www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଣବଙ୍କୁ ସାଢେ ତିନିଘଣ୍ଟା ଜେରା

ଭୁବନେଶ୍ୱର :  ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରବର୍ତନ ନିର୍ଦେଶାଳୟ (ଇଡି)  ସେମାବାର ସାଢେ ତିନିଘଣ୍ଟା ଜେରା କରିଛି । ଆଜି ସେ  ଇଡି ପାଖରେ ହାଜର ହୋଇଥିଲେ।   ଧଳସାମନ୍ତ ଭ୍ରାତା ବା ଡି’ ବ୍ରଦର୍ସଙ୍କ ସହିତ ଲିଙ୍କ୍ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ ତାଙ୍କୁ ନୋଟିସ୍ କରିଥଲା ।  ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ପ୍ରାୟ ସାଢେ ୩ ଘଣ୍ଟା ଜେରା କରାଯାଇଥଲା । ସେଠାରୁ ବାହାରିବା ପରେ ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଇଡି ଯାହାସବୁ କାଗଜପତ୍ର ମାଗିଥିଲା ତାହା ସେ ଦାଖଲ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦୦୫ରୁ ୨୦୧୦ ମଧ୍ୟରେ ପ୍ରଣବ ବଳବନ୍ତରାୟଙ୍କ ପରିଚାଳିତ ପରିବହନ କମ୍ପାନି ସହ ଡି’ ବ୍ରଦର୍ସଙ୍କ ହୋଇଥିବା କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବା ଲାଗି ନୋଟିସ ଦିଆଯାଇଥଲା ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories