www.samajalive.in
Monday, December 15, 2025
17.1 C
Bhubaneswar

ୟୁଟ୍ୟୁବ୍ ଭାରତର ମୁଖ୍ୟ ହେଲେ ଗୁଞ୍ଜନ ସୋନି, ମିଳିଲା ବଡ ଦାୟିତ୍ବ

ନୂଆଦିଲ୍ଲୀ : ୟୁଟ୍ୟୁବରେ ଏକ ବଡ ପରିବର୍ତ୍ତନ ହୋଇଛି । ୟୁଟ୍ୟୁବ୍ ସୋମବାର ଗୁଞ୍ଜନ ସୋନିଙ୍କୁ ଭାରତ ପାଇଁ ନିଜ ନୂଆ ପରିଚାଳନା ନିର୍ଦ୍ଦେଶିକା ଭାବେ ନିଯୁକ୍ତ କରିଛି । ତାଙ୍କ ନିଯୁକ୍ତି ୟୁଟ୍ୟୁବ୍ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ କାରଣ ଅନେକ ସମୟ ଧରି ଏହି ପଦ ଖାଲି ଥିଲା । ଗୁଞ୍ଜନ ପୂର୍ବରୁ ଜଲୋରା ଷ୍ଟାର ଇଣ୍ଡିଆ ଓ ମିନ୍ତ୍ରା ଭଳି ଅନେକ କମ୍ପାନୀରେ କାମ କରିସାରିଛନ୍ତି ।

ବିଜନେସ୍, ଟେକ୍ନୋଲୋଜି, ମାର୍କେଟିଂ ଓ ଅନଲାଇନ୍ ସପିଂରେ ୨୦ରୁ ଅଧିକ ବର୍ଷର ଅଭିଜ୍ଞତା ରଖିଥିବା ଗୁଞ୍ଜନ ଏବେ ଭାରତରେ ୟୁଟ୍ୟୁବକୁ ଆଗକୁ ବଢାଇବା ପାଇଁ ନୂଆ ନୂଆ ପଦକ୍ଷେପ ନେବେ । ଭାରତର ମିଡିଆ ଓ ମାର୍କେଟିଂ ସମ୍ପର୍କରେ ସଠିକ୍ ଜ୍ଞାନ ଆହୋରଣ କରିଛନ୍ତି ଗୁଞ୍ଜନ । ପୂର୍ବରୁ ସେ ଷ୍ଟାର ଇଣ୍ଡିଆରେ କାମ କରିସାରିଛନ୍ତି ଏବଂ ମିନ୍ତ୍ରାରେ ମାର୍କେଟିଂ ମୁଖ୍ୟ ମଧ୍ୟ ରହିଛନ୍ତି । ଗୁଞ୍ଜନ କହିଛନ୍ତି କି ସେ ଏହି ପୋଷ୍ଟ ପାଇ ଖୁସି ଅଛନ୍ତି ଏବଂ ସେ ସବୁବେଳେ କ୍ରିଏଟର୍ସଙ୍କୁ ସପୋର୍ଟ କରିଆସିଛନ୍ତି ଏବଂ ଆଗକୁ ମଧ୍ୟ କରିବେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories