ଡାଲା ଅଟୋକୁ ପିଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍, ବାଛୁରୀ ମୃତ

0

ପିପିଲି: ପିପିଲି-ନିମାପଡା ରାସ୍ତାର ତରାକାଜ ଓଭରବ୍ରିଜ ନିକଟରେ ସୋମବାର ସକାଳେ ଗୋରୁ ବୋଝେଇ ପିକଅପ ଭ୍ୟାନ୍ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ୩ ଜଣ ଆହତ ହୋଇଛନ୍ତି । ପିକଅପ ଭ୍ୟାନରେ ଥିବା ଗୋଟିଏ ବାଛୁରୀ ମରି ଯାଇଥିବା ବେଳେ ୧୦ରୁ ଉର୍ଦ୍ଧ ବାଛୁରୀ ଖଣ୍ଡିଆ ଖାବରା ହୋଇଛନ୍ତି । 

Leave A Reply