଳା ସଶକ୍ତିକରଣ…
Read More...

ମଧ୍ୟପ୍ରଦେଶରେ ୪ମାସରେ ୮୦୨ ପୁରୁଷ ଘରୋଇ ହିଂସାର ଶିକାର

ଭୋପାଳ : କେବଳ ମହିଳା ନୁହନ୍ତି; ପୁରୁଷ ମଧ୍ୟ ଘରୋଇ ହିଂସାର ଶିକାର ହୋଇଥାନ୍ତି। ଏମିତି ମାମଲା ଗୋଟିଏ ଅଧେ ନୁହେଁ; ବହୁ ପରିମାଣରେ ଯେ ଘଟିଥାଏ ତାହାର ଦୃଷ୍ଟାନ୍ତ ପ୍ରଦାନ କରିଛି ମଧ୍ୟପ୍ରଦେଶ ପୁଲିସ। ଗତ ୪ ମାସ…
Read More...

ଏହା ମୋ ଶେଷ ନିର୍ବାଚନ : ସିଦ୍ଧରମୈୟା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେବାର ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ଦୁଇଟି ନିର୍ବାଚନ ମଣ୍ଡଳୀ ଚାମୁଣ୍ଡେଶ୍ୱରୀ ଓ ବାଦାମିରୁ ପ୍ରତିଦ୍ୱନ୍ଦ୍ୱିତା…
Read More...

୩ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ; ୧୧ ମୃତ

ଜାକର୍ତ୍ତା : ଇଣ୍ଡୋନେସିଆର ସୁରବାୟା ସହରରେ ଥିବା ତିନିଟି ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୧ଜଣଙ୍କର ମୃତ୍ୟୁ ହେବା ସହ ୪୧ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ପ୍ରଥମ ବିସ୍ଫୋରଣ ସାନ୍ତା ମାରିଆ ରୋମାନ…
Read More...

ସଡ଼କ ଦୁର୍ଘଟଣାରେ ୩ ଆରଜେଡି ନେତାଙ୍କ ସମେତ ୪ ମୃତ

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବାବେଳେ ଦୁର୍ଘଟଣାରେ ୩ ଆରଜେଡି ନେତାଙ୍କ ସମେତ ୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ…
Read More...

ଆଫଗାନରେ ଆତଙ୍କବାଦୀ ଆକ୍ରମଣ : ୪ ମୃତ, ୨୦ ଆହତ

କାବୁଲ : ଆଫଗାନିସ୍ତାନର ଜାଲାଲାବାଦଠାରେ ରବିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟୁନ୍‌ ୨୦ ଜଣ ଆହତ ହୋଇଛନ୍ତି । ନାନଗ୍ରାହାର ପ୍ରଦେଶ ରାଜ୍ୟପାଳ ଅତାହୁଲ୍ଲାହ…
Read More...

ଦିଲ୍ଲରେ ଝଡ଼ ତୋଫାନ ଓ ବର୍ଷା, ବିମାନ ଚଳାଚଳ ବାତିଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆରରେ ରବିବାର ଅପରାହ୍ନରୁ ଝଡ଼ ତୋଫାନ ସହ ପ୍ରବଳ ମାତ୍ରାରେ ବର୍ଷା ଆରମ୍ଭ ହୋଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ହଠାତ୍‌ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡ଼ା ଏବଂ ଫରିଦାବାଦ୍‌ରେ ପାଣିପାଗ…
Read More...

ନୱାଜ ସରିଫ ଆଜିକା ଯୁଗର ମିର୍ଜାଫର : ଇମ୍ରାନ ଖାନ

ଇସଲାମାବାଦ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱୀକାର କରିବା ପରେ ତହରିକ୍‌-ଏ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା…
Read More...

ଜେଡିଏସ୍‌ ପ୍ରଭାବ, ସିଦ୍ଧରମୈୟା କହିଲେ ଦଳିତ ପାଇଁ ଛାଡ଼ିଦେବି ମୁଖ୍ୟମନ୍ତ୍ରୀ ପଦ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆସିବାକୁ ଆଉ ଦୁଇ ଦିନ ବାକି ଅଛି । କିନ୍ତୁ ଫଳକୁ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ନ୍ୟୁଜ୍‌ ଏଜେନ୍ସି ଏବଂ ଅନ୍ୟ ସଂସ୍ଥା ଦ୍ୱାରା ହୋଇଥିବା…
Read More...

 ବୃଦ୍ଧ ପିତାମାତାଙ୍କୁ ହତ୍ୟା ପରେ ଘର ପୋଡି ଦେଲା  ମାନସିକ ବିକାର ଗସ୍ତ ପୁଅ

ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବାପରେ ଘରେ  ମାନସିକ ବିକାର ଗସ୍ତ ପୁଅ ନିଆଁ ଲଗାଇ ଦେଇଛି । ମୋତି ନଗର ଅଞ୍ଚଳରେ ୭୦ ବର୍ଷିୟ ଛେଦିଲାଲ୍‌ ଓ…
Read More...

ସୀତାପୁରରେ ପୁଣି ୧୨ ବର୍ଷର ନାବାଳିକାକୁ   କାମୁଡି ମାରିଦେଲେ ବୁଲା  କୁକୁର

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁରରେ ପୁଣି ଜଣେ ନାବାଳିକାକୁ ବୁଲା କୁକୁରମାନେ ଝୁଣି କରି ମାରି ଦେଇଥିବା ସୂଚନା ମିଳିଛି ।   ଖୈରାବାଦ ଥାନା ଅଞ୍ଚଳର ମହେଶପୁର ଗ୍ରାମରେ ଏହି ଘଟଣା ଘଟିଛି । ଗତି କିଛି ମାସ ମଧ୍ୟରେ…
Read More...

ପ୍ୟାରିସରେ  ଆତଙ୍କବାଦୀ ଆକ୍ରମଣରେ ଜଣେ ମୃତ, ୪ ଗୁରୁତର

ପ୍ୟାରିସ୍‌:  ପ୍ୟାରିସ୍‌ରେ ଜଣେ ବ୍ୟକ୍ତି ଛୁରୀ ଆକ୍ରମଣ କରିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଇସ୍‌ଲାମିକ୍‌ ଷ୍ଟେଟ୍‌ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।  ଆକ୍ରମଣକାରୀ ପୁଲିସ…
Read More...

ଆସନ୍ତା କାଲି ପ୍ରକାଶ ପାଇବ ଆଇସିଏସ୍‍ଇ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିଆଇଏସ୍‍ସିଇ ଦ୍ୱାରା ପରିଚାଳିତ ୨୦୧୮ ଆଇସିଏସ୍‍ଇ ୧୦ମ ଓ ଆଇଏସ୍‍ଇ ଦ୍ୱାଦଶ ପରୀକ୍ଷା ଫଳ ମେ’ ୧୪ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ସିଆଇଏସ୍‍ସିଇର ୱେବ୍‍ସାଇଟ୍‍ରେ ପରୀକ୍ଷା ଫଳ ଉପଲବ୍ଧ ହେବ।…
Read More...

 ବସ୍‌ ଓଲଟି ଛଅ ଜଣଙ୍କର ମୃତ୍ୟୁ

ଶିମଲା: ହିମାଚଳ ପ୍ରଦେଶର  ଶିର୍‌ମାଉର ଜିଲାର ସାନୋରା ନିକଟରେ ଏକ ପାହାଡି ରାସ୍ତାରେ ବସ୍‌ ଓଲଟି ପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୨ ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଏକ ବେସରକାରୀ ବସ୍‌…
Read More...

ଚଳିତ ବର୍ଷ ଭଲ ବର୍ଷା , ମେ ୨୦ ତାରିଖରେ ପହଞ୍ଚିବ ମୌସୁମୀ: ସ୍କାଏମେଟ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଭଲ ବର୍ଷା ହେବ । ଏହା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ ୨୦ ତାରିଖରେ ଆଣ୍ଡାମାନ ନିକୋବର  ଦ୍ୱୀପପୁଞ୍ଜରେ ପହଞ୍ଚିବ । ମେ ୨୮ ତିରଖ ବେଳକୁ ଏହା କେରଳ ଉପକୂଳ ସ୍ପର୍ଶ କରିବ । ମେ…
Read More...

ତେଜପ୍ରତାପଙ୍କ ବିବାହ ଭୋଜିରେ ଖାଦ୍ୟ ଲୁଟ୍‍

ପାଟନା: ଲାଲୁପ୍ରସାଦଙ୍କ ପୁଅ ତେଜପ୍ରତାପଙ୍କ ବିବାହ ଉତ୍ସବରେ ଆରଜେଡି କର୍ମୀଙ୍କ ଲଙ୍କାକାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଉତ୍ସବରେ ଲାଲୁଙ୍କ ପରିବାରବର୍ଗଙ୍କ ପକ୍ଷରୁ କୌଣସି ଦଳୀୟ କର୍ମୀଙ୍କ ଡକାଯାଇ ନାହିଁ ବୋଲି…
Read More...

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ସାକ୍ଷ୍ୟ ଦେଲେ ଦୁଇ ଅଧିକାରୀ

ଜୟପୁର: କୁନ୍ଦୁଲି ନାବାଳିକା ଗଣଦୁଷ୍ମର୍ମ ଅଭିଯୋଗ ଘଟଣାରେ ଜୟପୁର ଜିଲା ସେସନ୍‍ କୋର୍ଟରେ ବିଚାରବିଭାଗୀୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ସାକ୍ଷ୍ୟ ଦେଇଛନ୍ତି ଦୁଇ ମହିଳା ପୁଲିସ ଅଧିକାରୀ। ପଟାଙ୍ଗୀ ଆଇଆଇସି ଦେବ…
Read More...

୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର ଜନୈକା ୭ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ସୋର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଅଭିଯୁକ୍ତ ମନୀନ୍ଦ୍ର ମଳିକ ନାମକ…
Read More...

କୁକୁରର ଗୁଳିମାଡ଼ରେ ମାଲିକ ଆହତ

ନୂଆଦିଲ୍ଲୀ: ୫୧ବର୍ଷର ଜଣେ ବ୍ୟକ୍ତି ପାଳି ଥିବା କୁକୁର ସହ ଖେଳିବା ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି। ଘଟଣା ଆମେରିକାରେ ଘଟିଛି। କୁକୁର ଦ୍ୱାରା ଗୁଳିଚାଲଣାରେ ଜଣେ ବ୍ୟକ୍ତି…
Read More...

୧୩ବର୍ଷର ବର ୨୩ବର୍ଷର କନ୍ୟାର ବିବାହ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ଗ୍ରାମରେ ୧୩ ବର୍ଷର ନାବାଳକ ସହ ୨୩ବର୍ଷର କନ୍ୟାର ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ପରେ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରବର୍ଗଙ୍କୁ ଖୋଜା ପଡ଼ିଛି। ଆନ୍ଧ୍ରର କୁରନୁଲର…
Read More...

ଆଇପିଏଲ୍‍ ବେଟିଂ, ୩ ଗିରଫ

ରାଉରକେଲା: ଆଇପିଏଲ୍‍ ମ୍ୟାଚ୍‍ ବେଳେ ବେଟିଂ କାରବାର ଅଭିଯୋଗରେ ରାଉରକେଲା ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ରାଉରକେଲା ନାଲା ରୋଡ୍‍ ସ୍ଥିତ ମହାତ୍ମା ଲେନ୍‍ର ଏକ ଘରେ ଆଇପିଏଲ୍‍ ବେଟିଂ…
Read More...

ନକ୍ସଲ୍‍ ମୁକାବିଲା: ବାବା ରାମଦେବଙ୍କ ସହାୟତା ନେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସର୍ବାଧିକ ନକ୍ସଲ୍‍ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ ଦେଶର ୩୫ଟି ଜିଲାର ୪୫୦ ଗ୍ରାମର ଅଧିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ଲାଗି କେନ୍ଦ୍ର ସରକାର ବାବା ରାମଦେବଙ୍କ ସହାୟତା ନେବେ। ଏହି ପ୍ରସ୍ତାବକୁ…
Read More...

ଏଣିିକି ଗୋଟିଏ ଦେଶ ଗୋଟିଏ ମୋଟର ଟିକସ ବ୍ୟବସ୍ଥା

ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଏକକ ମୋଟର ଯାନ ଟିକସ ଓ ପରମିଟ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଚିନ୍ତା କରୁଛି। ପ୍ରାଥମିକ ପର୍ଯ୍ୟାୟରେ କେବଳ ନୂଆ କାର ଓ…
Read More...

ଯବାନ ଗୁଳିରେ ୨ ହାର୍ଡକୋର ନକ୍ସଲ୍‍ ମୃତ

ବଲାଙ୍ଗୀର: ଯବାନ-ନକ୍ସଲ୍‍ ଗୁଳି ବିନିମୟରେ ୨ ଜଣ ହାର୍ଡକୋର ନକ୍ସଲ ସଞ୍ଜିବ ଓ ରାକେଶ ନିହତ ହୋଇଛନ୍ତି। ସଞ୍ଜିବ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପୁଲିସ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା…
Read More...

ଆଇପିଏଲ୍  କ୍ରିକେଟ :  ହାଇଦରାବାଦ-ଚେନ୍ନଇ ଏବଂ ମୁମ୍ବଇ-ରାଜସ୍ଥାନ ମଧ୍ୟରେ ମୁକାବିଲା

ଜୟପୁର : ଆଇପିଏଲ୍  କ୍ରିକେଟର ୧୧ତମ ସଂସ୍କରଣରେ ରବିବାର ୨ଟି ମ୍ୟାଚ  ଅନୁଷ୍ଠିତ ହେବ । ପୁଣେରେ ଅପରାହ୍ନ ୪ଟାରେ ସନରାଇଜର୍ସ ହାଇଦରାବାଦ ଓ ଚେନ୍ନଇ ସୁପର କିଙ୍ଗସ୍  ମଧ୍ୟରେ  ମ୍ୟାଚ  ଅନୁଷ୍ଠିତ  ହେବାକୁଥିବା ବେଳେ…
Read More...

ଆଜି ମାତୃ ଦିବସ

କଟକ: ମା’- ଦୁନିଆର ସବୁଠୁ ମଧୁର ଶବ୍ଦ । ପୁଣି ସବୁଠାରୁ ସୁନ୍ଦର। ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏଇ ଶବ୍ଦର ଗଭୀରତାରେ। ମା’ କୋଳଠାରୁ ଆରାମଦାୟକ, ନିରାପଦ ସ୍ଥାନ କେଉଁଠାରେ ମିଳିପାରିନାହିଁ । ମାଆର ପଣତକାନି…
Read More...

ରାଜ୍ୟ ସରକାର ଓ ନବୀନଙ୍କୁ ପ୍ରଶଂସା କଲେ ୟୁନୁସ

ଭୁବନେଶ୍ୱର : ନୋବେଲ ଶାନ୍ତି ପୁରସ୍କାର ବିଜେତା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ମହମ୍ମଦ ୟୁନୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ଗସ୍ତରେ…
Read More...

‘ଜିମ୍‍ସାରକୁ ସହାୟତା ଦେବ ନାଲ୍‍କୋ’

-ଗୋପବନ୍ଧୁ ନର୍ସିଂ କଲେଜର ବାର୍ଷିକୋତ୍ସବ, -ଜ୍ୟୋତିପ୍ରଭାଙ୍କୁ ‘ଗୋପବନ୍ଧୁ ସେବା ସମର୍ପିତ ସମ୍ମାନ’ ଗୁରୁଡ଼ିଝାଟିଆ : ସେବିକାର ଜୀବନ ସାଧାରଣ ଜନତାଙ୍କ ପାଇଁ ସମର୍ପିତ। ସେବାର ମୂଲ୍ୟ ନ ଥାଏ ଓ ଏହାକୁ କୌଣସି…
Read More...

୨୮ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଚଳିତମାସ ଶେଷ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ କହିଛି। ସ୍କାଏମେଟ୍‍ର ପୂର୍ବାନୁମାନ ଅନୁଯାୟୀ ମେ ୨୮ରେ ଏହା କେରଳ ଛୁଇଁବ। ମେ…
Read More...

ଆଇପିଏଲ: ଟିଭି ଦର୍ଶକ ସଂଖ୍ୟା ମାତ୍ର ୧୧% ବଢିଛି

ମୁମ୍ବଇ : ଏପ୍ରିଲ ୭ରୁ ଚଳିତବର୍ଷର ଆଇପିଏଲ ଆରମ୍ଭ ହୋଇଥିବାବେଳେ ଶନିବାର ସୁଦ୍ଧା ୪୫ଟି ମ୍ୟାଚ ଖେଳାଯାଇସାରିଲାଣି। ତେବେ ଏପ୍ରିଲ ୩୦ ସୁଦ୍ଧା ଖେଳାଯାଇଥିବା ୩୦ଟି ମ୍ୟାଚର ସର୍ଭେ ରିପୋର୍ଟକୁ ଆଧାର କରି ଜଣାପଡିଛି ଯେ…
Read More...

ଆଇସିୟୁରେ କମଳା ପୂଜାରୀ

କୋରାପୁଟ : ଅସୁସ୍ଥ ହୋଇ ଦୀର୍ଘ ୮ ଦିନ ଧରି ଘରେ ପଡି ରହିବା ପରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ଶନିବାର ମେଡିକାଲରେ ଭର୍ତ୍ତି କରାଯାଇଛି। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ…
Read More...

ଦେଶକୁ ନେତା ନୁହେଁ; ନୀତି ଆବଶ୍ୟକ : ୟେଚୁରୀ

ଭୁବନେଶ୍ୱର  : କେନ୍ଦ୍ରରେ ଏନ୍‌ଡିଏ ସରକାର କ୍ଷମତାସୀନ ହେବା ପରେ ଦେଶର ଅଖଣ୍ଡତା ପ୍ରତି ବିପଦ ଦେଖାଦେଇଛି। ସାମ୍ପ୍ରଦାୟିକ ଶକ୍ତି ଦେଶରେ ସାମାଜିକ ଏବଂ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି।…
Read More...

ନିମାପଡ଼ା ପରେ ନୟାପଲ୍ଲୀ : ଯୁବତୀଙ୍କୁ ପିଟି ବଦଳିଲେ ଥାନା ଅଧିକାରୀ

ଭୁବନେଶ୍ୱର : ନିମାପଡ଼ାରେ ବୃଦ୍ଧାଙ୍କୁ ମାଡ଼ ଘଟଣା ମନରୁ ନଲିଭୁଣୁ ପୁଣି ଆଉ ଏକ ଘଟଣା ସାମ୍‍ନାକୁ ଆସିଛି। ଭୁବନେଶ୍ୱର ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଏ ନେଇ ଦୁଇ ଭଉଣୀ…
Read More...

ବାଙ୍ଗାଲୋର ବିଜୟୀ : ପ୍ଲେ ଅଫ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ : ଦୁଇ ଚମ୍ପିଆନ୍‍ ବ୍ୟାଟ୍‍ସମ୍ୟାନ୍‍ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସଙ୍କ ଦର୍ଶନୀୟ ଇନିଂସ ବଳରେ ଆଇପିଏଲ୍‍-୧୧ରେ ଶନିବାର ୨ୟ ମ୍ୟାଚ୍‍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ବିଜୟୀ ହୋଇଛି।…
Read More...

ରବିବାର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ସହାୟତା ମିଳିବ। ମନ ଚଞ୍ଚଳ ରହିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। ଶତ୍ରୁଯୁକ୍ତ ଓ କ୍ରୋଧିତ ହୋଇପାରନ୍ତି। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। କଥାବାର୍ତ୍ତା ଗଠନମୂଳକ ହେବ। ଚିନ୍ତିତ…
Read More...

