ମହିଳାଙ୍କ ସମ୍ପତି ବିକ୍ରିରୁ ଷ୍ଟାମ୍ପ ଡ୍ୟୁଟି ଉଚ୍ଛେଦ କଲେ ମୁଫତି

0

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସରକାର ରାଜ୍ୟରେ ମହିଳାଙ୍କ ମାଲିକାନାରେ ଥିବା ସମ୍ପତ୍ତି ବିକ୍ରୟ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟି ଉଚ୍ଛେଦ କରି ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ଏହି ପଦକ୍ଷେପ ମହିଳା ସଶକ୍ତିକରଣ କ୍ଷେତ୍ରରେ ବଡ଼ ପଦକ୍ଷେପ ବୋଲି ଜାତିସଂଘର ଲିଙ୍ଗଗତ ସାମ୍ୟତା ଓ ନାରୀ ସଶକ୍ତିକରଣ ସଂସ୍ଥା ପକ୍ଷରୁ କୁହାଯାଇଛି। ରାଜ୍ୟର ମେହବୁବା ମୁଫତି ସରକାର ଶୁକ୍ରବାର ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିବା ସହ ମହିଳାଙ୍କ ନାମରେ ପାରିବାରିକ ସମ୍ପତି ପଞ୍ଜୀକରଣକୁ ପ୍ରୋତ୍ସାହିତ କରିଛନ୍ତି।

Leave A Reply