mission shakti banner

ଚୋରା ମଦ ଜବତ, ମାଫିଅା ଅଟକ

BSKY banner  750×100
0

ସୁନ୍ଦରଗଡ : ଲେଫ୍ରିପଡାରୁ ପୁଲିସ ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ କରିଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢଉ କରାଯାଇଥିଲା। ସେଠାରୁ ମଦ ଜବତ କରାଯିବାସହ ମଦ ମାଫିଆଙ୍କୁ ଥାନାକୁ ଅାଣି ଅଟକ ରଖାଯାଇଛି।

Leave A Reply