ଉତ୍ତମ ସ୍ୱସ୍ଥ୍ୟପାଇ ଆପଣାନ୍ତୁ
ସୁୁନ୍ଦର ସ୍ୱାସ୍ଥ୍ୟ ଚାହୁଥିବା ଲୋକମାନେ ପ୍ରତିଦିନ ସକାଳୁ ଭ୍ରମଣ କରିବା ଉଚିତ୍। ଭୋର ସମୟରେ ଶଯ୍ୟାତ୍ୟାଗ କରି ପ୍ରଥମେ ୧ଗିଲାସ ପାଣି ପିଇବା ଉଚିତ୍। ସକାଳୁ ପ୍ରତିଦିନ ୩କିମି ଚାଲିବା ଭଲ।
ଭୋଜନବେଳେ କଥାବାର୍ତ୍ତା ନକରି ଭଲଭାବରେ ଚୋବାଇ ଖାଦ୍ୟ ଖାଇବା ଭଲ। ଖଟା,ରାଗ,ତେଲ,ମସଲା ଇତ୍ୟାଦି ନଖାଇବା ଉଚିତ୍। ନିୟମିତ ଯୋଗ ପ୍ରାଣାୟମ ଇତ୍ୟାଦି କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର।