ପାକ୍‍ ସୈନ୍ୟଙ୍କ ବିଶ୍ୱାସଘାତକତା : ଯୁଦ୍ଧବିରତି ନିବେଦନ ସତ୍ତ୍ବେ ଗୁଳିମାଡ଼

ଜାମ୍ମୁ : ରବିବାର ରାତିରେ ଯୁଦ୍ଧବିରତି ପାଇଁ ଭାରତୀୟ ସେନାକୁ ନିବେଦନ କରିଥିବା ପାକିସ୍ତାନ ସୋମବାର ବିଶ୍ୱାସଘାତକତା କରିଛି। ପାକିସ୍ତାନୀ ସୈନ୍ୟ ଅନ୍ତର୍ଜାତୀୟ ସୀମା ନିକଟରେ ସୋମବାର ପ୍ରବଳ ଗୁଳିମାଡ଼ କରିଛନ୍ତି।…
Read More...

କଂଗ୍ରେସ ଘୋଡ଼ାଶାଳ କିଣିନେଇଛି : ଅମିତ ଶାହା

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଜେପି ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବା ଏବଂ ୟେଦୁରପ୍ପାଙ୍କ ଇସ୍ତଫାକୁ ନେଇ ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶହା ମୁହଁ ଖୋଲିଛନ୍ତି। ସେ ଏକ ସାମ୍ବାଦିକ…
Read More...

ବିଜେପି ବିରୋଧରେ ଜାରି ଲାଞ୍ଚ ଅଡିଓ ଟେପ୍‍ ମିଥ୍ୟା : କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ସରକାର ଗଠନକୁ ନେଇ ଜାରି ରହିଥିବା ଟଣାଓଟରା ମଧ୍ୟରେ ୟେଲ୍ଲାପୁର କଂଗ୍ରେସ ବିଧାୟକ ଶିବରାମ ହେବାର ଏକ ଚଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ତାଙ୍କୁ କିଣିବାକୁ ୧୫ କୋଟି…
Read More...

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତିରୁପତି ମନ୍ଦିର ପାଣ୍ଠିର ଅପବ୍ୟବହାର କରୁଛନ୍ତି : ମୁଖ୍ୟ ପୂଜକ

ହାଇଦରାବାଦ : ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ମନ୍ଦିରର ମୁଖ୍ୟ ପୂଜକ ଏ. ଭି. ରମଣ ଦୀକ୍ଷିତୁଲାଙ୍କୁ ପଦରୁ ହଟାଯିବାକୁ ନେଇ ବିବାଦ ଆରମ୍ଭ ହୋଇଛି। ମୁଖ୍ୟ ପୂଜକ ମନ୍ଦିର…
Read More...

ଜାଣନ୍ତୁ ଚନ୍ଦନର ଧାର୍ମିକ ମହତ୍ତ୍ଵ…..

ଚନ୍ଦନ ଏକ ପ୍ରକାର ସୁଗନ୍ଧିତ ଦ୍ରବ୍ୟ । ଏହାର ସୁଗନ୍ଧ ଅତୁଳନୀୟ । ଏହି କାଠରେ ବିଭିନ୍ନ ପ୍ରକାର ଠାକୁରଙ୍କ ମୂର୍ତ୍ତି ସହ ପୂଜା ସାମଗ୍ରୀ ଏବଂ ସୁଗନ୍ଧିତ ପଦାର୍ଥ ଆଦି ପ୍ରସ୍ତୁତ କରାଯାଏ । ସାଧାରଣତଃ ଚନ୍ଦନ ଦୁଇ…
Read More...

ବାବୁଙ୍କୁ ଅଡ଼ୁଆ: ରିଫ୍ରେସର କୋର୍ସରେ ଉତ୍ତୀର୍ଣ୍ଣ ପରେ ମିଳିବ ପାହ୍ୟା

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଆଉ ସିଧାସଳଖ କ୍ୟାଡର ବା ପାହ୍ୟା ଓ ସେବା ପଦବୀ ମିଳିବ ନାହିଁ। ସେମାନଙ୍କୁ ଏଥିପାଇଁ ପ୍ରଥମେ ଏକ ତିନିମାସିଆ ପାଠ୍ୟକ୍ରମରେ…
Read More...

ଓଡ଼ିଶାରେ ବ୍ଲାକ୍‍ ପାନ୍ଥର ଠାବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବନ ମଣ୍ଡଳ ଅନ୍ତର୍ଗତ ହେମଗିର ବନାଞ୍ଚଳର ଗର୍ଜନପାହାଡ଼ ସଂରକ୍ଷିତ ବନାଞ୍ଚଳରେ ବ୍ଲାକ୍‍ ପାନ୍ଥର ଠାବ କରାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।…
Read More...

ଜାଣନ୍ତୁ ‘ଫ୍ରୁଟ କ୍ରିମ୍‌ ଚାଟ’ ପ୍ରସ୍ତୁତ କରିବାର ବିଧି

ଆବଶ୍ୟକ ସାମଗ୍ରୀ : ଫ୍ରୁଟ୍‌ କ୍ରିମ୍‌- ଦେଢ଼ କପ୍‌ ଚିନି(ଗୁଣ୍ଡ)- ୧/୩ କପ୍‌ ସେଓ- ୧ଟି ଆମ୍ବ- ୧ଟି ପାଚିଲା କଦଳୀ-୧ଟି କମଳା- ୧ଟି ଅଙ୍ଗୁର- ୧୦୦ଗ୍ରାମ୍‌ କାଜୁ- ୬ରୁ ୭ଟି କିସ୍‌ମିସ୍‌- ୬ରୁ ୭ଟି ଋୁହ୍‌…
Read More...

ଏଥର ଥ୍ରୀ ଡିକୁ ଗୁରୁତ୍ୱ

ଭୁବନେଶ୍ୱର: ପୂର୍ବରୁ ସ୍ୱଚ୍ଛ, ସଫଳ ଓ ଉତ୍ତରଦାୟୀ ଶାସନ ପାଇଁ ଥ୍ରୀ ଟି(ଟ୍ରାନ୍ସପରେନ୍ସି, ଟିମ୍‍ ୱାର୍କ ଓ ଟେକ୍‍ନୋଲଜି)କୁ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରୀ ଡି - ଡିଟରମିନେସନ୍‍(ଦୃଢ଼…
Read More...

ଚୋର ସନ୍ଦେହରେ ଦମ୍ପତିଙ୍କୁ ନିସ୍ତୁକ ମାଡ଼, ସ୍ବାମୀ ମୃତ ! ଦେଖନ୍ତୁ ଭିଡିଓ

ରାଜକୋଟ: ଗୁଜୁରାଟ ରାଜକୋଟ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ କିଛି ଲୋକେ ପିଟି ପିଟି ହତ୍ୟା କରିଥିବା ଏକ ଭିଡିଓ ଭାଇରାଲ ହୋଇଛି । ଏକ ଭିଡିଓରେ ଅଳିଆ ଆବର୍ଜନା ଗୋଟାଉ ଥିବା…
Read More...

ଏନ୍ଏ‌ସି ମାନ୍ୟତା ଦାବିରେ ବେଗୁନିଆ ବନ୍ଦ

ଖୋର୍ଦ୍ଧା: ବେଗୁନିଆକୁ ଏନଏସି ମାନ୍ୟତା ପ୍ରଦାନ ଦାବିରେ ବେଗୁନିଆ ସଚେତନତା ମଞ୍ଚ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ଲୋକମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବାରୁ ଉଭୟ ପାର୍ଶ୍ବରେ…
Read More...

‘ଉପକୃତ ହେବେ ୧୪ ଜିଲା ବାସିନ୍ଦା’ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର: କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବଲାଙ୍ଗୀର ଜିଲ୍ଲା ବିରକାନୀରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସାମାଜିକ…
Read More...

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ସୋମବାର ଚାନ୍ଦିପୁରସ୍ଥିତ ଇଣ୍ଟେରିମ୍‌ ଟେଷ୍ଟ ରେଞ୍ଜର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । ତିନି ମାର୍ଗରୁ ଶତ୍ରୁପକ୍ଷର ବିମାନକୁ ଲକ୍ଷ୍ୟ ଭେଦ କରି ପାରୁଥିବା…
Read More...

କେରଳରେ ଅଜଣା ରୋଗ ନେଉଛି ଜୀବନ

କୋଚି: କେରଳର କୋଝିକୋଡ୍‍ ଜିଲାରେ ଅଜଣା ରୋଗ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହୋଇ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଗୁରୁତର ଅଛନ୍ତି। ଉକ୍ତ ଅଞ୍ଚଳକୁ ଯାଇ ତୁରନ୍ତ ସ୍ଥିତି…
Read More...

ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଆନ୍ଧପ୍ରଦେଶ ଏସି ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଏକ୍ସପେସର ବି-୬ ଓ ୭ ବଗିରେ ନିଆଁ ଲାଗି ଯାଇଛି । ନୂଆଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ବେଳେ ମଧ୍ୟପ୍ରଦେଶ ଗ୍ବାଲିୟାର ଷ୍ଟେସନ ନକଟରେ…
Read More...

ପ୍ରାକୃତିକ ଉପାୟରେ ହାତକୁ କରନ୍ତୁ ସୁନ୍ଦର ଓ କୋମଳ

ସୁନ୍ଦର ଓ କୋମଳ ହାତ ପାଇଁ ଆମକୁ ନିୟମିତ ଭାବେ ଯତ୍ନ ନେବାକୁ ପଡ଼ିଥାଏ । ତେବେ ଆସନ୍ତ ଜାଣିବା ପ୍ରାକୃତିକ ଉପାୟରେ କିପରି ହାତକୁ କୋମଳ ଓ ସୁନ୍ଦର କରିପାରିବା ? ଅଣ୍ଡା ଓ ଗ୍ଲିସେରିନ୍‌ : ଏକ ଚାମଚ ଗ୍ଲିସେରିନ୍‌,…
Read More...

ବଜ୍ରପାତ ନେଲା ୫ ଜୀବନ

କଟକ: ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି । ପାଟଣାଗଡ ବେଲପଡା ଓଡିଙ୍ଗାରେ ବଜ୍ରପାତରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି । ଆମ୍ବ ତୋଟାକୁ ଆମ୍ବ ତୋଳିବାକୁ ଯାଇଥିବା ବେଳେ ବଜ୍ରପାତ…
Read More...

ତେଲ ଦର ବେଲଗାମ, ଦେଶବ୍ୟାପୀ ଜନଅସନ୍ତୋଷ

ନୂଆଦିଲ୍ଲୀ: ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ଥରେ ତୈଳ ମୂଲ୍ୟ ବୃଦ୍ଧି ପାଇ ସର୍ବକାଳୀନ ରେଡର୍କ ସ୍ତର ଅତିକ୍ରମ କରିଛି। ତୈଳ ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର…
Read More...

ଦୁଇଜଣଙ୍କ କବ୍‍ଜାରେ ବିଜେପି: ଶତ୍ରୁଘ୍ନ

ନୂଆଦିଲ୍ଲୀ: ବିଜେପି ଏବେ ‘ଟୁ ମ୍ୟାନ୍‍ସ ଶୋ’ ପାଲଟିଛି। ସେମାନେ ଯେମିତି ଚାହୁଁଛନ୍ତି ସେମିତି ପରିଚାଳିତ କରୁଛନ୍ତି। ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ବିହାରୀ ବାବୁ ସାଂସଦ ତଥା ବରିଷ୍ଠ ଅଭିନେତା ଶତ୍ରୁଘ୍ନ…
Read More...

ବିଶ୍ୱସ୍ତରୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଚମ୍ପିଆନ

ବାଲେଶ୍ୱର: ଓଡ଼ିଆ ଝିଅ କ୍ରିସିତା କମାଲ ଦେଖାଇଛନ୍ତି ବିଶ୍ୱସ୍ତରୀୟ ମଡ଼େଲିଂ ପ୍ରତିଯୋଗିତାରେ । କେରଳରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ଚିଲଡ୍ରେନ୍ସ ଆର୍ଟ ଟ୍ୟାଲେଣ୍ଟ ଆଣ୍ଡ ଫ୍ୟାସନ ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛନ୍ତି…
Read More...

ଆଇପିଏଲ୍‍ର ପ୍ଲେଅଫ୍‍ ରାଉଣ୍ଡ ଚୁଡାନ୍ତ

ମୁମ୍ବଇ : ସନ୍‍ରାଇଜର୍ସ ହାଇଦରାବାଦ,ଚେନ୍ନଇ ସୁପର କିଙ୍ଗ୍‍ସ,କଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‍ସ ଆଇପିଏଲ୍‍ ର ପ୍ଲେଅଫ୍‍ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଠାରୁ ପ୍ଲେଅଫ୍‍ ମ୍ୟାଚ ଆରମ୍ଭ ହେବ। ୨୭।୫ …
Read More...

ପ୍ରଧାନମନ୍ତ୍ରୀଙ୍କର ରୁଷ୍‍ ଗସ୍ତ : ସୋଚିରେ ମୋଦି-ପୁଟିନ ଅନୌପଚାରିକ ବୈଠକ

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷ ଗସ୍ତରେ ଯାଉଛନ୍ତି । ମୋଦିଙ୍କର ଏହି ଗସ୍ତ ସମ୍ପୂର୍ଣ୍ଣ ରୂପେ ଅନୌପଚାରିକ। ରୁଷ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦି ଏହି…
Read More...

ଏବେ ‘୧୯’ ପାଇଁ ପ୍ରସ୍ତୁତି

-୮୦ ଭାଗ ପ୍ରତିଶ୍ରୁତି ପୂରଣ କରିଛୁ: ବିଜେଡି, -ସରକାର ସବୁ କ୍ଷେତ୍ରରେ ବିଫଳ: ବିରୋଧୀ ଭୁବନେଶ୍ୱର : ୨୦୦୦ ମସିହାରେ କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ ସରକାରକୁ ୧୮ବର୍ଷ ପୂରିଲା। କ୍ରମାଗତ ଭାବେ ଚତୁର୍ଥ ପାଳି…
Read More...

ଜେସିବି ସୁପରଭାଇଜରଙ୍କୁ ‘ସମାଜ’ର ପୁରସ୍କାର

କଟକ : ତୁଳସୀପୁରସ୍ଥିତ ପୁଲିସ୍‌ ବେତାର ବିଭାଗ ମୁଖ୍ୟାଳୟ ନିକଟରେ ଥିବା ପମ୍ପିଂ ଷ୍ଟେସନର ଚ୍ୟାମ୍ବର ସଫା କରୁଥିବାବେଳେ ପାଇପ୍‌ ଭିତରେ ଫସିଯାଇଥିବା ଠିକା ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲିଙ୍କ ଉଦ୍ଧାର କାର୍ଯ୍ୟରେ…
Read More...

