୧୦୦ ଆଇଫୋନ ସହ ଯୁବକ ଗିରଫ

0

ନୂଆଦିଲ୍ଲୀ : ସ୍ଥାନୀୟ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ସୀମା ଶୁଳ୍କ କର୍ମଚାରୀମାନେ ୧୦୦ଟି ଆଇଫୋନ ଏକ୍ସ ଜବତ କରିଛନ୍ତି। ଜବତ ଆଇଫୋନ ଗୁଡିକର ମୂଲ୍ୟ ୮୫,୬୧,୧୬୯ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ ଯାତ୍ରୀ ଜଣଙ୍କ ଦୁବାଇରୁ ଆସୁଥିଲେ।

Leave A Reply