ପୁତିନ୍‌ଙ୍କ ବିରୋଧରେ ରୁଷ୍‌ରେ ବିକ୍ଷୋଭ

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ସ୍ୱେଚ୍ଛାଚାରିତା ପ୍ରତିବାଦରେ ବିରୋଧୀ ଦଳ ପକ୍ଷରୁ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ନେତୃତ୍ୱରେ ମସ୍କୋ ସମେତ ଦେଶର…
Read More...

ମନ୍ତ୍ରୀଙ୍କ ସୁରକ୍ଷା ଗାଡ଼ି ଖାତକୁ ଖସିଲା; ଜଣେ ମୃତ

ଜାମ୍ମୁ : ଜାମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ଏକ ଗାଡି ଖାତକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ସୁରକ୍ଷା କର୍ମୀଙ୍କ ଗାଡିଟି ମନ୍ତ୍ରୀଙ୍କ ସହିତ ଯାଉଥିବାବେଳେ ଏହା…
Read More...

ବିଜେପି ମନ୍ତ୍ରୀଙ୍କ କାରକୁ ଟେକାମାଡ

କଠୁଆ : ଜାମ୍ମୁ-କାଶ୍ମୀର ସରକାରରେ ମନ୍ତ୍ରୀ ଥିବା ବିଜେପି ନେତା ଶ୍ୟାମ ଲାଲ ଚୌଧୁରୀଙ୍କ କାର୍‌ ଉପରକୁ କେତେକ ଉତ୍ୟକ୍ତ ଲୋକେ ଶନିବାର ଟେକାମାଡ କରିଛନ୍ତି। ଲୋକମାନେ କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣାର ସିବିଆଇ…
Read More...

ବିଜେପି ବିରୋଧରେ ହାତ ମିଳାଇଲେ ଆର୍‌ଏଲ୍‌ଡି, ଏସ୍‌ପି

ଲକ୍ଷ୍ନୌ : ଉତ୍ତରପ୍ରଦେଶର କୈରାନା ଏବଂ ନୂପୁର ଆସନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ ବିଜେପିକୁ ପରାଜିତ କରିବା ଲାଗି ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ପରସ୍ପର…
Read More...

ଏସଇସିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ହାଇକୋର୍ଟ

କଲକାତା : ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି)ଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି କଲକାତା ହାଇକୋର୍ଟ। ଶୁକ୍ରବାର ହାଇକୋର୍ଟର ବିଚାରପତି ବିଶ୍ୱନାଥ ସୋମଦେର ଓ ବିଚାରପତି ଅରିନ୍ଦମ ମୁଖାର୍ଜୀଙ୍କୁ ନେଇ…
Read More...

କର୍ଣ୍ଣାଟକରୁ ୧୫୨ କୋଟି ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ଦେଶର ଅନେକ ଏଟିଏମ୍‌ ଖାଲି ପଡିଥିବା ବେଳେ ନିର୍ବର୍ାଚନାଭିମୁଖୀ କର୍ଣ୍ଣାଟକରୁ ନଗଦ ୬୭.୨୭ କୋଟି ଟଙ୍କା ସହିତ ମୋଟ ୧୫୨ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି। ନିର୍ବାଚନ…
Read More...

ସୂଚନା ପ୍ରସାରଣ ମନ୍ତ୍ରାଳୟ ଉପରେ ରାଷ୍ଟ୍ରପତି କ୍ଷୁବ୍ଧ

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ମହୋତ୍ସବର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିବାରୁ…
Read More...

ରବିବାର ରାଶିଫଳ

ମେଷ: କର୍ମକୁଶଳତା ପ୍ରକାଶ ପାଇବ। କୁଳ ଉଜ୍ଜ୍ୱଳକାରୀ ହେବା ଆଶାକରାଯାଏ। ଚିତ୍ତରେ ପ୍ରସନ୍ନତା ଭାବ ଦେଖା ଦେଇପାରେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଖ୍ୟାତି ଅର୍ଜନ କରିପାରନ୍ତି। ବୃଷ:…
Read More...

ରାତି ୩ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଶୁଣାଣି କଲେ ମୁମ୍ବଇ କୋର୍ଟ

ମୁମ୍ବଇ : ଦେଶର ବିଭିନ୍ନ ନ୍ୟାୟାଳୟରେ ଲକ୍ଷାଧିକ ମାମଲା ବିଚାର ନିମନ୍ତେ ପଡ଼ି ରହିଥିବା ବେଳେ ଯଥାଶୀଘ୍ର ସେଗୁଡିକର ବିଚାର ଲାଗି ନ୍ୟାୟପାଳିକାର ଉଦ୍ୟମ ସଫଳ ହୋଇପାରୁ ନାହିଁ। ଏଭଳି ସ୍ଥିତିରେ ମୁମ୍ବଇ ହାଇକୋର୍ଟ…
Read More...

ଆମେରିକାର ପୂର୍ବତନ ନୌସେନା ଅଧିକାରୀଙ୍କୁ ଆଜୀବନ ଜେଲ୍‌

ଓଲାଥେ : କାନ୍‌ସାସ୍‌ଠାରେ ଭାରତୀୟ ଇଞ୍ଜିନିୟର ଶ୍ରୀନିବାସ କୁଚିଭୋତଲାଙ୍କୁ ହତ୍ୟା ମାମଲାରେ ଆମେରିକାର ପୂର୍ବତନ ନୌସେନା ଅଧିକାରୀ ଆଦମ୍‌ ପୁରିଣ୍ଟୋନ୍‌ଙ୍କୁ ଓଲାଥେ ଜିଲା କୋର୍ଟ ଶନିବାର ଆଜୀବନ କାରାଦଣ୍ଡାଦେଶ…
Read More...

ଦିଲ୍ଲୀକୁ ହରାଇ ସନ୍‌ରାଇଜର୍ସ ଶୀର୍ଷରେ

ହାଇଦରାବାଦ : ଆଇପିଏଲ୍‌-୧୧ରେ ସନ୍‌ରାଇଜର୍ସ ହାଇଦରାବାଦ ତା’ର ଚମତ୍କାର ପ୍ରଦର୍ଶନ ଜାରିରଖିଛି। ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ଦିଲ୍ଲୀ ଡେୟାରଡେଭିଲ୍‌ସକୁ ୭ ୱିକେଟରେ ସନ୍‌ରାଇଜର୍ସ ପରାସ୍ତ କରିଛି। ପୃଥ୍ୱୀ ସ’ଙ୍କ…
Read More...

କଂଗ୍ରେସ-ବିଜେପି ଡିଜିଟାଲ୍‌ ଲଢେଇ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ଜୋରଦାର ପ୍ରଚାର ଚଳାଇଥିବା କଂଗ୍ରେସ ଏବଂ ବିଜେପି ଏବେ ପରସ୍ପର ବିରୋଧରେ ଡିଜିଟାଲ୍‌ କ୍ଷେତ୍ରକୁ ଉପଯୋଗ କରୁଛନ୍ତି। ଗୋଟିଏ ପଟେ କଂଗ୍ରେସ ପ୍ରଧାନମନ୍ତ୍ରୀ…
Read More...

ମଧ୍ୟପ୍ରଦେଶ ସରକାରଙ୍କୁ କ୍ଲିନଚିଟ୍‌ ଦେଲେ କମ୍ପୁଟର ବାବା

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କୁ କମ୍ପ୍ୟୁଟର ବାବା ବୃକ୍ଷରୋପଣ ପ୍ରସଙ୍ଗରେ କ୍ଲିନ ଚିଟ୍‌ ଦେଇଛନ୍ତି । କିଛି ଦିନ ତଳେ ସେ ଏହାକୁ ନେଇ ମଧ୍ୟପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ ।  ତା ପରେ ମଧ୍ୟପ୍ରଦେଶ ସରକାରଙ୍କ…
Read More...

ବିଷ ଖାଇ ଆଖି ବୁଜିଲେ ଭାଗଚାଷୀ

ଚିପିଲିମା/ବୁର୍ଲା : ଅବିଭକ୍ତ ସମ୍ବଲପୁର ଜିଲାରେ ପୁଣି ଆରମ୍ଭ ହୋଇଛି ଚାଷୀ ଆତ୍ମହତ୍ୟା ଧାରା। ଗତ ୧ ତାରିଖରୁ ୫ ତାରିଖ (ଶନିବାର) ମଧ୍ୟରେ ବିଭିନ୍ନ କାରଣରୁ ୪ ଜଣ ଚାଷୀ ବିଷ ପିଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ ଜଣ…
Read More...

 ଜାପାନରେ ଚିନ୍ତା , କମୁଛି ଶିଶୁଙ୍କର ସଂଖ୍ୟା

ଟୋକିଓ: ଜାପାନରେ ଶିଶୁମାନଙ୍କ ସଂକ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୩୭ ବର୍ଷ ଧରି ଦେଶରେ ଏହି ଅବସ୍ଥା ଦେଖାଦେଇଛି । ୧୪ ବର୍ଷ ତଳକୁ ଥିବା ପିଲାଙ୍କ ସଂଖ୍ୟା ଏପ୍ରିଲ ଏକ ତାରିଖ ସୁଦ୍ଧା ଦେଛ କୋଟି ହ୍ରାସ ପାଇଛି ।…
Read More...

ରଥ ନିର୍ମାଣ ପୂର୍ବରୁ ଚକରେ ଫାଟ

ପୁରୀ : ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ଚକରେ ଫାଟ ଦେଖାଦେଇଛି । ତଦାରଖ କମିଟି ସୁପାରିସକୁ ଭିତ୍ତିକରି ୨ଟି ପହି ଶନିବାର ପରିବର୍ତ୍ତନ କରାଯାଇଛି। ଏହାଛଡା ତାଳଧ୍ୱଜ ରଥପାଇଁ ନିର୍ମିତ ହେଉଥିବା ଅଖ…
Read More...

ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ବଳାତ୍କାର ଅଭିଯୋଗରେ ଓ୍ୱାର୍ଡ ବୟ ଗିରଫ

ହାଇଦ୍ରାବାଦ: ହାଇଦ୍ରାବାଦରେ  ଓସମାନିଆ ଜେନାରାଲ ହସପିଟାଲ୍‌ରେ ଅତି ଲଜ୍ୟା ଜନକ ଘଟଣା ଘଟିଯାଇଛି । ଜଣେ ମହିଳା ରୋଗୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ ଓ୍ୱାର୍ଡବୟ ସହ ସେଠାରେ ଉପସ୍ଥିତ ଥିବା ହୋମଗାର୍ଡକୁ ଗିରଫ…
Read More...

ନିର୍ମାଣରୁ ହଟିବ ପଣ୍ଡା ଇନ୍‌ଫ୍ରା

ଭୁବନେଶ୍ୱର : ବମିଖାଲ ଓଭରବ୍ରିଜ ଦୁର୍ଘଟଣାର ତଦନ୍ତ ପାଇଁ ତିନିଜଣ ମୁଖ୍ୟଯନ୍ତ୍ରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ସଦସ୍ୟମାନେ ଶନିବାର ଘଟଣାସ୍ଥଳ ଏବଂ ହସ୍ପିଟାଲକୁ ଯାଇ ପ୍ରାଥମିକ ତଦନ୍ତ…
Read More...

ବାଙ୍ଗାଲୋରକୁ ହରାଇଲା ଚେନ୍ନଇ

ପୁଣେ : ଆଇପିଏଲ୍‍-୧୧ରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ) ତା’ର ପ୍ରଭାବଶାଳୀ ପ୍ରଦର୍ଶନ ଜାରିରଖି ୧୦ମ ମ୍ୟାଚ୍‍ରେ ୭ମ ବିଜୟ ହାସଲ କରି ପୁଣି ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ପିନରଙ୍କ ସଫଳତା…
Read More...

ହାଓ୍ୱାଇ ଦ୍ୱୀପରେ ଭୂମିକମ୍ପ, ରାସ୍ତାରୁ ହେଉଛି ଅଗ୍ନି ଉଦ୍‌ଗୀରଣ

ହାଓ୍ୱାଇ:ହାଓ୍ୱାଇ ଦ୍ୱୀପରେ ଅଗ୍ନି ଉଦ୍‌ଗୀରଣ ହେବା ସହ ଭୂମିକମ୍ପ ହେଉଛି । କେତକ ସ୍ଥାନରେ ରାସ୍ତା ଫାଟି ଯିବା ସହ ରାସ୍ତାର ଭିତରୁ ଲାଭା ବାହାରୁଛି । କିଲାଓ୍ୱିଆ ଆଗ୍ନେୟଗିରିରୁ ପ୍ରଥମେ ଲବା ଉଦ୍‌ଗୀରଣ ହୋଇଥିଲା ।…
Read More...

ସେଭେନ ହିଲସ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ଵ୍ରହ୍ମପୁର : ବିଳମ୍ବରେ ହେଲେ ମଧ୍ୟ ଵ୍ରହ୍ମପୁରର ଠକ ସଂସ୍ଥା ସେଭେନ ହିଲସ ସଂସ୍ଥା ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । ଏକ ବ୍ୟାଙ୍କରୁ ଋଣ ଟଙ୍କା ପରିଶୋଧ କରିବାରେ ବିଫଳ ହେବା ପରେ ସଂସ୍ଥା ବିରୋଧରେ ଏହି…
Read More...

ଝାଡ଼ଖଣ୍ଡ : ଗଣବଳାତ୍କାର, ପୋଡି ହତ୍ୟା ମାମଲାରେ ୧୪ ଗିରଫ

ଛତ୍ରା : ୧୮ ବର୍ଷ ବୟସ୍କ ଜଣେ ଯୁବତୀଙ୍କୁ ଗଣବଳାତ୍କାର ପରେ ଜୀବନ୍ତ ପୋଡି ହତ୍ୟା କରିବା ଘଟଣାରେ ଝାଡ଼ଖଣ୍ଡ ପୁଲିସ ଶନିବାର ୧୪ ଜଣଙ୍କୁ ଗିରଫ କରିଛି। ଛତ୍ରା ଜିଲା ଅନ୍ତର୍ଗତ ରାଜକେନ୍ଦୁଆ ଗ୍ରାମରେ ଶୁକ୍ରବାର…
Read More...

ମେ’ ୨୨ରେ ମୁନ୍‍ଙ୍କୁ ଭେଟିବେ ଟ୍ରମ୍ପ

ୱାଶିଂଟନ୍‍  : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆକୁ ପୁନଃ ବନ୍ଧୁତ୍ୱର ସୂତ୍ରରେ ବାନ୍ଧିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ ୨୨ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି…
Read More...

“ମା’ କି ଦୁଧ୍‌ ପିୟା ହେ ତୋ ସାମନେ ଆ,” କହିଥିବା ଆତଙ୍କବାଦୀକୁ ସାମ୍ନାରୁ ଗୁଳି ମାରିଲେ ସେନାର ମେଜର

ନୂଆଦିଲ୍ଲୀ: କଶ୍ମୀରରେ ଭାରତୀୟ ସେନା ସହ ପ୍ରାୟ ପ୍ରତ୍ୟେକ ଦିନ ଆତଙ୍କବାଦୀଙ୍କର ସଂଘର୍ଷ ହେଉଛି । ପାକିସ୍ତାନ ପକ୍ଷରୁ ପ୍ରାୟୋଜିତ ଆତଙ୍କବାଦୀଙ୍କୁ ମୂଳପୋଛ କରିବାରେ ଲାଗିଛି ଭାରତୀୟ ସେନା । ତେବେବି ଅନେକ…
Read More...

‘୧୦୨ ନଟ୍‍ଆଉଟ୍‍’ – ପ୍ରଥମ ଦିନରେ ସାଢେ ତିନି କୋଟିର ଆୟ

ମୁମ୍ବଇ : ଅମିତାଭ ବଚ୍ଚନ ଓ ଋଷି କାପୁରଙ୍କ ଅଭିନୀତ ଚର୍ଚ୍ଚିତ ସିନେମା ‘୧୦୨ ନଟ୍‍ଆଉଟ୍‍’ ଶୁକ୍ରବାର ରିଲିଜ ହୋଇଛି। ପ୍ରଥମ ଦିନରୁ ହିଁ ଫିଲ୍ମଟି ଭଲ ବ୍ୟବସାୟ କରିଛି।  ‘୧୦୨ ନଟ୍‍ଆଉଟ୍‍’ ରିଲିଜ ଦିନ ହିଁ ସାଢେ ତିନି…
Read More...

ତ୍ରିରାଷ୍ଟ୍ରୀୟ ଗସ୍ତରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଶନିବାରଠାରୁ ଲାଟିନ୍‍ ଆମେରିକୀୟ ରାଷ୍ଟ୍ର ଗୁଏତମାଲା, ପାନାମା ଓ ପେରୁ ଗସ୍ତରେ ଯାଇଛନ୍ତି । ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ନାଇଡୁ ରବିବାର…
Read More...

ଅଲୱର ଏକ୍ସପ୍ରେସ ସ୍କୁଲ; ଟ୍ରେନ ଡ଼ବାରେ ଶ୍ରେଣୀ ଗୃହ !

ଜୟପୁର : ଏହି ଟ୍ରେନରେ ଚଢିବା ପାଇଁ ସମସ୍ତେ ବ୍ୟସ୍ତ। ତେବେ ଚଢୁଥିବା ଯାତ୍ରୀମାନେ ହେଉଛନ୍ତି କେବଳ ଛାତ୍ରଛାତ୍ରୀ। ଏହା ନିଶ୍ଚିତ ପକ୍ଷେ ଏକ ଆଶ୍ଚର୍ଯ୍ୟ ଜନକ ଖବର। କାରଣ ପିଲାମାନେ କୌଣସି ପିକନିକ୍‍…
Read More...

ମଙ୍ଗଳକୁ  ଇନସାଇଟ୍ ମାର୍ସ ଲାଣ୍ଡର ପଠାଇଲା ନାସା

ନ୍ୟୁୟର୍କ:  ଶନିବାରରେ ନାସା  ଇନ୍‌ସାଇଟ୍‌ ନାମକ ମାର୍ସ ଲାଣ୍ଡର ନାମକ  କୃତ୍ରିମ ଉପଗ୍ରହ ମଙ୍ଗଳ ଗ୍ରହକୁ ପଠାଇଛି ।  ଏହା ମଙ୍ଗଳଗ୍ରହରେ ଅବତରଣ କରିବା ସହ ଏହାର ବାତା ବରଣ ଉପରେ ଗବେଷଣା କରିବ । ଏଥିପାଇଁ ୯୯୩…
Read More...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଚଣ୍ଡୀପୀଠ ଗ୍ରାମର କୈଳାସ ପ୍ରଧାନ ବୋଲି ଜଣାପଡ଼ିଛି । ବ୍ରହ୍ମପୁରରୁ ଭୁବନେଶ୍ୱର…
Read More...

ପିତା ଶାଗ ବେସର

ଆବଶ୍ୟକୀୟ ସାମଗ୍ରୀ: କଟା ଆଳୁ, କଟା ବାଇଗଣ, କଟା ପିଆଜ, ବେସର ବଟା(ସୋରିଷ, ରସୁଣ,ଅଦା, ୩ଟି କଞ୍ଚା ଓ ଶୁଖିଲା ଲଙ୍କା), ତେଲ, ଲଙ୍କା ଗୁଣ୍ଡ ଓ ଆବଶ୍ୟକୀୟ ଲୁଣ । ପ୍ରସ୍ତୁତ ପ୍ରଣାଳୀ: ପିତା ଶାଗକୁ ଚୁନା ଚୁନା କରି…
Read More...

ସ୍ୱଚ୍ଛ ଭାରତ ବହିରେ ପାକିସ୍ତାନ ଜାତୀୟ ପତାକା ଆଙ୍କୁଥିବା ବାଳିକାର ଫଟୋକୁ ନେଇ ବିବାଦ

ଜାମୁଇ(ବିହାର):  ବିହାରର ଜାମୁଇରେ ସ୍ୱଚ୍ଛ ଭାରତ ପାଇଁ ୫ ହଜାର ବହି ଛପା ଯାଇଥିଲା । ଏଥିରେ ସ୍ୱଚ୍ଛ ଜାମୁଇ,ସ୍ୱସ୍ଥ ଜାମୁଇ ଛପା ଯାଇଥିଲା । ହେଲେ ଏହି ବହି ଉପରେ ଏକ ବାଳିକାର ଫଟୋ ଥିଲା । ଏହି ଫଟୋରେ ବାଳିକାଟି ଏକ…
Read More...

ଝଡ଼ବର୍ଷା ଓ ଧୂଳିଝଡ଼ ନେଇ ସ୍ୱରାଷ୍ଟ୍ର  ମନ୍ତ୍ରଣାଳୟର ସତର୍କ ସୂଚନା

ନୂଆଦିଲ୍ଲୀ : ପାଣିପାଗରେ ଅସ୍ବଭାବିକ ପରିବର୍ତ୍ତନ, ଘଡ଼ଘଡ଼ି ବର୍ଷା ଓ ଧୂଳିଝଡ଼  ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି।  ଧୂଳିଝଡ଼ ଯୋଗୁଁ ଉତ୍ତର ଭାରତରେ ଶତାଧିକ ଳୋକଙ୍କ ମୃତ୍ୟୁ ପରେ ସ୍ୱରାଷ୍ଟ୍ର  ମନ୍ତ୍ରଣାଳୟ ସଜାଗ…
Read More...

ନିର୍ବାଚନରେ ହାରି ଗିନିଜ ରେକର୍ଡ଼

ନୂଆଦିଲ୍ଲୀ: ଭାରତରେ ଏଭଳି ଜଣେ ବ୍ୟକ୍ତି,ଯିଏ ଦୀର୍ଘ ସମୟ ଧରି ନିର୍ବାଚନରେ ହାରି ଗିନିଜ ବୁକ ରେକର୍ଡ଼ କରିଛନ୍ତି। ଏଭଳି ବ୍ୟକ୍ତି ହେଲେ ବେଙ୍ଗାଲୁରୁ ନିବାସୀ ହୋତେ ପାକ୍ସା ରଙ୍ଗସ୍ୱାମୀ। ୧୯୬୭ରୁ ୨୦୦୪ ମଧ୍ୟରେ ସମସ୍ତ…
Read More...

ମନ ଭାଙ୍ଗିବାରେ ଓସ୍ତାଦ୍ ଏହି ୪ଟି ରାଶିର ଲୋକ

ସିଂହ:ଏହି ରାଶିର ଲୋକମାନେ ଲଭରେ ଏକଦମ୍ ପରଫେକ୍ଟ ହୋଇଥାନ୍ତି । କିନ୍ତୁ ଏହି ରଶିର ଲୋକ ଅଭିନୟ କରିବାରେ ମାହିର ହୋଇଥାନ୍ତି । ଏମାନେ ନିଜ ସାଥୀକୁ ଭଲ ପାଇଥାଆନ୍ତି । କିନ୍ତୁ ତାଙ୍କ ସାଥୀ ଯଦି ଖୁସି ଦେବାରେ ଅବହେଳା…
Read More...

ଆଇପିଏଲ୍ – ୨୦୧୮ : ବାଙ୍ଗାଲୋର-ଚେନ୍ନଇ ଏବଂ ହାଇଦରାବାଦ-ଦିଲ୍ଲୀ ମଧ୍ୟରେ ମୁକାବିଲା

ପୁଣେ/ହାଇଦରାବାଦ : ଆଇପିଏଲ୍ କ୍ରିକେଟର ଚଳିତ ସଂସ୍କରଣ ଦିନକୁ ଦିନ ବେଶ ରୋମାଞ୍ଚକର ସ୍ଥିତିରେ ପହଞ୍ଚିବାରେ ଲାଗିଛି।  ଅନେକ ଦଳ ବେଶ ଭଲ ପ୍ରଦର୍ଶନ କରି ନିଜ ସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କରୁଛନ୍ତି। …
Read More...

ପୁଞ୍ଜିଲାଲ୍‍କୁ ରାୟପୁର ନେଲା କ୍ରାଇମ୍‍ବ୍ରାଞ୍ଚ

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‍ ମେହେରକୁ ନେଇ କ୍ରାଇମ୍‍ବ୍ରାଞ୍ଚ ପୁଲିସ ଆଜି ରାୟପୁର ଯାଇଛି। ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଯାଇଥିବା ପୁଲିସ୍‍ ଟିମ୍‍ ସେଠାରେ…
Read More...

ଲୁଟ ଗହଣା ଫେରି ପାଇଲେ ଯୁବତୀ

ଭୁବନେଶ୍ୱର: ବିବାହ ପାଇଁ ଗହଣା ନେଇ ଟ୍ରେନରେ ଆସୁଥିବା ଜଣେ ଯୁବତୀଙ୍କଠାରୁ ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ଏନେଇ ଜିଆରପି ଥାନାରେ ଅଭିଯୋଗ ହୋଇଥିଲା । ଘଟଣାର ଅନୁସନ୍ଧାନ…
Read More...

ଗଞ୍ଜାମ ଜିଲାପାଳ ଦେବେ ୫ ଲକ୍ଷ ଟଙ୍କା ଜୋରିମାନା

ବ୍ରହ୍ମପୁର: ଗଞ୍ଜାମ ଜିଲାପାଳଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍(ଏନ୍‍ଜିଟି)। ଏଥିସହିତ ଅବକାରୀ ସଚିବ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,…
Read More...

ପୁଣି ମାତିଲେ ମାଓବାଦୀ

କଟକ: କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଉଠିଛି ମାଓବାଦୀ ସଂଗଠନ । ଦୁଇଟି ପୃଥକ ସ୍ଥାନରେ ମାଓବାଦୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଏକ ସ୍ଥାନରେ ମାଓବାଦୀଙ୍କ ଭୟରେ କିଛି ପରିବାର ଗାଁ…
Read More...

ଚୀନର ଲେଜର ଆକ୍ରମଣରେ ଆମେରିକାର ଯୁଦ୍ଧ ବିମାନ ପାଇଲଟ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ମଧ୍ୟରେ ଶକ୍ତି ପ୍ରଦର୍ଶନର ପ୍ରତିଯୋଗିତା ଆଉ ଏକ ପର୍ଯ୍ୟାୟ ଆଗେଇ ଯାଇଛି। ଏଭଳି ଦେଖିବାକୁ ମିଳିଛି ଆଫ୍ରିକାର ଜିବୁତୀ ଅଞ୍ଚଳରେ। ଏହି ଅଞ୍ଚଳରେ ଆମେରିକାର ଏକ ଯୁଦ୍ଧ…
Read More...

କୋଣାର୍କରେ ମାର୍ବଲ ଖସି ଶ୍ରମିକ ଗୁରୁତର

ଗୋପ: କୋଣାର୍କ ମନ୍ଦିର ପାରିପାର୍ଶ୍ଵ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଚାଲୁଥିବା ବେଳେ ମାର୍ବଲ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଫଳରେ ତାଙ୍କ ଗୋଡରେ ଗଭୀର କ୍ଷତ ହୋଇଥିଲା ସେଠାରେ କାର୍ୟ୍ୟ କରୁଥିବା ଅନ୍ୟ…
Read More...

କାଶ୍ମୀର ବିଚ୍ଛିନ୍ନବାଦୀ ନେତା ୟାସୀନ ମଲ୍ଲୀକ ଗିରଫ:ମୀରବାଇଜ,ଗିଲାନୀ ଓ ହିଲାଲ ନଜରବନ୍ଦୀ

ଶ୍ରୀନଗର: ଶନିବାର ଜମ୍ମୁ ପୁଲିସ ପକ୍ଷରୁ ଜେଆରଏଲଏଫ ଅଧ୍ୟକ୍ଷ ମହମ୍ମଦ ୟାସିନଙ୍କୁ ଗିରଫ କରିଛି। ସେହିପରି ହୁରିୟତ ମୁଖ୍ୟ ମୀରବାଇଜ ମୈଲବୀ ଓମର ଫାରୁକ ଓ ସୟିଦ ଅଲ୍ଲୀ ସାହ ଗିଲାନୀ ସମେତ ଅନ୍ୟାନ୍ୟ ବିଚ୍ଛିନ୍ନବାଦୀ…
Read More...

ଝାଡ଼ଖଣ୍ଡ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ୧୬ ଗିରଫ

ଛତ୍ରା: ଝାଡ଼ଖଣ୍ଡର ନକ୍ସଲ୍‍ ଅଧ୍ୟୁଷିତ ଛତ୍ରା ଜିଲାରେ ଗଣବଳାତ୍କାର ଓ ହତ୍ୟା ଘଟଣାରେ ପୁଲିସ୍‍ ୧୬ ଜଣଙ୍କୁ ଗିରଫ କରିଛି। ଆହୁରି ଚାରିଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ଗତ ଶୁକ୍ରବାର ରାତିରେ ଜନୈକା ୧୬…
Read More...

ଲସ୍‌ଆଞ୍ଜେଲସ୍‌ରେ ଏୟାର ଟ୍ରାମ୍ସ ସୁବିଧା

ପ୍ରତି ବର୍ଷର ସର୍ବେକ୍ଷଣ ଅନୁସାରେ ଲସଆଞ୍ଜଲସରେ ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଣୁ ସେମାନଙ୍କୁ ଅଧିକ ପରିମାଣରେ ଆକୃଷ୍ଟ କରିବା ନିମନ୍ତେ ସ୍ଥାନୀୟ ମେୟର ଏକ ପଦକ୍ଷେପ ନେଇଛନ୍ତି। ସହରର ବିଭିନ୍ନ ଦିଗରେ…
Read More...

ବାନ୍ଧବୀଙ୍କ ବିବାହକୁ ନେଇ ବ୍ୟସ୍ତ ଅଛନ୍ତି ପ୍ରିୟଙ୍କା !

କାମରେ ବ୍ୟସ୍ତ ଅଛନ୍ତି ଏହି ପୂର୍ବତନ ବିଶ୍ବସୁନ୍ଦରୀ। ତେବେ ତାଙ୍କର ଏବେ ଜୋରଦାର୍ ସପିଂ ଚାଲିଛି। କାରଣ ପୂରା ବିଶ୍ବ ପ୍ରତୀକ୍ଷା କରିଥିବା ରାଜପରିବାରର ବିବାହରେ ସେ ଅତିଥି ଭାବେ ଯୋଗଦେବାକୁ ଯାଉଛନ୍ତି। ବ୍ରିଟେନ୍…
Read More...

ବମିଖାଲ୍‍ ଦୁର୍ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ବମିଖାଲ୍‍ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଘଟଣାସ୍ଥଳ ପରିଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ…
Read More...

କାଠୁଆ ଗଣବଳାତ୍କାରରେ କ୍ରାଇମ ବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହ: ବିଜେପି ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇ ଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ବିଜେପି ପକ୍ଷରୁ ଏକ ଭିଡ଼ିଓ ଜାରି କରାଯାଇଛି। ଜମ୍ମୁ କାଶ୍ମୀର ବିଜେପିର ୱେବସାଇଟ ଓ ଟ୍ୱିଟରରେ ଏହି…
Read More...

ଅାନ୍ତଃରାଜ୍ୟ ଲୁଟେରା ଗିରଫ

ଯାଜପୁର: ଯାଜପୁର ଏସଡ଼ିପିଓ ପ୍ରଶାନ୍ତ ମଲ୍ଲଙ୍କ ନେତୃତ୍ବରେ ଥାନା ଅଧିକାରୀ ପି.କେ ସାହୁ, ମାନସ ଚକ୍ରଙ୍କୁ ନେଇ ଗଠିତ ଏକ ଟିମ୍ ୩ଜଣ ଅାନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ୍ କରିଛନ୍ତି । ସେମାନଙ୍କଠାରୁ ୨ଟି ପଲସେର ବାଇକ,…
Read More...

ଆରତି ଷ୍ଟିଲ୍‍ରେ ଉତ୍ତେଜନା

ଆଠଗଡ଼: ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଆରତି ଷ୍ଟିଲ୍‍ରେ ଆଜି ଉତ୍ତେଜନା ଦେଖାଦେଇଛି। ଗେଟ୍‍ ସମ୍ମୁଖରେ ଶ୍ରମିକ ଓ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ମୃତଙ୍କ ପରିବାରକୁ କ୍ଷତିପୂରଣ ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା…
Read More...

ଏନ୍‍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଛଟାବଲ୍‌ ତାବେଲାସ୍ଥିତ ଏକ ଘରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ପାଇ ସୁରକ୍ଷା କର୍ମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।…
Read More...

ହାତୀ ଆକ୍ରମଣରେ ଜଣେ ମୃତ

କଟକ: କଟକ ଜିଲା ତିଗିରିଆ ଥାନା ଶାଳିଗଞ୍ଜ ଗାଁରେ ହାତୀ ଆକ୍ରମଣରେ ଶ୍ୟାମସୁନ୍ଦର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶ୍ୟାମସୁନ୍ଦର ବିଲକୁ ଯାଇଥିବା ବେଳେ ହାତୀ ମୁହଁରେ ପଡ଼ିଥିଲେ। ହାତୀ ତାଙ୍କୁ ଦଳି…
Read More...

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ନୟାଗଡ଼: ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ତା ନିକଟରୁ ଏକ ମାଉଜର ଓ ୫ଟି ଗୁଳି ଜବତ କରାଯାଇଛ। ରବିକୁ ଗିରଫ କରିବାକୁ ପୁଲିସର ଏକ ଟିମ୍‌ ଯାଇଥିଲା। ରଣପୁର ଥାନା ଅନ୍ତର୍ଗତ…
Read More...

ମନ୍ଦିରରୁ ମୋବାଇଲ ଚୋରି: ବନ୍ଧା ହେଲେ ଯୁବକ

ନୀଳଗିରି: ପଞ୍ଚଲିଙ୍ଗେଶ୍ବର ଶୈବପୀଠ ନିକଟସ୍ଥ ଶିରିଡି ସାଇ ମନ୍ଦିରରୁ କିଛିଦିନ ପୂର୍ବରୁ ପୂଜକଙ୍କ ମୋବାଇଲ ଚୋରି ହୋଇଥିଲା। ଶନିବାର ସକାଳେ ନିକଟସ୍ଥ ଗୁହାଳିଆ ଗାଁର ଗଙ୍ଗା ନାମକ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି…
Read More...

ଗୋଟିଏ ରାତିରେ ଦୁଇଟି ଏଟିଏମ୍‍ ଲୁଟ୍‍

ବାଲେଶ୍ୱର: ଗୋଟିଏ ରାତିରେ ବାଲେଶ୍ୱର ଜିଲାର ଦୁଇଟି ସ୍ଥାନରୁ ଏଟିଏମ୍‍ ଲୁଟ୍‍ ହୋଇଛି। ଗ୍ୟାସ୍‍ କଟର ବ୍ୟବହାର କରି ଦୁବୃର୍ତ୍ତମାନେ ଏଟିଏମ୍‍ରୁ ପ୍ରାୟ ୩୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହଦେବଖୁଣ୍ଟା…
Read More...

ପୁଣେରେ ମଣିଷଙ୍କ ଅପେକ୍ଷା ଗାଡ଼ି ସଂଖ୍ୟା ଅଧିକ

ପୁଣେ : ଏବେ ପୁଣେ ଏକ ରହସ୍ୟମୟ ସହରରେ ପରିଣତ ହୋଇଛି । ପୁଣେରେ ଗାଡ଼ି ସଂଖ୍ୟା ଜନସଂଖ୍ୟାକୁ ଟପି ଯାଇଛି । ଏଠାରେ ୩୬.୨ ଲକ୍ଷ ଗାଡ଼ି ଥିବାବେଳେ ଜନସଂଖ୍ୟା ୩୫ ଲକ୍ଷ ରହିଛି । ପ୍ରଥମ ସହର ଭାବେ ଦେଶରେ ପୁଣେରେ ମଣିଷଙ୍କ…
Read More...

ଘଡ଼ି ସମୟକୁ ଏକ୍‌ କଲେ ଉତ୍ତର ଓ ଦକ୍ଷିଣ କୋରିଆ

ସିଓଲ : ଉତ୍ତର ଓ ଦକ୍ଷିଣ କୋରିଆ ସମ୍ପର୍କ ସୁଧିରିବାରେ ଲାଗିଛି । ଏହି ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଉଭୟ ଦେଶ ନିଜର ସମୟ ଜୋନ୍‌କୁ ଏକ କରିଦେଇଛନ୍ତି । ଉତ୍ତର କୋରିଆ ନିଜ ସମୟ ଜୋନ୍‌କୁ ଅଧା ଘଣ୍ଟା ଆଗକୁ…
Read More...

କଠୁଆ : ନିଜକୁ ନିର୍ଦୋଷ କହିଲେ ଅଭିଯୁକ୍ତ, ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ ଏବଂ ତାର ପୁଅ ବିଶାଲ ଜଙ୍ଗୋତ୍ରା ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜକୁ ନିର୍ଦୋଷ ବୋଲି ଦାବି କରିଛନ୍ତି ।…
Read More...

ପୁଲିସ୍‌ ବାହନୀରେ କିନ୍ନରଙ୍କୁ ନିଯୁକ୍ତି ଦେବ ଛତିଶଗଡ

ରାୟପୁର : ବିଜେପି ନେତୃତ୍ୱାଧୀନ ଛତିଶଗଡ଼ ସରକାର ପୁଲିସ୍‌ ବାହିନୀରେ କିନ୍ନରଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସମାଜରେ ଲିଙ୍ଗଗତ ବୈଷମତା ଦୂର କରିବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି ପାଇଁ ରମଣ…
Read More...

ଫିଲ୍ପକାର୍ଟକୁ କିଣିବ ଓ୍ୱାଲମାର୍ଟ, ୧୫୦୦ କୋଟି ଆମେରିକୀୟ ଡଲାରରେ ବିକ୍ରି ହେବ!

ନୂଆଦିଲ୍ଲୀ: ଭାରତର ଇ-କମର୍ସ ବା ଅନଲାଇନ୍‌ ବ୍ୟବସାୟ କରୁଥିବା ଅନ୍ୟତମ ମୁଖ୍ୟ କମ୍ପାନୀ ଫିଲ୍ପକାର୍ଟର ବିକ୍ରି ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି । ଓ୍ୱାଲମାର୍ଟ ଏହାର ୭୫ ପ୍ରତିଶତ ଅଂଶଧନ କିଣିବ । ଫ୍ଲିପକାର୍ଟର…
Read More...

ପୁଅ ବାହାଘରକୁ ଆସିପାରିବେନି ଲାଲୁ

ପାଟନା : ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ବାହାଘର ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ମେ ୧୨ରେ ତେଜ ପ୍ରତାପଙ୍କ ବାହାଘର ପୂର୍ବତନ ମନ୍ତ୍ରୀ…
Read More...

କର୍ଣ୍ଣାଟକ ନିର୍ବାଚନ ପ୍ରଚାର କାଣ୍ଟଛାଣ୍ଟ କଲେ ଆଦିତ୍ୟନାଥ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକ ବିଧାନସଭା ନିର୍ବାଚନ କାର୍ଯ୍ୟ କାଣ୍ଟଛାଣ୍ଟ କରି ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଘୂର୍ଣ୍ଣିଝଡ ଯୋଗୁଁ ରାଜ୍ୟରେ ଅନେକ ଲୋକଙ୍କ ପ୍ରାଣୀହାନି…
Read More...

ବିଜେପି ନିର୍ବାଚନ ଇସ୍ତାହାରରେ ମହିଳାଙ୍କୁ ମାଗଣା ସ୍ମାର୍ଟ ଫୋନ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତାର ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷିତ ଇସ୍ତାହାରରେ ଦଳ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି। ରାଜ୍ୟରେ ଯଦି ବିଜେପି…
Read More...

ଝାରସୁଗୁଡାରେ ହେବ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର

କଟକ: ଝାରସୁଗୁଡାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ କରାଯିବ । ଡିଜିସିଏ ବା  ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ଏଥିପାଇଁ ଅନୁମତି ଦେଇଥିବା  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ…
Read More...

ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ପରସ୍ପରକୁ ଦୋଷ ଦେଲେ କେନ୍ଦ୍ର ଓ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ହାଇକୋର୍ଟରେ ପାଖାପାଖି ୩୮% ବିଚାରପତି ପଦ ଖାଲି ପଡିଛି । ମାତ୍ର ବିଚାରପତି ନିଯୁକ୍ତିରେ ଅହେତୁକ ବିଳମ୍ବ ହେବାରେ ଲାଗିଛି । ଶୁକ୍ରବାର ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ କେନ୍ଦ୍ର…
Read More...

ଦୁଇଦିନ ବନ୍ଦ ରହିବ ରେଳ ଟିକଟ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ନଦର୍ଣ୍ଣ ରେଲୱେ, ନର୍ଥ ସେଣ୍ଟ୍ରାଲ ରେଲୱେ , ନର୍ଥ ୱେଷ୍ଟର୍ଣ୍ଣ ରେଲୱେ ଓ ନର୍ଥ ଇଷ୍ଟର୍ଣ୍ଣ ରେଲୱେର ରେଳ ଟିକଟ ସଂରକ୍ଷଣ ବ୍ୟବସ୍ଥା ଶନିବାର ଓ ରବିବାର ଦୁଇଦିନ ପାଇଁ ସାମୟିକ ଭାବେ ବନ୍ଦ ରହିବ।…
Read More...

ଆମେରିକା ବିମାନକୁ ଚୀନ୍‌ କରୁଛି ଲେଜର ମାଡ ଅଭିଯୋଗ, ଅସ୍ୱୀକାର କଲା ବେଜିଂ

ଓ୍ୱାଶିଂଟନ: ଆମେରିକାର ବିମାନମାନଙ୍କୁ ଚୀନ୍‌ ପକ୍ଷରୁ  ଲେଜର ରଶ୍ମୀ ମାଡ କରୁଥିବା ଅଭିଯୋଗ ହୋଇଛି । ଆମେରିକା ପକ୍ଷରୁ ଚୀନ୍‌ ସରକାରଙ୍କୁ ଏ ବିଷୟରେ  ଅଭିଯୋଗ ଜଣାଇ ଦିଆଯାଇଛି । ଆମେରିକାର ଡିଜିବୌଟି ସୈନ୍ୟ ଛାଉଣୀରୁ…
Read More...

ମୁମ୍ବଇକୁ ଜିତାଇଲେ କ୍ରୁନାଲ

ଇନ୍ଦୋର : ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ୬ ୱିକେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‌ସ। ମୁମ୍ବଇର ଏହି ବିଜୟରେ କ୍ରୁନାଲ ପାଣ୍ଡ୍ୟାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
Read More...

ଶନିବାର ରାଶିଫଳ

ମେଷ: ଭବିଷ୍ୟତ କର୍ମପନ୍ଥା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ମନ ଦୁର୍ବଳ ରହିପାରେ। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ସନ୍ମାର୍ଗୀ ହେବେ। ପତ୍ନୀ, ପୁତ୍ରଙ୍କ ସହାୟତା…
Read More...

ଥାନାରେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଥାନାଧିକାରୀ ଗିରଫ

ନୂଆଦିଲ୍ଲୀ : ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଲାଗି ସରକାର ଆଇନକୁ କଡ଼ାକଡ଼ି କରିବା ସହ ମହିଳାଙ୍କ ସୁରକ୍ଷା ଦିଗରେ ସଜାଗ ରହିବା ଲାଗି ପୁଲିସ ଓ ପ୍ରଶାସନକୁ ତାଗିଦ କରୁଛନ୍ତି।…
Read More...

ଦଳିତଙ୍କ ସହ ଖାଇବାକୁ ମନା କଲେ ଉମାଭାରତୀ

ଛତରପୁର : ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଦଳିତ ସମ୍ପ୍ରଦାୟର ଲୋକଙ୍କ ସହିତ ଖାଦ୍ୟ ଗ୍ରହଣ କରିବାକୁ ମନା କରି ସମାଲୋଚିତ ହୋଇଛନ୍ତି। ଦକ୍ଷିଣ ଦିଲ୍ଲୀର ଛତରପୁରଠାରେ ଅନୁଷ୍ଠିତ ଏକ…
Read More...

ଦଳିତଙ୍କ ଘରେ ମଶା କାମୁଡ଼ୁଛନ୍ତି: ମନ୍ତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଜେପିର ‘ଦଳିତଙ୍କ ସହିତ ରାତ୍ରିିଭୋଜନ’ କାର୍ଯ୍ୟକ୍ରମକୁ ଉକ ଝଟ୍‌କା ଲାଗିଛି। କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ପରେ ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ଅନୁପମା ଜୟସ୍ୱାଲଙ୍କ ବିବାