ଦକ୍ଷିଣ ଚୀନ ସାଗରରେ ଚୀନର ବୋମା ବର୍ଷଣକାରୀ ବିମାନ ମୁତୟନ

ବେଜିଂ : ବିବାଦୀୟ ଦକ୍ଷିଣ ଚୀନ ସାଗରରେ ପ୍ରଥମ ଥର ଚୀନ ବୋମା ବର୍ଷଣକାରୀ ବିମାନ ମୁତୟନ କରିଛି । ଏଥିରୁ ସ୍ଥାନୀୟ ଅଞ୍ଚଳରେ ବିବାଦ ଓ ଉତ୍ତେଜନା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଚୀନ ପ୍ରତିରକ୍ଷା…
Read More...

କୁରକୁରା ପିଆଜ ରିଙ୍ଗସ୍

ଆବଶ୍ୟକୀୟ ସାମଗ୍ରୀ: ମୋଟା ରିଙ୍ଗ ଆକାରର କଟା ଯାଇଥିବା ପିଆଜ, ମଇଦା, କଣ୍ଣଫ୍ଲୋର-୨ ଚାମଚ, ଅଣ୍ଡା-୨ଟା, ପାଉଁରୁଟି ଗୁଣ୍ଡ(ବ୍ରେଡ୍ କ୍ରବ୍ସ), ଛାଣିବାକୁ ତେଲ, ଲୁଣ, ଗୋଲମରିଚ ଗୁଣ୍ଡ । ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ…
Read More...

ମୋଦି ଦେଶଠାରୁ ବଡ଼ ନୁହେଁ : ରାହୁଲ

ବେଙ୍ଗାଲୁରୁ/ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭାରେ ଶନିବାର ବି.ଏସ୍‌. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଘୋଷଣା କରିବା ପରେ କଂଗ୍ରେସ ଅଧ୍ୟୟ ରାହୁଲ ଗାନ୍ଧି ଏକ ସମ୍ବାଦିକ ସମ୍ମିଳନୀ ଡାକି ବିଜେପି…
Read More...

କ୍ରିକେଟ ମ୍ୟାଚ୍‌ ବେଳେ ବିସ୍ଫୋରଣ: ୮ ମୃତ, ୪୩ ଆହତ

କାବୁଲ : ଆଫଗାନିସ୍ତାନ ନାଙ୍ଗରହାର ପ୍ରଦେଶରେ ଏକ କ୍ରିକେଟ ମ୍ୟାଚ୍‌ ଚାଲିଥିବା ବେଳେ କ୍ରମାନ୍ୱୟରେ ୩ଟି ବୋମା ବିସ୍ଫୋରଣ ଘଟି ଅନ୍ୟୁନ୍‌ ୮ ଜଣ ପ୍ରାଣ ହରାଇଛନ୍ତି ଓ ୪୩ ଜଣ ଆହତ ହୋଇଛନ୍ତି । ସରକାରୀ ମୁଖପାତ୍ର…
Read More...

କ୍ଷିପ୍ର ବୁଦ୍ଧି ପାଇଁ ଛୁଆଙ୍କୁ ଦିଅନ୍ତୁ ଏହି ଖାଦ୍ୟ

ଛୁଆଙ୍କ ଖାଦ୍ୟ ତାଲିକାରେ ବିଟ୍ ସାମିଲ କରନ୍ତୁ । ବିଟ୍ ରସକୁ ଛୁଆଙ୍କ କାନପଟିରେ ମାଲିସ କରିବ ସହ ଏହାକୁ ଛୁଆ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ଘଟିଥାଏ । ଛୁଆଙ୍କ ଦାନ୍ତ ବିନ୍ଧା ହେଉଥିଲେ ବିଟ୍ ରସ ନେଇ ଦାନ୍ତ ଚାରି…
Read More...

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ମାଲାରେ ମାଧୁରୀ ଗୁପ୍ତା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ମାମଲାରେ ପୂର୍ବତନ କୂଟନୀତିଜ୍ଞ ମାଧୁରୀ ଗୁପ୍ତାଙ୍କୁ ଦିଲ୍ଲୀ ପଟିୟାଲା ହାଉସକୋର୍ଟ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି । ପାକିସ୍ତାନରେ ନିଯୁକ୍ତି ବେଳେ ମାଧୁରୀ…
Read More...

ଇସ୍ତଫା ଦେଲେ ୟେଦୁରପ୍ପା

ବେଙ୍ଗାଲୁର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍‌ ୟେଦୁରପ୍ପା ଇସ୍ତଫା ଦେଇଛନ୍ତି । ଏହା ସହ କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକର ଏକ ପ୍ରକାର ଅନ୍ତ ହୋଇଛି ।  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି…
Read More...

ବୈଜ୍ଞାନିକ ମତରେ ଶଙ୍ଖର ମହତ୍ତ୍ଵ !

ବୈଜ୍ଞାନିକ ମତ ଅନୁଯାୟୀ ଶଙ୍ଖ ଧ୍ଵନି ଦ୍ବାରା ବାତ୍ତାବରଣ ସୁସ୍ଥ ରହିଥାଏ । ଶଙ୍ଖ ଧ୍ଵନି ଦ୍ବାରା କିଟାଣୁଙ୍କ ନାଶ ହୋଇଥାଏ । ଶଙ୍ଖରେ ଅଳ୍ପ ଚୁନ ପାଣି ରଖି ପିଇଲେ ଶରୀରରେ କ୍ୟାଲସିୟମ ଅଭାବ ହୁଏ ନାହିଁ ।…
Read More...

ଫେସ୍‍ବୁକ୍‍, ଗୁଗୁଲ୍‍, ଟ୍ୱିଟର, ୟୁଟ୍ୟୁବ୍‍କୁ କୋର୍ଟ ନୋଟିସ୍‍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କାଠୁଆର ଆଠ ବର୍ଷର କନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କ ଫଟୋ ସାର୍ବଜନୀନ କରିଥିବା ଅଭିଯୋଗରେ ଫେସ୍‍ବୁକ୍‍, ଗୁଗୁଲ୍‍, ଟ୍ୱିଟର ଓ ୟୁଟ୍ୟୁବକୁ ଦିଲ୍ଲୀ ହାଇକୋର୍ଟ ନୋଟିସ୍‍…
Read More...

ଚାକିରିରେ ସାକ୍ଷାତକାର ଉଚ୍ଛେଦ ପ୍ରକ୍ରିୟା ମନ୍ଥର: ବିରକ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚାକିରି ପାଇଁ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଓଡ଼ିଶା ସମେତ ୯ଟି ରାଜ୍ୟକୁ କହିଛନ୍ତି। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ…
Read More...

ଗୁଜୁରାଟ: ସଡକ ଦୁର୍ଘଟଣାରେ  ୧୯ ମୃତ

ଅହମ୍ମଦାବାଦ:  ଗୁଜୁରାଟର ଭାବନଗରରେ ଥିବା ବାଭୟାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଶ୍ରମିକ ବୋଲି ଜଣା ପଡିଛି । ଏକ ନିର୍ମାଣ…
Read More...

୨୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ ଓଡିଶା ଆସିବେ । ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ବିଜେପି ପକ୍ଷରୁ ତଳ ବାଲିଯାତ୍ରା ପଡିଆରେ ଆୟୋଜିତ…
Read More...

