୨ ବର୍ଷ ପୂର୍ବରୁ ରେସ୍-୩କୁ ସଲମାନ ପ୍ରତ୍ୟାଖ୍ୟାନ କରିଥିଲେ ! ଜାଣନ୍ତୁ କାରଣ

0

ସଲମାନ ଖାଁଙ୍କ ରେସ୍-୩ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ରିଲିଜ୍‌ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଇତି ମଧ୍ୟରେ ସମଳମାନ ଖାଁ ଏହି ଫିଲ୍ମକୁ ନେଇ ଏକ ବଡ ଖୁଲାସ କରିଛନ୍ତି ।

ଦୁଇ ବର୍ଷ ପୂର୍ବରୁ ସେ ଏହି ଫିଲ୍ମ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ସେତେବେଳେ ସଲମନ ନିଜକୁ ଏଭଳି ଥ୍ରୀଲର ଫିଲ୍ମ ପାଇଁ ଫିଟ୍ ମଣୁ ନଥିଲେ ।

ସଲମନ ଏକ ସାକ୍ଷାତକାରରେ କହିଛନ୍ତି ଏହି ଫିଲ୍ମରେ କିଛି ପରିବର୍ତ୍ତନ ପାଇଁ ସେ ନିର୍ଦେଶକଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପରେ ସେ ଏହି ଫିଲ୍ମ ପାଇଁ ନିଜକୁ ଫିଟ୍ କରିଥିଲେ । ଆକ୍ସସନ, ମ୍ୟଜୁକ୍ , ଇମୋଶନ୍ ଓ ଗ୍ଳାମରକୁ ନେଇ ନିର୍ମିତ ରେସ-୩ ଦର୍ଶକଙ୍କୁ ଫୁରା ଏଣ୍ଟରଟେନମେଣ୍ଟ କରିବ ବୋଲି ସଲମନ କହିଛନ୍ତି ।

ଏହି ଫିଲ୍ମରେ ଷ୍ଟାରକାଷ୍ଟକୁ ନେଇ ବଡ ଏକ୍ସପେରିମେଣ୍ଟ କରାଯାଇଛି । ଚରିତ୍ରକୁ ନେଇ ଷ୍ଟାରକାଷ୍ଟ କରାଯାଇ ଥିବା ଜଣାପଡିଛି । ଏଥିରେ ସଲମନଙ୍କ ସହ ଜ୍ୟାକଲିନ୍, ବବି ଦୱାଲ ଓ ଅନିଲ କାପୁର ଷ୍ଟେଣ୍ଟ କରୁଥିବା ଦେଖିବାକୁ ମିଳିଛି । ସଲମାନ ଖାଁଙ୍କ ଏହି ଫିଲ୍ମ ଜୁନ୍ ୧୫ରେ ରିଲିଜ ହେବ ।

 

Leave A Reply