ରାଷ୍ଟ୍ରପତି ଭାବେ ପୁଟିନ୍‌ଙ୍କ ଶପଥ

ମସ୍କୋ : ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର୍‌ ପୁତିନ୍‌ ସୋମବାର ଶପଥ ଗ୍ରହଣ କରିଛନ୍ତି। ଗ୍ରାଣ୍ଡ କ୍ରେମଲିନ୍‌ ଆଣ୍ଡ୍ରେୟେଭସ୍କି ହଲ୍‌ଠାରେ ହାତରେ ସମ୍ବିଧାନର ସ୍ୱର୍ଣ୍ଣିମ ନକଲ ଧରି ପୁତିନ୍‌ ରୁଷ୍‌ବାସୀଙ୍କ…
Read More...

ଜମି ଆତ୍ମସାତ୍‌ ଉଦ୍ଦେଶ୍ୟରେ ନମାଜ ପାଠ ଗ୍ରହଣୀୟ ନୁହେଁ: ଅନୀଲ ଭିଜ୍‌

ନୂଆଦିଲ୍ଲୀ : କଦବା କ୍ୱଚିତ୍‌ ଯଦି କାହାରିକୁ ପରିସ୍ଥିତି ବଶତଃ ମୁକ୍ତାକାଶ ତଳେ କୌଣସି ସ୍ଥାନରେ ନମାଜ ପାଠ କରିବାକୁ ପଡେ ତା’ହେଲେ ସେ ନେଇ ସ୍ୱାଧୀନତା ରହିଛି। କିନ୍ତୁ ଜମି ଆତ୍ମସାତ୍‌ ଉଦ୍ଦେଶ୍ୟରେ କୌଣସି ସ୍ଥାନରେ…
Read More...

ମହାଭିଯୋଗ ସମ୍ବନ୍ଧରେ ଆଗୁଆ ମନ୍ତବ୍ୟ ମାମଲାର ଶୁଣାଣି ଜୁଲାଇରେ

ନୂଆଦିଲ୍ଲୀ : ସଂସଦରେ ମହାଭିଯୋଗ ନୋଟିସ୍‌ ଆଗତ ହେବା ପୂର୍ବରୁ ଏହି ପ୍ରସଙ୍ଗରେ ସଂସଦ ବାହାରେ ଆଲୋଚନା କରିବାର ଔଚିତ୍ୟ ଉପରେ ପ୍ରଶ୍ନ ଉଠିଥିବାବେଳେ ଏଭଳି କାର୍ଯ୍ୟକଳାପରୁ ସାଂସଦମାନଙ୍କୁ ନିବୃତ୍ତ କରିବା ନିମନ୍ତେ…
Read More...

୪୫ ମୁହାଁଇଲା ଟିଟିଲାଗଡ଼ ତାତି

ଭୁବନେଶ୍ୱର  : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମଲହରୀ ପ୍ରବାହିତ ହେଉଥିବାବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିଛି। ରାଜ୍ୟର ୧୧ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ତାତି ୪୫…
Read More...

ଏନଜିଟିରେ ମହାନଦୀ ମାମଲା: ଛତିଶଗଡ଼କୁ ଜବାବ ତଲବ

ନୂଆଦିଲ୍ଲୀ  : ମହାନଦୀ ପ୍ରସଙ୍ଗରେ ଜାତୀୟ ସବୁଜ ପ୍ରାଧିକରଣ (ନେସନାଲ ଗ୍ରୀନ ଟ୍ରାଇବୁନାଲ)ଙ୍କ ପୂର୍ବ ନିର୍ଦେଶନାମାକୁ ଛତିଶଗଡ଼ ଖୋଲାଖୋଲି ଉଲ୍ଲଙ୍ଘନ କରୁଛି ବୋଲି ଓଡ଼ିଶା ସରକାର ଏନଜିଟିରେ ଅଭିଯୋଗ କରିଛନ୍ତି।…
Read More...

ନିର୍ମାଣ ଦାୟିତ୍ୱରୁ ପଣ୍ଡା ଇନଫ୍ରା ବାଦ୍‌

ଭୁବନେଶ୍ୱର  : ଦୁଇ ଦୁଇଟି ଜୀବନହାନି ପରେ ପୂର୍ତ୍ତ ବିଭାଗର ଚୈତନ୍ୟ ଉଦୟ ହୋଇଛି। ଶେଷରେ ବମିଖାଲ ଓଭର ବ୍ରିଜ୍‌ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାକୁ କାର୍ଯ୍ୟରୁ ବାଦ୍‌ ଦିଆଯାଇଛି। ବ୍ରିଜ ନିର୍ମାଣ ସମୟରେ…
Read More...

ଭତ୍ତାଧାରୀଙ୍କୁ ଛତା ପାଇଁ ୧୦୦ ଟଙ୍କା

ଭୁବନେଶ୍ୱର : ଜାତୀୟ ସାମାଜିକ ନିରାପତ୍ତା ଏବଂ ମଧୁବାବୁ ପେନ୍‍ସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ସରକାର ୧୦୦ଟଙ୍କା ପ୍ରଦାନ କରିବେ। ଉପରୋକ୍ତ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ…
Read More...

ରାହାଣେଙ୍କୁ ମିଳିପାରେ ଅଧିନାୟକ ଦାୟିତ୍ୱ

ମୁମ୍ବଇ : ଜୁନ ୧୪ରୁ ବେଙ୍ଗାଲୁରୁରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ  ରାହାଣେ ଭାରତୀୟ ଦଳର ନେତୃତ୍ୱ ନେଇପାରନ୍ତି ବୋଲି ବିସିସିଆଇ…
Read More...

ପାଓମେକ୍ସ ଡିଜିଏମ ପୋଡି ମାମଲାରେ ଜଣଙ୍କୁ ଆଜୀବନ ଜେଲ, ୧୫ ନିର୍ଦ୍ଦୋଷରେ ଖଲାସ

ସମ୍ବଲପୁର : ବଲାଙ୍ଗୀର ଜିଲା ଟିଟିଲାଗଡରେ ଥିବା ପାଓମେକ୍ସ ଷ୍ଟିଲ ଲିମିଟେଡ୍‌ ଡିଜିଏମ୍‌ ପୋଡି ମାମଲାରେ ସମ୍ବଲପୁର ଜିଲା ଦୌରାଜଜ୍‌ ସୋମବାର ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ୧୫ ଜଣଙ୍କୁ…
Read More...

ଛାୟା ଯୁଦ୍ଧ ପାଇଁ ପ୍ରସ୍ତୁତି : ଷ୍ଟେଲଥ୍‍ ସୁଖୋଇର ଅଦୃଶ୍ୟ ଉଡ଼ାଣ

-ମହେଶ ଶର୍ମା କୋରାପୁଟ : ଲଢ଼ୁଆ ସୁଖୋଇ ବିମାନକୁ ଆଉ ଏକ ସ୍ୱତନ୍ତ୍ର ବିଶେଷତ୍ୱ ସହିତ ବିକଶିତ କରାଯାଉଛି। ଏହା ଶତ୍ରୁ ପକ୍ଷର ସୀମା ଭେଦ କରି ପୁଣି ଫେରି ଆସିବ କିନ୍ତୁ ଶତ୍ରୁପକ୍ଷକୁ ଏ ବିଷୟରେ ସୁରାକ ମିଳିବ ନାହିଁ।…
Read More...

ଅପହୃତ ଭାରତୀୟ ଯନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

କାବୁଲ : ଆଫଗାନିସ୍ତାନର ବାଘଲାନ ପ୍ରଦେଶରୁ ରବିବାର ଅପହୃତ ହୋଇଥିବା ୭ଜଣ ଭାରତୀୟ ଯନ୍ତ୍ରୀଙ୍କୁ ଉଦ୍ଧାର ପାଇଁ ସୁରକ୍ଷା କର୍ମଚାରୀମାନେ ପ୍ରୟାସ ଚଳାଇଛନ୍ତି। ଅପହୃତ ଭାରତୀୟ ଯନ୍ତ୍ରୀମାନେ ଏବେ କେଉଁଠାରେ ଅଛନ୍ତି ତାର…
Read More...

ମା’ ହାତରୁ ଖସି ୬ ମାସ ଶିଶୁର ମୃତ୍ୟୁ

ମୁମ୍ବଇ  : ହାଇ ହିଲ୍‍ ଚପଲ ପିନ୍ଧିବା ମହିଳାଙ୍କ ପାଇଁ କାଳ ହୋଇଛି। ମା’ ହାଇ ହିଲ୍‍ ପିନ୍ଧିବା କାରଣରୁ ଜଣେ ୬ ମାସ ଶିଶୁର ମୃତ୍ୟୁ ହୋଇଛି। ମୁମ୍ବଇର କଲ୍ୟାଣ ଅଞ୍ଚଳରେ ଶନିବାର ଏପରି ଏକ ଅଘଟଣ ହୋଇଛି। ପୁଲିସର କହିବା…
Read More...

ପ୍ରଣବଙ୍କୁ ସାଢେ ତିନିଘଣ୍ଟା ଜେରା

ଭୁବନେଶ୍ୱର :  ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରବର୍ତନ ନିର୍ଦେଶାଳୟ (ଇଡି)  ସେମାବାର ସାଢେ ତିନିଘଣ୍ଟା ଜେରା କରିଛି । ଆଜି ସେ  ଇଡି ପାଖରେ ହାଜର ହୋଇଥିଲେ।   ଧଳସାମନ୍ତ ଭ୍ରାତା ବା ଡି’ ବ୍ରଦର୍ସଙ୍କ…
Read More...

ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ଆତ୍ମହତ୍ୟା

ଯାଜପୁର: ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ବିଷ ପାନ କରି ଜଣେ ଛାତ୍ର  ଆତ୍ମହତ୍ୟା କରିଥିବା ଖବର ମିଳିଛି । ମୃତ ଛାତ୍ର ହେଲେ ପଦ୍ମଲୋଚନ ମଲ୍ଲିକ। ସେ ବରୀ ବ୍ଲକ ରତ୍ନେଶ୍ବର ବିଦ୍ୟାପୀଠ ର ଛାତ୍ର ବୋଲି…
Read More...

ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ୱ ଦିଆଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରଚଛନ୍ତି । ଦିଲ୍ଲୀପ ତିର୍କୀ ରାଜ୍ୟସଭା ସଦସ୍ୟ ପଦରୁ ଅବସର…
Read More...

ଏକର ପ୍ରତି ୧୦ ହଜାର ଟଙ୍କା କ୍ଷତି ପୁରଣ ଦେବାକୁ ଦାବି

କଲମପୁର : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟକେନାଲର ମରାମତି ହେବା ନେଇ ଟେଣ୍ଡର ହେବା କାରଣରୁ ଚଳିତ ରବି ଫସଲ ପାଇଁ ଜଳ ସେଚନକୁ ବନ୍ଦ କରାଯାଇଥିଲା। ଗତ ଖରିଫ ଚାଷ ସମୟରେ ଦକ୍ଷିଣ ମୁଖ୍ୟ କେନାଲ ସେଚାଞ୍ଚଳରେ ମାଟିଆଗୁଣ୍ଡି…
Read More...

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ

ଛତ୍ରପୁର : ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ମିଶନ ଅଧିନରେ ଗଞ୍ଜାମ ଓ ପୁରୀ ଜିଲ୍ଲାର  ପୌରାଞ୍ଚଳର ଦୁଇ ହଜାର ବାସ୍ତିବାସିନ୍ଦା ପରିବାରକୁ  ସୋମବାର ଜମିପଟ୍ଟା ପ୍ରଦାନ କରାଯାଇଛି।   ଛତ୍ରପୁରଠାରେ…
Read More...

ଆଇପିଏଲ୍-୨୦୧୮ : ହାଇଦରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ମୁକାବିଲା

 ହାଇଦରାବାଦ : ଆଇପିଏଲ୍ କ୍ରିକେଟ ୨୦୧୮ରେ ଆଜି ରାତି ୮ଟାରେ ହାଇଦରାବାଦରେ ସନ୍‍ରାଇଜର୍ସ ହାଇଦରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ସୋମବାର ସୁଦ୍ଧା ସନ୍‍ରାଇଜର୍ସ…
Read More...

ସିଏମଙ୍କୁ ମାନହାନୀ;ପିଏମଙ୍କୁ ନୋଟିସ

ବେଙ୍ଗାଲୁରୁ: କର୍ଣ୍ଣାଟକ ସିଏମ ସିଦ୍ଧରମନ ସୋମବାର ୬ପୃଷ୍ଠା ସମ୍ବଳିତ ଏକ ମାନହାନୀ ନୋଟିସ ପିଏମ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣ କରିଛନ୍ତି। ଏହା ବ୍ୟତୀତ ସିଏମ ସିଦ୍ଧରମନ ବିଜେପିକୁ ମଧ୍ୟ ଏଥିରେ ପକ୍ଷଭୁକ୍ତ କରିଛନ୍ତି।…
Read More...

ପଠାନକୋର୍ଟରେ ହେବ କାଠୁଆ ମାମଲାର ଶୁଣାଣି : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ମାମଲାର ନିରପେକ୍ଷ ଶୁଣାଣି ଦାବୀରେ ସୁପ୍ରିମ କୋର୍ଟରେ ହୋଇଥିବା ମାମଲାରେ ଆଜି କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କାଠୁଆ ଗଣବଳାତ୍କାର ମାମଲାର ଶୁଣାଣି ପଞ୍ଜାବ…
Read More...

 ରତନ ଟାଟା ସମାଧାନ ଉଦ୍ୟମ କରନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାୟଗଡ଼ା ଜିଲା ଥେରୁବାଲି ସ୍ଥିତ ଇମ୍ଫାରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବାକୁ ରତନ ଟାଟା ଉଦ୍ୟମ କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଝାଇ ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ରତନ…
Read More...

କନ୍ୟାକୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲାପରେ ହେଲା ବାହାଘର

ବ୍ରାସିଲ:  ବ୍ରାଜିଲରେ  ଜଣେ କନ୍ୟା ବାହା ହେବାପାଇଁ ହେଲିକପ୍ଟରରେ ଯାଉଥିବା ବେଳେ ହେଲିକପ୍ଟର  ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା । ଭୂମିରେ ପିଟି ହେବା ପରେ ହେଲିକପ୍ଟରଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା । ହେଲେ…
Read More...

ମୋଦିଙ୍କ ବ୍ୟବହାର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁପଯୁକ୍ତ: ମନମୋହନ ସିଂହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଚାର ବ୍ୟବହାର ନିମ୍ନସ୍ତରକୁ ଆସିଯାଇଛି। ପ୍ରଧାନମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଏଭଳି ବ୍ୟବହାର ପ୍ରଦର୍ଶନ ଅନୁପଯୁକ୍ତ ବୋଲି କହିଛନ୍ତି ପୂର୍ବତନ…
Read More...

କାଠୁଆ ସିବିଆଇ ଯାଞ୍ଚ ମାମଲା: ଉଚ୍ଚ ନ୍ୟାୟାଳୟରେ ଶୁଣାଣି ଘୁଞ୍ଚିଲା

ଶ୍ରୀନଗର: ଜମ୍ମୁ କାଠୁଆରେ ୮ବର୍ଷର ନାବାଳିକା ଗଣବଳାତ୍କାର ମାମଲାର ସିବିଆଇ ଯାଞ୍ଚ ମାମଲାର ଶୁଣାଣି ଉଚ୍ଚ ନ୍ୟାୟାଳୟ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛି। ରାଜ୍ୟ ସରକାର ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସମୟ ମାଗିବା…
Read More...

ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

ଯୋଧପୁର: ୧୯୯୮ରେ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମନ୍‍ ଖାନ୍‍ଙ୍କ ଜାମିନ୍‍ ଆବେଦନ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖକୁ ଘୁଞ୍ଚିଛି। ଗତ ଏପ୍ରିଲ୍‍ ୫ ତାରିଖରେ ସଲ୍‍ମନ୍‍ଙ୍କୁ ଯୋଧପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିବା…
Read More...

ସରକାରୀ କ୍ୱାର୍ଟର୍ସରେ ରହିପାରିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଆଉ ସରକାରୀ କ୍ୱାର୍ଟର୍ସରେ ରହିପାରିବେ ନାହିଁ। ଲୋକ ପ୍ରହରୀ ନାମକ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏ ସମ୍ପର୍କିତ ଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ…
Read More...

ସୋନମଙ୍କ ପାଇଁ ବିବାହ ଉପହାର; ମୃତ୍ୟୁ ପୂର୍ବରୁ ଛାଡିଯାଇଛନ୍ତି ଶ୍ରୀଦେବୀ

ରବିବାର ଦିନ ସୋନମ କାପୁରଙ୍କ ହତରେ ଆନନ୍ଦ ଆହୁଜାଙ୍କ ନାମର ମେହେନ୍ଦି ଲାଗି ସାରିଛି । ସୋନମଙ୍କ ମେହେନ୍ଦୀ ଉତ୍ସବର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଝିଅର ମେହେନ୍ଦି ଉତ୍ସବରେ ଅଭିନେତା…
Read More...

କାହିଁକି ମୁହଁର ଏହି ସ୍ଥାନମାନଙ୍କରେ ହୋଇଥାଏ  ଅଧିକ ବ୍ରଣ? ଜଣନ୍ତୁ କାରଣ ଓ ନିରାକରଣ

ସାଧାରଣତଃ ମୁହଁରେ ଅଧିକ ବ୍ରଣ ହୋଇଥାଏ । ମୁହଁର ଏପରି କେତକ ସ୍ଥାନ ଅଛି ଯେଉଁଠାରେ ଅଧିକ ବ୍ରଣ ହୋଇଥାଏ । ଯୁବକ ହୁଅନ୍ତୁ ବା ଯୁବତୀ କିଶୋର ଅବସ୍ଥାରେ ବ୍ରଣ ସମସ୍ୟା ଦେଖା ଦିଏ । ଏହାର ଅନେକ କାରଣ ରହିଛି । ଶରୀର…
Read More...

ପୁଣି ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର: ସୋମବାର ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ । ଜବତ ସୁନା ୫.୮୨କେଜି ଓଜନର ବୋଲି ଜଣାପଡିଛି । ବ୍ୟାଙ୍କକକରୁ ଭୁବନେଶ୍ୱର ଆସୁଥିବା…
Read More...

୨୨ମାସରେ ବୁରହାନ ବ୍ରିଗେଡ଼ର ନିପାତ: ଅପରେସନ୍‍ ଅଲ୍‍ଆଉଟ୍‍ ସଫଳ

ଶ୍ରୀନଗର:ହିଜବୁଲ ମୁଜାହିନ୍ଦନର ପୋଷ୍ଟର ବୟ ବୁରହାନ ବନୀକୁ ସେନା ପକ୍ଷରୁ ୨୦୧୬ ଜୁନ ୮ରେ ମାରିବାରେ ସଫଳ ହୋଇଥିଲେ। ଏହାର ଠିକ୍‍ ୨୨ମାସ ମଧ୍ୟରେ ଏହି ଗ୍ୟାଙ୍ଗର ଅନ୍ୟାନ୍ୟ ସଦସ୍ୟଙ୍କୁ ନିପାତ କରିବାରେ ସୁରକ୍ଷା କର୍ମୀ…
Read More...

ସିଜେଆଇଙ୍କ ବିରୋଧରେ ମହାଅଭିଯୋଗ ପ୍ରସଙ୍ଗ: ସୁପ୍ରିମ କୋର୍ଟର ଦ୍ୱାରସ୍ତ ହେଲେ ଦୁଇ ସାଂସଦ

ନୂଆଦିଲ୍ଲୀ: ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ମହାଅଭିଯୋଗ ପ୍ରସଙ୍ଗରେ ରଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟର ଦ୍ୱରସ୍ତ ହୋଇଛନ୍ତି ରାଜ୍ୟସଭାର ୨ ସାଂସଦ। ଉପରାଷ୍ଟ୍ରପତି…
Read More...

ଡାଲା ଅଟୋକୁ ପିଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍, ବାଛୁରୀ ମୃତ

ପିପିଲି: ପିପିଲି-ନିମାପଡା ରାସ୍ତାର ତରାକାଜ ଓଭରବ୍ରିଜ ନିକଟରେ ସୋମବାର ସକାଳେ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ୩ ଜଣ ଆହତ ହୋଇଛନ୍ତି । ପିକଅପ ଭ୍ୟାନରେ ଥିବା ଗୋଟିଏ ବାଛୁରୀ ମରି…
Read More...

ନିଟ୍ ପରୀକ୍ଷା କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଗିରଫ

ରାଉରକେଲା: ନିଟ୍ ପରୀକ୍ଷା କେନ୍ଦ୍ରରୁ ଜଣେ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି । ଅଭିଯୁକ୍ତ ଜଣଙ୍କ ରାଜସ୍ଥାନ କୋଟା ଅଞ୍ଚଳର ରମେଶ କୁମାର ଏବଂ ସେ ଖୋର୍ଦ୍ଧାର ସାଙ୍ଗିଆ ବିଶ୍ବାଳଙ୍କ ପାଇଁ ପରୀକ୍ଷା ଦେଉଥିଲେ ବୋଲି…
Read More...

ଜୁନ୍‍ ୨୨ରେ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜି ୨୦୧୮ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ସହିତ ସପ୍ଲିମେଣ୍ଟାରୀ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଜୁନ୍‍ ୨୨ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏଥିପାଇଁ ମେ’ ୨୫ରୁ ୩୧ ତାରିଖ ମଧ୍ୟରେ ଫର୍ମ…
Read More...

ବାହାରିଲା ମାଟ୍ରିକ୍‍ ପରୀକ୍ଷା ଫଳ, ପାସ୍‍ ହାର ୭୬.୨୩%

ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ ଗତବର୍ଷ ତୁଳନାରେ ପାସ୍‍ ହାର କମିଛି ପାସ୍‍ ହାରରେ ବାଲେଶ୍ୱର ଜିଲା ସବୁଠାରୁ ଆଗରେ ମାଲକାନଗିରି ଜିଲା ସବୁଠାରେ ପଛରେ ୩୬ ସ୍କୁଲ୍‍ରେ ପାସ୍‍ ହାର ଶୂନ, ୪୨୯ ସ୍କୁଲ୍‍ରେ…
Read More...

କକ୍‌ପିଟରେ ଏୟାର ହଷ୍ଟେସଙ୍କୁ ପାଇଲଟଙ୍କ ଅସଦାଚରଣ

ମୁମ୍ବଇ : ଏୟାର ଇଣ୍ଡିଆର ଜଣେ ଏୟାର ହଷ୍ଟେସ୍‌ (ବିମାନ ପରିଚାରିକା)ଙ୍କୁ ଏୟାରଲାଇନ୍ସର ଜଣେ ପାଇଲଟ (ବିମାନ ଚାଳକ) ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏୟାର ହଷ୍ଟେସ୍‌ଙ୍କ ଅଭିଯୋଗ କ୍ରମେ ମୁମ୍ବଇର ସାହାର ଥାନାରେ…
Read More...

୯ ଦିନ ପରେ ମହିଳାଙ୍କ କାନରୁ ବାହାରିଲା ଅସରପା

ୱାଶିଂଟନ : ଅଷରପା ନାମ ଶୁଣିଲେ ଅନେକ ଲୋକଙ୍କ ମନରେ ଭୀତି ଆସିଯାଏ । ଏକ ବିପଦଜନକ କୀଟ ହୋଇନଥିଲେ ମଧ୍ୟ ଅନେକ ଅଷରପା ପାଖରେ ସହଜ ମନେକରନ୍ତି ନାହିଁ । ଏ କ୍ରମରେ କାନରେ ଅଷରପା ପଶିଯିବା ଭାବିଲେ ଦେହ ଶୀତେଇ ଉଠେ ।…
Read More...

ବୋମା ଖଞ୍ଜି କାଶୀ ବିଶ୍ୱନାଥ ମନ୍ଦିର ଉଡ଼ାଇ ଦେବାକୁ ଧମକ

ବାରାଣାସୀ : କାଶୀ ବିଶ୍ୱନାଥ ମନ୍ଦିର ସମେତ ଅନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକୁ ବୋମା ଖଞ୍ଜି ଉଡ଼ାଇ ଦେବାକୁ ରବିବାର ଧମକପୂର୍ଣ୍ଣ ପତ୍ର ମିଳିଛି । ଫଳରେ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସୂଚନା…
Read More...

ମୋଦିଙ୍କ ବିରୋଧରେ ଟ୍ୱିଟ୍‌ କରି ହରଡ଼ଘଣାରେ ରାମ ସୁବ୍ରମଣ୍ୟମ

ଲକ୍ଷ୍ନୌ : ବିବାଦୀୟ ଟ୍ୱିଟ୍‌ ପାଇଁ ପ୍ରସିଦ୍ଧ ବିଜ୍ଞାପନ ଚିତ୍ରନିର୍ମାତା ଏବଂ ନିର୍ଦେଶକ ରାମ ସୁବ୍ରମଣ୍ୟମ ପୁଣିଥରେ ବିବାଦରେ ପଡିଛନ୍ତି । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର…
Read More...

ଏସ୍‌ଏସ୍‌ସି ପ୍ରଶ୍ନପତ୍ର ପ୍ରଘଟ ମାମଲା : ମାଷ୍ଟରମାଇଣ୍ଡ ଗିରଫ

ନୂଆଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ ଦିଲ୍ଲୀ ସରକାରର ଜଣେ କିରାଣିଙ୍କୁ ଗିରଫ କରିଛି। କିରାଣି ଜଣକ ଏସ୍‌ଏସ୍‌ସି ପକ୍ଷରୁ ଆୟୋଜିତ ଅନଲାଇନ ପରୀକ୍ଷାରେ…
Read More...

ଏଏମୟୁରେ ‘ସ୍ୱାଧୀନତା’ ପାଇଁ ସ୍ଲୋଗାନ

ଆଲିଗଡ଼ : ଉତ୍ତରପ୍ରଦେଶର ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ)ରୁ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ହଟାଇବା ଦାବିକୁ ନେଇ ଦେଖାଯାଇଥିବା ବିବାଦ ଦିନକୁ ଦିନ ଜଟିଳ ହେଉଛି। ବିଶ୍ୱବିଦ୍ୟାଳୟ…
Read More...

ପଞ୍ଜାବକୁ ଜିତାଇଲେ ମୁଜିବ୍‌, ରାହୁଲ

ଇନ୍ଦୋର : ଆଇପିଏଲ୍‌-୧୧ର ୩୮ତମ ମ୍ୟାଚ୍‌ରେ ବିଜୟୀ ହୋଇଛି କିଙ୍ଗ୍‌ସ ଏକାଦଶ ପଞ୍ଜାବ। ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ପଞ୍ଜାବ ପରାସ୍ତ କରିଛି। ଜୋସ୍‌ ବଟ୍‌ଲରଙ୍କ ଅର୍ଦ୍ଧଶତକ…
Read More...

ଆଜିଠୁଁ ଐତିହାସିକ ଚତୁର୍ଥ ପାଳି ଆରମ୍ଭ କରିବେ ପୁତିନ୍‌

ମସ୍କୋ : ସୋମବାର ରୁଷ୍‌ରେ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌। ଗତ ମାର୍ଚ୍ଚରେ ଅନୁଷ୍ଠିତ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପୁତିନ୍‌ ରେକର୍ଡ ଚତୁର୍ଥ ଥର ପାଇଁ…
Read More...

ସୋମବାର ରାଶିଫଳ

ମେଷ: ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସମ୍ମାନିତ ହେବେ; ମାତ୍ର ସଦାସର୍ବଦା ଅପ୍ରିୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।…
Read More...

ରାଷ୍ଟ୍ରପତିଙ୍କୁ ରାଜନୀତିକୁ ଟାଣିଲେ ମୋଦି

ବାଗାଲକୋଟ(କର୍ଣ୍ଣାଟକ) : ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳିତ ପ୍ରସଙ୍ଗ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜନୀତିକୁ ଟାଣିଛନ୍ତି। ଏହାକୁ ନେଇ ସେ କଂଗ୍ରେସକୁ ଆକ୍ରମଣ କରିଛନ୍ତି।…
Read More...

କାଳ ହେଲା ୱାନି ସହ ଫଟୋ

ଶ୍ରୀନଗର : ବୁରହାନ୍‌ ୱାନୀଙ୍କ ସହ ଫଟୋ ଉଠାଇ ସାମାଜିକ ଗରମାଧ୍ୟମରେ ଭାଇରାଲ କରିବା କାଳ ହୋଇଛି। ଫଟୋରେ ଯେଉଁମାନେ ଅଛନ୍ତି, ସମସ୍ତଙ୍କୁ ସୁରକ୍ଷା କର୍ମୀ ଜଣ ଜଣ କରି ହତ୍ୟା କରୁଛନ୍ତି। ରବିବାର ସୋଫିଆନ୍‌ ଗୁଳି…
Read More...

ବିବାହ ବିନା ପ୍ରାପ୍ତ ବୟସ୍କ ଦମ୍ପତି ଏକାଠି ରହିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାହ ବିନା ପ୍ରାପ୍ତ ବୟସ୍କ ଦମ୍ପତି ଏକାଠି ରହିପାରିବେ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। କେରଳ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ନନ୍ଦକୁମାର ନାମକ ଯୁବକ କରିଥିବା ଆବେଦନର ବିଚାର କାଳରେ…
Read More...

ଓସ୍‌ମାନିଆ ହସ୍ପିଟାଲରେ ମହିଳାଙ୍କୁ ବଳାତ୍କାର

ହାଇଦରାବାଦ : ସ୍ଥାନୀୟ ଓସମାନିଆ ଜେନେରାଲ ହସ୍ପିଟାଲରେ କାର୍ଯ୍ୟରତ ୱାର୍ଡ ବୟ ଓ ହୋମ୍‌ଗାର୍ଡ ଜନୈକା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ କ୍ରମେ ଗିରଫ ହୋଇଛନ୍ତି। ଗତ ୩ତାରିଖରେ ଅଭିଯୁକ୍ତ ଦୁଇ ଜଣ ଡାକ୍ତରଖାନାକୁ…
Read More...

ଝଡ଼ବର୍ଷା ପାଇଁ ୧୩ ରାଜ୍ୟକୁ ସତର୍କ ସୂଚନା

ନୂଆଦିଲ୍ଲୀ : ସୋମବାର ମେ ୭ତାରିଖରେ ସାମ୍ଭାବ୍ୟ ଝଡବର୍ଷା ପାଇଁ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନା ଜାରି କରାଯାଇଥିବା ରାଜ୍ୟଗୁଡିକ…
Read More...

