www.samajalive.in
Monday, December 15, 2025
16.1 C
Bhubaneswar

ଏପ୍ରିଲ ୨୮କୁ ଓଡ଼ିଆ ସିନେମା ଦିବସ ଘୋଷଣା ଦାବି

ଭୁବନେଶ୍ଵର: ସାମାଜିକ ଗଣମାଧ୍ୟମରେ ଆରମ୍ଭ ହୋଇଛି ଅଭିଯାନ। ପୁଣିଥରେ ଆଲୋଚନା ପରିସରକୁ ଆସିଛି ଓଡ଼ିଆ ସିନେମା। ଏପ୍ରିଲ ୨୮ ଅର୍ଥାତ୍‌ ଆଜିର ତାରିଖକୁ ଓଡ଼ିଆ ଚଳଚିତ୍ର ଦିବସ ରୂପେ ପାଳନ ନେଇ ପ୍ରସ୍ତାବ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଆଜିର ଦିନକୁ ‘ଓଡ଼ିଆ ସିନେମା ଦିବସ’ ଲେଖି ଏହାକୁ ସମର୍ଥନ ଜଣାଇବା ଲାଗି ନିବେଦନ କରାଯାଇଛି।

ଓଡ଼ିଶା ସରକାର ଆନୁଷ୍ଠାନିକ ଭାବରେ ଏପ୍ରିଲ ୨୮କୁ ଓଡ଼ିଆ ସିନେମା ଦିବସ ରୂପେ ଘୋଷଣା କରନ୍ତୁ ବୋଲି ଦାବି ଉଠିଛି।କାରଣ ଏହିଦିନ ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା। ସେହି ଦିନକୁ ମନେ ପକାଇ ଅନ୍ତତଃ ପକ୍ଷେ ବର୍ଷରେ ଗୋଟିଏ ଦିନ ଓଡ଼ିଆ ସିନେମାକୁ ଉତ୍ସର୍ଗ କରିବା ନେଇ ମତପ୍ରକାଶ ପାଇଛି।

- Advertisement -

୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ସାଙ୍ଗକୁ ଓଡ଼ିଆ ସିନେମା ତାର ଶତବାର୍ଷିକ ଉତ୍ସବ ପାଳିବ। ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଏବେଠୁ ରୋଡ ମ୍ୟାପ ପ୍ରସ୍ତୁତ ଲାଗି ଯୋଜନା ହେବା ଜରୁରୀ ବୋଲି ସିନେ ବିଶେଷଜ୍ଞମାନେ ମତ ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories