www.samajalive.in
Sunday, December 14, 2025
26.1 C
Bhubaneswar

କର୍ଣ୍ଣାଟକ ରାଜନୀତି: ଶପଥ ନେଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆଜି ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ନେତା ତଥା ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବି ଏସ୍‍ ୟେଦୁରପ୍ପା ତାଙ୍କ ଦଳ ପ୍ରତି ସଂଖ୍ୟାଗରିଷ୍ଠତା ସଦସ୍ୟଙ୍କ ସମର୍ଥନ ଥିବାର ପ୍ରମାଣ ଦେବେ। ତା’ ପରେ ପରେ ଆସ୍ଥା ଭୋଟ ଲୋଡ଼ାଯିବ। କେବଳ ବିଧାୟକ ବା ଗୃହର ସଦସ୍ୟମାନେ ହିଁ ଆସ୍ଥା ଭୋଟରେ ଭାଗ ନେଇପାରିବେ। ଯେତେବେଳ ପର୍ଯ୍ୟନ୍ତ ନିର୍ବାଚିତ ଜନପ୍ରତିନିଧି ଭାବେ ଶପଥ ନେଇ ନାହାନ୍ତି ସେତେବେଳ ପର୍ଯ୍ୟନ୍ତ ସେମାନେ ବିଧାୟକ ପଦବାଚ୍ୟ ହେବେ ନାହିଁ। ତେଣୁ ୟେଦୁରପ୍ପାଙ୍କ ଶକ୍ତି ପରୀକ୍ଷା ପୂର୍ବରୁ ନିର୍ବାଚିତ ସଦସ୍ୟମାନେ ଆଜି କର୍ଣ୍ଣାଟକ ବିଧାନସଭାରେ ଶପଥ ନେଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories