ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ର ଆରମ୍ଭ ଖୁବ୍‌ ଖାସ୍‌ ହେବାକୁ ଯାଉଛି । କାରଣ ନୂଆବର୍ଷ ବୁଧବାରରୁ ଆରମ୍ଭ ହେବାକୁ ଯାଉଛି ଏହାସହ ୪ ଜାନୁଆରୀରେ ବୁଧ ଦେବ ବିଛା ରାଶିରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କ ବିଶେଷ ମହତ୍ତ୍ୱ ରହିଛି। ବୁଧ ତର୍କ, ବୁଦ୍ଧି, ଗଣିତ, ମିତ୍ରତାର କାରକ। ବୁଧ ଗ୍ରହଙ୍କ କୃପାରୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ବୁଧ ଗ୍ରହ ରାଜକୁମାର ଗ୍ରହ। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ … Continue reading ଖୁବ୍‌ ଖାସ୍‌ ନୂଆବର୍ଷ; ପ୍ରଥମ ସପ୍ତାହରେ ବୁଧଙ୍କ ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ଚାକିରି, ସୁଖମୟ ଦାମ୍ପତ୍ୟ ଜୀବନ..