ଶାନ୍ତି ଓ ଆନନ୍ଦର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁ, ରାଜ୍ୟର ସମସ୍ତ ଚର୍ଚ୍ଚ ଭବ୍ୟ ଆଲୋକମାଳାରେ ସଜ୍ଜିତ..
ଆଜି ପବିତ୍ର ବଡ଼ଦିନ : ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ..
ଶୀତ ସାଙ୍ଗକୁ କୋହଲା ପାଗ, ରାଜ୍ୟରେ ହାଲୁକା ପବନ ଆଉ ଝିପିଝିପ ବର୍ଷା..
ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍ ଗୋଟିଏ ସରଳ ଉପାୟ, ଚୁଟ୍କିରେ ବଢି ଚାଲିବ ଧନ..
ଆଜିଠୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ହେବନି ରତ୍ନଭଣ୍ଡାର ମରାମତି କାମ..
କୋହଲା ପାଗକୁ ବର୍ଷା ; ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷିବ..
କାଲି ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷା ସମ୍ଭାବନା ରହିଛି,୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବ
୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍କୁ ହୋଇଛି କେତେ ଅର୍ଡର..
ଓଡିଶା ସମେତ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି, ମିଜୋରାମ ରାଜ୍ୟପାଳ ଡଃ ହରି ବାବୁ କାମ୍ଭମପତି ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ..
ଜେନେରାଲ ବିଜୟ କୁମାର ସିଂହ ମିଜୋରାମ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କେରଳ, ଆରିଫ ମହମ୍ମଦ ଖାନ ବିହାର ଓ ଅଜୟ କୁମାର ଭଲ୍ଲା ମଣିପୁର ରାଜ୍ୟପାଳ ନିଯୁକ୍ତ..
୨୦୨୫ ଜାନୁଆରି ୮ରେ ଅନୁଷ୍ଠିତ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ପ୍ରଥମ ବୈଠକ..
ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ , ୧୫ ମୃତ..