ଦେଶର ସବୁଠାରୁ ଧନୀ ମହିଳା ଆଇପିଏଲ୍‌ ମ୍ୟାଚ ସମୟରେ ମନ୍ତ୍ର ପଢି ମାରୁଛନ୍ତି ମୁଣ୍ଡିଆ , ଭିଡିଓ ଭାଇରାଲ

ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ରିଲାଏନ୍ସ ଗ୍ରୁପ ଅଫ୍‌ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ। ନୀତା ଅମ୍ବାନୀ ତାଙ୍କର ପତ୍ନୀ । ସେ ମୁମ୍ବାଇ ଇଣ୍ଡିଆ ଦଳର ମାଲିକାଣୀ । ତେବେ ଆଇପିଏଲ୍‌ର ୨୦୧୮…
Read More...

ତଳମୁଣ୍ଡରେ ହେବ ୭ ବ୍ୟାରେଜ

- ମହାନଦୀ ପାଇଁ ସରକାରଙ୍କ ବିସ୍ତୃତ ଯୋଜନା ଭୁବନେଶ୍ୱର : ଛତିଶଗଡ଼ ସରକାର ବେନିୟମ ଭାବେ ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶାରେ ମହାନଦୀକୁ ଜଳ ପ୍ରଭାବ କମିଛି। ପିଇବାପାଣି, ଜଳସେଚନ…
Read More...

ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ମହିଳାଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ଖାଇବାକୁ ଦେବାରୁ ଦିଲ୍ଲୀରେ ଜଣେ ମହିଳାଙ୍କୁ  ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ ୪୦ରୁ ୫୦ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିବ ଅଭିଯୋଗ ହୋଇଛି । ମାତ୍ର ତାଙ୍କୁ ଅନ୍ୟ…
Read More...

ଦାଦା ବଟି ମାଗିବା ଅଭିଯୋଗରେ ୩ ଯୁବକ କୋର୍ଟ ଚାଲାଣ

ବାଲିଚନ୍ଦ୍ରପୁର : ନିଜକୁ ଗ୍ୟାଙ୍ଗଷ୍ଟାର ସଦସ୍ୟ ଦର୍ଶାଇ ଜଣେ ବ୍ୟବସାୟୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଦାଦା ବଟି ମାଗିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୁଲିସ ତିନି ଜଣ ଯୁବକଙ୍କୁ କୋର୍ଟଚାଲାଣ କରିବା ସହ ସେମାନଙ୍କ…
Read More...

ବିଶାଳ ସ୍କୋର୍‍ ବଳରେ କଲକାତା ବିଜୟୀ

ଇନ୍ଦୋର : ଆଇପିଏଲ୍‍-୧୧ରେ ଅଦ୍ୟାବଧି ସର୍ବାଧିକ ଦଳଗତ ସ୍କୋର୍‍ ୨୪୫ ରନ୍‍ କରି କଲକାତା ନାଇଟ ରାଇଡର୍ସ (କେକେଆର୍‍) ବିଜୟ ହାସଲ କରିଛି । ଆଇପିଏଲ୍‍ ଇତିହାସରେ ଏହା ୪ର୍ଥ ସର୍ବାଧିକ ଦଳଗତ ସ୍କୋର୍‍। ଶନିବାର…
Read More...

ଦଶ ଲକ୍ଷ ବିନିଯୋଗ କରି ୧୦୦ କୋଟି ରୋଜଗାର

ନୂଆଦିଲ୍ଲୀ: ଆମେରିକାରେ ବସବାସ କରୁଥିବା ଜଣେ ଭାରତୀୟ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ୧୦୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଆଶୀଷ ଗୁପ୍ତା ନାମକ ବ୍ୟକ୍ତି ଫିଲ୍ପକାର୍ଟରେ ୨୦୦୯ ମସିହାରେ ୧୦ ଲକ୍ଷ ଟଙ୍କା ବିନିଯୋଗ…
Read More...

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

ମୋହନା : ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ନିକଟରେ   ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷା ହେବାରୁ ଏକ ମହୁଲ ଗଛ ମୂଳରେ କେଶପୁରର ଶ୍ୟାମଘନ…
Read More...

ମ୍ୟାଁମାର ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ, ୧୯ ମୃତ

ୟାଙ୍ଗୁନ : ମ୍ୟାଁମାରର ଉତ୍ତରସ୍ଥ ସାନ ପ୍ରଦେଶରେ ବିଦ୍ରୋହୀ ଓ ସେନା ମଧ୍ୟରେ ସଂଘର୍ଷ ଘଟି ୧୯ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍ଗ ନ୍ୟାସନାଲ ଲିବରେସନ ଆର୍ମି (ଟିଏନଏଲଏ) ଓ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସଂଘର୍ଷ…
Read More...

ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ବିଷ୍ଟା ଖୁଆଇଲେ

ବ୍ରହ୍ମପୁର : ପୁରୁଷୋତ୍ତମପୁର ଥାନା ଅଧୀନ ପଣ୍ଡିଆ ପଞ୍ଚାୟତ ପାଣ୍ଡରପଲ୍ଲୀ ଗାଁରେ ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ସୁଦର୍ଶନ ବେହେରା ଓ ତାଙ୍କ ପତ୍ନୀ ଅପି…
Read More...

ମହାଭିଯୋଗରୁ ଓହରିଲା କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପ୍ରସଙ୍ଗରୁ କଂଗ୍ରେସ ସମ୍ପୂର୍ଣ୍ଣ ଓହରି ଯାଇଛି। ଦଳୀୟ ନେତାଙ୍କ ମଧ୍ୟରେ ମତଭେଦ କାରଣରୁ କଂଗ୍ରେସ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥା…
Read More...

ବଳାତ୍କାର ଓ ହତ୍ୟା ମାମଲା : ୩ ସପ୍ତାହରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ

ଇନ୍ଦୋର : ନାବାଳିକାଙ୍କୁ ବଳାତ୍କାର ମାମଲର ବିଚାରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ଇନ୍ଦୋର ଜିଲାକୋର୍ଟ। ଇନ୍ଦୋରର ରାଜୱାଡାଠାରେ ମାତ୍ର ୪ ବର୍ଷର ନାବାଳିକାକୁ ବଳାତ୍କାର ଏବଂ ହତ୍ୟା ମାମଲାର ବିଚାର ମାତ୍ର ୩…
Read More...

ଔରଙ୍ଗାବାଦରେ ଗୋଷ୍ଠୀ ସଂଘର୍ଷ, ୨ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ବେଆଇନ ଜଳ ସଂଯୋଗ ଉଚ୍ଛେଦ ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ…
Read More...

ବିବାହ ବିଚ୍ଛେଦ ପରେ ମଧ୍ୟ ସ୍ୱାମୀଙ୍କ କ୍ରୂରତା ଅଭିଯୋଗ ଆଣିପାରିବେ ମହିଳା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାହ ବିଚ୍ଛେଦ ପରେ ମଧ୍ୟ ମହିଳାମାନେ ଘରୋଇ ହିଂସା ଆଇନ ଅନୁଯାୟୀ ସ୍ୱାମୀଙ୍କ ବିରୋଧରେ କ୍ରୂରତା ଏବଂ ନିର୍ଯାତନା ସମ୍ବନ୍ଧରେ ଅଭିଯୋଗ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବୈବାହିକ…
Read More...

ଆତଙ୍କବାଦୀ ଗୁଳିରେ ସିଆର୍‍ପିଏଫ୍‍ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୁଲୱାମାଠାରେ ଶନିବାର ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଜୋରଦାର ଗୁଳିବିନିମୟ ବେଳେ ସିଆର୍‍ପିଏଫ୍‍ର ଜଣେ ଯବାନ ସହିଦ ହୋଇଛନ୍ତି। ପୁଲୱାମାର ମୋହଲା ତାକିୟା ଅନ୍ତର୍ଗତ…
Read More...

ମମତାଙ୍କ ଅଭିଯୋଗ: ହତ୍ୟା ପାଇଁ ସୁପାରି ଦିଆଯାଇଥିଲା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ରାଜନୈତିକ ଦଳ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ତାଙ୍କୁ ହତ୍ୟା କରିବା ଲାଗି କେତେକ ରାଜନୈତିକ ଦଳ ଉଦ୍ୟମ କରୁଥିବା ବେଳେ ଏକ…
Read More...

ଏଟିଏମ୍ ତାଡି ୧୨ ଲକ୍ଷ ଲୁଟ୍

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତୋଲ ଥାନା ଅନ୍ତର୍ଗତ ମୂଳିସିଂ ସହରହାଟରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏଟିଏମ ତାଡି ଦୁର୍ବୃତ୍ତମାନେ ୧୨ ଲକ୍ଷ ୨୩ ହଜାର ଟଙ୍କା ଲୁଟି ନେଇଛନ୍ତି । ଶୁକ୍ରବାର ବିଳମ୍ବିତ…
Read More...

କର୍ଣ୍ଣାଟକ ନିର୍ବାଚନ ଶେଷ, ଏକ୍ସିଟପୋଲରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶନିବାରରେ ମତଦାନ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି । ଏହା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ ପୋଲ୍‌ ପ୍ରକାଶ…
Read More...

୨୬/୧୧ ମୁମ୍ବଇ ଆକ୍ରମଣରେ ପାକିସ୍ତାନର ହାତଥିଲା : ନୱାଜ ସରିଫ

ନୂଆଦିଲ୍ଲୀ : ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିଲ ବୋଲି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ସ୍ୱୀକାର କରିଛନ୍ତି। ପାକିସ୍ତାନର ପ୍ରସିଦ୍ଧ ଗଣମାଧ୍ୟମ ଡନ୍‍କୁ ସାକ୍ଷାତକାର ଦେବା…
Read More...

ଭାର୍ଗବୀ ନଦୀରେ ବୁଡି ଜଣେ ମୃତ

ପିପିଲି: ପିପିଲି ନିକଟବର୍ତ୍ତୀ ହରିପୁର ସ୍ଥିତ ଭାର୍ଗବୀ ନଦୀରେ ବୁଡି ରାମଚନ୍ଦ୍ର ବେହେରା ନାମକ ଜନୈକ ୫୫ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କ ଘର ହରିପୁର ଗ୍ରାମର ଦଳିତସାହିରେ ହୋଇଥିବା ବେଳେ ସେ ଜଣେ ନଡିଆ…
Read More...

ନିଆଁ ଗିଳି ଦେଲା ୩୬ ବଖରା

ଚାନ୍ଦବାଲି/ଆରଡି:   ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନଳଗୋହିରା ପଞ୍ଚାୟତ ଅଧିନସ୍ଥ ନୂଆଗାଁରେ ଆଜି(ଶନିବାର) ଅପରାହ୍ଣ ସମୟରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୧୮ ପରିବାରର ପ୍ରାୟ ୩୬ ବଖରା ଚାଳଘର ପୋଡି ଜଳି ପାଉଁଶ ହୋଇଯାଇଛି।…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଇନ୍‌-ଏ-ଡାଏ ଉଠିଲା

କଟକ: ରେଭେନ୍ସା ବିଶ୍ୱବିଦ୍ୟାୟରୁ ସାଇନ୍‌-ଏ-ଡାଏ ଉଠାଇ ଦିଆଯାଇଛି । ଶନିବାର ଅପରାହ୍ନ ୫ଟାରେ ସାଇନଏ-ଡାଏ ହଟିଯିବା ପରେ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରକୁ ଫେରୁଛନ୍ତି ବୋଲି କୁଳପତି ଡ଼କ୍ଟର ଈଶାନ ପାତ୍ର…
Read More...

୧୦ ଗୁଣା ବଢ଼ିବ ସଡ଼କ ଦୁର୍ଘଟଣା କ୍ଷତିପୂରଣ ରାଶି

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ୧୦ ଗୁଣା ବୃଦ୍ଧି ପାଇବ। କେନ୍ଦ୍ର ସରକାର ଏ ସମ୍ପର୍କରେ ଚିନ୍ତା କରୁଛନ୍ତି। ପ୍ରାୟ ୨୪ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଥିବା ନିୟମାବଳୀରେ…
Read More...

୨୦୨୦ ପାଇଁ ନାସାର ମଙ୍ଗଲ ଗ୍ରହ ପାଇଁ ସ୍ୱତନ୍ତ୍ର ଡ୍ରୋନ୍‍

ନୂଆଦିଲ୍ଲୀ: ମଣିଷ ସଭ୍ୟତାର ନୂଆ ଦିଗନ୍ତ ଆଡ଼କୁ ଅନବରତ ଗବେଷଣା କରୁଛି ନାସା। ମଙ୍ଗଳ ଗ୍ରହରେ ମଣିଷ ସଭ୍ୟତା ବସାଇବା ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟ ଆରମ୍ଭ କରିଛି ନାସା। ସେଥିପାଇଁ ସର୍ବପ୍ରଥମେ ମଙ୍ଗଳ ଗ୍ରହ…
Read More...

ଟ୍ରେନ୍‍ ଦୁର୍ଘଟଣାର ଆଗୁଆ ସୂଚନା ଦେବ ବ୍ଲାକ୍‍ ବକ୍ସ

ଲକ୍ଷେ୍ନø: ଏଣିକି ବିମାନ ପରି ଟ୍ରେନ୍‍ରେ ମଧ୍ୟ ଲାଗିବ ବ୍ଲାକ୍‍ ବକ୍ସ। ଏହାଦ୍ୱାରା ବଡ଼ ଧରଣର ଦୁର୍ଘଟଣାର କାରଣ ସମ୍ପର୍କରେ ଆଗୁଆ ଓ ସବିଶେଷ ତଥ୍ୟ ମିଳିପାରିବ। ପ୍ରାଥମିକ ପର୍ଯ୍ୟାୟରେ ସ୍ମାର୍ଟ ଟ୍ରେନ୍‍ କୋଚ୍‍ ବା…
Read More...

ତିନି ନକଲି ସିବିଆଇ ଅଧିକାରୀ ଗିରଫ

ବାଲିଚନ୍ଦ୍ରପୁର: ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଦାଦା ବଟି ଆଦାୟ କରୁଥିବା ତିନି ଠକ ପୁଲିସ ହାତରେ ଧରାପଡ଼ିଛନ୍ତି। ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଦାଦାବଟି…
Read More...

ଦୁଇ ଯୁବତୀଙ୍କୁ ପୁଲିସ୍‍ର ମାଡ଼!

ଭୁବନେଶ୍ୱର: ଥାନାରେ ପୁଲିସ୍‍ ମାଡ଼ ମାରିଥିବା ଦୁଇ ଯୁବତୀ ଅଭିଯୋଗ ଆଣିଛନ୍ତି। ମାଡ଼ରେ ଜଣଙ୍କ ହାତ ଓ ଅନ୍ୟ ଜଣଙ୍କ ଜଙ୍ଘରେ କ୍ଷତ ଚିହ୍ନ ଥିବାର ଭିଡିଓ ଭାଇରାଲ୍‍ ହେବା ପରେ ଏହି ଘଟଣା ସାମ୍‍ନାକୁ ଆସିଛି। ଜମି ବିବାଦକୁ…
Read More...

କର୍ଣ୍ଣାଟକ ନିର୍ବାଚନ: ପ୍ରଥମ ଥର ଭୋଟ ଦେଉଥିବା ବ୍ୟକ୍ତିଙ୍କୁ ମାଗଣା ଦୋସା ଓ କଫି

ବେଙ୍ଗାଲୁରୁ: ଦେଶର ମାହୋଲକୁ ଦେଖି ବ୍ୟବସାୟୀ ସେମାନଙ୍କ ପ୍ରଚାର ଢଙ୍ଗ ବଦଳିବାର ଏକାଧିକ ଉଦାହରଣ ଆପଣ ପୂର୍ବରୁ ମଧ୍ୟ ଦେଖିଥିବେ। ଏବେ କର୍ଣ୍ଣାଟକରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କର୍ଣ୍ଣାଟକ ନିର୍ବାଚନକୁ…
Read More...

ଆଜି ଓଜେଇଇ : ୮୧ କେନ୍ଦ୍ରରେ ୪୮,୩୧୬ ପରୀକ୍ଷାର୍ଥୀ

ଭୁବନେଶ୍ୱର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆସନ୍ତାକାଲି(ରବିବାର) ଅନୁଷ୍ଠିତ ହେବ। ୩୦ଟି ଜିଲା ସଦର ମହକୁମା ସହରରେ ୪୮, ୩୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ୮୧ଟି ପରୀକ୍ଷା କେନ୍ଦ୍ର…
Read More...

ଦୃଷ୍ଟି ପଡ଼ିଛି ଲାଲୁଙ୍କ ପରିବାରକୁ;ମୁଖ୍ୟ ଫାଟକକୁ ସଜାଇଲେ ଲେମ୍ବୁ ଓ ଲଙ୍କାରେ

ପାଟନା: ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ନଜର ଲାଗିଛି। ଗୋଟିଏ ପଟେ ଲାଲୁଙ୍କ ନାମରେ ଥିବା ଦୁର୍ନୀତିର ଫର୍ଦ ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଥିବାବେଳେ କୋର୍ଟ ରାୟ ଲାଲୁଙ୍କୁ ବ୍ୟତିବ୍ୟସ୍ତ କରି…
Read More...

ବୋଟ୍‍ରେ ଲାଗିଲା ନିଅାଁ: ଅଳ୍ପକେ ବର୍ତ୍ତିଲେ ୧୨୦ ଯାତ୍ରୀ

ମାଲକାନଗିରି: ନଦୀ ମଝିରେ ଥିବା ବେଳେ ବୋଟ୍‍ରେ ନିଅାଁ ଲାଗିଯାଇଥିଲା। କିନ୍ତୁ ବୋଟ୍‍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ। ବୋଟ୍‍ରେ ଥିବା ୧୨୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି…
Read More...

ଝାରପଡ଼ା ଜେଲ୍‍ରେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର: ଝାରପଡ଼ା ଜେଲ୍‍ରୁ ଶନିବାର ଜଣେ ବିଚାରାଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‍ ହସ୍ପିଟାଲ୍‍ ପଠାଯାଇଛି। ମୃତ କଏଦୀଙ୍କ ନାମ ଜିତେନ୍ଦ୍ର ବିଶ୍ୱାଳ। ବଳାତ୍କାର…
Read More...

ନାବାଳିକାଙ୍କୁ ବଳାତ୍କାର: ଟ୍ୟୁସନ୍‍ ସାର ଗିରଫ

କେନ୍ଦ୍ରାପଡ଼ା: ନିକିରାଇ ଥାନା ଅନ୍ତର୍ଗତ ଅମ୍ବାପଡ଼ା ଗ୍ରାମର ଜନୈକା ୭ବର୍ଷର ଛାତ୍ରୀଙ୍କୁ ବଳାତ୍କାର କରିଛନ୍ତି ଟ୍ୟୁସନ୍‍ ସାର। ଛାତ୍ରୀଙ୍କ ପରିବାରର ଅଭିଯୋଗକ୍ରମେ ପୁଲିସ ସମ୍ପୃକ୍ତ ଟ୍ୟୁସନ୍‍ ସାର ଗଣେଶ ନାୟକକୁ…
Read More...

ପାଣି ପାଇଁ ଗୋଷ୍ଠୀସଂଘର୍ଷ, ୧ ମୃତ ୨୫ ଆହତ

ଔରଙ୍ଗାବାଦ୍‍: ପାଣି ପାଇଁ ଘଟିଛି ଗୋଷ୍ଠୀସଂଘର୍ଷ। ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ନିଅାଁ ଲଗାଇଦେବା ଫଳରେ ଅନ୍ୟୁନ ୧୦୦ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି।…
Read More...

କର୍ଣ୍ଣାଟକ ନିର୍ବାଚନ : ବହୁ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଶନିବାର (୧୨ ମେ’)ରେ ଭୋଟ ଗ୍ରହଣ ହେବ ଓ ୧୫ ମେ’ରେ ଫଳାଫଳ ପ୍ରକାଶ ପାଇବ। ମୋଟ ୨୨୪ ଆସନରୁ ୨୨୨ ଆସନରେ ନିର୍ବାଚନ ହେବ। ବାକି ୨ ଆସନରେ ପରବର୍ତ୍ତୀ ସମୟରେ…
Read More...

’ଏଏମ୍‍ୟୁରୁ ଜିନ୍ନାଙ୍କ ଫଟୋ କାଢି ଆଣିଲେ ୧ ଲକ୍ଷ ପୁରସ୍କାର’

ଲକ୍ଷ୍ନୌ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମ୍‍ୟୁ) ଛାତ୍ର ସଂସଦ କାର୍ଯ୍ୟାଳୟରେ ଲାଗିଥିବା ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋକୁ କାଢି ଆଣିବା ଲୋକଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ଦେବେ…
Read More...

ଆମେରିକା ରାଷ୍ଟ୍ରଦୂତଙ୍କ ଗତିବିଧି ଉପରେ ପାକିସ୍ତାନର କଟକଣା

ଇସଲାମାବାଦ : ପାକିସ୍ତାନ ସରକାର ଆମେରିକାର କୂଟନୀତିଜ୍ଞଙ୍କ ଗତିବିଧି ଉପରେ କଟକଣା ଲାଗୁ କରିଛନ୍ତି। ଏହା ପୂର୍ବରୁ ଆମେରିକା ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଗତିବିଧି ଉପରେ କଟକଣା ଲାଗୁ କରିଥିଲା। ଆମେରିକାରେ ପାକ୍‍…
Read More...

ଚିଦମ୍ବରମଙ୍କ ପରିବାର ବିରୋଧରେ ଅଭିଯୋଗଫର୍ଦ ଦାଖଲ

ଚେନ୍ନଇ : ବିଦେଶସ୍ଥିତ ନିଜ ସମ୍ପତ୍ତି ସମ୍ପର୍କରେ ସୂଚନା ନଦେବାରୁ ଆୟକର ବିଭାଗ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ପତ୍ନୀ ନଳିନୀ, ପୁଅ କାର୍ତ୍ତି ଏବଂ ବୋହୂ ଶ୍ରୀନିଧିଙ୍କ…
Read More...

ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ‘ତିଲକ ଆତଙ୍କବାଦର ପିତା’

ଜୟପୁର : ରାଜସ୍ଥାନର ସ୍କୁଲମାନଙ୍କରେ ଅଷ୍ଟମ ଶ୍ରେଣୀର ପଢାଯାଉଥିବା ଏକ ଇଂରାଜୀ ପାଠ୍ୟ ପୁସ୍ତକରେ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକ୍‍ଙ୍କୁ ଆତଙ୍କବାଦର ଜନକ ବା ପିତା ବୋଲି କୁହାଯାଇଛି। ରାଜସ୍ଥାନର ଅନେକ…
Read More...

ନାବଳକକୁ ହତ୍ୟା କଲା ନାବାଳକ

ସମ୍ବଲପୁର : ସ୍ଥାନୀୟ ବୁଢାରଜା ସ୍ଥିତ ବିମଳ ହୋତା ଗଳି ଠାରେ ତୁଷାର ରାୱତ (୧୨) ନାମକ ଜଣେ ନାବାଳକକୁ ଛୁରି ଭୁଷି ଆଉ ଜଣେ ନାବାଳକ ଛୁରି ଭୁଷି ହତ୍ୟା କରିଛି । ମିଳିଥିବା ସୁଚନାନୁୁଯାୟୀ, ତୁଷାର ଉତ୍ତରପ୍ରଦେଶ…
Read More...

ବଟ୍‍ଲରଙ୍କ ଧୂଅାଁଧାର ବ୍ୟାଟିଂରେ ରାଜସ୍ଥାନ ବିଜୟୀ

ଜୟପୁର : ଆଇପିଏଲ୍‍ରେ ଶୁକ୍ରବାର ରାଜସ୍ଥାନ ରୟାଲ୍‍ସକୁ ଜିତାଇଛନ୍ତି ଜୋସ୍‍ ବଟ୍‍ଲର। ତାଙ୍କର ଅପରାଜିତ ୯୫ ରନ୍‍ ବଳରେ ଚେନ୍ନଇ ସୁପର କିଙ୍ଗ୍‍ସକୁ ୪ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ସୁରେଶ ରୈନାଙ୍କ ଅର୍ଦ୍ଧଶତକ…
Read More...

ଶନିବାର ରାଶିଫଳ

ମେଷ: ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ। ମନରେ ପ୍ରସନ୍ନତା ଆସିବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ମିଷ୍ଟଭାଷୀ ହେବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ନିଜ…
Read More...

ଇଣ୍ଡିଗୋ-ଏୟାର ଡେକାନ ବିମାନ ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ

ମୁମ୍ବଇ : ଆକାଶ ମାର୍ଗରେ ଇଣ୍ଡିଗୋ ଓ ଏୟାର ଡେକାନର ଦୁଇ ବିମାନ ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମେ ୨ ତାରିଖରେ ଇଣ୍ଡିଗୋର ବିମାନ ୬ଇ୮୯୨ କଲକାତାରୁ ଅଗରତାଲା ଅଭିମୁଖେ ଓ ଏୟାର ଡେକାନର ବିମାନ…
Read More...

ବ୍ରିଟେନ୍‍ରେ ୧୩୧ ଭାରତୀୟ ବଂଶୋଦ୍ଭବ ଅପରାଧୀ

ଲଣ୍ଡନ : ବ୍ରିଟେନ୍‍ର ଅପରାଧୀ ତାଲିକାରେ ସ୍ଥାନ ପାଇଛନ୍ତି ୧୩୧ଜଣ ଭାରତୀୟ ବଂଶୋଦ୍ଭବ। ସେମାନେ ବିଭିନ୍ନ ଅପରାଧ ସହିତ ସମ୍ପୃକ୍ତ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ସଦ୍ୟ ପ୍ରକାଶିତ ଜାତୀୟ ନ୍ୟାସନାଲ କ୍ରାଇମ…
Read More...

ମୋଦିଙ୍କ ନାଁରେ ଆପତ୍ତିଜନକ ପୋଷ୍ଟର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋରେ ‘ଦି ଲାଇ ଲାମା’(ମିଛୁଆ ଭିକ୍ଷୁ) ଲେଖାଥିବା ପୋଷ୍ଟର ଦିଲ୍ଲୀର ମନ୍ଦିର ମାର୍ଗ, ମୋତି ନଗର, ମଡେଲ ଟାଉନ୍‌ ସମେତ କେନ୍ଦ୍ରୀୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଠାବ…
Read More...

୪୦୦ବର୍ଷ ଧରି ଗାଁରେ କେହି ପ୍ରସବ କରି ନାହାନ୍ତି!