ମହିଳା ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକି: କୋରିଆ ଚମ୍ପିଆନ

ଡୋଘାଂଇ ସିଟି  : ଏଠାରେ ଚାଲିଥିବା ୫ମ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚମ୍ପିଆନ ଭାରତକୁ ଏଥର ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ…
Read More...

୧୮ବର୍ଷ ଶାସନରେ ୩୬ ମହାଦୁର୍ନୀତି: ଧର୍ମେନ୍ଦ୍ର

-୪୮ ମାସରେ ମୋଦି ସରକାରଙ୍କ ୪୮ ସଫଳତାର ଦସ୍ତାବିଜ୍‌ ଲୋକାର୍ପିତ ହେବ -ରାଜ୍ୟ ସରକାର ଦେଇଥିବା ଶିଶୁ ମୃତ୍ୟୁ ହାର ରିପୋର୍ଟ ସତ୍ୟତାଠାରୁ ବହୁ ଦୂରରେ ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ…
Read More...

ଦକ୍ଷିଣାପାଇଁ ଶ୍ରୀମନ୍ଦିରରେ ଜୁଲମ: ସେବକଙ୍କ ମାଡ଼ରେ ଭକ୍ତ ଲହୁଲୁହାଣ

ପୁରୀ : କାଳିଆ ଠାକୁରଙ୍କ ଆଗରେ ଭକ୍ତଙ୍କୁ ମାଡ଼ । ଦକ୍ଷିଣା ନଦେବାରୁ ଝିଙ୍କିନେଲେ ସୁନା ଲକେଟ୍‌ । ମହିଳାଙ୍କୁ ଦୁର୍ବ୍ୟବହାର କଲେ । ରବିବାର ଶ୍ରୀଜଗନ୍ନାଥ ମନ୍ଦିରରେ ଏଭଳି ଘଟଣା ଘଟିଛି । ଦୁଇଜଣ ସେବକଙ୍କ ବିରୋଧରେ…
Read More...

ଚେନ୍ନଇ ଜିତିଲା ; ପ୍ଲେଅଫ୍‍ରେ ରାଜସ୍ଥାନ

ପୁଣେ, ୨୦।୫- ଆଇପିଏଲ୍‍-୧୧ରେ ୪ର୍ଥ ତଥା ଅନ୍ତିମ ଦଳ ଭାବେ ପ୍ଲେଅଫ୍‍ରେ ପହଞ୍ଚିଛି ରାଜସ୍ଥାନ ରୟାଲ୍‍ସ। ରବିବାର ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପର…
Read More...

ଏନକାଉଣ୍ଟରରେ କାବୁ ମୁଣ୍ଡା ଆହତ

ଫୁଲନଖରା : ସଦର ଥାନା ଅନ୍ତର୍ଗତ କୁରୁଣ୍ଟି ଗ୍ରାମରେ ଜନୈକ ଠିକାଦାରଙ୍କ ଘର ଓ ପିସିଆର ଭ୍ୟାନକୁ ​ବୋମାମାଡ଼ କରି ଫେରାର ଥିବା କାବୁ ମୁଣ୍ଡା ଓରଫ ଉତ୍ତମ ସିଂହକୁ ପୁଲିସ ଏନକାଉଣ୍ଟର କରିଛି। ରବିବାର ରାତ ୯ଟାରେ କାବୁ…
Read More...

ଗ୍ରୀଷ୍ମ କାଳୀନ କରାଟେ ଶିବିର

କଟକ : ‘କରାଟେ ଡୁ-ଡୁଜୋ’ ପକ୍ଷରୁ ୨୦ ଦିନିଆ ଗ୍ରୀଷ୍ମ କାଳୀନ ତାଲିମ ଶିବିର ମହାନଦୀ ବିହାର ସେଲିବ୍ରେସନ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଆତ୍ମରକ୍ଷାର ବିଭିନ୍ନ କୌଶଳ ସଂପର୍କରେ ଏଥିରେ ଛାତ୍ରଛାତ୍ରୀ ମାନଙ୍କୁ…
Read More...

ସୋମବାର ରାଶିଫଳ

ମେଷ: ବନ୍ଧୁମେଳରେ ଦିନ ବିତାଇ ପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ପରିଶ୍ରମ ଅଯଥା ହୋଇପାରେ। ହଇରାଣ ହୋଇପାରନ୍ତି। ମେଧାବୀ ହେବେ। ଶାନ୍ତ ସ୍ୱଭାବର ହୋଇପାରନ୍ତି। ବିଦ୍ୱାନ ଓ ଦୟାଳୁ ସ୍ୱଭାବର…
Read More...

ମହାନଦୀ ଆଳ, ନାବାଳିକା ବଳାତ୍କାର ଫଳ ଭୋଗିବ ବିଜେଡି ସରକାର

ଭୁବନେଶ୍ୱର : ଓଡ଼ିଶାରେ ମହିଳାମାନଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢିଚାଲିଛି। ପ୍ରତିଦିନ ହାରାହାରି ୬ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହା ସ୍ୱୀକାର କରିଛନ୍ତି। ସର୍ବଭାରତୀୟ…
Read More...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ମହିଳା ସୁରକ୍ଷା ଯାତ୍ରା ପ୍ରମୁଖ ପ୍ରସଙ୍ଗ

ଭୁବନେଶ୍ୱର :ଆସନ୍ତା ୨୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତକୁ କିଭଳି ସଫଳ କରାଯିବ ଏବଂ ଓଡ଼ିଶାବାସୀଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚିବ ସେନେଇ ବିଜେପି ରାଜ୍ୟ…
Read More...

ଭବିଷ୍ୟତ ଯୁଦ୍ଧ ପାଇଁ ଭାରତର ବଡ଼ ପଦକ୍ଷେପ, ଚିନ୍ତାରେ ‘ପାକ୍‍-ଚୀନ’

ନୂଆଦିଲ୍ଲୀ : ଭବିଷ୍ୟତ ଯୁଦ୍ଧ ପାଇଁ ଭାରତ ବଡ଼ ପଦକ୍ଷେପ ନେଇଛି। ଏକ ମହତ୍ୱାକାଂକ୍ଷୀ ପ୍ରତିରକ୍ଷା ପ୍ରକଳ୍ପ ଅନୁସାରେ ସୁରକ୍ଷା ବଳଙ୍କ ନିମନ୍ତେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତା) ବ୍ୟବହାର ନିମନ୍ତେ…
Read More...

ଦିନକୁ ୧୫୦ରୁ ଅଧିକଥର ନିଜ ମୋବାଇଲ ଦେଖିଥାନ୍ତି ଭାରତୀୟ

ଆଲିଗଡ: ନିକଟରେ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ଯୁବକ ଗୋଟିଏ ଦିନରେ ୧୫୦ରୁ ଅଧିକଥର ନିଜର ମୋବାଇଲ ଫୋନ ଦେଖିଥାନ୍ତି। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଏବଂ ଆଇ.ସି.ଏସ୍‍.ଏସ୍‍.ଆରର ମିଳିତ ସହଯୋଗରେ ଏହି ସର୍ଭେ…
Read More...

ଦିଲ୍ଲୀଠୁ ହାରି ବିଦାୟ ନେଲା ମୁମ୍ବଇ

ନୂଆଦିଲ୍ଲୀ : ଆଇପିଏଲ୍‍-୧୧ରୁ ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ବିଦାୟ ନେଇଛି। ରବିବାର ପ୍ରଥମ ମ୍ୟାଚ୍‍ରେ ମୁମ୍ବଇକୁ ୧୧ ରନ୍‍ରେ ଦିଲ୍ଲୀ ଡେୟାରଡେଭିଲ୍‍ସ ପରାସ୍ତକରି ଏହାକୁ ବିଦାୟର ରାସ୍ତା ଦେଖାଇଛି। ଋଷଭ…
Read More...

ପାକିସ୍ତାନର ଅଭିଯୋଗ: ଭାରତ ସିନ୍ଧୁ ଜଳ ରାଜିନାମା ଉଲ୍ଲଙ୍ଘନ କରିଛି

ଇସଲାମାବାଦ : ଭାରତ ସରକାର ସିନ୍ଧୁ ଜଳ ରାଜିନାମାକୁ ଉଲ୍ଲଙ୍ଘନ କରିଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି। ଜାମ୍ମୁ-କାଶ୍ମୀରରେ ୩୩୦ ମେଗାୱାଟ କିଶନଗଙ୍ଗା ହାଇଡ୍ରୋଇଲେକ୍ଟ୍ରି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଦିଲ୍ଲୀ, ବିହାର ସମେତ କେତେକ ରାଜ୍ୟରେ ଝଡ଼ ବର୍ଷା ନେଇ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିଲ୍ଲୀ, ବିହାର ସମେତ କେତେକ ପୂର୍ବ ପଟ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ସେହିପରି ଉତ୍ତର ଭାରତର…
Read More...

ମନ୍ଦିର ପାଇଁ ୨ କୋଟି ଦେଲା ପାକିସ୍ତାନ

ଇସଲାମାବାଦ : ପାକିସ୍ତାନ ପଞ୍ଜାବର ରାୱଲପିଣ୍ଡି ନିକଟରେ ଥିବା ଏକ କୃଷ୍ଣ ମନ୍ଦିରର ସୈାନ୍ଦର୍ଯ୍ୟକରଣ ପାଇଁ ପାକିସ୍ତାନ ସରକାର ୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଖବର ଅନୁସାରେ ପାକିସ୍ତାନରେ ରାୱଲପିଣ୍ଡି ଏବଂ…
Read More...

ପାଞ୍ଚ ଡକାୟତ ଗିରଫ

ବ୍ରହ୍ମପୁର; ଖଲ୍ଲିକୋଟ ପୁଲିସ ଏକ ପାଞ୍ଚଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ କାର, ଦୁଇ ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଭୁଜାଲି, ପାଞ୍ଚଟି ମୋବାଇଲ ଫୋନ ଏବଂ ଦଶହଜାର…
Read More...

ମନ୍ତ୍ରୀ ପଦ ଆବଣ୍ଟନକୁ ନେଇ ଅଡୁଆରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ

ବେଙ୍ଗାଲୁରୁ : ବିଏସ ୟେଦୁରପ୍ପାଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍‍) ମେଣ୍ଟ କର୍ଣ୍ଣାଟକରେ ସରକାର ଗଢିବାକୁ ଯାଉଛି। ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ…
Read More...

ଅଟକିଛି ‘ଗ୍ୟାଙ୍ଗଷ୍ଟାର’ର ସୁଟିଂ

ମୁମ୍ବଇ:ବିଶାଲ ଭରଦ୍ୱାଜଙ୍କ ନିର୍ଦେଶନାରେ ନିର୍ମିତ ହେଉଥିବା ‘ଗ୍ୟଙ୍ଗଷ୍ଟାର’ର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଇର୍ଫାନ ଖାନ ଅସୁସ୍ଥ ହେବା ପରେ ଚଳଚ୍ଚିତ୍ର ସୁଟିଂ ଅଧାରୁ ଅଟକି ରହିଛି। ଫଳରେ ଚଳଚ୍ଚିତ୍ରର…
Read More...

ୟୁପି: ବିଷାକ୍ତ ମଦ ପିଇ ୧୦ ମୃତ

କାନପୁର : ଉତ୍ତର ପ୍ରଦେଶର କାନପୁର ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଛନ୍ତି। ଅସୁସ୍ଥ ହୋଇପଡିଥିବା ୧୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତ୍ୟେକ ମୃତକଙ୍କ…
Read More...

ବିହାରରେ ବସ୍‍ ଓଲଟି ୪ ମୃତ, ୨୨ ଆହତ

ଦରଭଙ୍ଗା : ବିହାରର ଦରଭଙ୍ଗା ଜିଲାରେ ରବିବାର ଏକ ବସ୍‍ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨ ଜଣ ଆହତ ହୋଇଛନ୍ତି। ବସ୍‍ଟି ଦରଭଙ୍ଗାରୁ ବିରାଉଲ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜଣେ…
Read More...

କାଶ୍ମୀରରେ ବରଫପାତ, ୧୮ ପର୍ଯ୍ୟଟକ ଉଦ୍ଧାର

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଓ କିସ୍ତ୍‍ୱାଡ୍‍ ଜିଲାରେ ଅଚାନକ ବରଫପାତ ହେବାଫଳରେ ସଂଖ୍ୟାଧିକ ପର୍ଯ୍ୟଟକ ସେଠାରେ ଫସିଯାଇଥିବା ଜଣାପଡିଛି। ତେବେ ପୁଲିସ ସହାୟତାରେ ଏହି ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।…
Read More...

ଲାଲୁଙ୍କ ବିରୋଧରେ ମାନହାନି ମକଦ୍ଦମା

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ରୁଜୁ…
Read More...

୨୧ରୁ ଭାରତ-ଭିଏତନାମ ନୌସେନା ସମରାଭ୍ୟାସ

ନୂଆଦିଲ୍ଲୀ : ଭିଏତନାମ ସହିତ ପ୍ରଥମ କରି ନୌସେନା ସମରାଭ୍ୟାସ କରିବାକୁ ଯାଉଛି ଭାରତ। ଚୀନକୁ ଦୃଷ୍ଟିରେ ରଖି ଭାରତ ଏପରି ପଦକ୍ଷେପ ନେଇଛି। ଚୀନର ବିସ୍ତାରବାଦ ଓ ଯୁଦ୍ଧଖୋର ଭାବନକୁ ମୁକାବିଲା କରିବା ପାଇଁ ଭାରତ…
Read More...

ଟ୍ରକଧକ୍କାରେ ବାଇକଚାଳକ ମୃତ

କନ୍ଧମାଳ; କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳ ଅର୍ନ୍ତଗତ ଶିବାଛକ ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ବାଇକଚାଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକଚାଳକ ଗୌଡଗୁଡା…
Read More...

ପତ୍ନୀଙ୍କୁ ହତ୍ୟା ପରେ ଯବାନଙ୍କ ଆତ୍ମହତ୍ୟା

ଚେନ୍ନଇ : ଜଣେ ବିଏସଏଫ ଯବାନ ନିଜର ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଚେନ୍ନଇର ତ୍ରିଚିରେ ରବିବାର ଏହି ଅଘଟଣ ଘଟିଛି। ଆତ୍ମହତ୍ୟା କରିଥିବା ବିଏସଏଫ ଯବାନ ଜଣଙ୍କ ହେଉଛନ୍ତି ରଞ୍ଜିତ। ତାଙ୍କ ଘର…
Read More...

ଦେଶର ଆକର୍ଷଣୀୟ ବିବାହସ୍ଥାନ

ବିିବାହ ଏଭଳି ଏକ ଶବ୍ଦ ବା ସମ୍ପର୍କ ଯାହା ପୃଥିବୀ ପୃଷ୍ଠରେ ନୁହେଁ ସ୍ୱର୍ଗରେ ଠିକ୍‍ ହୋଇ ଆସିଥାଏ ବୋଲି ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ରହିଛି। ହିନ୍ଦୁ ଧର୍ମରେ ବିବାହ ସାଧାରଣତଃ ବୈଦିକ ରୀତିନୀତିରେ…
Read More...

ମାଓଦମନ ପାଇଁ ପୁରସ୍କୃତ ହେବେ କନ୍ଧମାଳ, ବଲାଙ୍ଗୀର

ଭୁବନେଶ୍ୱର : ମାଓଦମନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଓ ବଲାଙ୍ଗୀର ଜିଲାକୁ ପୁରସ୍କୃତ କରିବେ । ପୁରସ୍କାର ସ୍ୱରୁପ ଜିଲା ଦ୍ୱୟକୁ ୧୦ଲକ୍ଷ ଲେଖାଏଁ ପୁରସ୍ମାର ରାଶି ପ୍ରଦାନ…
Read More...

ନ୍ୟୁୟର୍କ ପୁଲିସରେ ପ୍ରଥମ ଭାରତୀୟ ମହିଳା

ନ୍ୟୁୟର୍କ; ଆମେରିକାର ନ୍ୟୁୟର୍କ ପୁଲିସ ପ୍ରଥମଥର ଜଣେ ଭାରତୀୟ ଶିଖମହିଳାଙ୍କୁ ନିଯୁକ୍ତି ଦେଇଛି। ଫଳରେ ଆମେରିକାରେ ସେ ପ୍ରଥମ ଭାରତୀୟ ମହିଳା ଭାବେ ପୁଲିସ୍‍ ଚାକିରି ପାଇଛନ୍ତି। ଗୁରସୌଚ କୌର ନାମକ ଏକ ଶିଖମହିଳା…
Read More...

ବ୍ରିଟେନ ରାଜକୁମାରଙ୍କ ବିବାହରେ ଯୋଗଦେଲେ ପ୍ରିୟଙ୍କା

ମୁମ୍ବଇ : ବ୍ରିଟେନ ରାଜକୁମାର ହୈରି ଏବଂ ଆମେରିକୀୟ ଅଭିନେତ୍ରୀ ମୋଗନଙ୍କ ବିବାହରେ ଭାରତରୁ ଏକମାତ୍ର ବଲିଉଡ ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ଯୋଗ ଦେଇଥିଲେ। ଏହି ବିବାହ ଉତ୍ସବ ପାଇଁ ପ୍ରିୟଙ୍କା ପିନ୍ଧିଥିବା…
Read More...

ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ, ଉତ୍‍ଖନନ ଆରମ୍ଭ

ବେଜିଂ : ଅରୁଣାଚଳପ୍ରଦେଶ ସୀମାରେ ନିଜ ପାର୍ଶ୍ବର ଏକ ବଡ଼ ଅଂଶରେ ଚୀନ ଖନନ କାର୍ଯ୍ୟ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତକାରକୁ ମାସେ ପୂରିନଥିବାବେଳେ…
Read More...

ଅବିବାହିତଙ୍କୁ ବିଧାୟକ ଏବଂ ସାଂସଦ କରିବା ଉଚିତ୍‍ : ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ

ଖଣ୍ଡୱା : ଅବିବାହିତ ବ୍ୟକ୍ତିମାନଙ୍କୁ ବିଧାୟକ ଏବଂ ସାଂସଦ କରିବା ଉଚିତ୍‍ ବୋଲି ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ ପାରସ ଜୈନ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶ ଖଣ୍ଡୱା ଜିଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ…
Read More...

ଭାରତ ବିଶ୍ୱର ଷଷ୍ଠ ଧନଶାଳୀ ରାଷ୍ଟ୍ର

ନୂଆଦିଲ୍ଲୀ : ୮୨୩୦ ଶହ କୋଟି ଡଲାର ସମ୍ପତ୍ତି ସହ ଭାରତ ହେଉଛି ବିଶ୍ୱର ଷଷ୍ଠ ଧନଶାଳୀ ରାଷ୍ଟ୍ର। ବିଶ୍ୱର ଧନଶୀଳ ରାଷ୍ଟ୍ର ତାଲିକାରେ ଆମେରିକା ଶୀର୍ଷ ସ୍ଥାନରେ ରହିଥିବାବେଳେ ଦ୍ୱିତୀୟରେ ଚୀନ ଓ ତୃତୀୟରେ ଜାପାନ…
Read More...

ପ୍ରତିଶୋଧ ନେଲା ବିଏସ୍‍ଏଫ୍‍, ପାକିସ୍ତାନ ବଙ୍କର ଧ୍ୱଂସ

ଶ୍ରୀନଗର/ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଜଣେ ସୁରକ୍ଷା କର୍ମୀଙ୍କ ସମେତ ୫ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି ସୀମା ସୁରକ୍ଷା ବଳ…
Read More...

ପ୍ରକାଶ ପାଇଲା ନୋ ଫ୍ଲାଏ ଲିଷ୍ଟ: ୫ ବର୍ଷ ପାଇଁ ବିର୍‍ଜଙ୍କୁ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ‘ନୋ ଫ୍ଲାଏ ଲିଷ୍ଟ’ ବା ବିମାନ ଉଡ଼ାଣ କଟକଣା ତାଲିକା ପ୍ରକାଶ ପାଇଛି। ତାଲିକାରେ ମୁମ୍ବଇର ବିର୍‍ଜୁ କିଶୋର ସାଲାଙ୍କ ନାମ ସାମିଲ୍‍ ଥିବା ବେଳେ ଆଗାମୀ ୫ ବର୍ଷ ପାଇଁ ବିମାନ ଉଡ଼ାଣ…
Read More...

ସର୍ବୋଚ୍ଚ ସ୍ତରରେ ତୈଳ ମୂଲ୍ୟ

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ପେଟ୍ରୋଲ୍‍ ଓ ଡିଜେଲ୍‍ ମୂଲ୍ୟ। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ କର୍ଣ୍ଣାଟକ ନିର୍ବାଚନ ପାଇଁ ମୂଲ୍ୟ ବୃଦ୍ଧି କରିନଥିବା ତୈଳ ବିତରଣ ସଂସ୍ଥାମାନେ ୧୯ ଦିନ…
Read More...

କର୍ଣ୍ଣାଟକରେ ଗଣତନ୍ତ୍ରର ବିଜୟ ହୋଇଛି: ରଜନୀକାନ୍ତ

ଚେନ୍ନାଇ: କର୍ଣ୍ଣାଟକ ରାଜନୀତି ନାଟକ ପ୍ରସଙ୍ଗରେ ମତ ଦେଇଛନ୍ତି ତାମିଲ୍‍ ସୁପରଷ୍ଟାର ରଜନୀକାନ୍ତ। କର୍ଣ୍ଣାଟକରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ରଜନୀକାନ୍ତ କହିବା ସହିତ ସୁପ୍ରିମକୋର୍ଟଙ୍କ ଭୂମିକାକୁ ପ୍ରଶଂସା…
Read More...

ଗୁଜରାଟରୁ ଅପହୃତା ନାବାଳିକା ସୋରୋରୁ ଉଦ୍ଧାର

ସୋରୋ: ଗୁଜରାଟରୁ ଅପହୃତା ଜଣେ ନାବାଳିକାଙ୍କୁ ସୋରୋଠାରେ ଉଦ୍ଧାର କରାଯାଇଛି। ଗୁଜରାଟ୍‍ ଓ ସୋରୋ ପୁଲିସର ମିଳିତ ଉଦ୍ୟମରେ ଅପହର୍ତ୍ତାଙ୍କୁ ଗିରଫ କରାଯିବା ସହିତ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବା ସୋରୋ ପୁଲିସ୍‍…
Read More...

ମହିଳାଙ୍କ ବେକରୁ ଚେନ୍‍ ଲୁଟ୍‍

ବାହାନଗା: ବାଲେଶ୍ୱର ଜିଲା ବାହାନଗାରେ ଜଣେ ମହିଳାଙ୍କ ବେକରୁ ୨୮ ଗ୍ରାମ୍‍ର ସୁନା ଚେନ୍‍ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି। ୧୬ ନଂ ଜାତୀୟ ରାଜପଥ ସ୍ଥିତ ବାହାନଗା ଡାକ୍ତରଖାନା ସମ୍ମୁଖରେ କେଶରୀପୁର ଅଞ୍ଚଳର ସଂଯୁକ୍ତା…
Read More...

ପୁଣି ମାତିଲେ ନକ୍ସଲ୍‍: ବିସ୍ଫୋରଣରେ ୬ ଯବାନ ସହିଦ

ଛତିଶଗଡ଼: ସୁରକ୍ଷା ବାହିନୀ ଓ ପୁଲିସର ମିଳିତ ଅଭିଯାନ ପରେ କିଛି ଦିନ ନିରବ ରହିଥିବା ନକ୍ସଲ୍‍ ବାହିନୀ ପୁଣି ସକ୍ରିୟ ହୋଇଛନ୍ତି। ଟାର୍ଗେଟ୍‍ କରିଛନ୍ତି ସୁରକ୍ଷା ବାହିନୀଙ୍କୁ। ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲ୍‍ମାନେ…
Read More...

ୟାମାହାର ତିନି ଚକିଆ ବାଇକ୍‌

ୟାମାହା ଲଞ୍ଚ କରିଛି ତିନି ଚକିଆ ବାଇକ୍‌ । ୟାମାହା ଏପରି ଏକ କମ୍ପାନୀ ଯିଏ ଭବିଷ୍ୟ ପିଢ଼ିର ପସନ୍ଦ ଓ ଆଧୁୁନିକ ଜ୍ଞାନ କୌଶଳ ଉପରେ ସର୍ବଦା ପରୀକ୍ଷା ନିରୀକ୍ଷା କରୁଥାଏ । ୟାମାହା ନିଜର ତିନି ଚକିଆ ବାଇକ୍‌କୁ ଲଞ୍ଚ…
Read More...

ଗୁଗୁଲ୍‍, ଫେସ୍‍ବୁକ୍‍, ୟାହୁ ଓ ହ୍ବାଟ୍‌ସଆପ୍‌କୁ ଜୋରିମାନା

ନୂଆଦିଲ୍ଲୀ: ସୋସିଆଲ୍‍ ମିଡିଆରେ ଅଶ୍ଲୀଳ ଭିଡିଓ ଓ ବଳାତ୍କାରର ଭିଡିଓ ପ୍ରସାରଣକୁ ରୋକିବାରେ ବିଫଳ ହୋଇଥିବାରୁ ଗୁଗୁଲ୍‍, ଫେସ୍‍ବୁକ୍‍, ୟାହୁ ଓ ହ୍ବାଟ୍‌ସଆପ୍‌କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ନରସିଂହପୁର: ହାତୀ ଆକ୍ରମଣରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବଡ଼ମ୍ବା ବ୍ଲକ୍‍ ଖଇରିପାଙ୍ଗା ଗ୍ରାମର ବିନୋଦ ବରଡ଼ା ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ବିନୋଦ ଆଜି ସକାଳେ…
Read More...

ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ କାଡୁପଡା ଗ୍ରାମ ରେ ଓପିଜିସି ନିର୍ମାଣାଧୀନ ରେଳ ଲାଇନ ନିକଟରେ ଥିବା ଗାତରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ।…
Read More...

ଅଖା ଭିତରୁ ନିଖୋଜ ଛାତ୍ରୀ ଉଦ୍ଧାର

ଚାନ୍ଦବାଲି: ଭଦ୍ରକ ଜିଲା ଗୁଆମାଳ ପଞ୍ଚାୟତର ଗଣ୍ଡପଡ଼ା ଗ୍ରାମରେ ଗତ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଛାତ୍ରୀଙ୍କ ସନ୍ଧାନ ମିଳିଛି। ନିକଟସ୍ଥ ଏକ ବିଲରେ ଅଖା ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଗତ କାଲି ରାତିରେ ତାଙ୍କୁ…
Read More...

ବଜ୍ରାଘାତରେ ୪ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ସଇଁତଳା ଥାନା ଖଇରାମାଳରେ ବଜ୍ରାଘାତରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସକାଳ ପ୍ରାୟ ସାଢେ ସାତଟା ବେଳେ ଏହି ଅଘଟଣ ଘଟିଛି । ରଜନୀ ବରିହା (୬୦), ରମେଶ ବରିହା (୪୫), ଦେବରାଜ ଆଡ୍‌ଜୁଏଡ୍‌ (୩୮)…
Read More...

ରବିବାର ହଇରାଣ କରିବେନି ବୋଲି ଆଶା କରୁଛୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରବିବାର ଦିନ କର୍ଣ୍ଣାଟକ ରାଜନୀତିରେ କୌଣସି ଜରୁରିକାଳୀନ ଶୁଣାଣି ପାଇଁ ଆବେଦନ ହେବ ନାହିଁ ବୋଲି ଆଶା। ଶନିବାର କର୍ଣ୍ଣାଟକ ରାଜନୀତି ବିବାଦ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ…
Read More...

ଆତ୍ମହତ୍ୟା କରିଥିବା ଛାତ୍ର ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ

ବ୍ରହ୍ମପୁର: ଗତ କାଲି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ଅକୃତକାର୍ଯ୍ୟ ହେବା ଭୟରେ ବ୍ରହ୍ମପୁର ଅଞ୍ଚଳର ବଡବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ଯୁକ୍ତ ୨ ଛାତ୍ର ରାଜେଶ…
Read More...

ଉନ୍ନାଓ ବାଳାତ୍କାର ଘଟଣା: ବିଜେପି ବିଧାୟକଙ୍କ ନାମରେ ଆଉ ଏକ ମାମଲା

ଲକ୍ଷେ୍ନø: ଉନ୍ନାଓ ଦଳିତ ଯୁବତୀଙ୍କୁ ବଳାତ୍କାର ମାମଲାରେ ଗିରଫ ବିଜେପି ବିଧାୟକ କୁଲ୍‍ଦୀପ ସିଂହ ସେନ୍‍ଗାରଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି। ପୀଡ଼ିତାଙ୍କ ବାପାଙ୍କୁ ମିଥ୍ୟା ମାମଲାରେ ଜଡ଼ିତ କରି ଜେଲ୍‍…
Read More...

କଲ୍ୟାଣସିଂହପୁରରେ ନକ୍ସଲ୍‍ ବିରୋଧୀ ପୋଷ୍ଟର

ରାୟଗଡ଼ା: ସାଧାରଣତଃ ନକ୍ସଲ୍‍ ସଂଗଠନ ପକ୍ଷରୁ ପୁଲିସ୍‍ ଓ ପ୍ରଶାସନର ବିଭିନ୍ନ କାର୍ଯ୍ୟକଳାପକୁ ବିରୋଧ କରି ପୋଷ୍ଟର ଲଗାଯାଉଥିବା ବେଳେ ଆଜି ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। କଲ୍ୟାଣସିଂହପୁରର ଦୁଇଟି ସ୍ଥାନରେ…
Read More...

ଆଜି ଜେଇଇ ଆଡ୍‍ଭାନ୍ସ

ଭୁବନେଶ୍ୱର: ଆଜି ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଛି ଜେଇଇ ଆଡ୍‍ଭାନ୍ସ ପରୀକ୍ଷା। ଓଡ଼ିଶାରେ ୬ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ରାଜ୍ୟର ଚାରିଟି ସହର ଭୁବନେଶ୍ୱର, ରାଉରକେଲା, କଟକ,…
Read More...

ଆଇପିଏଲ୍ – ୨୦୧୮ : ଆଜି ଦିଲ୍ଲୀ-ମୁମ୍ବଇ ଓ ପଞ୍ଜାବ-ଚେନ୍ନଇ ମଧ୍ୟରେ ମୁକାବିଲା

ଦିଲ୍ଲୀ / ପୁଣେ  : ଆଇପିଏଲ୍ କ୍ରିକେଟ ୨୦୧୮ରେ ରବିବାର ଦୂଇଟି ମ୍ୟାଚ ଅନୁଷ୍ଠିତ ହେଉଛି। ଦିଲ୍ଲୀରେ ଦିଲ୍ଲୀ ଡେୟାର ଡେଭିଲସ୍ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଅପରାହ୍ନ ୪ଟାରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ପୁଣେରେ…
Read More...

ଆନ୍ଦୋଳିତ କରୁଛି କର୍ଣ୍ଣାଟକ ପ୍ରଭାବ

- ଆବଶ୍ୟକ ପଡ଼ିଲେ ବିଜେଡି ସହ ହାତ ମିଳାଇବୁ: ଶରତ, - କଂଗ୍ରେସ ସହ ମେଣ୍ଟର ପ୍ରଶ୍ନ ନାହିଁ: ବିଜେଡି,  -କଂଗ୍ରେସ-ବିଜେଡି ଭିତରେ ମଧୁଚନ୍ଦ୍ରିକା: ବିଜେପି ଭୁବନେଶ୍ୱର  : କର୍ଣ୍ଣାଟକର ରାଜନୈତିକ ନାଟକ ଏବେ ସାରା…
Read More...

୨୧ ଜିଲାକୁ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର  : ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ୨୧ ଜିଲାରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ,…
Read More...

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ଦାୟିତ୍ୱ ନେଲେ ଅନୁ

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶନିବାର ୪ଜଣ ଆଇଏଏସ୍‌ଙ୍କୁ ଅଦଳବଦଳ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଯୋଜନା ଓ ସଂଯୋଜନା ବିଭାଗର…
Read More...

ପେଟ୍ରୋଲ ,ଡିଜେଲ ଉପରୁ କମିବନି ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ ଉପରୁ ତୁରନ୍ତ ଉତ୍ପାଦ ଶୁଳ୍କ ହ୍ରାସ ଘଟିବାର ସମ୍ଭାବନା ନ ଥିବା ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଯାହା ଫଳରେ ବିଶ୍ୱ ବଜାରରେ ବଢିଚାଲିଥିବା ଅଶୋଧିତ ତୈଳ ଦର ସହ ତାଳ ଦେଇ…
Read More...

ଦିଲ୍ଲୀକୁ ହରାଇ ପ୍ଲେଅଫ୍ ଆଶାରେ ମୁମ୍ବଇ

ନୂଆଦିଲ୍ଲୀ : ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସକୁ ଟାଇଟଲ ବଜାୟ ରଖିବାକୁ ହେଲେ ପ୍ରଥମେ ପ୍ଲେଅଫ୍‍ରେ ସ୍ଥାନ ନିଶ୍ଚିତ କରିବାକୁ ପଡ଼ିବ। ଏଥିପାଇଁ ମୁମ୍ବଇକୁ ରବିବାର ତା’ର ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ ଦିଲ୍ଲୀ…
Read More...

ଧରାପଡ଼ିଲେ ବିଦେଶିନୀ, ୭ଗ୍ରାହକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଧରାପଡିଛି ହାଇପ୍ରୋଫାଇଲ ସେକ୍ସ-ର୍ୟାକେଟ। ଏହି କାରବାରରେ ୮ ବିଦେଶିନୀଙ୍କୁ କମିଶନରେଟ ପୁଲିସ ଧରିବା ସହ ସମ୍ପୃକ୍ତ ୭ଗ୍ରାହକଙ୍କୁ ଗିରଫ କରିଛି। ଦେହ ବ୍ୟବସାୟରେ ସମ୍ପୃକ୍ତ ଦୁଇ…
Read More...

ସରିଲା ୩୮ଚକ ନିର୍ମାଣ

ପୁରୀ : ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ୩୮ ଚକ ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟି ଚକ ମଧ୍ୟରୁ ୧୪, ତାଳଧ୍ୱଜର ୧୪ ଚକରୁ ୧୩ ଏବଂ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ନିର୍ମାଣ ସରିଛି। ଖୁବ୍‍ଶୀଘ୍ର ଆଉ ୪ଟି ଚକ…
Read More...

ଜେଇଇ ଆଡ୍‍ଭାନ୍ସଡ୍‍ ପରୀକ୍ଷା ଆଜି

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଜେଇଇ ଆଡ୍‍ଭାନ୍ସଡ୍‍ ପରୀକ୍ଷା ଦେବା ପାଇଁ ସାରା ଦେଶରୁ ୨,୩୧,୦୨୪ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦେଶର ୧୬୨…
Read More...

ଓଡ଼ିଶାରେ ପ୍ରତିରକ୍ଷା ଶିଳ୍ପ କରିଡର, ବୈମାନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିରକ୍ଷା ଶିଳ୍ପ କରିଡ଼ର ଓ ବୈମାନିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି।…
Read More...

ପ୍ଲେଅଫ୍‍ରେ କଲକାତା

ହାଇଦରାବାଦ : ଆଇପିଏଲ୍‍-୧୧ରେ ୩ୟ ଦଳ ଭାବେ ପ୍ଲେଅଫ୍‍ରେ ପହଞ୍ଚିଛି କଲକାତା ନାଇଟ ରାଇଡର୍ସ (କେକେଆର୍‍)। ଶନିବାର ୨ୟ ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ୫ ୱିକେଟରେ ହରାଇ କେକେଆର୍‍ ଏହି କୃତିତ୍ୱ ହାସଲ କରିଛି।…
Read More...

ରବିବାର ରାଶିଫଳ

ମେଷ: ବାଧା ଏଡ଼ାଇବାକୁ ଚେଷ୍ଟା କରି ସଫଳ ହେବେ। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଅଗ୍ରାଧିକାର ଦେଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ। ଜଳ ପ୍ରତି ଆଦର ପ୍ରେମୀ ହେବେ। ବୃଷ:…
Read More...

ଓଡ଼ିଶାକୁ କରାଯିବ ସର୍ବଶ୍ରେଷ୍ଠ

ଭୁବନେଶ୍ୱର : ରାଜ୍ୟରେ ଆକାଂକ୍ଷୀ ଜିଲାଗୁଡିକରେ କି ପ୍ରକାର ଯୋଜନା କିଭଳି କାର୍ଯ୍ୟକାରୀ ହେବ ଏବଂ ଅବହେଳିତ ଲୋକେ ଏହାର ସୁଫଳ ପାଇବେ ସେନେଇ ‘ନିତି’ ଆୟୋଗ ସିଇଓ ଅମିତାଭକାନ୍ତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ…
Read More...

ଜୋଜିଲା ସୁଢ଼ଙ୍ଗ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କଲେ ମୋଦି

ଲେହ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀର ଗସ୍ତ ଅବସରରେ ଶନିବାର ଏସିଆ ମହାଦେଶର ଦୀର୍ଘତମ ଜୋଜିଲା ସୁଢ଼ଙ୍ଗ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ୍ କରିଛନ୍ତି। ଜାମ୍ମୁ-କାଶ୍ମୀରର ବିକାଶ ପାଇଁ ବିନିଯୋଗ…
Read More...

ରାଜସ୍ଥାନଠାରୁ ହାରି ଆର୍‌ସିବି ବିଦା

ଜୟପୁର : ଆଇପିଏଲ୍‌-୧୧ରୁ ବିଦାୟ ନେଇଛି ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଶ୍ରେୟାସ ଗୋପାଳଙ୍କ ୪ ୱିକେଟ ଦଖଲ ଫଳରେ ରାଜସ୍ଥାନ ରୟାଲ୍‌ସ ୩୦ ରନ୍‌ରେ ଆର୍‌ସିବିକୁ ହରାଇ ଏହାର ଯାତ୍ରା…
Read More...

୨୩ରେ ସମ୍ବଲପୁରରେ ମହାନଦୀ ବଞ୍ଚାଅ ସମାବେଶ

ସମ୍ବଲପୁର : ଆମ ରାଜ୍ୟ ଓଡିଶାର ମାଁ ନଦୀ ରୁପେ ପରିଗଣିତ ମହାନଦୀ ସମସ୍ୟା ନେଇ ଆସନ୍ତା ୨୩ ତାରିଖରେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ଏକ ଐତିହାସିକ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶ ଦଳମତ…
Read More...

୪ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପ୍‌ୱାଡା ଜିଲାରେ ଶନିବାର ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଶାହା ନଗରି ଭିଲଗ୍ରାମ ନିକଟସ୍ଥ ଜଙ୍ଗଲରେ…
Read More...

କେନ୍ଦ୍ର ସଚିବସ୍ତରରେ ବ୍ୟାପକ ଅଦଳ ବଦଳ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସଚିବସ୍ତରରେ ବ୍ୟାପକ ଅଦଳ ବଦଳ କରାଯାଇଛି। କେନ୍ଦ୍ର ସରକାର ଶୁକ୍ରବାର ୨୪ ଆଇଏସ୍‌ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିଛନ୍ତି । ୧୯୮୫ ବ୍ୟାଚ ଝାଡଖଣ୍ଡ କ୍ୟାଡର ଆଇଏଏସ ଅମିତ…
Read More...

ପୂର୍ବତନ କୂଟନୀତିଜ୍ଞ ମାଧୁରୀଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ : ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ପୂର୍ବତନ କୂଟନୀତିଜ୍ଞ ମାଧୁରୀ ଗୁପ୍ତାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ୩ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।…
Read More...

ଲୋକେ ନିଜ କୁକୁରର ନାମ ବିଜୁଭାଇ ବାଲା ରଖିବେ: ସଂଜୟ ନିରୁପମ

ମୁମ୍ବଇ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ.ୟେଦୁରପ୍ପା ଇସ୍ତପା ଦେବାର କିଛି ସମୟ ପରେ କର୍ଣ୍ଣାଟକ ରାଜ୍ୟପାଳଙ୍କ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ। ସେ ବିଜୁ ଭାଇ ବାଲାଙ୍କୁ କୁକୁର ବୋଲି…
Read More...

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଅଢେଇ ଦିନିଆ ବିଜେପି ସରକାର ଭାଙ୍ଗିଯିବା ପରେ ଏବେ କଂଗ୍ରେସ-ଜେଡିଏସ୍‌ ସରକାର ଗଠନ କରିବାକୁ ଯାଉଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ସରକାର ଗଠନ…
Read More...

ଚୋରା ମଦ ଜବତ, ମାଫିଅା ଅଟକ

ସୁନ୍ଦରଗଡ : ଲେଫ୍ରିପଡାରୁ ପୁଲିସ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉ କରାଯାଇଥିଲା। ସେଠାରୁ ମଦ ଜବତ କରାଯିବାସହ ମଦ ମାଫିଆଙ୍କୁ ଥାନାକୁ ଅାଣି ଅଟକ ରଖାଯାଇଛି।
Read More...

୫୦ ଦିନରେ ବିଦ୍ୟାଳୟ ସଂଯୋଜକଙ୍କ ଆନ୍ଦୋଳନ

ଭୁବନେଶ୍ୱର; ରାଜଧାନୀର ଲୋୟରପିଏମଜି ଠାରେ ପାଞ୍ଚଦଫା ଦାବିନେଇ ବିଦ୍ୟାଳୟ ସଂଯୋଜକମାନେ ଦୀର୍ଘ ୫୦ ଦିନଧରି ଆନ୍ଦୋଳନ କରିଆସୁଛନ୍ତି। ସରକାରଙ୍କ ଠାରୁ ବିଭିନ୍ନ ପ୍ରତିଶ୍ରୁତି ମିଳିବାପରେ ମଧ୍ୟ କୌଣସି ପଦକ୍ଷପ…
Read More...

ପ୍ରସଙ୍ଗ ଅନୁସାରେ ଆଞ୍ଚଳିକ ଦଳଙ୍କ ସହ ରହିବ  ବିଜେଡି : ଅମର ଶତପଥୀ

କଟକ:  ଦେଶରେ ଆଞ୍ଚଳିକ ଦଳଙ୍କ ପ୍ରଭାବ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ବିଜେପିର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଞ୍ଚଳିକ ଦଳ ଜେଡିଏସ୍‌ର ମୁଖ୍ୟ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…
Read More...

ଦେଶ ଛାଡ଼ିଲେ ଉତ୍ତରକୋରିଆର ସେନାଧିକାରୀ

ସିଓଲ : ଉତ୍ତରକୋରିଆର ଜଣେ ସେନାଧିକାରୀ ଦେଶଛାଡି ଦକ୍ଷିଣକୋରିଆ ପଳାଇଛନ୍ତି । ଉତ୍ତରକୋରିଆ ସୀମାନ୍ତ ବାଏଙ୍ଗାନିୟୋଙ୍ଗ ଦ୍ୱୀପରୁ ଏକ ଡଙ୍ଗା ଯୋଗେ ସେନାଧିକାରୀ ଜଣକ ସମୁଦ୍ର ମାର୍ଗରେ ଦକ୍ଷିଣ କୋରିଆ ପଳାଇଛନ୍ତି ।…
Read More...

ପାକିସ୍ତାନରେ ୨୪ଖ୍ରୀଷ୍ଟିୟାନ ଯୁବକଙ୍କୁ ଅପହରଣ ଅଭିଯୋଗ

କରାଚି; ପାକିସ୍ତାନରେ ୨୪ଜଣ ଖ୍ରୀଷ୍ଟିୟାନ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସଂଖ୍ୟାଲଘୁ ଖ୍ରୀଷ୍ଟିୟାନ ନେତା ଅଭିଯୋଗ କରିଛନ୍ତି ଯେ, ମାର୍ଚ୍ଚ ୩୦ ଠାରୁ ଆଜିଯାଏଁ ପାଖାପାଖି ୨୪ ଜଣ ଖ୍ରୀଷ୍ଟିୟାନ…
Read More...