କର୍ଣ୍ଣାଟକ ନିର୍ବାଚନ ଶେଷ, ଏକ୍ସିଟପୋଲରେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର
ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶନିବାରରେ ମତଦାନ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି । ଏହା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ସିଟ ପୋଲ୍ ପ୍ରକାଶ ପାଇଛି । ଏଥିରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । କେତକ ଏକ୍ସିଟ ପୋଲ୍ରେ କଂଗ୍ରେସକୁ ଅଧିକ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ଆଉ କେତକରେ ବିଜେପିକୁ ଅଧିକ ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।ଜେଡିଏସ୍ କିଙ୍ଗ ମେକର୍ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଏବିପି- ସି ଭୋଟର |
|
ଦଳ | ଆସନ |
ବିଜେପି | ୯୭-୧୦୦ |
କଂଗ୍ରେସ | ୮୭-୯୯ |
ଜେଡିଏସ୍ | ୨୧-୩୦ |
ଅନ୍ୟ | ୧-୮ |
ରିପବ୍ଲିକ ଟିଭି-ଜନ୍କି ବାତ୍ |
|
ଦଳ | ଆସନ |
ବିଜେପି | ୯୧-୧୧୪ |
କଂଗ୍ରେସ | ୭୩-୮୨ |
ଜେଡିଏସ୍ | ୩୨-୪୨ |
ଅନ୍ୟ | ୨-୩ |
ଇଣ୍ଡିଆ ଟିଭି-ଭିଏମ୍ଆର୍ |
|
ଦଳ | ଆସନ |
ବିଜେପି | ୮୭ |
କଂଗ୍ରେସ | ୯୭ |
ଜେଡିଏସ୍ | ୩୫ |
ଅନ୍ୟ | – |
ନ୍ୟୁଜ୍ ଏକ୍ସ ଓ ସିଏନ୍ଏକ୍ସ୍ |
|
ଦଳ | ଆସନ |
ବିଜେପି | ୧୦୨-୧୧୦ |
କଂଗ୍ରେସ | ୭୨-୭୮ |
ଜେଡିଏସ୍ | ୩୫-୩୯ |
ଅନ୍ୟ | ୩-୫ |
ଟାଇମସ୍ ନାଓ- |
|
ଦଳ | ଆସନ |
ବିଜେପି | ୮୨-୯୩ |
କଂଗ୍ରେସ | ୯୦-୧୦୩ |
ଜେଡିଏସ୍ | ୩୧-୩୯ |
ଅନ୍ୟ | ୨-୪ |
ଆକ୍ସିସ-ମାଇଁ ଇଣ୍ଡିଆ |
|
ଦଳ | ଆସନ |
ବିଜେପି | ୭୯-୯୨ |
କଂଗ୍ରେସ | ୧୦୬-୧୧୮ |
ଜେଡିଏସ୍ | ୨୨-୩୦ |
ଅନ୍ୟ | ୧-୪ |