୨୦୨୦ ପାଇଁ ନାସାର ମଙ୍ଗଲ ଗ୍ରହ ପାଇଁ ସ୍ୱତନ୍ତ୍ର ଡ୍ରୋନ୍‍

0

ନୂଆଦିଲ୍ଲୀ: ମଣିଷ ସଭ୍ୟତାର ନୂଆ ଦିଗନ୍ତ ଆଡ଼କୁ ଅନବରତ ଗବେଷଣା କରୁଛି ନାସା। ମଙ୍ଗଳ ଗ୍ରହରେ ମଣିଷ ସଭ୍ୟତା ବସାଇବା ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟ ଆରମ୍ଭ କରିଛି ନାସା। ସେଥିପାଇଁ ସର୍ବପ୍ରଥମେ ମଙ୍ଗଳ ଗ୍ରହ ସମ୍ପର୍କରେ ଟିକିନିକି ତଥ୍ୟ ଜାଣିବା ପାଇଁ ନାସା ଏକ ଡ୍ରୋନ ବିମାନ ନିର୍ମାଣ କରିଛି। ଏହି ଡ୍ରୋନ ମଙ୍ଗଳ ଗ୍ରହ ସମ୍ପର୍କରେ ସବୁ ପ୍ରକାର ତଥ୍ୟ ସଂଗ୍ରହ କରିପାରିବ। ୨୦୨୦ରେ ନାସା ଏହି ଡ୍ରୋନକୁ ମଙ୍ଗଳ ଗ୍ରହକୁ ପଠାଇବ। ଏହି ଡ୍ରୋନ ୨୦୨୧ଫେବୃଆରୀରେ ମଙ୍ଗଳ ଗ୍ରହରେ ପହଞ୍ôଚବ। ୧.୮କେଜିର ଏହି ଡ୍ରୋନଠାରୁ ତଥ୍ୟ ନେଇ ନାସା ୨୦୩୦ସୁଦ୍ଧା ମଣିଷଙ୍କୁ ମଙ୍ଗଳ ଗ୍ରହକୁ ପଠାଇବାର ଲକ୍ଷ୍ୟ ରଖିଛି।

Leave A Reply