ମାଓଦମନ ପାଇଁ ପୁରସ୍କୃତ ହେବେ କନ୍ଧମାଳ, ବଲାଙ୍ଗୀର

0

ଭୁବନେଶ୍ୱର : ମାଓଦମନରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଓ ବଲାଙ୍ଗୀର ଜିଲାକୁ ପୁରସ୍କୃତ କରିବେ । ପୁରସ୍କାର ସ୍ୱରୁପ ଜିଲା ଦ୍ୱୟକୁ ୧୦ଲକ୍ଷ ଲେଖାଏଁ ପୁରସ୍ମାର ରାଶି ପ୍ରଦାନ କରାଯିବ । ଉଭୟ ଜିଲା ପୁଲିସ ଓ ଏସ.ଓ.ଜିକୁ ଅଭିନନ୍ଦନ ଜଣାଇବା ସହିତ ମାଓ ବିରୋଧୀ ଅଭିଯାନରେ ଭାଗନେଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁୁ ସମ୍ମାନିତ କରାଯିବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave A Reply