ମାନସିକ ପାଇଁ ଭକ୍ତ କାଟିଲେ ଜିଭ

କେନ୍ଦୁଝର: ଅନ୍ଧବିଶ୍ବାସର ଅନ୍ଧ ଗଳିରେ ଆଜି ବି ରହିଛି ଓଡିଶାର କିଛି ଜିଲା । ଯେଉଁଠାରେ ଏବେ ବି ପହଞ୍ଚିନି ସଚେତନତା । ଠାକୁରଙ୍କ ନାମରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଅଘଟଣ ଘଟିଥିବା ବେଳେ ଆଜି…
Read More...

କର୍ଣ୍ଣାଟକ ରାଜନୀତି: ଶପଥ ନେଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆଜି ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ନେତା ତଥା ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବି ଏସ୍‍ ୟେଦୁରପ୍ପା ତାଙ୍କ ଦଳ ପ୍ରତି ସଂଖ୍ୟାଗରିଷ୍ଠତା ସଦସ୍ୟଙ୍କ ସମର୍ଥନ ଥିବାର ପ୍ରମାଣ…
Read More...

୮୧ ବର୍ଷ ପରେ ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ , ଏହି ୬ ରାଶିର ବ୍ୟକ୍ତିଙ୍କୁ ମିଳିବ ଅଧିକ ସୁଫଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୮୧ ବର୍ଷପରେ ଗ୍ରହମାନଙ୍କର ସ୍ଥିତରେ  ଏକ ବଡ ପରିବର୍ତ୍ତନ ଆସିଛି ।  କିଛି ଜ୍ୟୋତିଷ କହିବା ଅନୁସାରେ  ଏହା ଏକ ମହାସଂଯୋଗ । ଏଥିଯୋଗୁଁ କିଛି ରାଶିରେ ମହାପରିବର୍ତ୍ତନ ହେବ । ୬ଟି ରାଶିର…
Read More...

ପାଚିଲା ଅମୃତଭଣ୍ଡାରୁ ପଆନ୍ତୁ ସୁନ୍ଦର ଓ ଚମକ ତ୍ଵଚା

ଅମୃତଭଣ୍ଡା ଖାଇବାକୁ ଅମୃତ ପରି ଲାଗେ ଏବଂ ଶରୀରରେ ମଧ୍ୟ ଅମୃତ ପରି କାର୍ଯ୍ୟ କରେ । ପାଚିଲା ଅମୃତଭଣ୍ଡାକୁ ବ୍ୟବହାର କରି ଆମେ ନିଜେ ତ୍ଵଚାକୁ ସୁନ୍ଦର କରିପାରିବା । ଅମୃତଭଣ୍ଡାର ଚୋପାରେ ଏକ ପ୍ରକାର ଏନ୍‌ଜାଇମ୍‌…
Read More...

ମୁଁ କଳ୍‍କୀଙ୍କ ଅବତାର, ଅଫିସ୍‍ ଯିବିନି

ଅହମ୍ମଦାବାଦ: ମୁଁ ବିଷ୍ଣୁଙ୍କ ଦଶମ ଅବତାର କଳ୍‍କୀ। ପୃଥିବୀ ପୃଷ୍ଠରେ ନୈତିକତାର ପୁନରୁଦ୍ଧାର କରିବାର ଭାର ନେଇଛି। ସେଥିପାଇଁ ମୁଁ ଅଫିସ୍‍ ଯାଇପାରିବି ନାହିଁ। ଏଭଳି ଏକ ଉଦ୍ଭଟ ଯୁକ୍ତି ଦର୍ଶାଇଛନ୍ତି ଗୁଜରାଟ୍‍ର ଜଣେ…
Read More...

ସାମ୍ବାଦିକଙ୍କ ଦେହାନ୍ତ

ଭୁବନେଶ୍ୱର: ଦୈନିକ ‘ସମାଜ’ର ନିମାପଡ଼ା ସାମ୍ବାଦିକ ପ୍ରତାପ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଗତ କାଲି ରାତିରେ ଶୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତ ଦେହ…
Read More...

ବିଦ୍ୟୁତ ଆଘାତରେ ଯୁବତୀ ମୃତ

ଗୋପ: ଶନିବାର ସକାଳ ୮ ଟା ରେ ଗୋପ ଥାନା ଅନ୍ତର୍ଗତ କୁଣ୍ଡିଷ ଗ୍ରାମର ଦୈତାରି ଦାଶଙ୍କ ଝିଅ ସୁଭଦ୍ରା ଦାଶ  (୨୦) ନାମକ ଜଣେ ଯୁବତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ପ୍ରକାଶ ଯେ ସକାଳେ ଯୁବତୀ ଜଣଙ୍କ ନିଜଘର କାମ…
Read More...

ଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଥାନା ନିକଟସ୍ଥ କୋରକୋଣ୍ଡା ବଜାର ଠାରେ ଏକ କାର ଦ୍ରୁତ ଗତିରେ ଯାଉଥିବା ବେଳେ ବାଲିଆ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ପଳାଇଥିଲା । ଗ୍ରାମବାସୀମାନେ ଉକ୍ତ କାରକୁ ଗୋଡ଼ାଇବାରୁ…
Read More...

ବହୁମତ ସାବ୍ୟସ୍ତ କରିବାକୁ ବିଜେପି ପାଖରେ କେବଳ ୪ ବିକଳ୍ପ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୦୪ ଆସନରେ ବିଜୟୀ ବିଜେପି ପାଇଁ ବହୁବତ ସାବ୍ୟସ୍ତ କରିବାକୁ ଆହୁରି ୭ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ବିଜେପିକୁ ୧୫ଦିନ ସମୟ…
Read More...

ଯୁକ୍ତ ୨ ବିଜ୍ଞାନରେ ପାସ୍‍ ହାର ୭୬.୯୮%

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‍ ହାର ୭୬.୯୮% ରହିଛି। ଗତ ବର୍ଷ ତୁଳନାରେ ପାସ୍‍ ହାର କମିଛି। ଗତ ବର୍ଷ…
Read More...

ୟେଦୁରପ୍ପାଙ୍କ ପୂର୍ବରୁ ବୋପାୟା ଭାଗ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତି ନାଟକ ଆଜି ପୁଣି ଏକ ନୂଆ ମୋଡ଼ ନେଇଛି। ଆଜି ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ନେତା ବି ଏସ୍‍ ୟେଦୁରପ୍ପା ଶକ୍ତି ପରୀକ୍ଷା ଦେବାକୁ ଥିବା ବେଳେ ତା’ ପୂର୍ବରୁ ବାଚସ୍ପତିଙ୍କ…
Read More...

ଆଇପିଏଲ୍ କ୍ରିକେଟ : ବାଙ୍ଗାଲୋର-ରାଜସ୍ଥାନ ଏବଂ ହାଇଦରାବାଦ-କଲକାତା ମଧ୍ୟରେ ମୁକାବିଲା

ଜୟପୁର/ହାଇଦରାବାଦ : ଆଇପିଏଲ୍ କ୍ରିକେଟ ୨୦୧୮ରେ ଶନିବାର ଦୂଇଟି ମ୍ୟାଚ ଅନୁଷ୍ଠିତ ହେଉଛି। ଜୟପୁରରେ ରାଜସ୍ଥାନ ରୟାଲସ୍ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅପରାହ୍ନ ୪ଟାରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ …
Read More...

ବଲାଙ୍ଗିରରେ ଏଲପିଜି ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର : ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ଅଧୀନସ୍ଥ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଖୋର୍ଦ୍ଧା ପରେ ଏବେ ବଲାଙ୍ଗିର ଜିଲାର ବରଖାନୀ ଗ୍ରାମରେ ଏକ ଦ୍ୱିତୀୟ ଏଲ୍ପିଜି…
Read More...

ଚାଲିଛି ଚାରି ନାହାକା ନିର୍ମାଣ

ପୁରୀ : ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଶୁକ୍ରବାର ଚାରି ନାହାକା ନିର୍ମାଣ ଆରମ୍ଭ ହୋଇଛି। ତିନି ରଥପାଇଁ ୧୨ଗୋଟି ନାହାକା ଆବଶ୍ୟକ। ପ୍ରତି ରଥରେ ୪ଟି…
Read More...

କର୍ଣ୍ଣାଟକ ନାଟକ : ଆଜି ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ : କର୍ଣ୍ଣାଟକ ନାଟକ ଶୁକ୍ରବାର ପୁଣି ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଛି। ପୂର୍ବ ଧାର୍ଯ୍ୟମତେ ସୁପ୍ରିମକୋର୍ଟ ଶୁକ୍ରବାର ପୂର୍ବାହ୍ଣ ସାଢ଼େ ୧୦ଟାରେ ମାମଲାର ଶୁଣାଣି କରି କଂଗ୍ରେସ-ଜେଡି(ଏସ୍‍)ର ଦାବିକୁ…
Read More...

କର୍ଣ୍ଣାଟକ ପ୍ରସଙ୍ଗ : ୨୨ ବର୍ଷ ତଳର ଇତିହାସ…

ଗମାଙ୍ଗୋଙ୍କ ଏକମାତ୍ର ଭୋଟ ବନାମ ବାଜପେୟୀ ସରକାର ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ସାରା ଦେଶରେ ରାଜନୈତିକ ବରତାବରଣ ସରଗରମ…
Read More...

ସରିଲା ୩୩ ଚକ ନିର୍ମାଣ

ପୁରୀ : ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଗୁରୁବାର ସନ୍ଧ୍ୟାସୁଦ୍ଧା ତିନି ରଥର ୩୩ଗୋଟି ଚକ କାମ ଶେଷ ହୋଇଛି। ପହି ଅଭାବରୁ ଆଉ ୯ଟି ଚକ ନିର୍ମାଣ ଅଟକି ରହିଛି। ଖପୁରିଆ କରତକଳରୁ ପହି…
Read More...

ନିଗମ କାର୍ଯ୍ୟାଳୟର ଉନ୍ନତୀକରଣ, ଜବରଦଖଲମୁକ୍ତ ପ୍ରଥମ କାର୍ଯ୍ୟ

କଟକ/ଭୁବନେଶ୍ୱର : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‍ଡିସି)ର ନୂତନ ଅଧ୍ୟକ୍ଷଭାବେ ଅଭିନେତା ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବକ୍ସିବଜାରସ୍ଥିତ…
Read More...

ଦିଲ୍ଲୀର ସାନ୍ତ୍ୱନାମୂଳକ ବିଜୟ

ନୂଆଦିଲ୍ଲୀ : ଆଇପିଏଲ୍‍-୧୧ରେ ଶୁକ୍ରବାର ଚେନ୍ନଇ ସୁପର କିଙ୍ଗ୍‍ସକୁ ପରାସ୍ତ କରିଛି ଦିଲ୍ଲୀ ଡେୟାରଡେଭିଲ୍‍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଚେନ୍ନଇକୁ ୩୪ ରନ୍‍ରେ ଦିଲ୍ଲୀ ହରାଇଛି। ଋଷଭ ପନ୍ତ୍‍, ବିଜୟ ଶଙ୍କର…
Read More...

ବାଲେଶ୍ୱର, ବଲାଙ୍ଗିର ମେଡିକାଲ କଲେଜକୁ କେନ୍ଦ୍ରର ଅନୁମତି

ବାରିପଦା ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷ ନାମ ଲେଖା ପାଇଁ ଅନୁମତି ନୂଆଦିଲ୍ଲୀ : ରାଜ୍ୟର ଦୁଇ ନୂତନ ମେଡିକାଲ କଲେଜ ବାଲେଶ୍ୱର ଓ ବଲାଙ୍ଗିରକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହା…
Read More...

୨୬ରେ ମୋଦିଙ୍କ କଟକ ଆଗମନ

କଟକ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ କଟକ ଗସ୍ତରେ ଆସୁଛନ୍ତି। ଆସନ୍ତା ୨୬ତାରିଖରେ କଟକ ଗସ୍ତରେ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବିଜେପି ପକ୍ଷରୁ ତଳ…
Read More...

ଶନିବାର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବାର ସୁଯୋଗ ସୃଷ୍ଟି ହୋଇଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ମିଳିବ। ବୃଷ:…
Read More...

୨୯ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ମେ ୨୯ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ତେବେ ଏହି ପୂର୍ବାନୁମାନରେ ୪ଦିନ ଆଗ କିମ୍ବା ପଛ ହୋଇପାରେ ବୋଲି ଶୁକ୍ରବାର…
Read More...

+ଦୁଇ ବିଜ୍ଞାନ ଫଳ ଆଜି

ଭୁବନେଶ୍ୱର  : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ। ସିଏଚ୍‍ଏସ୍‍ଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ବିଦ୍ୟାଳୟ…
Read More...

‘କର ବା ମର’ ସ୍ଥିତିରେ ଆର୍‍ସିବି ଓ ରାଜସ୍ଥାନ

ଜୟପୁର : ଆଇପିଏଲ୍‍-୧୧ରେ ଶନିବାର ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ଓ ରାଜସ୍ଥାନ ରୟାଲ୍‍ସ ମଧ୍ୟରେ ଲିଗ୍‍ ମ୍ୟାଚ୍‍ ଖେଳାଯିବ। ଉଭୟ ଦଳ ପାଇଁ ଏହା ଅନ୍ତିମ ମ୍ୟାଚ୍‍ ଏବଂ ପ୍ଲେଅଫ୍‍ ସ୍ଥାନ ନିଶ୍ଚିତ…
Read More...

ଉଡ଼ାଣ ଭରିବା ବେଳେ ଜଳିଗଲା ବିମାନ : ୧୦୦ରୁ ଅଧିକ ମୃତ

ହାଭାନା :  କ୍ୟୁବାର ରାଜଧାନୀ ହାଭାନାର ଜେସ୍‍ ମାର୍ଟି ଆନ୍ତର୍ଜାତିକ ବିମାନବନ୍ଦରରେ ଏକ ବିମାନ ଉଡାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି ଫଳରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର କ୍ୟୁବାର…
Read More...

 ଇଂଜିନରୁ ଅଲଗା ହେଲା ମାଲବାହୀ ଟ୍ରେନ, ଡ୍ରାଇଭର ଜାଣିବା ପରେ ପଛକୁ ଫେରାଇଲେ ଇଂଜିନ

ବଲାଙ୍ଗୀର: ବଲଙ୍ଗୀର ଜିଲାର ଟିଟିଲାଗଡ ଓ   ସିକିରି ଷ୍ଟେସନ ମଧ୍ୟରେ ଏକ ମାଲବାହୀ ଟ୍ରେନର ବଗି ଏହାର ଇଂଜିନରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି । ଏଲ୍‌ସି ଗେଟ୍‌  ନିକଟରେ ମାଲବାହୀ ଗାଡିର ପ୍ରଥମ ଡବାରୁ ଅନ୍ୟ…
Read More...

ବିବାହ ବନ୍ଧନରେ ବାନ୍ଧିହେବେ ଯୁବରାଜ ହୈରି ଓ ଅଭିନେତ୍ରୀ ମୋଗନ

ଲଣ୍ଡନ; ଲଣ୍ଡନ ରାଜବଂଶ ପୁତ୍ର ହୈରି ଏବଂ ଆମେରିକୀୟ ଅଭିନେତ୍ରୀ ମୋଗନ ମାର୍କଲ ଶନିବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ବହୁଚର୍ଚ୍ଚିତ ବିବାହରେ ଅଭିନେତ୍ରୀ ମୋଗନଙ୍କ ପିତା ହୈରିଙ୍କ ପିତା ଚାର୍ଲଙ୍କର…
Read More...

ଉତ୍ତମ ସ୍ୱସ୍ଥ୍ୟପାଇ ଆପଣାନ୍ତୁ

ସୁୁନ୍ଦର ସ୍ୱାସ୍ଥ୍ୟ ଚାହୁଥିବା ଲୋକମାନେ ପ୍ରତିଦିନ ସକାଳୁ ଭ୍ରମଣ କରିବା ଉଚିତ୍‍। ଭୋର ସମୟରେ ଶଯ୍ୟାତ୍ୟାଗ କରି ପ୍ରଥମେ ୧ଗିଲାସ ପାଣି ପିଇବା ଉଚିତ୍‍। ସକାଳୁ ପ୍ରତିଦିନ ୩କିମି ଚାଲିବା ଭଲ। ଭୋଜନବେଳେ…
Read More...

ଟେକ୍ସାସର ଏକ ବିଦ୍ୟାଳୟରେ ଗୁଳିକାଣ୍ଡ, ୮ ମୃତ

ହଷ୍ଟନ: ଆମେରିକାର ଟେକ୍ସାସ ରାଜ୍ୟରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ଦୁର୍ବୃତ୍ତ ଗୁଳି ଚଳାଇବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହଷ୍ଟନ ସହରରୁ ୫୦ କିଲୋମିଟର ଦୂରରେ ଥିବା ସାଣ୍ଟା ପେ ହାଇସ୍କୁଲରେ…
Read More...

ଉତ୍ତମ ସ୍ୱାସ୍ଥ୍ୟପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ସୁୁନ୍ଦର ସ୍ୱାସ୍ଥ୍ୟ ଚାହୁଁଥିବା ଲୋକମାନେ ପ୍ରତିଦିନ ପ୍ରାତଃ ଭ୍ରମଣ କରିବା ଉଚିତ୍‍ । ଭୋର ସମୟରେ ଶଯ୍ୟାତ୍ୟାଗ କରି ପ୍ରଥମେ ୧ଗିଲାସ ପାଣି ପିଇବାସ୍ବାସ୍ଥ୍ୟ ପାଇଁ ଭଲ ସକାଳୁ ପ୍ରତିଦିନ ଅତି କମରେ ୩ କିଲୋମିଟର…
Read More...

କର୍ଣ୍ଣାଟକ: ଅସ୍ଥାୟୀ ବାଚସ୍ପତି ବୋପୈୟା ବିବାଦ, ସୁପ୍ରିମକୋର୍ଟରେ ଜେ.ଡି.ଏସ

ବେଙ୍ଗେଲୁରୁ; କର୍ଣ୍ଣାଟକ ନିର୍ବାଚନ ନାଟକ ଘଣ୍ଟାକୁ ଘୋଡା ଛୁଟୁଛି। ପୂର୍ବରୁ ରାଜ୍ୟପାଳ ବି.ଜେ.ପି ୧୫ଦିନ ମଧ୍ୟରେ ନିଜର ବହୁମତ ସାବସ୍ତ୍ୟ କରିବାକୁ ସମୟ ଦେଇଥିଲେ। ସୁପ୍ରିମକୋର୍ଟ ଆସନ୍ତା କାଲି ବହୁମତ ସାବ୍ୟସ୍ତ୍ୟ…
Read More...

ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ ରାୟଗଡା କେଉଟଗୁଡା  ନିକଟରେ ଲାଇନଚ୍ୟୁତ ହୋଇଛି ।ଅପରାହ୍ନରେ ଏହା ହାଓଡାରୁ ଜଗଦଲପୁର ଯାଉଥିବା ବେଳେ କେଉଟଗୁଡା ନିକଟରେ ଲାଇନ୍‌ଚ୍ୟୁତ ହୋଇଥିବା ଖବର ମିଳିଛି । ରେଳଧାରଣାରେ ଏକ…
Read More...

କରନ ଙ୍କ ଫିଲ୍ମକୁ ମନାକଲେ ବାହୁବଳୀ

ମୁମ୍ବଇ; ଚଳଚ୍ଚିତ୍ର ‘ବାହୁବଳୀ’ ର ସଫଳତା ପରେ ଅଭିନେତା ପ୍ରଭାସ ସମଗ୍ର ବିଶ୍ୱରେ ନିଜର ଲୋକପ୍ରିୟତା ହାସଲ କରିଛନ୍ତି। ଅଭିନେତା ପ୍ରଭାସ ଦ୍ୱିତିୟଥର ପାଇଁ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ଙ୍କ ଚଳଚ୍ଚିତ୍ର…
Read More...

ସମୁଦ୍ରରେ ବୁଡି ୨ ନିଖୋଜ

ଜଳେଶ୍ବର: ସମୁଦ୍ରକୁ ଗାଧୋଇବାକୁ ଯାଇ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଭୋଗରାଇ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଭୋଗରାଇ ବ୍ଳକ୍…
Read More...

ଜାଣନ୍ତୁ ବାସ୍ତୁ ଅନୁସାରେ ଆପଣଙ୍କ କାର୍ଯ୍ୟାଳୟ କିଭଳି ହେବା ଦରକାର

ଯଦି ଆପଣ ଚାହୁଛନ୍ତି ଆପଣଙ୍କ କାର୍ଯ୍ୟାଳୟ ସବୁବେଳେ ଭଲ ଚାଲୁ କେବେ ବନ୍ଦ୍‍ ନହେଉ। ଆପଣଙ୍କ କାର୍ଯ୍ୟାଳୟରେ୍‍ ସବୁବେଳେ ଧନଲକ୍ଷ୍ମୀ ବିଜୟମାନ କରନ୍ତୁ ତେବେ ଆପଣଙ୍କୁ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ…
Read More...

୩ ନକଲି ମାଓବାଦୀ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ପୁଲିସ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି । ମାଓବାଦୀ ନାମରେ ସେମାନେ ବିଭିନ୍ନ ସ୍ଥାନରୁ ଦାଦାବଟି ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭତ୍ତି କରି ପୁଲିସ ଛାନଭିନ…
Read More...

ନିର୍ମାଣାଧୀନ ଘରୁ ସେକ୍ସ ରାକେଟ ଠାବ, ୬ ଯୁବକ ଗିରଫ

ଭୁବନେଶ୍ୱର: ଗଜପତି ନଗର ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି । ଏକ ନିର୍ମାଣାଧୀନ ଘରେ ଏହି ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢଉ କରିଥିଲା । ଚଢଉ ବେଳେ ୩ଜଣ ଯୁବତୀ ଓ ୩ଜଣ ଯୁବକ ଗିରଫ…
Read More...

‘ଖତରୋଂ କେ ଖିଲାଡି’ରେ ବାଳିକା ବଧୂ

ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ ର ଆନନ୍ଦି(ଅବିକା ଗୈାର) ଟିଭିରେ ଷ୍ଟଣ୍ଟ୍‍ କରିବାକୁ ମନବଳାଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଅବିକା କଲର୍ସ ଚ୍ୟାନେଲ ରେ ପ୍ରସାରିତ ‘ଲାଡୋ-୨’ ରେ ଅଭିନୟ କରୁଛନ୍ତି। ମିଳିଥିବା…
Read More...

ଭାରସ୍ୟାମ ହରାଇ ଓଲଟିଲା ଟ୍ରକ୍, ଚାଳକ ଗୁରୁତର

ବାଲେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ନୂଆପଡା ଡିଭିଜନ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଲୁହା ପଥର ନେଇ ବାଲେଶ୍ବର ଯାଉଥିବା ଏକ ଟ୍ରକ୍ ଟି ଭାରସ୍ୟାମ ହରାଇ ଓଲଟି ପଡିଛି । ଫଳରେ ଟ୍ରକ୍ ଚାଳକ ଗୁରୁତର ହୋଇଛନ୍ତି ।…
Read More...

ଆରବସାଗରରେ ଭୀଷଣ ଆକାର ନେଉଛି ଘୂର୍ଣ୍ଣିବାତ୍ୟା ‘ସାଗର’

ନୂଆଦିଲ୍ଲୀ:  ଆରବ ସାଗର ଉପରେ ଏବେ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଅବପାତ ପରେ ଭୀଷଣ ଅବପାତର ଆକାର ଗ୍ରହଣ କରିବ । ମାତ୍ର ଏହା ଗୁଜୁରାଟ ଉପକୂଳରେ କମ୍‌ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା…
Read More...

ଶ୍ରୀମନ୍ଦିରରେ ଚୂନ ଖଣ୍ଡ ଖସି ମହିଳା ଭକ୍ତ ଆହତ

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିସରରେ ଏକ ଅଘଟଣ ଘଟି ଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପରୁ ଚୂନ ଖଣ୍ଡ ଖସି ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି । ତାଙ୍କୁ ଜିଲା ମୁଖ୍ୟଚିକତ୍ସାଳରେ ଭର୍ତ୍ତି କରାଯାଇଛି । ଆହତଙ୍କ…
Read More...

ଯୋଗୀ ସରକାରଙ୍କ ତଥ୍ୟ ପ୍ରଘଟ ଅଭିଯୋଗରେ ୨ ଅଧିକାରୀ ନିଲମ୍ବିତ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ୨ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାକ୍ଷାତକାର ସମ୍ପର୍କିତ ଖବର…
Read More...

ତୀର୍ଥଯାତ୍ରୀଙ୍କ ପ୍ରଥମ ପସନ୍ଦ ପୁରୀ

ନୂଆଦିଲ୍ଲୀ: ପର୍ଯ୍ୟଟନ ଓ ତୀର୍ଥସ୍ଥଳମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ତୀର୍ଥଯାତ୍ରୀଙ୍କ ପ୍ରଥମ ପସନ୍ଦ। ପୁରୀ ପଛକୁ ବାରାଣସୀ, ତିରୁପତି ଓ ଶିରିଡ଼ି ରହିଛି। ଇକ୍ସିଗୋ ନାମକ ଏକ ପର୍ଯ୍ୟଟନ ପରିଚାଳନା ସଂସ୍ଥାର…
Read More...

ଝିଅଙ୍କୁ ପ୍ରଭାବିତ କରିବା ପାଇଁ ଏହି ୭ଟି ମିଛ କହିଥାନ୍ତି ପୁଅ

ପୁଅଙ୍କୁ ଯଦି କୌଣସି ଝିଅ ପସନ୍ଦ ଆସିଥାନ୍ତି, ସେହି ଝିଅକୁ ପ୍ରଭାବିତ କରିବା ପାଇଁ ପୁଅମାନେ ଅନେକ କୌଶଳ ଅବଲମ୍ବନ କରିଥାନ୍ତି । ସେହି ସମୟରେ ମିଛ କହିବାକୁ ଏମାନେ କୁଣ୍ଠାବୋଧ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା…
Read More...

ବଢ଼ୁଛି କର୍ଣ୍ଣାଟକ କନ୍ଦଳ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରିବା ପରେ ରାଜନୈତିକ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ସରକାର ଗଢ଼ିବା ପାଇଁ ଅନୁରୂପ ସୁଯୋଗ ଦେବାକୁ…
Read More...

ପାଟିକୁ ସୁଆଦ ଓ ଶରୀରକୁ ହିତ; ସ୍ବାଦିଷ୍ଟ ଆତ

ବାହାରୁ ଟାଣ ଦେଖାଯାଉଥିବା ଆତ ଭିତରୁ ବହୁତ ନରମ ଦେଖାଯାଏ, ଯାହାକୁ ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗେ । ଆତରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଓ ଆଇସ୍‌-କ୍ରିମ୍‌ ତିଆରି କରାଯାଇଥାଏ । ଆତ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ…
Read More...

ଓଡ଼ିଶାରେ ଲଜ୍ଜା: ୨୪ ଘଣ୍ଟାରେ ୬ ନାବାଳିକା ବଳାତ୍କାର

କଟକ: ଓଡ଼ିଶା ପାଇଁ ପୁଣି ଥରେ ସୃଷ୍ଟି ହୋଇଛି ଲଜ୍ଜାଜନକ ସ୍ଥିତି। ରାଜ୍ୟରେ ପୁଣି ବଳାତ୍କାର ବ୍ୟାଧି ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି।…
Read More...

ଏବେ ଦାନ୍ତ ପରି ଦିଶିବ ନଖ

ଗତ କିଛି ବର୍ଷ ମଧ୍ୟରେ ନଖ ଉପରେ ବିଭିନ୍ନ ପ୍ରକାରର ଡିଜାଇନର ପ୍ରୟୋଗ ହେଉଥିବାର ଦେଖିବାକୁ ମିଳୁଛି । ଏବେ ‘ନେଲ୍ ଆର୍ଟ’ର ଲୋକପ୍ରିୟତା ଶୀର୍ଷରେ ରହିଛି । ଆରମ୍ଭରୁ ଡିଜାଇନରମାନେ ଭଳିକିଭଳି ରଙ୍ଗ ନଖରେ ପ୍ରୟୋଗ…
Read More...

କୃଷକଙ୍କ ଆୟ ବୃଦ୍ଧି ଚିନ୍ତା;ଜୈବ ଇନ୍ଧନ ନୀତିକୁ ସବୁଜ ସଙ୍କେତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜୈବ ଇନ୍ଧନ ନୀତିକୁ ସବୁଜ ସଙ୍କେତ ଦେଇଛନ୍ତି। ୪ବର୍ଷରେ କୃଷକଙ୍କ ରୋଜଗାରକୁ ଦ୍ୱିଗୁଣ କରିବା ଉଦ୍ଦେଶ୍ୟରେ ମୋଦି ସରକାର ଜୈବ ଇନ୍ଧନ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। କେନ୍ଦ୍ର…
Read More...

ଭଦ୍ରକରେ କଂଗ୍ରେସର ‘ପ୍ରଜାତନ୍ତ୍ର ବଞ୍ଚାଅ ଦିବସ’ ପାଳନ

ଭଦ୍ରକ: କର୍ଣ୍ଣାଟକରେ ରାଜନୀତି କନ୍ଦଳକୁ ନେଇ ଭଦ୍ରକ ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଧାରଣା ଦିଆଯାଇଛି । କଂଗ୍ରେସ ହାଇ-କମାଣ୍ଡୋଙ୍କ ନିର୍ଦେଶ କ୍ରମେ ଏହି ଧାରଣା ଦିଆଯାଇଛି ବୋଳଇ…
Read More...

କୋର୍ଟ ପରିସରରୁ କଏଦୀ ଫେରାର

ଅନୁଗୁଳ କୋର୍ଟ ପରିସରରୁ ଜଣେ କଏଦୀ ଫେରାର ହୋଇଯାଇଛି । ଫେରାର କଏଦୀ ଜଣକ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲା । ଆଜି କୋର୍ଟରେ ଶୁଣାଣି ଥିବାରୁ ତାକୁ କୋର୍ଟକୁ ନିଆଯାଇଥିଲା । ପାଇଖାନା ଘରେ ଶୌଚ ପାଇଁ ଯାଇଥିବା…
Read More...

ପୁଲିସ ବାବୁଙ୍କ ମାନବିକତା: ଅସହାୟ ମହିଳାଙ୍କୁ ମିଳିଲା ଅାର୍ଥିକ ସହାୟତା ଓ ବାସଗୃହ

ମୁମ୍ବଇ: ବିଶାଳ ଭୂଖଣ୍ଡ ଭାରତରେ ସାମାଜିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରଣୀତ ହୋଇଛି ଆଇନ। ଆଇନ ସାମାଜିକ ବ୍ୟବସ୍ଥାରେ ଶାନ୍ତି ଓ ମୈତ୍ରୀ ବଳବତ୍ତର ରଖିବା ଉଦ୍ଦେଶ୍ୟରେ ପ୍ରଣୀତ ହୋଇଛି। ତଥାପି…
Read More...

ୟେଦୁରପ୍ପାଙ୍କୁ ଧକ୍କା: ଶନିବାର ଦେବେ ଶକ୍ତିପରୀକ୍ଷା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଚାଲିଥିବା ନାଟକର ଦୃଶ୍ୟ ପ୍ରତିଦିନ ବଦଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପା ଶପଥ ନେବାର ୨୪ ଘଣ୍ଟା ପରେ ଶନିବାର ବିଧାନସଭାରେ…
Read More...

ଭିସୁଟ୍‌ରେ ଛାତ୍ରଙ୍କ ଆତ୍ମହତ୍ୟା

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ହଷ୍ଟେଲ ରୁମ୍‌ ଭିତରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବେକରେ ଗାମୁଛା ବାନ୍ଧି ସେ ଆତ୍ମହତ୍ୟା କରିଛନ୍ତି ।…
Read More...

ଯୁକ୍ତ ୨ ଛାତ୍ରଙ୍କ ଆତ୍ମହତ୍ୟା

ଆସନ୍ତା କାଲି ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇବାକୁ ଯାଇଥିବା ବେଳେ ଆଜି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମପୁର ବଡ଼ବଜାର ଗାୟତ୍ରୀ ନଗରର ରାଜେଶ ପଣ୍ଡା। ଘରେ କେହି ନଥିବା ବେଳେ ସେ…
Read More...

ଆଉ ଜଣେ ନକ୍ସଲ ମୃତ, କମ୍ବିଂ ଅପରେସନ୍‍ ଜାରି

ମାଲକାନଗିରି: ପୁଲିସ୍‍ ଓ ସୁରକ୍ଷା ବାହିନୀର ନକ୍ସଲ୍‍ ଦମନ ଅଭିଯାନରେ ସରକାରଙ୍କୁ ବଡ଼ ଧରଣର ସଫଳତା ମିଳଛି। ପୁଲିସ ଗୁଳିରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୬ରୁ ଊଦ୍ଧ୍ୱର୍ ହାର୍ଡକୋର ନକ୍ସଲ୍‍ ନେତା ନିହତ ହୋଇଥିବାବେଳେ…
Read More...

ଆଇପିଏଲ୍ – ୨୦୧୮ : ଦିଲ୍ଲୀ ବନାମ ଚେନ୍ନଇ

ଦିଲ୍ଲୀ : ଆଇପିଏଲ୍  କ୍ରିକେଟ ୨୦୧୮ରେ ଶୁକ୍ରବାର ରାତି ୮ ଟାରେ  ଦିଲ୍ଲୀ ଡେୟାର ଡେଭିଲସ୍  ଓ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।  ଦିଲ୍ଲୀ ଡେୟାର ଡେଭିଲସ୍  ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚ…
Read More...

ମହଙ୍ଗା ହେବ ତୈଳ:ଲିଟର ପିଛା ୪ ଟଙ୍କା ବଢ଼ିପାରେ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ : ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ। କାରଣ ନିକଟରେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟାଇପାରନ୍ତି।…
Read More...

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ : ଉତ୍କଳ ବିଶ୍ୱବିଦ୍ୟାଳୟର ୪୦ ଏକର ଜମି ଆତ୍ମସାତ୍‍ ଘଟଣାର ତଦନ୍ତ ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପ୍ରାୟ ୬ଶହ…
Read More...

୪ମାଓବାଦୀଙ୍କ ମୃତ୍ୟୁ ଆଶଙ୍କା, ଖସିଗଲେ ମାଓନେତା

ମାଲକାନଗିରି  : ଓଡ଼ିଶା-ଆନ୍ଧ୍ରର ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ଆର.କେ.। ବିଚ୍ଛିନ୍ନାଞ୍ଚଳରେ ଗତକାଲି ମଧ୍ୟରାତ୍ରରୁ ଏହି ଅପରେସନ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟାରେ ଶେଷ ହୋଇଛି। ତେବେ ଅପରେସନ ସମୟରେ…
Read More...

ପ୍ରାଣକୃଷ୍ଣଙ୍କ ଉଦ୍ଧାରରେ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ: ଓଡ୍ରାଫ ଏବଂ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର  : ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଉଦ୍ୟମ କରି ଓଡ୍ରାଫ ଟିମ ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ପାଇପ ଭିତରେ ଅଟକି ରହିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କୁ ଉଦ୍ଧାର କରିଛନ୍ତି। ଶ୍ରୀ ମୁଦୁଲିଙ୍କ…
Read More...

କ୍ରିକେଟ୍‍ ମ୍ୟାଚ୍‍ ପୂର୍ବରୁ ପଡ଼ିବନି ଟସ୍‍!

ନୂଆଦିଲ୍ଲୀ :  କ୍ରିକେଟ୍‍ ମ୍ୟାଚ୍‍ ଆରମ୍ଭ ହେବା ପୂର୍ବରୁ କେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ ସେ ସଂପର୍କରେ ନିଷ୍ପତ୍ତି ନେବାକୁ ଟସ୍‍ ପକାଯାଇଥାଏ। ତେବେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଟେଷ୍ଟ ଚମ୍ପିଆନ୍‍ସିପ…
Read More...

ଭୂମିହୀନ ଭିନ୍ନକ୍ଷମଙ୍କୁ ମିଳିବ ଜମି

- ଉନ୍ନୟନ ଯୋଜନାରେ ପାଞ୍ଚ ପ୍ରତିଶତ ସଂରକ୍ଷଣ ସୁବିଧା, - ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନକୁ ତ୍ୱରାନ୍ୱିତ କରାଯିବ ଭୁବନେଶ୍ୱର : ଭୂମିହୀନ ଭିନ୍ନକ୍ଷମଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମି ଏବଂ ସମସ୍ତ ବିକାଶମୂଳକ…
Read More...

