mission shakti banner

୭୮୦ ଲିଟର ନକଲି ମୋବିଲ ଜବତ, ୪ ଗିରଫ

BSKY banner  750×100
0

ସମ୍ବଲପୁର: ନକଲି ମୋବିଲ କାରଖାନା ଠାବ କରିଛି ଧନୁପାଲି ପୁଲିସ । କୌଣସି ସୂତ୍ରରୁ ଖବର ପାଇ ପୁଲିସ ଆଜି ଚଢଉ କରିଥିଲା । ଚଢଉ ବେଳେ ଘଟଣାସ୍ଥଳରୁ ସମୁଦାୟ ୭୮୦ ଲିଟର ନକଲି ମୋବିଲ ଜବତ ହୋଇଛି । ବଜାରରେ ନକଲି ମୋବିଲ କାରବାର କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମହମ୍ମଦ୍ ୟାକୁବ ଓରଫ ଦିଲୁ, ମହମ୍ମଦ୍ ଗୋଷ୍, ମହମ୍ମଦ୍ ମନୱାର ଆଲମ୍ ଏବଂ ମହେଶ ଅଗ୍ରୱାଲ ।

Leave A Reply