ବିହାର ଏବଂ ଗୋଆରେ ଆରଜେଡି- କଂଗ୍ରେସ ସରକାର ଗଢିବାକୁ ଦାବି ରଖିଲେ

ପାଣାଜୀ/ପାଟନା/ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବାକୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ହେବାରେ…
Read More...

ରାଜଧାନୀ କୁଆଖାଇ ପଠାରୁ ଅର୍ଦ୍ଧ ଦଗ୍ଧ ମୃତ ଦେହ ମିଳିବା ଘଟଣା

ଭୁବନେଶ୍ୱର:  ରାଜଧାନୀର କୁଆଖାଇ ପଠାରେ ଜଣେ ଯୁବକଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ମିଳିବା ଘଟଣା । ଏହା ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଓ୍ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି…
Read More...

୭୮୦ ଲିଟର ନକଲି ମୋବିଲ ଜବତ, ୪ ଗିରଫ

ସମ୍ବଲପୁର: ନକଲି ମୋବିଲ କାରଖାନା ଠାବ କରିଛି ଧନୁପାଲି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ଆଜି ଚଢଉ କରିଥିଲା । ଚଢଉ ବେଳେ ଘଟଣାସ୍ଥଳରୁ ସମୁଦାୟ ୭୮୦ ଲିଟର ନକଲି ମୋବିଲ ଜବତ ହୋଇଛି । ବଜାରରେ ନକଲି ମୋବିଲ…
Read More...

ଭାରତର ବିଭିନ୍ନ ରାଜ୍ୟରେ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାରତର ୨୦ ରାଜ୍ୟରେ ଝଡବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ…
Read More...

ଲାଞ୍ଚ ନେଇ ବନବିଭାଗ କର୍ମଚାରୀ ଗିରଫ

କନ୍ଧମାଳ: ଲାଞ୍ଚ ନେଉଥିବା ବେଳେ ଜଣେ ବନବିଭାଗ କର୍ମଚାରୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଟିକାବାଲି ରେଞ୍ଜର ଶଙ୍କରାଖୋଲ ବିଟ୍ ର ବନବିଭାଗ କର୍ମଚାରୀ ମନୋରଞ୍ଜନ ଅମାତ । ସେ ସେହି…
Read More...

ସମ୍ବିଧାନକୁ ଜାଣିଶୁଣି ହତ୍ୟା କରୁଛି ବିଜେପି: ମାୟାବତୀ

ନୂଆଦିଲ୍ଲୀ: କର୍ଣ୍ଣାଟନ ନିର୍ବାଚନରେ ମ୍ୟାଜିକ ନମ୍ବର ଅତିକ୍ରମ ନକରି ୟେଦୁରପ୍ପା ସରକାର କରିବା ଘଟଣାକୁ ସମାଲୋଚନା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ। ବାବା ଆମ୍ବେଦକରଙ୍କ ଦ୍ୱାରା ଲିଖିତ…
Read More...

ପ୍ରାଣ ପାଇଲେ ପ୍ରାଣକୃଷ୍ଣ, ୭ଟା ଘଣ୍ଟା ପରେ ପାଇପ ଭିତରୁ ଉଦ୍ଧାର ହେଲେ

କଟକ: ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପାଇପ ମଧ୍ୟରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ । କଂକ୍ରିଟ ଢଳେଇ କାଟି ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ଏସିବି ମେଡିକାଲକୁ ନିଆଯାଇଛି । ସୂଚନା…
Read More...

ଅନୁପମଙ୍କ କୁନି ଫ୍ୟାନ୍

ସିନେଜଗତର ଅନ୍ୟତମ ଅଭିଜ୍ଞ କଳାକାର ଭାବେ ଜଣାଯାଉଥିବା ଅନୁପମ ଖେର୍, ନିକଟରେ ଲଣ୍ଡନ ଗସ୍ତରେ ଯାଇଛନ୍ତି। ମେ ୭ରେ ମୁମ୍ବଇ ବିମାନବନ୍ଦରରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କ ସହଯାତ୍ରୀ ଭାବେ ଏକ ଜାପାନୀ ପରିବାର…
Read More...

ନେଲପଲିସ ଛଡ଼ାଇବାର ନୂଆ ଉପାୟ

ସମସ୍ତ ଝିଅମାନେ ନେଲପଲିସ ଲଗାଇବାର ଏକ ପ୍ରକାର ସଉକ ରଖିଥାନ୍ତି । ନେଲପଲିସ ଲଗାଇ ନିଜ ନଖକୁ ଭିନ୍ନ ଏକ ରୂପ ଦେବାକୁ ସମସ୍ତଙ୍କୁ ଭଲ ଲାଗେ, କିନ୍ତୁ ନେଲପଲିସକୁ ସଠିକ୍‌ ରୂପେ ଛଡ଼ାଇବା ସମସ୍ତଙ୍କୁ ଆସି ନ ଥାଏ ।…
Read More...

ପାଇଖାନା ଟାଙ୍କିରେ ପଶି ୨ ମୃତ

ବରଗଡ଼: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲ ହରିଜନ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି ।…
Read More...

ପୁଲିସ ଏନକାଉଣ୍ଟରେ ୩ ମାଓବାଦୀ ମୃତ

ଭୁବନେଶ୍ୱର:  ମାଲକାନଗିରି ଚିତ୍ରକୋଣ୍ଡାର ଯୋଡାମ୍ବାରେ ଓଡିଶା ପୁଲିସ ଓ ଆନ୍ଧ୍ର ଗ୍ରେହାଉଣ୍ଡର ମିଳିତ କମ୍ବିଂ ଅପରେସନ୍‌ରେ ୩ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଚିତ୍ରକୋଣ୍ଡାରେ ଥିବା ଏହି…
Read More...

ରମଜାନରେ ପ୍ରସ୍ତୁତ କରନ୍ତୁ ଶାହି ଟୁକୁଡ଼ା 

ପ୍ରସ୍ତୁତ ସାମଗ୍ରୀ: ୧ ଲିଟର କ୍ଷୀର ୪୦୦ ଗ୍ରାମ ମିଲ୍କ ମେଡ଼୍‌/କ୍ରିମ୍‌ ୬-୮ ପାଉଁରୁଟି କିସମିସ୍ ଓ କାଜୁ ୧ଛୋଟ ଚାମଚ ଗୁଜୁରାତି ଗୁଣ୍ଡ ଘିଅ ପ୍ରସ୍ତୁତ କରିବାର ପ୍ରଣାଳୀ: କଢ଼େଇରେ କ୍ଷୀର, ମିଲ୍କ…
Read More...

ଜାଣନ୍ତୁ ଅବସାଦର କାରଣ ସମ୍ପର୍କରେ….

ଏକ ସର୍ବେକ୍ଷଣରୁ ପ୍ରକାଶ ଯେ ବର୍ତ୍ତମାନ ସ୍ଥିତିରେ ବ୍ୟବସାୟୀଙ୍କ ତୁଳନାରେ ଚାକିରିଆଙ୍କ ସଂଖ୍ୟା ବଢ଼ିଛି। ତେବେ ଚାକିରି କରୁଥିବା ଲୋକେ ଅଧିକ ପରିମାଣରେ ଅବସାଦର ଶିକାର ହେଉଥିବାର ତଥ୍ୟରୁ ପ୍ରକାଶ। ନ୍ୟୁଜିଲାଣ୍ଡର…
Read More...

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ:୧୯ଟି ଜିଲାରେ ଟିଏମସି ଆଗରେ

କଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମସିକୁ ଆଉ ଏକ ସଫଳତା ମିଳିଛି। ୧୯ଟି ଜିଲାରେ ଟିଏମସି ପ୍ରାର୍ଥୀ ଆଗରେ ଥିବାବେଳେ ବିଜେପି ଓ ଅନ୍ୟାନ୍ୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗୋଟିଏ ପଟେ ଚଳିତ…
Read More...

ନାମକୁ ନେଇ ସୋନମଙ୍କ ଅନ୍ଧବିଶ୍ବାସ

ମେ ୮’ରେ ଶିଳ୍ପପତି ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ସୋନମ୍ କପୁର ନିଜ ସୋସିଆଲ ଆକାଉଣ୍ଟରେ ନାମ ପରିବର୍ତ୍ତନ କରି ‘ସୋନମ୍ କପୁର ଆହୁଜା’ ଉଲ୍ଲେଖ କରିଥିଲେ। କେନ୍ସ ଉତ୍ସବରେ ପହଞ୍ଚିବା ପରେ ସୋନମ୍…
Read More...

ତଥାପି ସୁରକ୍ଷିତ ନୁହେଁ ୟେଦୁରପ୍ପାଙ୍କ ଆସନ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ଆସନ ଶପଥ ଗ୍ରହଣ ପରେ ମଧ୍ୟ ସୁରକ୍ଷିତ ନୁହେଁ। ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟ ଚାଲିଲା। କଂଗ୍ରେସ ପକ୍ଷରୁ ରାତି ଅଧରେ ଆବେଦନ ମଧ୍ୟ ହେଲା। ଆଉ ଦେଖୁଦେଖୁ ବଡ଼ି…
Read More...

ଚଳନ୍ତା ଟ୍ରେନରୁ ୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌

ବାଲେଶ୍ବର: ଚଳନ୍ତା ଟ୍ରେନରୁ ୮ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟ୍‌ ହୋଇଥିବା ନେଇ ଅଭିଯୋଗ ହୋଇଛି । ଖଡ଼ଗପୁର ଡ଼ିଭିଜନ ସବିରା ଷ୍ଟେସନ ମାର୍କୋଣା ମଧ୍ୟରେ ଏହି ଲୁଟପାଟ ହୋଇଥିବା ଜଣାପଡିଛି । ଗତକାଲି ହାଓଡ଼ା ଅପ ବାଘାଯତିନ…
Read More...

“ରମଜାନ୍‍’ରେ ଆତଙ୍କବାଦୀଙ୍କ ଉପରେ କୋହଳ ମନୋଭାବ ପାଇଁ ଗୃହମନ୍ତ୍ରୀଙ୍କୁ ନିନ୍ଦା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆତଙ୍କବାଦୀଙ୍କ ଉପରେ ନିଆଯାଉଥିବା ପଦକ୍ଷେପକୁ "ରମଜାନ୍‍' ମାସ ପାଇଁ ବନ୍ଦ କରିବାର ନିଷ୍ପତ୍ତିକୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା କରାଯାଇଛି। ଗୃମମନ୍ତ୍ରୀ…
Read More...

ସ୍ୱେରଜ ପାଇପ ଭିତରେ ଫସିଗଲେ ଶ୍ରମିକ, ଦେଖନ୍ତୁ ଭିଡିଓ

କଟକ: ଗୁରୁବାରରେ କଟକରେ ଥିବା ପୁଲିସ ସିଗନାଲ ମୁଖ୍ୟାଳୟ ନିକଟରେ ଏକ ଅଘଟଣ ଘଟିଯାଇଛି । ଏଠାରେ ଥିବା ପମ୍ପି ଷ୍ଟେସନର ପାଇପ୍‌ ସଫା କରୁଥିବା ବେଳେ ପମ୍ପ ଅନ୍‌ ହେବାରୁ ପ୍ରାଣକୃଷ୍ଣ ମୁଦଲି ନାମକ ଜଣେ ଶ୍ରମିକ ଏହା…
Read More...

ଅଟୋ ଓଲଟି ଜଣେ ମୃତ ଓ ଦୁଇ ଗୁରୁତର

ବାଲେଶ୍ବର:  ଅଟୋ ଓଲଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ହେଲେ ମାମୁନ ପ୍ରବିର ପଣ୍ଡା ଏବଂ ତାଙ୍କ ଭଣଜା ଅଶ୍ବନୀ ପଣ୍ଡା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଅଟୋ ଚାଳକ…
Read More...

ମେ’ ୧୯ରେ ଯୁକ୍ତ ଦୁଇ ବିଜ୍ଞାନ ଫଳ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା  ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ମେ’୧୯(ଶନିବାର)ରେ ପ୍ରକାଶ ପାଇବ । ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ  ବିଦ୍ୟାଳୟ ଓ…
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପା

ବେଙ୍ଗାଲୁର: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ବିଏସ୍‌ ୟେଦୁରପା ଶପଥ ଗ୍ରହଣ କରିଛନ୍ତି । ଗୁରୁବାରରେ ସେ ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ…
Read More...

କଂଗ୍ରେସ, ଜେଡି(ଏସ୍‍)କୁ ଶକ୍ତ ଧକ୍କା:ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ

ବେଙ୍ଗାଲୁରୁ :  ୟେଦୁରପ୍ପାଙ୍କ ଶପଥ ଗ୍ରହଣ ରୋକିବା ପାଇଁ  କଂଗ୍ରେସ ଓ ଜେଡି(ଏସ୍‍) ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଯାଇଛି। ଫଳରେ ୟେଦୁରପ୍ପାଙ୍କ ଶପଥ ଗ୍ରହଣ ନେଇ ଦେଖା ଦେଇଥିବା ଆଶଙ୍କାର ଅବସାନ…
Read More...

ଆଇପିଏଲ୍  ​କ୍ରିକେଟ : ଆଜି ବାଙ୍ଗାଲୋର ଓ ହାଇଦରାବାଦ ମଧ୍ୟରେ ମୁକାବିଲା

ବାଙ୍ଗାଲୋର : ଆଇପିଏଲ୍  କ୍ରିକେଟ ୨୦୧୮ର ୫୧ ତମ  ମ୍ୟାଚ ଗୁରୁବାର ରାତି ୮ ଟାରେ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ ରାଇଜର୍ସ  ହାଇଦରାବାଦ ମଧ୍ୟରେ ବାଙ୍ଗାଲୋର ଠାରେ ମୁକାବିଲା ଅନୁଷ୍ଠିତ ହେବ । ସନ୍ ରାଇଜର୍ସ  …
Read More...

ମୋବାଇଲ୍‍ରେ ମିଳିବ ଅଣସଂରକ୍ଷିତ ଯାତ୍ରା ଟିକଟ

ଭୁବନେଶ୍ୱର  : ଏଣିକି ଟ୍ରେନ୍‍ରେ ଯାତ୍ରା ଟିକଟ ନେବା ପାଇଁ ଆଉ ଟିକଟ କାଉଣ୍ଟର ପର୍ଯ୍ୟନ୍ତ ଯିବାକୁ ପଡିବ ନାହିଁ। ଅନ୍‍ରିଜର୍ଭଡ୍‍ ଟିକେଟିଂ ସିଷ୍ଟମ୍‍ (ୟୁଟିଏସ୍‍) ମୋବାଇଲ୍‍ ଆପ୍‍ ଜରିଆରେ ଅଣସଂରକ୍ଷିତ ଟିକଟ,…
Read More...

ନନ୍ଦିଘୋଷ ତୁମ୍ବରେ ଫାଟ

ପୁରୀ : ନନ୍ଦିଘୋଷ ତୁମ୍ବରେ ଫାଟ। ତାହାକୁ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି ତଦାରଖ କମିଟି। ତୁମ୍ବରେ ଅର ଓ ପହି ବାଡେଇବା ବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତିନି ରଥପାଇଁ ୪୨ଟି ଚକ ଦରକାର। ପ୍ରତି ତୁମ୍ବରେ…
Read More...

ସାରଥିବାବାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ  : ସନ୍ତୋଷ ରାଉଳ ଓରଫସାରଥି ବାବାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସାରଥିବାବାଙ୍କୁ ଜାମିନ ଦିଆଗଲେ ସମାଜରେ ଏକ ଖରାପ ସଙ୍କେତ ଯିବ ବୋଲି ସୁପ୍ରିମକୋର୍ଟର ବିଚାରପତି ଏନ ଭି ରମନ୍ନା…
Read More...

୨୮ରେ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ୨୮ରେ ପ୍ରକାଶ ପାଇବ। ଏହା ସିବିଏସ୍‌ଇ ଅଫିସିଆଲ୍‌ ୱେବ୍‌ସାଇଟ୍‌ ମଭଗ୍ଦର.ଦ୍ଭସମ.ସଦ୍ଭ.ରେ ଉପଲବ୍ଧ ହେବ। ସମଗ୍ର…
Read More...

୨୧ରୁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ

କଟକ : ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ମେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅବକାଶ ପରେ ଆସନ୍ତା ଜୁନ୍ ୧୮ ତାରିଖରେ କୋର୍ଟ ଖୋଲିବ; କିନ୍ତୁ ଅବକାଶ ପୂର୍ବରୁ ମେ ୧୮ ତାରିଖ ଦିନ ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ…
Read More...

ୟେଦୁରପ୍ପାଙ୍କ ଶପଥ ଗ୍ରହଣ ରୋକିବା ପ୍ରସଙ୍ଗ : ତିନି ଜଣିଆ ବେଞ୍ଚରେ ଶୁଣାଣି

ବେଙ୍ଗାଲୁରୁ :  କର୍ଣ୍ଣାଟକରେ ସରକାର ଗଠନ କରିବାକୁ ରାଜ୍ୟପାଳ  ବିଜେପିକୁ  ଆମନ୍ତ୍ରଣ କରିବା ପରେ ନୂଆ ସଂକଟ ଦେଖା ଦେଇଛି।  ସରକାର ଗଠନ କରିବାକୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ  ଆମନ୍ତ୍ରଣ…
Read More...

ମୁମ୍ବଇ ପ୍ଲେଅଫ୍‍ର ନିକଟତର

ମୁମ୍ବଇ : ଆଇପିଏଲ୍‍ର ୫୦ତମ ମ୍ୟାଚ୍‍ ରେ ପଞ୍ଜାବକୁ ୩ ରନ୍‍ ରେ ପରାସ୍ତ କରି ମୁମ୍ବଇ ପ୍ଲେଅଫ୍‍ ର ନିକଟତର ହୋଇଛି। ଏହି ବିଜୟ ସହିତ ମୁମ୍ବଇ ପଏଣ୍ଟ ତାଲିକାରେ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨…
Read More...

ଗୁରୁବାର ରାଶିଫଳ

ମେଷ: ଆପଣଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଧନାଗମର ସୂଚନା ମିଳୁଛି। ଆଳସ୍ୟ ପରାୟଣ ହୋଇପାରନ୍ତି। ଆଶା ପୂରଣ ହୋଇପାରେ। ପରିଶ୍ରମର ସୁଫଳ ମିଳିବ। ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି।…
Read More...

ଫାଇଲରେ ଅଳନ୍ଧୁ ଖାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ

ସୋନପୁର  : ୧୪୪ ବର୍ଷ ପାତାଳି ହୋଇଥିବା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲାର କୋଟସମଲାଇର ଛଲିଆ ପାହାଡରେ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସ୍ତାବ ଏକ ପ୍ରକାର…
Read More...

କର୍ଣ୍ଣାଟକରେ ୟେଦୁରପ୍ପା ସରକାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ସରକାର ଗଠନ କରିବାକୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ବିଧିବଦ୍ଧ ଭାବେ ଆମନ୍ତ୍ରଣ କରିଛନ୍ତି। ବିଜେପିକୁ ସରକାର ଗଢିବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଚିଠି…
Read More...

ଆକାଶ ମଝିରେ ବିମାନ ବାହରକୁ ଚାଲିଗଲେ ପାଇଲଟ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୧୯ ଯାତ୍ରୀ

ବେଜିଂ:  ସୁଚିୟାନ ଏୟାରଲାଇନ୍ସର୍‍ ଏକ ବିମାନ ଉଡାଣ ଭରିବାର ଏକ ଘଣ୍ଟା ମଧ୍ୟରେ ବଡ ଦୁର୍ଘଟଣାରୁ ବଞ୍ଚିଯାଇଛି।ହଠାତ୍‍ ଜୋର ପବନ ବହିବାରୁ  ବିମାନ ର କକ୍‍ପିଟରେ ଥିବା ପାଇଲଟ ବିମାନ ବହାରକୁ ଚାଲିଯାଇଥିଲେ…
Read More...

ସିଧା ଜେଲ, ଅର୍ଥାତ ଆମେ ସଭ୍ୟ ସମାଜରେ ନାହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୌଣସି ବି ଗରଫଦାରୀ ନିରପେକ୍ଷ ଏବଂ ଉଚିତ୍‍ ଆଇନଗତ ପ୍ରକ୍ରିୟାରେ ହେବା ଆବଶ୍ୟକ ବୋଲି ଏସସି/ଏସଟି ଆଇନ ମାମଲାରେ ଦେଶର ସର୍ବୋଚ୍ଚ ଆଦାଲତ ନିଜ ରାୟର ପୁନର୍ବିଚାର କରିବା ଅବସରରେ କହିଛନ୍ତି। ବୁଧବାର…
Read More...

ଉତ୍ତରକୋରିଆକୁ ଭିକେ ସିଂହଙ୍କ ଅତର୍କିତ ଗସ୍ତ

ନୂଆଦିଲ୍ଲୀ : ଅପ୍ରତ୍ୟାଶିତ ଘଟଣାକ୍ରମେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି. କେ. ସିଂହ ଉତ୍ତରକୋରିଆ ଗସ୍ତରେ ଯାଇ ବୁଧବାର ପୟୋଙ୍ଗାୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତରକୋରିଆ ସରକାରୀ ଗଣମାଧ୍ୟମରେ ଏହି ଖବର ପ୍ରକାଶ…
Read More...

୧୨ ଆସନରେ ପରାଜିତ ହେବା ବିଜେପିକୁ ମହଙ୍ଗା ପଡିଲା

ବେଙ୍ଗାଲୁରୁ : ବିଗତ ୧୦ ମଧ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତାର ନିକଟତର ହୋଇଛି। ୨୦୦୮ରେ ସରକାର ଗଠନ ଲାଗି ଦଳ ନିକଟରେ ମାତ୍ର ୩ଟି ଆସନ କମ୍‍ ରହିଥିଲା। ୨୦୧୮ରେ…
Read More...

