www.samajalive.in
Wednesday, December 10, 2025
18.1 C
Bhubaneswar

ମୋଦିଙ୍କ ନାଁରେ ଆପତ୍ତିଜନକ ପୋଷ୍ଟର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋରେ ‘ଦି ଲାଇ ଲାମା’(ମିଛୁଆ ଭିକ୍ଷୁ) ଲେଖାଥିବା ପୋଷ୍ଟର ଦିଲ୍ଲୀର ମନ୍ଦିର ମାର୍ଗ, ମୋତି ନଗର, ମଡେଲ ଟାଉନ୍‌ ସମେତ କେନ୍ଦ୍ରୀୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଠାବ କରାଯିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ ତୁରନ୍ତ ଏସବୁ ଆପତ୍ତିଜନକ ପୋଷ୍ଟରକୁ ହଟାଇଦେବା ସହ ଏହାକୁ ଲଗାଇଥିବା ଲୋକଙ୍କ ସନ୍ଧାନ କରୁଛି। ଏ ନେଇ ପୁଲିସ ଅଜ୍ଞାତ ଲୋକଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରିଛି। ମୋଦି ମିଥ୍ୟା ପ୍ରତିଶ୍ରୁତି ଦେଇ ଦେଶବାସୀଙ୍କୁ ଭଣ୍ଡାଇଥିବା ନେଇ ବିଭିନ୍ନ ପୋଷ୍ଟର ମରାଯିବା ସହ ସାମାଜିକ ଗରମାଧ୍ୟମରେ ଏହାକୁ ପ୍ରସାର କରାଯିବା ନେଇ ବିଜେପି ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories