ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ଅପରାଧଆମ ଓଡ଼ିଶାଝାରସୁଗୁଡା By Samaja Digital Last updated May 20, 2018 0 Share ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ କାଡୁପଡା ଗ୍ରାମ ରେ ଓପିଜିସି ନିର୍ମାଣାଧୀନ ରେଳ ଲାଇନ ନିକଟରେ ଥିବା ଗାତରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ବେଲପାହାଡ଼ ପୁଲିସ ତଦନ୍ତ କରୁଛି। 0 Share FacebookTwitterWhatsApp