ୱାଶିଂଟନ୍‍-ସିଓଲ ମିଳିତ ସାମରିକ ଅଭ୍ୟାସକୁ ଉତ୍ତର କୋରିଆର ବିରୋଧ

ସିଓଲ୍‍ : ଦୀର୍ଘ ଦିନର ଶତ୍ରୁତା ଭୁଲି ଦକ୍ଷିଣ କୋରିଆ ସହିତ ବନ୍ଧୁତ୍ୱର ହାତ ମିଳାଇଥିବା ଉତ୍ତର କୋରିଆ ୱାଶିଂଟନ୍‍ ଓ ସିଓଲ ମଧ୍ୟରେ ମିଳିତ ସମରାଭ୍ୟାସକୁ ନେଇ ଏବେ ସାମାନ୍ୟ କ୍ଷୁବ୍ଧ ହୋଇପଡିଛି। ଆକ୍ରମଣ ଉଦ୍ଦେଶ୍ୟ…
Read More...

ମହିଳାଙ୍କ ପାଇଁ ଟ୍ରେନ୍‍ରେ ଲାଗିବ ‘ପ୍ୟାନିକ୍‍ ବଟନ୍‍’

ଲକ୍ଷ୍ନୌ : ରେଳ ଯାତ୍ରା ବେଳେ ମହିଳା ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଉତ୍ତର ପୂର୍ବ ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିକ୍ରମେ ଏଣିକି ଟ୍ରେନ୍‍ଗୁଡିକରେ…
Read More...

ଭାରତରେ ୫ ପାକ୍‍ ଆତଙ୍କବାଦୀଙ୍କ ଅନୁପ୍ରବେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାମ୍ମୁ କାଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜାମ୍ମୁ କାଶ୍ମୀର ସାମ୍ବା କ୍ଷେତ୍ର ମଧ୍ୟରେ ପାକିସ୍ତାନର ୫ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିଥିବା…
Read More...

ମୁଖ୍ୟ ଶାସନସଚିବଙ୍କୁ ମାଡ଼ ମାମଲା : କେଜରିୱାଲଙ୍କୁ ଜେରା କରିବ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଲିସ ଜେରା କରିବ। ଏ ନେଇ ବୁଧବାର ପୁଲିସ ପକ୍ଷରୁ କେଜରିୱାଲଙ୍କୁ ଏକ ନୋଟିସ୍‍ ଜାରି କରାଯାଇଛି। ସିଆର୍‍ପିସି…
Read More...

ବାରାଣସୀ ଫ୍ଲାଏଓଭର ଭୁଶୁଡିବା ଘଟଣାରେ ଏଫ୍‍ଆଇଆର୍‍ ରୁଜୁ

ବାରାଣସୀ : ଉତ୍ତରପ୍ରଦେଶର ବାରାଣସୀଠାରେ ଫ୍ଲାଏ ଓଭର୍‍ ଭୁଷୁଡି ୧୮ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସିଗ୍ରା ଥାନାରେ ସବ୍‍ଇନ୍ସପେକ୍ଟର ଧନାନନ୍ଦ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ବୁଧବାର ଏକ ଏଫ୍‍ଆଇଆର୍‍ ରୁଜୁ…
Read More...

ପୁଣି ଚର୍ଚ୍ଚାରେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା

ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ୍‌ ନିଜର ସୁନ୍ଦରତା ଏବଂ ପୋଷାକ ପରିଧାନକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି । ନିକଟରେ କ୍ୟାନ୍ସ ଫେଷ୍ଟିଭାଲ ୨୦୧୮ ରେ ନିଜର ପୋଷାକ ପାରିଧାନକୁ ନେଇ ସାମାଜିକ…
Read More...

କର୍ଣ୍ଣାଟକକୁ ଝଟ୍‍କା : କାବେରୀ ପରିଚାଳନା ଯୋଜନା ରଦ୍ଦ ସମ୍ବନ୍ଧୀୟ ଆବେଦନ ଖାରଜ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ନୂତନ ସରକାର ଗଠନ ପ୍ରକ୍ରିୟା ଜାରି ରହିଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କାବେରୀ ପରିଚାଳନା ଯୋଜନାକୁ ରଦ୍ଦ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ…
Read More...

ଗଣବଳାତ୍କାର ମାମଲା : ଗାୟତ୍ରୀ ପ୍ରଜାପତିଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ : ମହିଳାଙ୍କୁ ଗଣବଳାତ୍କାର ତଥା ତାଙ୍କ ନାବାଳିକା ଝିଅ ସହିତ ଅସଦାଚରଣ ମାମଲାରେ ଅଭିଯୁକ୍ତ ଥିବା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ…
Read More...

ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ଏବଂ ଜେଡିଏସ୍‍ ନେତା, ୧୧୭ ବିଧାୟକଙ୍କ ତାଲିକା ଦେଲେ

ବେଙ୍ଗାଲୁରୁ : କଂଗ୍ରେସ ଏବଂ ଜେଡିଏସ୍‍ ନେତା ବୁଧବାର କର୍ଣ୍ଣାଟକ ରାଜ୍ୟପାଳ ବିଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏହାସହ ଉଭୟ ଦଳ ୧୧୭ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ…
Read More...

ଦିଲ୍ଲୀରୁ ଓଡ଼ିଶା ଫେରିବ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର!

ଭୁବନେଶ୍ୱର : ଦିଲ୍ଲୀ ଅଭିଲେଖାଗାରରେ ଥିବା ଓଡ଼ିଶା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ଓଡ଼ିଶା ଅଭିଲେଖାଗାରକୁ ସ୍ଥାନାନ୍ତର କରିବାକୁ ଭାରତୀୟ ଜାତୀୟ କଳା ଏବଂ ସଂସ୍କୃତି ଐତିହ ଟ୍ରଷ୍ଟ (ଇନଟାକ) ପକ୍ଷରୁ ଦାବି…
Read More...

କୁଲିରୁ ହେଲେ ପ୍ରଶାସନିକ ଅଧିକାରୀ

ପରିଶ୍ରମ ଯେ ସଫଳତାର ଚାବିକାଠି ଏହାକୁ ପ୍ରମାଣ କରିଛନ୍ତି କେରଳର ଏର୍ଣ୍ଣାକୁଲମ ଷ୍ଟେସନରେ କୁଲିଭାବେ କାମ କରୁଥିବା ଶ୍ରୀନାଥା ଗତ ୫ ବର୍ଷ ଧରି କୁଲି କାମ କରି ପରିବାର ଚଳାଉଥିବା ଶ୍ରୀନାଥ ଚଳିତଥର କେରଳ ପବ୍ଲିକ…
Read More...

ଜାମ୍ମୁ କାଶ୍ମୀର : ରମାଜନରେ ସେନା ଅଭିଯାନ ବନ୍ଦ ରହିବ

ନୂଆଦିଲ୍ଲୀ : ପବିତ୍ର ରମଜାନ ମାସରେ ଜାମ୍ମୁ କାଶ୍ମୀରରେ ସମସ୍ତ ଅଭିଯାନ ବନ୍ଦ ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେନାକୁ ନିର୍ଦେଶ ଦେଇଛି। ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ…
Read More...

ଗୁରୁବାର ଶପଥ ନେବି : ୟେଦୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ରାଜନୈତିକ ଦଳ ସରକାର ଗଢିବା ନିମନ୍ତେ ସ୍ପଷ୍ଟ ବହୁମତ ପାଇନାହାନ୍ତି। ଫଳରେ ସରକାର ଗଠନକୁ ନେଇ କଂଗ୍ରେସ-ଜେଡିଏସ୍‍ ଏବଂ ବିଜେପି ମଧ୍ୟରେ ଟଣାଓଟରା ଆରମ୍ଭ…
Read More...

ରାତି ସାଢେ ୮ଟା ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ରାଜ୍ୟର ୧୮ଟି ଜିଲ୍ଲାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନାଗିରି, କୋରାପୁଟ,…
Read More...

ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟିବେ କଂଗ୍ରେସ ଓ ଜେଡିଏସ୍‍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୨ଦିନ ଧରି ଚାଲିଥିବା ନାଟକ କ୍ରମଶଃ ନିର୍ଣ୍ଣାୟକ ରୂପ ନେବାକୁ ଲାଗିଛି। ଅପରାହ୍ଣ ୫ଟାରେ କଂଗ୍ରେସ ଓ ଜେଡିଏସ୍‍ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ନେଇଛନ୍ତି। ଏହି ସାକ୍ଷାତକାରରେ କଂଗ୍ରେସ ଓ…
Read More...

୨ ବର୍ଷ ପୂର୍ବରୁ ରେସ୍-୩କୁ ସଲମାନ ପ୍ରତ୍ୟାଖ୍ୟାନ କରିଥିଲେ ! ଜାଣନ୍ତୁ କାରଣ

ସଲମାନ ଖାଁଙ୍କ ରେସ୍-୩ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜ୍‌ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଇତି ମଧ୍ୟରେ ସମଳମାନ ଖାଁ ଏହି ଫିଲ୍ମକୁ ନେଇ ଏକ ବଡ ଖୁଲାସ…
Read More...

ବାରାଣସୀ ପୋଲ ଭୁଶୁଡ଼ିବା ଘଟଣା:ମୃତକଙ୍କ ପରିବାରବର୍ଗଙ୍କଠାରୁ ୩୦୦ଟଙ୍କା ଲାଞ୍ଚ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ପୋଲ ଭୁଶୁଡ଼ି ୧୫ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ସରକାର ତଦନ୍ତ ନିର୍ଦେଶ ଦେଇଛନ୍ତି। ତେବେ ମୃତକଙ୍କୁ ସରକାରଙ୍କ…
Read More...

ଉପସ୍ଥାନ ବେଳେ ‘ଜୟ ହିନ୍ଦ୍‍’ ବାଧ୍ୟତାମୂଳକ

ଭୋପାଳ: ସ୍କୁଲ୍‍ରେ ଉପସ୍ଥାନ ବେଳେ ଛାତ୍ରଛାତ୍ରୀମାନେ ‘ଜୟ ହିନ୍ଦ୍‍’ କହିବାକୁ ପଡ଼ିବ ବୋଲି ମଧ୍ୟପ୍ରଦେଶ ସରକାର ସବୁ ସ୍କୁଲ୍‍କୁ ନିର୍ଦେଶ ଦେଇଛନ୍ତି। ପିଲାଙ୍କ ମନରେ ଦେଶାତ୍ମବୋଧକ ଭାବନା ଜାଗ୍ରତ କରିବା ପାଇଁ ଏଭଳି…
Read More...

ପତ୍ନୀଙ୍କ ଗୁଇନ୍ଦା ଗିରି ଅଭିଯୋଗରେ ପତିଙ୍କ ନାମରେ ମାମଲା

ପୁନେ: ପତ୍ନୀଙ୍କ ଶୋଇବା ଘରେ ଗୁପ୍ତ କ୍ୟାମେରା ଲଗାଇ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସମ୍ପୃକ୍ତ ପତିଙ୍କୁ ଗିରଫ କରିଛି ପୁଲିସ। ଗତ ଜାନୁଆରୀ ୨୨ ତାରିଖରେ ଏହି ଘଟଣା ଘଟିଛି। ଗୁପ୍ତ କ୍ୟାମେରା ଖଞ୍ଜାଯାଇଥିବା…
Read More...

ଚିଲିକା ମଝିରେ ଅଟକିଲା ଭସାପୋଲ

ଚିଲିକା: ବହ୍ମଗିରି ସାତପଡ଼ା ଘାଟରୁ ଏକ ଫେରି ବା ଭସାପୋଲ କିଛି ବାଟ ଯାଇ ଅଟକି ଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭସାପୋଲଟି ଅଟକି ଯାଇଥିବା ଜଣାପଡିଛି । ସେଥିରେ ଗୋଟିଏ ବସ୍ ସହ ବହୁତ ଗୁଡିଏ ବାଇକ୍ ଯାଉଥିଲା ।…
Read More...

ଥାଇରଏଡ଼ ରୋଗରୁ ମୁକ୍ତି ପାଇବା ପାଇଁ, ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା ଦିନରେ ଥାଇରଏଡ଼ ରୋଗୀ ମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ…
Read More...

ପଶ୍ଚିମବଙ୍ଗର ୫୬୮ ବୁଥ୍‍ରେ ପୁନଃ ନିର୍ବାଚନ

କୋଲକତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ବେଳେ ଆଜି ୧୯ଟି ଜିଲାର ୫୬୮ଟି ବୁଥ୍‍ରେ ପୁନଃ ନିର୍ବାଚନ ହେଉଛି। ଅତ୍ୟଧିକ ଉତ୍ତେଜନା ପ୍ରବଣ ଭାବେ ଚିହ୍ନଟ ସେହି ସବୁ ବୁଥ୍‍ରେ ପୁନଃ…
Read More...

ଲୁଟେରା ଗିରଫ

ଵ୍ରହ୍ମପୁର: ଵ୍ରହ୍ମପୁର ପୁଲିସ ପକ୍ଷରୁ ଏକ ରିକୋଭରୀ ମେଳା ଆୟୋଜନ କରାଯାଇଛି । ଏଥିରେ ଜବତ ହୋଇଥିବା ଚୋରି ସାମଗ୍ରୀକୁ ଲୋକମାନଙ୍କୁ ଫେରାଇ ଦିଆଯାଇଛି । ଅନ୍ୟପକ୍ଷରେ ଗୋଲନ୍ଥରା ଥାନା ପୁଲିସ ହାତରେ ଜଣେ ଲୁଟେରା…
Read More...

ଟ୍ରମ୍ପ-କିମ୍‍ ଆଲୋଚନା ବନ୍ଦ ପାଇଁ ଉତ୍ତରକୋରିଆର ଧମକ

ପୋଙ୍ଗୟାଙ୍ଗ: ଆସନ୍ତା ଜୁନ୍‍ ୧୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ରାଷ୍ଟ୍ରମୁଖ୍ୟ କିମ୍‍ ଜୋଙ୍ଗ ଉନ୍‍ଙ୍କ ମଧ୍ୟରେ ଐତିହାସିକ ସାକ୍ଷାତ ଆଲୋଚନାର ହେବାର କାର୍ଯ୍ୟକ୍ରମ ରହିଛି। ଏହା…
Read More...

ବିଷାକ୍ତ ଖାଦ୍ୟ ଖାଇ ପରିବାରର ୬ ଅସୁସ୍ଥ

ଖଲ୍ଲିକୋଟ: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ…
Read More...

ନେପାଳ ବିମାନ ଦୁର୍ଘଟଣାଗସ୍ତ:୨ପାଇଲଟ ମୃତ

କାଠମାଣ୍ଡୁ: ମାକାଲୁ ଏଆରଲାଇନ୍ସର ଏକ ପଣ୍ୟବାହୀ ବିମାନ ଦୁର୍ଘଟଣାଗସ୍ତ ହେବାରୁ ଘଟଣାସ୍ଥଳରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି। ଆଜି ପୂର୍ବାହ୍ନରୁ ଏହି ବିମାନ ଆକାଶ ମାର୍ଗରେ ଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇ…
Read More...

ବାଣୀବିହାର ଛାତ୍ରଙ୍କୁ ଅପହରଣ, ୩ ଗିରଫ

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଅପହରଣ କରାଯିବା ଘଟଣାକୁ ନେଇ ବାଣୀବିହାର ପରିସର ଅଶାନ୍ତ ହୋଇପଡ଼ିଥିଲା। ଅପହୃତ ଛାତ୍ରଙ୍କୁ ତୁରନ୍ତ ମୁକୁଳାଇବା ଦାବିରେ ଶତାଧିକ…
Read More...

ଦିଲ୍ଲୀରେ ପୁଣି ଧୂଳି ଝଡ଼ ସହ ବର୍ଷା

ନୂଆଦିଲ୍ଲୀ: ଆଜି ସକାଳୁ ପୁଣି ଥରେ ଧୂଳି ଝଡ଼ ସହିତ ପ୍ରବଳ ବର୍ଷାରେ ଦିଲ୍ଲୀବାସୀ ଅତିଷ୍ଠ ହୋଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଝଡ଼ ତୋଫାନ୍‍ ଦିଲ୍ଲୀବାସୀଙ୍କ ଜୀବନଯାତ୍ରାକୁ ବ୍ୟାହତ କରିଛି। ଆସନ୍ତା ୨୪ ଘଣ୍ଟା…
Read More...

ବଡ଼ ପୁଅକୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ଦେବଗୌଡ଼ା

ବେଙ୍ଗାଲୁରୁ: ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଏସ୍‍ ୟେଦୁରପ୍ପାଙ୍କୁ ରାଜ୍ୟପାଳ ସରକାର ଗଢିବାକୁ ଆମନ୍ତ୍ରିତ କରିବାକୁ ସ୍ଥିର କରିଛନ୍ତି। ୟେଦୁରପ୍ପା ୭ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଅପରପକ୍ଷରେ…
Read More...

ସାବିତ୍ରୀ ବ୍ରତରେ ହେଲମେଟ ଉପହାର

ସାବିତ୍ରୀ ବ୍ରତ ଦିନ ସଧବା ନାରୀମାନେ ସ୍ୱାମୀଙ୍କ ମଙ୍ଗଳକାମନା କରି ବ୍ରତ ଏବଂ ଉପବାସ କରିଥାନ୍ତି । କିନ୍ତୁ ଓଲିଉଡ଼ ଅଭିନେତା ଶ୍ରୀତମଙ୍କ ପତ୍ନୀ ପୁନମ୍‌ ସାବିତ୍ରୀ ବ୍ରତ କିଛି ନିଆରା ଢ଼ଙ୍ଗରେ ପାଳିଛନ୍ତି । ଗାଡ଼ି…
Read More...

ଅଂଶୁଘାତରୁ ରକ୍ଷା କରେ କଞ୍ଚା ପିଆଜ

ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ଉପଯୋଗୀ ଶରୀର ପାଇଁ ଖୁବ୍ ଭଲ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍ । ଭାତ ହେଉ କିମ୍ବା ରୁଟି…
Read More...

ପିତା-କନ୍ୟାଙ୍କ ଏଭେରେଷ୍ଟ ଅଭିଯାନ: ଦେଶର ପ୍ରଥମ

ଡେରାଡୁନ୍‍: ଅଜିତ୍‍ ବଜାଜ୍‍ ଓ ତାଙ୍କ କନ୍ୟା ଦୀୟା ବଜାଜ୍‍ ମାଉଣ୍ଟ ଏଭେରେଷ୍ଟ ଆରୋହଣ ଅଭିଯାନ ଆରମ୍ଭ କରିଛନ୍ତି। ଏଭଳି ଦୁଃସାହସିକ ଅଭିଯାନରେ ନିଜ କନ୍ୟା ସହିତ ପିତାଙ୍କ ସାମିଲ୍‍ ହେବା ଭାରତରେ ପ୍ରଥମ। ଭାରତରେ ଏବେ…
Read More...

ଜେଡିଏସ୍‍ ବିଧାୟକଙ୍କୁ ୧୦୦ କୋଟି ଲେଖାଏଁ ଯାଚିଛି ବିଜେପି: କୁମାରସ୍ୱାମୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେଠାରେ ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଛି। ଉଭୟ ବିଜେପି ଓ କଂଗ୍ରେସ-ଜେଡିଏସ୍‍ ମେଣ୍ଟ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି।…
Read More...

ବଳାତ୍କାର ମାମଲା; ୩ ଦୋଷୀଙ୍କୁ ଦଣ୍ଡାଦେଶ

ବାଲେଶ୍ବର: ଟ୍ରେନ ଲାଇନ୍ ପୋଲ ତଳେ ନାବାଳିକା ସହ ହୋଇଥିବା ବଳାତ୍କାର ମାମଲାରେ ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଜନ୍ତା ଷଡଙ୍ଗୀ ରାୟ ଶୁଣାଇଛନ୍ତି । ଏହି ମାମଲାରେ ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।…
Read More...

ବାଇକ ଧକ୍କାରେ ବୃଦ୍ଧ ମୃତ

ଗୋପ: ଗୋପ-ବାଲିଘାଇ ରାସ୍ତାର ଷୋଳପୁର ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଷୋଳପୁର ଗ୍ରାମର ଅଭିରାମ ନାୟକ (୮୦) ବୋଲି ଜଣାପଡିଛି । ବୃଦ୍ଧ ଜଣଙ୍କ ରାସ୍ତା ପାର ହେଉଥିବା ବେଳେ…
Read More...

ଘୋଡ଼ା ବେପାର ଭୟରେ କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କୁ ନଜରବନ୍ଦୀ; ହାଇକମାଣ୍ଡଙ୍କ ନିର୍ଦେଶ !

ବେଙ୍ଗାଲୁରୁ: ଦୀର୍ଘ ଦିନର ପ୍ରଚାର। ଲମ୍ବା ଚୌଡ଼ା ଘୋଷଣା। ବ୍ୟାପକ ପ୍ରତିଶ୍ରୁତି ପରେ ମଧ୍ୟ କର୍ଣ୍ଣାଟକ ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ସ୍ପଷ୍ଟ ବହୁମତ ମିଳି ନାହିଁ। ମତଦାନ ଗଣତିରେ ବିଜେପିକୁ ସର୍ବାଧିକ ଆସନ…
Read More...

ମହାନଦୀ ପାଣି ଶୁଖିବାକୁ ଦିଆଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ମହାନଦୀ ଆମର ଗର୍ବ ଓ ଗୌରବ। ତେଣୁ କୌଣସି ପରିସ୍ଥିତିରେ ବି ମହାନଦୀ ପାଣିକୁ ଶୁଖିବାକୁ ଦିଆଯିବ ନାହିଁ। ଆଜି ଏଭଳି ଦାମ୍ଭିକ ଉଦ୍‍ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ାର…
Read More...

କନ୍ଧମାଳରେ ନକ୍ସଲ୍ ପୋଷ୍ଟର

ବାଲିଗୁଡ଼ା: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଲଖାରୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲ୍ ପୋଷ୍ଟର ଦେଖିବାକୁ ମିଳିଛି। ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରେ ୨୪ଘଣ୍ଟା ମଧ୍ୟରେ ହୋଇଥିବା ଏନ୍କାଉଣ୍ଟରରେ ୬ ନକ୍ସଲ୍ଙ୍କ…
Read More...

ଆଇପିଏଲ୍ ୨୦୧୮: ଆଜି  ମୁମ୍ବଇ  ବନାମ  ପଞ୍ଜାବ

ମୁମ୍ବଇ : ଆଇପିଏଲ୍  କ୍ରିକେଟ ୨୦୧୮ରେ ବୁଧବାର  ମୁମ୍ବଇ ଇଣ୍ଡିଆନ୍ସ  ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ମୁମ୍ବଇ ରେ ରାତି ୮ଟାରେ ମ୍ୟାଚ ଅନୁଷ୍ଠିତ ହେବ ।  ବର୍ତ୍ତମାନ ସୁଦ୍ଧା  ମୁମ୍ବଇ ଇଣ୍ଡିଆନ୍ସ  ୧୨ଟି…
Read More...

ପୁନଃ କାର୍ଯ୍ୟକ୍ଷମ ହେବ ନନ୍ଦନକାନନ ରୋପୱେ

ନନ୍ଦନକାନନ : ପରିବେଶ ପାଇଁ ଅଟକିଛି ନନ୍ଦନକାନନ ରୋପ୍ୱେ। ଏହାକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଚଳିତ ମାସ ୧୮ ତାରିଖରେ ନନ୍ଦନକାନନ ହାଇସ୍କୁଲ ପରିସରରେ ଏ ନେଇ ଜନ ଶୁଣାଣି ହେବ।…
Read More...

‘ଭୁଷଣ’କୁ କିଣିବ ଟାଟା,ଏନସିଏଲଟି ଦେଲେ ରାୟ

ଢେଙ୍କାନାଳ : ଢେଙ୍କାନାଳ କଣ୍ଟାବଣିଆସ୍ଥିତ ଭୁଷଣ ଷ୍ଟିଲ୍ ଲିଃ ବ୍ୟାଙ୍କ ଋଣ ପରିଶୋଧ କରିନପାରିବାରୁ ଏହାକୁ ବ୍ୟାଙ୍କ ସମୂହ ନିଜ ଅକ୍ତିଆରକୁ ନେଇ କାରଖାନାକୁ ଚାଲୁ ରଖିଥିଲେ ଓ ଏହାକୁ ବିକ୍ରି କରିବାପାଇଁ ବିଜ୍ଞପ୍ତି…
Read More...

ଜୟନାରାୟଣଙ୍କୁ ଅନ୍ତରୀଣ ଜାମିନ

କଟକ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ମଙ୍ଗଳବାର ଓଡିଶା ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜୁନ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ…
Read More...

୧୩ ପାର୍ଶ୍ବ ମନ୍ଦିରର ମରାମତି ଆବଶ୍ୟକ

ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି। ପୂର୍ବ…
Read More...

୪ ଅଣଓଡ଼ିଆ ଯୁବକଙ୍କ ସହ ୬ ଗିରଫ

୭୫ ପାସପୋର୍ଟ, ୨୦୦ ଆବେଦନପତ୍ର ଜବତ ଭୁବନେଶ୍ୱର : ବିଦେଶରେ ଚାକିରି କରିବାକୁ ଆଗ୍ରହୀ ବେକାର ଯୁବକଙ୍କୁ ମନୋନୟନ କରୁଥିବା ଏକ ଠକ ସଂସ୍ଥାର ୬ ସଦସ୍ୟଙ୍କୁ ଖଣ୍ଡଗିରି ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୪ ଜଣ…
Read More...

ସେଲ୍‍ଫି ନେଲା ଡଲଫିନ୍‍ ଜୀବନ

ପୁରୀ : ସେଲ୍‍ଫି ନେବାର ସଉକ ଗୋଟିଏ ଏରୱାଡି ଡଲ୍‍ଫିନ ଜୀବନ ନେଇଛି। ମଙ୍ଗଳବାର ଏପରି ଅଭାବନୀୟ ଘଟଣା ଘଟିଛି ବେଲେଶ୍ୱର ବେଳାଭୂମିରେ। ମିଳିଥିବା ସୂଚନା ଅନୁଯାୟୀ କେତେକ ଯୁବକ ଦିନ ପ୍ରାୟ ୧୧ଟା ବେଳେ ସମୁଦ୍ର ଗାଧୁଆର…
Read More...

ଟଙ୍କା ପାଇଁ ଝିଅ ପରିବାରକୁ ନିପାତ କରିଥିଲା ବାପା

କୁଜଙ୍ଗ : ମହାନଦୀରୁ ୪ଜଣଙ୍କ ଶବ ଉଦ୍ଧାର ହେବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଟଙ୍କା ଲୋଭରେ ବାପା ହିଁ ଝିଅ ସମେତ ତିନି ନାତିନାତୁଣୀଙ୍କୁ ହତ୍ୟା କରିଛି। ହତ୍ୟାକାରୀ ବାପା ଏହା ସ୍ୱୀକାର କରିବା ପରେ ତାକୁ ଜେଲ…
Read More...

ଗଠନ ହେଲା ଏକ କୋଟିର ପାଣ୍ଠି

ମୃତକଙ୍କ କ୍ଷେତ୍ରରେ ୨ଲକ୍ଷ, ଆହତଙ୍କୁ ୫୦ ହଜାର ଭୁବନେଶ୍ୱର  : ସଡ଼କ ସୁରକ୍ଷା ଉପରେ ଗଠିତ ସୁପ୍ରିମକୋର୍ଟ କମିଟି ନିର୍ଦେଶ କ୍ରମେ ରାଜ୍ୟ ସରକାର ଏକ କ୍ଷତିପୂରଣ ପାଣ୍ଠି ଗଠନ କରିଛନ୍ତି। ଏଥିରେ ୧କୋଟି ଟଙ୍କାର…
Read More...

ଜୁଲାଇ ସୁଦ୍ଧା ଆଇପିଏଲ ସ୍ପଟ୍‍ ଫିକ୍ସିଂ ମାମଲାର ରାୟ ପ୍ରକାଶ କର

ନୂଆଦିଲ୍ଲୀ : ୨୦୧୩ ଆଇପିଏଲ ସ୍ପଟ୍‍ ଫିକ୍ସିଂ ମାମଲାରେ ପୂର୍ବତନ ଫାଷ୍ଟ ବୋଲର ଶ୍ରୀଶାନ୍ତ ବିସିସିଆଇ ଦ୍ୱାରା ଆଜୀବନ ବାସନ୍ଦ ହୋଇଛନ୍ତି। ଗୋଟିଏପଟେ ନିମ୍ନ ଅଦାଲତ ଏହି ମାମଲାରେ ଶ୍ରୀଶାନ୍ତ ଓ ଅନ୍ୟ ଅଭିଯୁକ୍ତଙ୍କୁ…
Read More...

ଅସୁସ୍ଥ ପପୁ ନୂଆଦିଲ୍ଲୀ ଏମ୍‍ସରେ ଭର୍ତ୍ତି

ଭୁବନେଶ୍ୱର  : ଲୋକପ୍ରିୟ ହାସ୍ୟାଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମପମ୍‍ଙ୍କୁ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଏମ୍‍ସକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି।…
Read More...

ବାଣୀବିହାର ଛାତ୍ରଙ୍କୁ ଅପହରଣ, ୩ ଗିରଫ

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଅପହରଣ କରାଯିବା ଘଟଣାକୁ ନେଇ ବାଣୀବିହାର ପରିସର ଅଶାନ୍ତ ହୋଇପଡ଼ିଥିଲା। ଅପହୃତ ଛାତ୍ରଙ୍କୁ ତୁରନ୍ତ ମୁକୁଳାଇବା ଦାବିରେ ଶତାଧିକ…
Read More...

କଲକାତା ପ୍ଲେଅଫ୍‍ର ନିକଟତର

କଲକାତା : ଆଇପିଏଲ୍‍-୧୧ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍‍ସକୁ ୬ ୱିକେଟରେ ହରାଇଛି କଲକାତା ନାଇଟ ରାଇଡର୍ସ (କେକେଆର୍‍)। ଓପ୍‍ନିଂ ଯୋଡ଼ି ୫ମ ଓଭରରେ ୬୩ ରନ୍‍ ଭାଗିଦାରୀ କରିବା ପରେ ମଧ୍ୟ ରାଜସ୍ଥାନ ୧୯ ଓଭରରେ ୧୪୨…
Read More...

ଆକାଶବାଣୀ କଟକର ବିଶେଷ କାର୍ଯ୍ୟକ୍ରମ ‘ସିଧାକଥା’

କଟକ: ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଗତ ଅପ୍ରେଲ ମାସରୁ ଏକ ବିଶେଷ କାର୍ଯ୍ୟକ୍ରମ ‘ସିଧା କଥା’ ପ୍ରସାରଣ କରାଯାଉଛି। ପ୍ରତି ବୁଧବାର ରାତି ୮ ଟାରୁ ୮.୧୫ ପର୍ଯ୍ୟନ୍ତ ୧୫ ମିନିଟ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସାରଣ…
Read More...

ସାବିତ୍ରୀ ଅବସରରେ ବିବାହ କଲେ ଦୁଇ କିନ୍ନର, ଖୁବ ଶୀଘ୍ର ଭୋଜି

ଭୁବନେଶ୍ୱର : ସାରା ରାଜ୍ୟରେ ସଧବା ହିନ୍ଦୁ ମହିଳାମାନେ ମଙ୍ଗଳବାର ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ଭୁବନେଶ୍ୱର ସ୍ମାର୍ଟ ସିଟିର କିନ୍ନର ମାନେ ମଧ୍ୟ ବିଧି ବିଧାନ ସହିତ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।…
Read More...

ବୁଧବାର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଶାନ୍ତ, ନିପୁଣ, ମେଧାବୀ, ଜିତେନ୍ଦ୍ରୀୟ ଓ ବିଦ୍ୱାନ ହେବେ।…
Read More...

ଆଇସିସି ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହେଲେ ଶଶାଙ୍କ ମନୋହର

ଦୁବାଇ : କ୍ରମାଗତ ୨ୟ ଥର ପାଇଁ ଭାରତର ଶଶାଙ୍କ ମନୋହର ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ମନୋହର ନିଦ୍ୱର୍ନ୍ଦ୍ୱରେ ଆନ୍ତର୍ଜାତିକ କ୍ରିକେଟ ପରିଚାଳନା ପରିଷଦ…
Read More...

କାର୍ଗିଲ ଯୁଦ୍ଧରେ ପାକ୍‍ ସେନାର ପଛ ଘୁଞ୍ଚା ପାଇଁ ନୱାଜ ସରିଫ ଦାୟୀ : ମୁଶାରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରେଭେଜ ମୁଶାରଫ ୧୯୯୯ କାର୍ଗିଲ ଯୁଦ୍ଧରେ ପାକ୍‍ ସେନାର ପଛ ଘୁଞ୍ଚା ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦାୟୀ କରିଛନ୍ତି।…
Read More...

ଯବାନ ସହିଦ, ପୁଲିସ କର୍ମୀଙ୍କୁ ହତ୍ୟା

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସାମ୍ବା ଜିଲାରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ଜଣେ ବିଏସଏଫ୍‍ ଯବାନ ସହିଦ ହୋଇଥିବାବେଳେ ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀ ନିହତ ହୋଇଛନ୍ତି। ସୋମବାର…
Read More...

ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ମେ’ ୨୩କୁ ଘୁଞ୍ଚିଲା

ଜୟପୁର : ଗୁର୍ଜର ସମାଜର ସଂରକ୍ଷଣ ଦାବି ଆନ୍ଦୋଳନକୁ ମେ’ ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପାଞ୍ଚ ପ୍ରତିଶତ ସଂରକ୍ଷଣ ଦାବିରେ ଗୁର୍ଜର ସମାଜ ମେ’ ୧୫ରେ ଆନ୍ଦୋଳନ କରିବ ବୋଲି ଘୋଷଣା କରିଥିଲା। ଏ କ୍ରମରେ ମଙ୍ଗଳବାର…
Read More...

ପୁଲିସ୍ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ଗ୍ରାମରେ ମାଓବାଦୀମାନେ ପୁଲିସ୍ ସୂଚନାକର୍ତ୍ତା ସନ୍ଦେହରେ ଜଣଙ୍କୁ ହତ୍ୟାକରିଥିବା ସୂଚନା ମିଳିଛି । ଆଜି ସକାଳୁ କିଛି ମାଓବାଦୀ ଜଗଦୀଶ ଷୋମରଥ ନାମକ ଜଣେ…
Read More...

ଗୋଦାବରୀରେ ଡଙ୍ଗା ବୁଡ଼ି ୧୦ ନିଖୋଜ

ଅମରାବତି : ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ  ମଙ୍ଗଳବାର ସନ୍ଧ୍ୟାରେ ଏକ ଡଙ୍ଗାବୁଡ଼ି ୧୦ ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅନୁଯାୟୀ ୨୦ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା କୋଣ୍ଡାମୋଡାଲୁରୁ…
Read More...

ଗୋଟିଏରେ ହାରିଲେ ସିଦ୍ଧରମୈୟା, ଦୁଇ ଆସନରୁ ଜିତିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ମିଶ୍ରତ ଫଳ ମିଳିଛି। ନିର୍ବାଚନରେ ସିଦ୍ଧରମୈୟା ଦୁଇଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ଗୋଟିଏ ଆସନରେ…
Read More...

ଓଭର ବ୍ରିଜ୍‍ ଭୁଶୁଡ଼ି ୨୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବାରାଣାସୀଠାରେ ଏକ ନିର୍ମାଣଧୀନ ଓଭର ବ୍ରିଜ୍‍ର କିଛି ଅଂଶ ଭୁଶୁଡ଼ି ପଡିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କ୍ୟାଣ୍ଟ ରେଳ ଷ୍ଟେସନ ପାଖରେ ଏହି ଓଭର ବ୍ରିଜ୍‍ ନିର୍ମାଣ…
Read More...