“ରମଜାନ୍‍’ରେ ଆତଙ୍କବାଦୀଙ୍କ ଉପରେ କୋହଳ ମନୋଭାବ ପାଇଁ ଗୃହମନ୍ତ୍ରୀଙ୍କୁ ନିନ୍ଦା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆତଙ୍କବାଦୀଙ୍କ ଉପରେ ନିଆଯାଉଥିବା ପଦକ୍ଷେପକୁ “ରମଜାନ୍‍’ ମାସ ପାଇଁ ବନ୍ଦ କରିବାର ନିଷ୍ପତ୍ତିକୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ସମାଲୋଚନା କରାଯାଇଛି। ଗୃମମନ୍ତ୍ରୀ ରାଜନାଥ ସିଂହଙ୍କ ଏଭଳି ପଦକ୍ଷେପକୁ ସୋସିଆଲ ସାଇଟରେ ନିନ୍ଦା କରାଯିବା ସହ ଯେତେବେଳେ ଆତଙ୍କବାଦର କୌଣସି ଧର୍ମ ନାଇଁ ବୋଲି ସରକାର ପ୍ରଚାର କରୁଛନ୍ତି ସେତେବେଳେ ପର୍ବ ପାଳନ କରିବାର ଅଧିକାର ଆତଙ୍କବାଦୀଙ୍କୁ କାହିଁକି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

Leave A Reply