ରାଜଗଡ଼ : ମଧ୍ୟପ୍ରଦେଶର ରାଜଗଡ଼ ଅଞ୍ଚଳରେ ଏମିତି ଏକ ଗାଁ ରହିଛି ଯାହାକୁ ‘ଅଭିଶପ୍ତ ଗାଁ’ ଆଖ୍ୟା ଦିଆଯାଇଛି। ଏହି ଗାଁରେ ଗତ ୪୦୦ବର୍ଷ ଧରି କୌଣସି ମହିଳା ସନ୍ତାନବତୀ ହୋଇ ନାହାନ୍ତି କିମ୍ବା ଯିଏ ମା’ ହୋଇଛନ୍ତି ତାଙ୍କ…
Read More...

ଲାଲୁଙ୍କୁ ଯୋଗାଭ୍ୟାସ ପାଇଁ ରାମଦେବଙ୍କ ପରାମର୍ଶ

ନୂଆଦିଲ୍ଲୀ : ଲାଲୁ ଜାମିନରେ ଘରକୁ ଆସିବା ପରେ ଶୁକ୍ରବାର ତାଙ୍କୁ ସାକ୍ଷାତ କରିଛନ୍ତି ଯୋଗଗୁରୁ ରାମଦେବ। ଲାଲୁଙ୍କୁ ସେ ଜାମିନ ଓ ପୁଅ ବାହାଘର ପାଇଁ ଶୁଭେଚ୍ଛା ଜଣାଇବା ସହ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପରାମର୍ଶ…
Read More...

ଭାରତ-ମ୍ୟାଁମାର ମଧ୍ୟରେ ୭ ରାଜିନାମା ସ୍ୱାକ୍ଷରିତ

ନା ପି ତୌ : ଭାରତ-ମ୍ୟାଁମାର ମଧ୍ୟରେ ଶୁକ୍ରବାର ୭ଟି ରାଜିନାମା ସ୍ୱାକ୍ଷର ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମ୍ୟାଁମାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟଙ୍କ ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି।…
Read More...

‘ନାମୋ’ ଆପ୍‌ର ଚମତ୍କାରିତା: କର୍ଣ୍ଣାଟକର ୨୫ଲକ୍ଷ ଜନତାଙ୍କ ସହ ସଂଯୁକ୍ତ ହୋଇଛନ୍ତି ମୋଦି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ନାମୋ’ ଆପ୍‌ ମାଧ୍ୟମରେ ୨୫ଲକ୍ଷ ଜନତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଛନ୍ତି। ସେମାନଙ୍କ ସହିତ ସେ…
Read More...

ମୋଦିଙ୍କୁ ଏଏମ୍‌ୟୁ ଛାତ୍ରଛାତ୍ରୀଙ୍କ ଚିଠି : ହିନ୍ଦୁ ମୌଳବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅଲ୍ଲୀଗଡ଼ : ଅଲ୍ଲୀଗଡ଼ ମୁସଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ) ପରିସରରୁ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋଚିତ୍ର ହଟାଇବା ଦାବିକୁ ନେଇ ସୃଷ୍ଟ ବିବାଦ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର…
Read More...

ଘରୋଇ କମ୍ପାନୀଠାରୁ ଭିଭିପ୍ୟାଟ୍‌ କିଣିବାକୁ ଚାହୁଁଥିଲା କେନ୍ଦ୍ର

ନୂଆଦିଲ୍ଲୀ : ନିର୍ବାଚନ ବେଳେ ଇଭିଏମ୍‌ରେ ବ୍ୟବହୃତ ଭିଭିପ୍ୟାଟ୍‌ (ଭୋଟର୍‌ ଭେରିଫାଏଡ୍‌ ଅଡିଟ୍‌ ଟ୍ରେଲ୍‌) ମେସିନ୍‌ଗୁଡିକ ଘରୋଇ କମ୍ପାନୀଗୁଡିକଠାରୁ କ୍ରୟ କରିବାକୁ ଏକଦା କେନ୍ଦ୍ର ସରକାର ଚାହୁଁଥିଲେ। ଏଥିନିମନ୍ତେ…
Read More...

ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଲକ୍ଷ ଭିଭିପ୍ୟାଟ୍‌ ନିର୍ମାଣ ନିର୍ଦେଶ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ଏବଂ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରଗୁଡିକରେ ଭିଭିପ୍ୟାଟ୍‌ ବ୍ୟବସ୍ଥା କରିବାକୁ ଇସି ସ୍ଥିର କରିଛନ୍ତି।…
Read More...

ବିଧାୟକ ସେନ୍‌ଗରଙ୍କ ଖଲାସ ପାଇଁ କୋଟିଏ ଟଙ୍କା ଦାବି; ୨ଗିରଫ

ଲକ୍ଷ୍ନୌ : ଅନ୍ୟ ଏକ ଘଟଣାକ୍ରମେ ନିଜକୁ ସିବିଆଇ ଅଫିସର ଓ ବିଜେପି କର୍ମକର୍ତ୍ତା ପରିଚୟ ଦେଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ସେମାନେ ବିଧାୟକ ସେନ୍‌ଗରଙ୍କ ପତ୍ନୀ ସଙ୍ଗୀତା ସିଂହଙ୍କଠାରୁ…
Read More...

କାର ଉପରେ ଗଛ ପଡ଼ି ୫ ଯାତ୍ରୀ ଆହତ

କୋରାପୁଟ : କୋରାପୁଟ ନିକଟସ୍ଥ ୨୬ ନମ୍ବର ଜାତୀୟ ରାଜପଥରେ ଏକ କାର ଉପରେ ଗୋଟିଏ ବଡ଼ ଆମ୍ବ ଗଛ ଭାଙ୍ଗି ପଡ଼ିବାରୁ କାରରେ ଥିବା ୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି…
Read More...

ଇମ୍ଫା ବିବାଦର ଅବସାନ ; ୧୯ଦିନ ପରେ କାରଖାନାରୁ ବାହାରିଲା ଧୂଅାଁ

ରାୟଗଡା : ଇମ୍ଫା ବିବାଦର ଆବସାନ ଘଟିଛି। ୧୮ଦିନ ପରେ ଜିଲା ପ୍ରଶାସନର ମଧ୍ୟସ୍ଥତାରେ ଉଭୟ କାରଖାନା କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗୁରୁବାର ଆଲୋଚନା ପରେ ଆନ୍ଦୋଳନକାରୀ ଆନ୍ଦୋଳନ ପ୍ରତ୍ୟାହାର…
Read More...

ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ

ନୂଆଦିଲ୍ଲୀ: ବିସିସିଆଇରେ ପ୍ରଶାସନିକ ସଂସ୍କାର ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶୁକ୍ରବାର ହୋଇଥିଲା। ତେବେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ୩ଜଣିଆ ପୀଠ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଇ…
Read More...