ୟେଦୁରାପ୍ପାଙ୍କ ଜୀବନୀ : ସାପ ଶିଢ଼ିର ଖେଳ

ବେଙ୍ଗାଲୁରୁ : ତୃତୀୟ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବିଜେପି ନେତା ବି. ଏସ୍‍. ୟେଦୁରାପ୍ପାଙ୍କ ରାଜନୈତିକ ଜୀବନ ସାପ ଶିଢିର ଖେଳ ଭଳି ଆଗେଇ ଚାଲିଛି। ଲିଙ୍ଗାୟତ ସମ୍ପ୍ରଦାୟର ଏହି ୭୫…
Read More...

ଝୁଲଣଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର

ମୁମ୍ବଇ : ଭାରତୀୟ ମହିଳା କ୍ରିକେଟ ଦଳର ଫାଷ୍ଟବୋଲର ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଖୁବ୍‍ ଶୀଘ୍ର ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ସୋନି ପିକ୍‍ଚର୍ସ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ୍‍ସ ଏହି ଚଳଚ୍ଚିତ୍ରର…
Read More...

ତିନିମାସରେ ‘ନଦୀ ନୀତି’

ଜଳସମ୍ପଦର ବିକାଶ ପାଇଁ ବିନିଯୋଗ ହେବ ୭୫ହଜାର କୋଟି ଭୁବନେଶ୍ୱର  : ରାଜ୍ୟରେ ଥିବା ନଦୀଗୁଡ଼ିକରେ ଜଳପ୍ରବାହର ପରିଚାଳନା ସହ ପାନୀୟଜଳର ସୁବନ୍ଦୋବସ୍ତ ଏବଂ ଜଳସେଚନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର…
Read More...

ଦୁର୍ଘଟଣାରୁ ବର୍ତ୍ତିଲା ହୀରାଖଣ୍ଡ

ରାୟଗଡ଼ା : ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ହୀରାଖଣ୍ଡ-ଜୁନାଗଡ଼ ଲିଙ୍କ ଏକ୍ସପ୍ରେସ୍ ଗୁରୁବାର ମଧ୍ୟରାତ୍ରରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ରାତି ପ୍ରାୟ ୧୨ଟା ୧୫ ମିନିଟରେ ପ୍ରବଳ ଝଡ଼ବର୍ଷା…
Read More...

ପ୍ରାକ୍‍ ମୌସୁମୀ ବାତ୍ୟା ପ୍ରସ୍ତୁତି : ଏସନ ୯୭ ପ୍ରତିଶତ ବର୍ଷା

-ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ପ୍ରସ୍ତୁତ ରହିବାକୁ ନିର୍ଦେଶ , -ବନ୍ୟା ପାଇଁ ୩୦୦ ପାୱାର ବୋଟ୍‍, ଜୁନ ୧୯ରେ ମକ୍‍ ଡ୍ରିଲ , - ସମ୍ବଲପୁର, ବାଲେଶ୍ୱରରେ ଲାଗିବ ଡପଲର ରାଡର ଭୁବନେଶ୍ୱର : ଚଳିତବର୍ଷ ମୌସୁମି ବର୍ଷା…
Read More...

ପ୍ଲେଅଫ୍‍ ଦୌଡ଼ରେ ବାଙ୍ଗାଲୋର

ବାଙ୍ଗାଲୋର : ଆଇପିଏଲ୍‍-୧୧ରେ ବୁଧବାର ସନ୍‍ରାଇଜର୍ସ ହାଇଦରାବାଦକୁ ୧୪ ରନ୍‍ରେ ପରାସ୍ତ କରିଛି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ଏହି ବିଜୟ ଯୋଗୁଁ ଆର୍‍ସିବି ପ୍ଲେଅଫ୍‍ ଦୌଡ଼ରେ ରହିପାରିଛି। ଏବି…
Read More...

ଶୁକ୍ରବାର ରାଶିଫଳ

ମେଷ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଶାନ୍ତ ସରଳ ସ୍ୱଭାବ ପ୍ରଦର୍ଶନ କରି ପରକୁ ଆପଣାର କରିବେ। ଦୁଃଖ କଷ୍ଟ ସହି ମଧ୍ୟ ପ୍ରତିଯୋଗିତା ଓ ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।…
Read More...

ନିୟମିତ ହେବ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି

କଟକ  : ବାଣିଜ୍ୟ କର ବିଭାଗରେ ୨୦୦୫ରୁ ଠିକାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଓ ଜୁନିୟର ପ୍ରୋଗ୍ରାମରଙ୍କ ଚାକିରି ନିୟମିତ କରାଯିବ। ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦୀର୍ଘ ବର୍ଷ ହେବ ଏହି ବିଭାଗରେ କାର୍ଯ୍ୟ…
Read More...

ମହିଳା ଏସିଆନ ଚମ୍ପିଆନ୍‍ସ ଟ୍ରଫି ହକି : ଫାଇନାଲରେ ଭାରତ

ଡୋଂଘାଇ(କୋରିଆ) : ଭାରତ ଏଠାରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛି। ଗୁରୁବାର ଖେଳାଯାଇଥିବା ରାଉଣ୍ଡ ରବିନ ଲିଗ୍‍ର ତୃତୀୟ ମ୍ୟାଚରେ ଭାରତ ୩-୨ ଗୋଲରେ…
Read More...

କର୍ଣ୍ଣାଟକ: ରିସୋର୍ଟରେ ପହଞ୍ଚିଲେ ବିଜେପି ନେତା, ରାତିରେ କୋଚି ଯିବେ କଂଗ୍ରେସ ବିଧାୟକ!

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତି ସାପ ଶିଢିର ଖେଳ ଭଳି ଆଗେଇ ଚାଲିଛି। କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିଥିଲେ ମଧ୍ୟ ବହୁମତ ପାଇଁ ଆବଶ୍ୟକ ସମର୍ଥନ ହାସଲ କରିପାରିନାହିଁ। ବିଜେପି ଆବଶ୍ୟକ ବିଧାୟକଙ୍କ ସମର୍ଥନ…
Read More...

’ମଣ୍ଟୋ’ର ଟିଜର ରିଲିଜ ; ଭିନ୍ନ ଚରିତ୍ରରେ ନୱାଜୁଦ୍ଦିନ

ମୁମ୍ବଇ : ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବହୁ ପ୍ରତିକ୍ଷିତ ଚଳଚିତ୍ର ’ମଣ୍ଟୋ’ର ଟିଜର ରିଲିଜ୍ ହୋଇଛି। ଏହା ସାମାଜିକ ଗଣ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଛି । ଏହା ପ୍ରସିଦ୍ଧ ଲେଖକ ସଆଦତ ହସନ…
Read More...

ରୋନାଲ୍ଡୋ ଏବଂ ମେସିଙ୍କ ମୁଣ୍ଡ କାଟ୍ ପାଇଁ ଆଇଏସ୍‍ର ଧମକ

ମସ୍କୋ : ରୁଷ ଚଳିତ ବର୍ଷ ଫିଫା ଫୁଟବଲ ବିଶ୍ୱକପ୍‍ର ଆୟୋଜନ କରୁଛି। ରୁଷ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରୁ ଆରମ୍ଭ କରି ଛୋଟ ଛୋଟ କଥାକୁ ଧ୍ୟାନ ଦିଆଯାଉଛି। ଏହି ସମୟରେ…
Read More...

ଚୀନରେ ମୁସଲମାନଙ୍କୁ ନିର୍ଯାତନା: ଖାଉଛନ୍ତି ଘୁଷୁରୀ ମାଂସ, ପିଉଛନ୍ତି ମଦ

ୱାଶିଂଟନ : ଚୀନରେ ବସବାସ କରୁଥିବା ମୁସଲମାନଙ୍କ ଉପରେ ପ୍ରତିଦିନ ଅକଥନୀୟ ଅତ୍ୟାଚାର ହେଉଛି ବୋଲି ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ ପୋଷ୍ଟରେ ପ୍ରକାଶ ପାଇଛି। ଏହି ଖବର ଅନୁସାରେ ଚୀନ ନିଜ ମୁସଲମାନ ସମ୍ପ୍ରଦାୟର…
Read More...

ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ,  ଗୁଜବ ନ କରିବା ପାଇଁ ନିବେଦନ କଲେ ପପୁଙ୍କ ପତ୍ନୀ

ନୂଆଦିଲ୍ଲୀ:  ଓଲିଉଡ୍‌ର କମେଡି କିଙ୍ଗ୍‌ ପପୁ ପମ୍‌ପମ୍‌ ଅଗ୍ନାଶୟ ଜନିତ ସମସ୍ୟା ପାଇଁ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚିକିତ୍ସା ପାଇଁ  ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା…
Read More...

କର୍ଣ୍ଣାଟକ : ବିଜେପି ଏମିତି ଯୋଗାଡ କରିବ ବହୁମତ

ବେଙ୍ଗାଲୁରୁ : ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ୨୨୨ ଆସନ ମଧ୍ୟରୁ ୧୦୪ଟିରେ ଜିତିଥିବା ବେଳେ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ହାସଲ କରିଛି। ଫଳରେ ଦଳୀୟ ଆସନ ସଂଖ୍ୟା ୧୦୫ରେ ପହଞ୍ଚିଛି।…
Read More...

କଣ୍ଣାଟକ : ବହୁମତ ସାବ୍ୟସ୍ତ ପାଇଁ ୧୫ ଦିନ ସମୟ କାହିଁକି?

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବି. ଏସ୍‍. ୟେଦୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବା ଲାଗି ରାଜ୍ୟପାଳ ୧୫ ଦିନର ସମୟ ପ୍ରଦାନ କରିଛନ୍ତି। ଏ ନେଇ ୟେଦୁରପ୍ପା ନିଜେ ମାତ୍ର ୭ ଦିନ…
Read More...

କୃଷି ଋଣ ଛାଡ଼ ଘୋଷଣା କଲେ ୟେଦୁରାପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ମାତ୍ରେ ବି.ଏସ୍‍ ୟେଦୁରାପ୍ପା ଦଳୀୟ କାର୍ଯ୍ୟାଳୟକୁ ଯାଇ କେନ୍ଦ୍ରୟୀ ପ୍ରତିନିଧିମାନଙ୍କ ସହିତ ବିଚାରବିମର୍ଶ କରିଥିଲେ। ଏହା ପରେ ତୁରନ୍ତ ସେ…
Read More...

ୟେଦୁରପ୍ପା ଦିନକ ପାଇଁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ବି.ଏସ୍‍ ୟେଦୁରପ୍ପା ଶପଥ ଗ୍ରହଣ କରିଛନ୍ତି। ବିଧାନସଭା ନିର୍ବାଚନରେ ବହୁମତ ପାଇନଥିଲେ ମଧ୍ୟ ବିଜେପିକୁ ସରକାର ଗଢିବା ପାଇଁ ରାଜ୍ୟପାଳ ସୁଯୋଗ ଦେଇଛନ୍ତି।…
Read More...

ବିଗ.ବି-ସଲମନ-ଅକି ବଲିଉଡ ର ସଫଳ ଉପସ୍ଥାପକ

ସଲମନ ଖାନ- ଦୀର୍ଘ ଆଠ ବର୍ଷପରେ ଅଭିନେତା ସଲମନ ଖାନ ଲୋକପ୍ରିୟ ରିଆଲିଟି ସୋ ‘ଦଶ କା ଦମ’ ର ତୃତୀୟ ସଂସ୍କରଣରେ ନଜର ଅସିବେ । ମେ ୧୭-୧୯ ତାରିଖ ମଧ୍ୟରେ ସୋ ର ପ୍ରଥମ ଏପିସୋଡ ସୁଟିଙ୍ଗ ହେବାର ସୂଚନା ମିଳିଛି । ‘ଦଶ କା…
Read More...

କର୍ଣ୍ଣାଟକ ନାଟକରେ ଜେଠ୍‍ମାଲାନୀଙ୍କ ପ୍ରବେଶ

ନୂଆଦିଲ୍ଲୀ : କର୍ଣ୍ଣାଟକ ରାଜନୀତି ଲଢେଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସ ଏବଂ ଜେଡିଏସ୍‍ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି। ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ…
Read More...

ଲଜ୍ୟା: କଟକ ଓ ବାଲେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

କଟକ/ବାଲେଶ୍ୱର :  କଟକ,ସାଲେପୁର ଓ ବାଲେଶ୍ୱରରେ ତିନି ଜଣ ନାବାଳିକାଙ୍କୁ ଅଲଗା ଅଲଗା ବଳାତ୍କାର କରାଯାଇଥିବା ପରି ଲଜ୍ୟାଜନକ ଖବର ଆସିଛି ।  ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗଙ୍କୁ ବଳାତ୍କାରର  କରାଯାଇଥିବା ଅଭିଯୋଗ…
Read More...

ଦୁର୍ନୀତି ଅଭିଯୋଗ ଆଣିବାରୁ ହଟିଲେ ତିରୁପତି ମନ୍ଦିରର ମୁଖ୍ୟ ପୂଜକ

ନୂଆଦିଲ୍ଲୀ : ତିରୁପତି ମନ୍ଦିର ପ୍ରଶାସନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିବାର ଦିନକ ପରେ ବୁଧବାର ଏହାର ମୁଖ୍ୟ ପୂଜକ ଏ. ଭି. ରମଣ ଦୀକ୍ଷିତୁଲାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏଥିସହ ୬୫ ବର୍ଷରେ…
Read More...

ପାକ୍‍ ଗୁଳିରେ ଯବାନଙ୍କ ସମେତ ୩ ଆହତ

ଜାମ୍ମୁ : ପାକିସ୍ତାନ ସେନା ବୁଧବାର ରାତିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଜାମ୍ମୁ କାଶ୍ମୀରର ସାମ୍ବା ଏବଂ କଠୁଆ ଆନ୍ତର୍ଜାତିକ ସୀମାରେ ପ୍ରବଳ ଗୁଳିଗୋଳା ଓ ଗ୍ରେନେଡ ବର୍ଷଣ କରିଛି। ସାମ୍ବା ଏବଂ କଠୁଆରେ ଥିବା ୧୫ଟି…
Read More...

ଦିଶା ପଟାନୀଙ୍କ ହାତରେ ଲାଗିଛି ଲଟେରୀ

’ବାଗୀ-୨’ର ସଫଳତା ପରେପରେ ବଲିଉଡ଼୍‍ ଅଭିନେତ୍ରୀ ଦିଶା ପଟାନୀଙ୍କ ହାତରେ ଲାଗିଛି ଏକ ଲଟେରୀ। ଖବର ଅନୁସାରେ ତାଙ୍କୁ ସଲମନ୍‍ ଖାନ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ‘ଭାରତ’ ଚଳଚ୍ଚିତ୍ରରେ ଏକ ଚରିତ୍ର ପାଇଁ ମନୋନୟନ…
Read More...