ଗୁଳିମାଡ଼ରେ ପାକ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଆହତ

ଇସଲାମାବାଦ : ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର (ସ୍ୱରାଷ୍ଟ୍ର) ମନ୍ତ୍ରୀ ଏସାନ ଇକବାଲ ରବିବାର ଜଣେ ଦୁର୍ବୃତ୍ତର ଗୁଳିମାଡରେ ଆହତ ହୋଇଛନ୍ତି। ଆହତ ଇକବାଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେ ବିପଦ ମୁକ୍ତ…
Read More...

ଆନନ୍ଦ ପିରାମଲଙ୍କୁ ବାହାହେବେ ଈଶା ଅମ୍ବାନି

ମୁମ୍ବଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଘରେ ଏବେ ବାହାଘର ଋତୁ ଚାଲିଛି। ବଡ଼ ପୁଅ ଆକାଶଙ୍କ ବିବାହ ବିଶିଷ୍ଟ ହୀରା ବ୍ୟବସାୟୀ ରଶେଲ ମେହତାଙ୍କ ଝିଅ ତଥା ‘ବ୍ଲୁ ଡାଇମଣ୍ଡ’ ହୀରା କମ୍ପାନୀର…
Read More...

ନାବାଳିକାକୁ ବଳାତ୍କାର ପରେ ପୋଡ଼ି ଦେଲେ

ଧାନବାଦ : ଉତ୍ତରପ୍ରଦେଶ ଓ ଜାମ୍ମୁ-କାଶ୍ମୀର ପରେ ଝାଡଖଣ୍ଡ ଏବେ ବଳାତ୍କାର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଦୁଇଦିନ ତଳେ ରାଜ୍ୟର ଛତ୍ରା ଜିଲାରେ ଜଣେ ୧୬ବର୍ଷର ଯୁବତୀ ବଳାତ୍କାର ପରେ ପୋଡି ମାରି ଦିଆଯାଇଥିବାବେଳେ…
Read More...

ବାପା ମୁଁ ଦୁଃଖିତ : ମୃତ୍ୟୁ ପୂର୍ବରୁ ପ୍ରଫେସର ଭଟ୍ଟଙ୍କ ଶେଷ କଥା

ଶ୍ରୀନଗର : ‘ବାପା, ମୋର କାର୍ଯ୍ୟ ଯଦି ତୁମକୁ କଷ୍ଟ ଦେଇଥାଏ ତେବେ ମୁଁ ଦୁଃଖିତ।’ ପ୍ରଫେସର ମହମ୍ମଦ ରଫି ଭଟ୍ଟ ମୃତ୍ୟୁ ପୂର୍ବରୁ ବାପାଙ୍କୁ ଏପରି ନିବେଦନ କରିଥିଲେ। ଆତଙ୍କବାଦୀ ସଂଗଠନରେ ଯୋଗ ଦେବାର ୩୬ଘଣ୍ଟା ମଧ୍ୟରେ…
Read More...

ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ରଖିଛନ୍ତି ୫୫% ନମ୍ବର

ନୂଆଦିଲ୍ଲୀ : ନିକଟରେ ପ୍ରକାଶ ପାଇଥିବା ୟୁପିଏସସି ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଅନୁଦୀପ ଦୁରୀସେଟ୍ଟି ୫୫.୬୦% ନମ୍ବର ରଖିଛନ୍ତି। ଅନୁଦୀପ ଲିଖିତ ପରୀକ୍ଷାରେ ୧୭୫୦ରୁ ୯୫୦ ନମ୍ବର…
Read More...

ସର୍ବସାଧାରଣ ସ୍ଥାନ ନୁହେଁ; ମସ୍‌ଜିଦରେ ନମାଜ ପାଠ ହେବା ଉଚିତ: ଖଟ୍ଟର

ଗୁଡଗାଓଁ : ସର୍ବସାଧାରଣ ସ୍ଥାନରେ ନମାଜ ପାଠକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନାପସନ୍ଦ କରିଛନ୍ତି। ଖଟ୍ଟର କହିଛନ୍ତି ଯେ ମସଜିଦ୍‌ କିମ୍ବା ଇଦଘା କିମ୍ବା ନିଜ ଘରେ ମୁସଲମାନମାନେ ନମାଜ ପାଠ କରିବା ଉଚିତ।…
Read More...

୧୦୦ ଆଇଫୋନ ସହ ଯୁବକ ଗିରଫ

ନୂଆଦିଲ୍ଲୀ : ସ୍ଥାନୀୟ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ସୀମା ଶୁଳ୍କ କର୍ମଚାରୀମାନେ ୧୦୦ଟି ଆଇଫୋନ ଏକ୍ସ ଜବତ କରିଛନ୍ତି। ଜବତ ଆଇଫୋନ ଗୁଡିକର ମୂଲ୍ୟ ୮୫,୬୧,୧୬୯ ଟଙ୍କା ହେବ…
Read More...

କଲେଜିୟମର ସୁପାରିସକୁ ଅଗ୍ରାହ୍ୟ କରାଯିବା ଉଚିତ ନୁହେଁ: ଜଷ୍ଟିସ୍‌ କୁରିଏନ୍‌ ଯୋଶେଫ

କୋଚି : ବିଚାରପତି ନିଯୁକ୍ତି ଓ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ କରୁଥିବା ସୁପାରିସକୁ ସରକାର ଅଗ୍ରାହ୍ୟ କରିବା ଉଚିତ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଜଷ୍ଟିସ କୁରିଏନ୍‌ ଯୋଶେଫ…
Read More...

ମାଓବାଦୀଙ୍କ ପାଖରୁ ମିଳିଲା ଜର୍ମାନ ଜି-୩ ରାଇଫଲ

ମାଲକାନଗିରି  : ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟରେ ଅବସ୍ଥାପିତ ମାଓବାଦୀଙ୍କ ପାଖରେ ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସ୍ପଷ୍ଟ ହୋଇଛି। ପୁଲିସ ଏହି ମାଓବାଦୀଙ୍କଠାରୁ ଜର୍ମାନ ଦେଶରେ ପ୍ରସ୍ତୁତ…
Read More...

ପଶ୍ଚିମରେ ପୁଣି ତାତି

ଭୁବନେଶ୍ୱର : କିଛି ଦିନ ଅସହ୍ୟ ତାତିରୁ ତ୍ରାହି ମିଳିବା ପରେ ପୁଣି ପଶ୍ଚିମ ଓଡ଼ିଶାରେ ଫେରିଛି ତାତି। ରବିବାର ରାଜ୍ୟର ନଅଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା, ବଲାଙ୍ଗୀର ଓ ସୋନପୁରରେ ପାରଦ ୪୩…
Read More...

ଆଦିବାସୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ବୈଠକ

ବ୍ରହ୍ମପୁର : ଆଦିବାସୀଙ୍କ ଜୀବନ ଜୀବିକା ଓ ପରିବେଶ କୁ ଧ୍ବଂସ କରି ସେମାନଙ୍କ ଜମି, ଜଳ, ଜଙ୍ଗଲ ଓ କାଜୁଫସଲକୁ ଲୁଟି ରୀତିମତ ବରବାଦ କରିବା ପାଇଁ ସରକାର, ଜମି ମାଫିଆ ଓ କାଜୁମାଫିଆଙ୍କ ହୀନ ପ୍ରୟାସ ବିରୁଦ୍ଧରେ…
Read More...

ଭୁବନେଶ୍ୱରରେ ଖୋଲିବ ଟାଟା ମେମୋରିଆଲ ହସ୍ପିଟାଲ

ଚିକିତ୍ସା ସେବା ପାଇଁ ୫ବର୍ଷରେ ବିନିଯୋଗ ହେବ ୮୦୦ କୋଟି,-ସୁସ୍ଥ ଓଡ଼ିଶା; ସୁଖୀ ଓଡ଼ିଶା ପାଇଁ ସରକାର ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟବାସୀଙ୍କୁ କିଭଳି ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା…
Read More...

ପ୍ଲେ-ଅଫ୍‍ ଦୌଡ଼ରେ ମୁମ୍ବଇ

ମୁମ୍ବଇ : ଆଇପିଏଲ୍‍-୧୧ରେ କ୍ରମାଗତ ୨ୟ ମ୍ୟାଚ୍‍ ଜିତିପାରିଛି ମୁମ୍ବଇ ଇଣ୍ଡିଆନ୍‍ସ। ରବିବାର ପ୍ରଥମ ମ୍ୟାଚ୍‍ରେ କଲକାତା ନାଇଟ ରାଇଡର୍ସକୁ ୧୩ ରନ୍‍ରେ ମୁମ୍ବଇ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବଇ ପ୍ଲେଅଫ୍‍…
Read More...

ରାହୁଲ ମୋ ରାକ୍ଷୀ ପିନ୍ଧା ଭାଇ : ଅଦିତି ସିଂହ

ରାଏବରେଲି : କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିବାହ ନେଇ ବେଶ କିଛି ଦିନ ଧରି ସାମାଜିକ ଗଣ ମାଧ୍ୟମରେ ଚର୍ଚ୍ଚା ଲାଗିରହିଥିଲା। ସେ ରାଏବରେଲି ବିଧାୟିକା ଅଦିତି ସିଂହଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ହେଉଥିଲା।…
Read More...

 ପ୍ରତିଦିନ ଛପା ଯାଉଛି ୩ ହଜାର କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ:   କିଛି ଦିନ ତଳେ ଦେଶର ଏଟିଏମ୍‌ମାନଙ୍କରେ ନୋଟର ଅଭାବ ପରିଲକ୍ଷିତ ହୋଇଥିଲା । ଏହାପରେ ବିଭିନ୍ନ ମୁଦ୍ରା ଛପା କାରଖାନରେ  ୫୦୦ ଟଙ୍କିଆ ନୋଟ ଛପା ଆରମ୍ଭ ହୋଇଥିଲା । ପ୍ରତିଦିନ ଦେଶରେ ୩ ହଜାର କୋଟି…
Read More...

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ। ମାଟ୍ରିକ ପରୀକ୍ଷା ଫଳ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ଏକା…
Read More...

ଜମ୍ମୁ-କାଶ୍ମୀରରେ ୫  ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ

ଜମ୍ମୁ : ଜମ୍ମୁ ଓ କାଶ୍ମୀରର ସୋପିୟାନ୍‍ ଜିଲ୍ଲାରେ ନିରାପତ୍ତା ବାହିନୀ ସହ ଗୁଳିବିନିମୟରେ ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି । ଫଳରେ ଅପରେସନ୍ ଅଲଆଉଟକୁ ବଡ ସଫଳତା ମିଳିଛି। ଜୟନ୍‍ପୁରା ଅଞ୍ଚଳର …
Read More...

ଆଫଗାନିସ୍ଥାନରେ ୭ ଭାରତୀୟ ଅପହୃତ

କାବୁଲ  : ଆଫଗାନିସ୍ତାନରେ କାର୍ଯ୍ୟରତ ୭ଜଣ ଭାରତୀୟ ଯନ୍ତ୍ରୀଙ୍କୁ ଅପହରଣ କରି ନିଆଯାଇଛି। ସ୍ଥାନୀୟ ଗଣମାଧ୍ୟମ ସୂତ୍ରକୁ ଉଦ୍ଧାର ପୂର୍ବକ କାବୁଲସ୍ଥିତ ଭାରତୀୟ ଦୂତାବାସ ଏହାକୁ ସ୍ୱୀକାର କରିଛି। ଏହି ଯନ୍ତ୍ରୀମାନେ…
Read More...

ହାୱା ହାୱାରେ ଠୁମୁକା ଦେଲେ ପ୍ରିୟା ପ୍ରକାଶ, ନୂଆ ଭିଡିଓ ଭାଇରାଲ

ଆଖି ମାରି ସମସ୍ତଙ୍କୁ ଘାଏଲ କରିଥିବା ପ୍ରିୟା ପ୍ରକାଶଙ୍କ ଆଉ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି । ଏହି ଭିଡିଓରେ ଅର୍ଜୁନ କାପୁରଙ୍କ ‘ମୁବାରକନ’ ଫିଲ୍ମର ରିମେକ ଗୀତ ହାୱା ହାୱା ଗୀତ ଗାଇବା ସହ ଡ୍ୟାନ୍ସ କରୁଥିବା…
Read More...

ହିନ୍ଦୁ ଶାସ୍ତ୍ର ଅନୁସାରେ ଚାରି ଯୁଗର ଶେଷରେ ଆସେ ମହା ପ୍ରଳୟ

ହିନ୍ଦୁ ଶାସ୍ତ୍ର ଓ ପୁରାଣ ଅନୁସାରେ ଚାରୋଟି ଯୁଗ ରହିଛି । ସତ୍ୟ, ତ୍ରେତୟା , ଦ୍ୱାପର ଓ କଳିଯୁଗ । ଏହାକୁ ସ୍ୱର୍ଣ୍ଣ, ରୌପ୍ୟ, କାଂସ୍ୟ ଓ ଲୌହ ସହ ତୁଳନା କରାଯାଇଛି । କେତେକ ଶାସ୍ତ୍ର ଅନୁସାରେ ଚାରି ଯୁଗ ଶେଷରେ ମହା…
Read More...

ଗୌହାଟି :୯୭ ମିଟର ଉଚ୍ଚରେ ଉଡ଼ିବ ଜାତୀୟ ପତାକା

ଗୌହାଟି : ଆସାମର ଗୌହାଟିରେ ଦେଶର ସର୍ବୋଚ୍ଚ ଶୀଖରରେ ଜାତୀୟ ପତାକା ଉଡିବ । ସ୍ମାର୍ଟ ସିଟି ମିଶନ ଆନୁକୂଲ୍ୟରେ ଗୌହାଟିଠାରେ ୯୭.୩ ମିଟର ଉଚ୍ଚତାରେ ଜାତୀୟ ପତାକା ଅବସ୍ଥାପିତ କରାଯିବ । ରାଜ୍ୟ ଶିଳ୍ପ ଓ ବାଣିଜ୍ୟ…
Read More...

୧୦୦ ଟଙ୍କିଆ ନୋଟ୍‍ ମରୁଡ଼ି ଆଶଙ୍କା

ପୁନେ: ବିମୁଦ୍ରାକରଣର ଭୟ ଲୋକଙ୍କ ମନରୁ ହଟି ନାହିଁ। ତେଣୁ ଲୋକେ ୧୦୦ ଟଙ୍କିଆ ନୋଟ୍‍କୁ ନିଜ ପାଖରେ ସାଇତି ରଖିଛନ୍ତି। ଏଥିଯୋଗୁଁ ଆଗାମୀ ଦିନରେ ପୁଣି ନଗଦ ମରୁଡ଼ି ଦେଖାଦେଇପାରେ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଆଶଙ୍କା…
Read More...

ଫୁଲବାଣୀ ଠାକୁରାଣୀ ଯାତ୍ରାକୁ ନେଇ ବିବାଦ

କନ୍ଧମାଳ: ଶାନ୍ତି ଶୃଙ୍ଖଳା ସହ ମା ନାରାୟଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଯାତ୍ରା କମିଟି ସହିତ ଜିଲା ପ୍ରଶାସନ…
Read More...

ଗଞ୍ଜେଇ ଚାଲଣ ବେଳେ ୩ ଗିରଫ, ୨.୩ କୁଇଣ୍ଟାଲ ଗଞ୍ଜେଇ ଜବତ

ଜୟପୁର: ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ସଦର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏହା ସହ ଘଟଣାସ୍ଥଳରୁ ୨.୩ କୁଇଣ୍ଟାଲ ଓ ଚାଲଣ କାରବାରରେ ବ୍ୟବହୃତ ହେଉଥିବା ଏକ ବୋଲେର ଗାଡିକୁ ପୁଲିସ ଜବତ କରିଛି । ମଛକୁଣ୍ଡରୁ…
Read More...

ପେନ୍‍ସନ୍‍ ପାଣ୍ଠିରୁ ହୋଇପାରିବ ଆଂଶିକ ଉଠାଣ

ନୂଆଦିଲ୍ଲୀ: ଜାତୀୟ ପେନ୍‍ସନ୍‍ ଯୋଜନା ଅଧୀନରେ ପଞ୍ଜିକୃତ ଉପଭୋକ୍ତାମାନେ ସେମାନଙ୍କ ପେନ୍‍ସନ୍‍ ପାଣ୍ଠିରୁ କିଛି ଅଂଶ ଉଠାଇପାରିବେ। ଅବସରକାଳୀନ ଭତ୍ତା ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ବୋର୍ଡ ବୈଠକରେ ଏହି…
Read More...

ଆଇପିଏଲ୍ କ୍ରିକେଟ : ମୁମ୍ବଇ-କଲକାତା ଏବଂ ପଞ୍ଜାବ-ରାଜସ୍ଥାନ ମଧ୍ୟରେ ମୁକାବିଲା

ମୁମ୍ବଇ/ଇନ୍ଦୋର : ଆଇପିଏଲ୍ କ୍ରିକେଟ ୨୦୧୮ରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚ ମୁମ୍ବଇରେ ମୁମ୍ବଇ ଇଣ୍ଡିଆନ୍‍ସ ଏବଂ କଲକାତା ନାଇଟ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ରାତି…
Read More...

କାର ଓଲଟି ଜଣେ ମୃତ ଓ ୫ ଗୁରୁତର

ବାଲେଶ୍ବର: ଭାରସ୍ୟାମ ହରାଇ ରାସ୍ତା କଡକୁ କାରଟି ଓଲଟି ପଡିଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।…
Read More...

ଋଷ୍‌ର ଅଭିଯୋଗ: ଆମେରିକା ଅଲକାଏଦା ଓ ଆଇଏସ୍‌ଆଇଏସ୍‌କୁ ଛାଡି ଇରାନ ପଛରେ ପଡିଛି

ମସ୍କୋ: ଆମେରିକା ଏବେ ଅଲକାଏଦା ଓ ଆଇଏସ୍‌ଆଇଏସ୍‌ ପରି ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବା ବଦଳରେ  ଏବେ ଇରାନ୍‌ ପଛରେ ପଡିଛି ବୋଲି ଋଷ୍‌ ପକ୍ଷରୁ  ଅଭିଯୋଗ କରାଯାଇଛି । ଆମେରିକା ଏବେ ଇରାନକୁ ଆତାଙ୍କବାଦୀ ସଂଗଠନ…
Read More...

ଅସାଧୁ କର୍ମଚାରୀଙ୍କୁ ଧରିବ ଲାଇ ଡିଟେକ୍ଟର

ହାଇଦ୍ରାବାଦ: ଏଣିକି ବାୟୋଡାଟା ବା ସିଭିରେ ଭୁଲ୍‍ ତଥ୍ୟ ଉଲ୍ଳେଖ କଲେ ଧରାପଡ଼ିବେ। ସାକ୍ଷାତକାର ପରେ ଏବଂ ନିଯୁକ୍ତି ପୂର୍ବରୁ କମ୍ପାନୀମାନେ ପ୍ରାର୍ଥୀଙ୍କୁ ଲାଇ ଡିଟେକ୍ଟର ବା ମିଛ ଧରା ଯନ୍ତ୍ର ଦ୍ୱାରା ପରୀକ୍ଷା…
Read More...

ଆହୁରି ବଢ଼ିପାରେ ତୈଳ ଦର

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଦୈନିକ ତୈଳ ମୂଲ୍ୟ ସଂଶୋଧନ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ଏହି ନିଷ୍ପତ୍ତି ଉପଭୋକ୍ତାଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଥିଲେ ହେଁ…
Read More...

ଅଡ଼ୁଆରେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବଇ: ରିପବ୍ଳିକ୍‍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମେତ ତିନିଜଣଙ୍କ ବିରୋଧରେ ପୁଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଅନ୍‍ଭୟ ନାଏକ୍‍ ନାମକ ଜଣେ ଇଣ୍ଟରିୟର ଡିଜାଇନରଙ୍କ ଆତ୍ମହତ୍ୟା ଘଟଣାରେ…
Read More...

ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳ ମୃତ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଆସିକା ଥାନା ସୁମନ୍ତପଲ୍ଲି ଗ୍ରାମ ଛକରେ ପିକ୍ଅପ୍ ଭ୍ୟାନ୍ ସହ ଏକ ମୋଟରସାଇକେଲ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦିଗପହଣ୍ଡି ଥାନାର କାର୍ଯ୍ୟରତ କନେଷ୍ଟବଳ ପ୍ରକାଶ ଚନ୍ଦ୍ର ଜେନାଙ୍କ…
Read More...

୩ ସହକର୍ମୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ବିଏସ୍‍ଏଫ୍‍ ଯବାନ

ଅଗରତାଲା: ତ୍ରିପୁରାର ଜଣେ ବିଏସ୍‍ଏଫ୍‍ ଯବାନ ନିଜ ସର୍ଭିସ ରାଇଫଲ୍‍ରୁ ତିନି ଜଣ ସହକର୍ମୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ଉନାକୋଟ ଜିଲାର ମୁଗୁରୁଲି ଠାରେ ଘଟିିଛି ଏହି ଅଘଟଣ। ସ୍ପେଶାଲ୍‍ ବ୍ରାଞ୍ଚ…
Read More...

ସେକ୍ସ ରାକେଟ ଠାବ, ବାପା ମା ଓ ପୁଅ ଗିରଫ

ଅନୁଗୁଳ:  ଅନୁଗୁଳ ଥାନା ଅନ୍ତର୍ଗତ ଗୀତାଗ୍ରାମରେ ସେକ୍ସ ରାକେଟ ଠାବ ହୋଇଛି । ସେଠାରୁ ୨ ଦେହଜୀବୀ ସହ ୪ ଜଣ ଯୁବକଙ୍କ ଅନୁଗୁଳ ପୁଲିସ ଗିରଫ କରିଛି । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ନଗଦ ଟଙ୍କା ସହ ଆପତ୍ତି ଜନକ ସାମଗ୍ରୀ…
Read More...

ବାଲ୍ୟ ବିବାହ ପ୍ରଥା ସପକ୍ଷରେ ବିଜେପି ବିଧାୟକ

ଭୋପାଳ: ‘ଲଭ୍‍ ଜିହାଦ’କୁ ରେକିବା ପାଇଁ ବାଲ୍ୟ ବିବାହ ଉପଯୁକ୍ତ ପନ୍ଥା ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ଭୋପାଳର ବିଜେପି ବିଧାୟକ ଗୋପାଳ ପାରମର। ସେ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ବିଳମ୍ବରେ ବିବାହ ହେଉଥିବାରୁ…
Read More...

ନକଲି ସିମେଣ୍ଟ କାରଖାନା ଠାବ, ଜଣେ ଗିରଫ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏହାକୁ ଚଳାଉଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଏଠାରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ସିମେଣ୍ଟରେ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ…
Read More...

କ୍ୟାପିଟାଲ ଥାନାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: କ୍ୟାପିଟାଲ ଥାନାରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ କର୍ମଚାରୀ ଆହତ ହୋଇଥିବା ବେଳେ ଥାନାରେ ଥିବା ଅନେକ ଆସବାବପତ୍ର ଜଳି ଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ…
Read More...

କଶ୍ମୀରରେ ୫ ଆତଙ୍କବାଦୀ ନିହତ

ଶୋପିଆନ୍‍: ଦକ୍ଷିଣ କଶ୍ମୀର ଅଞ୍ଚଳର ବଦିଗାମ୍‍ ଗ୍ରାମରେ ସୁରକ୍ଷାକର୍ମୀଙ୍କ ଗୁଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ କଶ୍ମୀର ବିଶ୍ୱବିଦ୍ୟାଳର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ହିଜ୍‍ବୁଲ୍‍…
Read More...

ସଡକ ଦୁର୍ଘଟଣାରେ ୧ମୃତ ଓ ୮ ଆହତ

ରେଢ଼ାଖୋଲ: ରବିବାର ୫୫ ନଂ ଜାତୀୟ ରାଜପଥ ବେତଗଡ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ପ୍ରାୟ ସାଢେ ୮ଟା ବେଳେ…
Read More...

କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ଉଦ୍ୟମ କରିବି: ଧର୍ମେନ୍ଦ୍ର

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓର ଜମି ବିବାଦ ସଂକ୍ରାନ୍ତରେ କଳାକାରଙ୍କ ଅସନ୍ତୋଷ ଓ ବିରୋଧ ପରେ ସେହି ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଏକ ଟ୍ୱିଟ୍‍ ଜରିଆରେ ସେ କହିଛନ୍ତି ଯେ…
Read More...

ଯୁବକଙ୍କୁ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ କୁଶାଦାଦର ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମୃତକ ହେଲେ ରମେଶ ଜାମୁଡାଲି। ଆଜି ସକାଳୁ ଜଙ୍ଗଲରୁ ଗଛ କାଟିବା ବାହାନାରେ ଡାକିନେଇ…
Read More...

ଗୁରୁକୃଷ୍ଣ ଗୋସ୍ବାମୀଙ୍କ ପରଲୋକ 

କଟକ: ସ୍ୱନାମଧନ୍ୟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଆଜି ତାଙ୍କ କଟକ ସେଲ୍‍ଟର ଛକ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଫୁଲେଇ ରାଣୀ ସଜଫୁଲ ଗୁଲୁଗୁଲିଆ..., ମୁଁ…
Read More...

ଆଜି ନିଟ୍‍: ଓଡ଼ିଶାରେ ୪୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‍ବିବିଏସ୍‍ ବା ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ଆଜି ନ୍ୟାଶ୍‍ନାଲ୍‍ ଏଲିଜିବିଲିଟି ଟେଷ୍ଟ(ନିଟ୍‍) ପରୀକ୍ଷା ଅନୁଷ୍ଠିତ ହେଉଛି। ସମଗ୍ର ଦେଶରେ ୧୩ ଲକ୍ଷ ୨୬ ହଜାର…
Read More...

କେନ୍ଦ୍ର ଓ ସୁପ୍ରିମକୋର୍ଟ ଟଣାଓଟରାରୁ ନ୍ୟାୟପାଳିକା ପ୍ରଭାବିତ!

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ଦେଶର ସର୍ବୋଚ୍ଚ ଅଦାଲତଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି । ଜଷ୍ଟିସ ଯୋଶେଫଙ୍କ ନାମକୁ ସରକାର ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିକଟକୁ ଫେରାଇ ଦେବା…
Read More...

ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଶ୍ରୀକାନ୍ତ ନିହତ

ବ୍ରହ୍ମପୁର: ପୁଲିସ ଗୁଳିର ଶିକାର ହୋଇଛନ୍ତି ଦୁଇ ଦୁର୍ଦାନ୍ତ ଅପରାଧୀ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ…
Read More...

୧୭ କିଲୋ ସୁନା ଜବତ, ୨୮ ତୁର୍କମେନିସ୍ତାନ ନାଗରିକ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀମାନେ ସୁନା ଚୋରା ଚାଲଣ ଅଭିଯୋଗରେ ୨୨ ମହିଳାଙ୍କ ସମେତ ୨୮ ଜଣ ତୁର୍କମେନିସ୍ତାନ ନାଗରିକଙ୍କୁ ଗିରଫ କରିଛନ୍ତି । ସୂଚନା…
Read More...

ଛତିଶଗଡ଼ରେ ୧୦ ମାଓବାଦୀ ଗିରଫ

ରାୟପୁର : ଛତିଶଗଡ଼ର ମାଓ ପ୍ରବଣ ବିଜାପୁର ଜିଲାର ପୃଥକ ପୃଥକ ସ୍ଥାନରୁ ୧୦ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ବିଜାପୁର ଏସ୍‌ପି ମୋହିତ ଗର୍ଗଙ୍କ କହିବା ଅନୁସାରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।…
Read More...

ରଜନୀକାନ୍ତଙ୍କ ଘରେ ବୋମା ଖଞ୍ଜାଯାଇଥିବା ଧମକ

ଚେନ୍ନଇ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଘରେ ବୋମା ଖଞ୍ଜାଯାଇଥିବା ନେଇ କେହି ଅଜଣା ବ୍ୟକ୍ତି ପୁଲିସ୍‌କୁ ଫୋନ୍‌ କରି ଧମକ ଦେଇଛି । ସନ୍ଧ୍ୟା ୬ଟା ୨୭ ମିନିଟରେ ଏହି ଫୋନ୍‌ କଲ୍‌ ଆସିଥିଲା । ପୁଲିସ୍‌ ଏହାର ତଦନ୍ତ…
Read More...

୨୨ ବର୍ଷ ପରେ ଗାଁରେ ହେଲା ବାହାଘର

ଧୋଲପୁର : ରାଜସ୍ଥାନ ଧୋଲପୁରର ରାଜଘାଟ ଗ୍ରାମରେ ୨୨ବର୍ଷ ପରେ ଏକ ବାହାଘର ହୋଇଛି। ୨୨ବର୍ଷ ପରେ ଗାଁର ଯୁବକ ପୱନ ବିବାହ କରି ଘରକୁ ବୋହୂଟିଏ ଆଣିଛନ୍ତି। କାରଣ ୧୯୯୬ ପରଠାରୁ ଏହି ଗାଁର କୌଣସି ଯୁବକ ବାହା ହୋଇ…
Read More...

ସୁଖୋଇ ବିମାନର ଚାହିଦା ବୃଦ୍ଧି

କୋରାପୁଟ(ଅଫିସ)/ସୁନାବେଡ଼ା : ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ଼ (ହାଲ) ସୁନାବେଡ଼ା ପକ୍ଷରୁ ସମ୍ପୂର୍ଣ୍ଣ ଭାରତୀୟ କୌଶଳରେ ସୁଖୋଇ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଲ ପକ୍ଷରୁ…
Read More...

ପାକିସ୍ତାନ ନିର୍ବାଚନକୁ ଏଲିଅନମାନେ ପରିଚାଳନା କରିବେ: ଆବାସୀ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖାକ୍ୱାନ ଆବାସୀ କହିଛନ୍ତି ଯେ ଦେଶର ଆଗାମୀ ସାଧାରଣ ନିର୍ବାଚନକୁ ଏଲିଅନମାନେ ପରିଚାଳନା କରିବେ। ଆବାସୀଙ୍କ ଏପରି ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗ ତୀବ୍ର…
Read More...