www.samajalive.in
Saturday, December 6, 2025
26.1 C
Bhubaneswar

‘ଏକ୍ସରେ ନାହିଁ ମୋ ଆକାଉଣ୍ଟ’ ; ଫେକ୍‌ ଆକାଉଣ୍ଟ କରାଯାଇଛି, କହିଲେ ପାଣ୍ଡିଆନ୍‌

ଭୁବନେଶ୍ୱର : ସୋସିଆଲ ମିଡିଆ ଏକ୍ସରେ ନାହିଁ ଭି.କେ ପାଣ୍ଡିଆନ୍‌ଙ୍କ ଆକାଉଣ୍ଟ । ଇନଷ୍ଟାଗ୍ରାମରେ ଏହା ନିଜେ ଶୁକ୍ରବାର ସ୍ପଷ୍ଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌ । ସେ କହିଛନ୍ତି, ଏକ୍ସରେ ତାଙ୍କ ନାଁରେ ଫେକ୍‌ ଆକାଉଣ୍ଟ କରାଯାଇଛି । ତାଙ୍କ ଫଟୋକୁ ବ୍ୟବହାର କରି ଖୋଲା ଯାଇଛି ଫେକ୍‌ ଆକାଉଣ୍ଟ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଫେକ୍‌ ଆକାଉଣ୍ଟର ବ୍ୟବହାର ହେଉଛି ବୋଲି ସେ କହିଛନ୍ତି ।

ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ଏହି ଗ୍ରହଙ୍କ କୃପାରୁ ମିଳେ ଚାକିରି, ନୂଆବର୍ଷରେ ଚାକିରି ପାଇଁ ଜାଣନ୍ତୁ ଆପଣାଇବେ କେଉଁ ସରଳ ଉପାୟ, ହେବେ ମାଲାମାଲ୍‌..

- Advertisement -

ଦେଖନ୍ତୁ ଭିଡିଓ; ପେଟ୍ରୋଲ ପମ୍ପରେ ନିଆଁ ଜାଳି ସେକି ହେଲେ, ତା’ପରେ..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories