୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍‌କୁ ହୋଇଛି କେତେ ଅର୍ଡର..

ନୂଆଦିଲ୍ଲୀ : ଖାଦ୍ୟ କଥା ଆଲୋଚନା ହେବା ମାତ୍ରେ ପ୍ରଥମେ ଭାରତୀୟଙ୍କ କଥା ସାମ୍ନାକୁ ଆସେ । କାରଣ ଭାରତୀୟ ଅତ୍ୟଧିକ ଖାଦ୍ୟ ପ୍ରିୟ । ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ କିମ୍ବା ବାହାରେ ମିଳୁଥିବା ଖାଦ୍ୟ, ଖାଦ୍ୟ ଅର୍ଡର କରି ମଧ୍ୟ ବିଭିନ୍ନ ପ୍ରକାର ଚଟ୍‌ପଟା ଓ ବ୍ୟଞ୍ଜନ ଖାଇ ଥାଆନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ଘରେ ବସି ନିଜ ପସନ୍ଦର ଖାଦ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ଅର୍ଡର କରୁଛନ୍ତି । ଫୁଡ୍‌ ଡେଲିଭରି ଫ୍ଲାର୍ଟଫର୍ମ … Continue reading ୨୦୨୪ରେ ବି ଲୋକଙ୍କ ପ୍ରଥମ ପସନ୍ଦ ବିରିୟାନୀ ; ଜାଣନ୍ତୁ ଏକ ମିନିଟ୍‌କୁ ହୋଇଛି କେତେ ଅର୍ଡର..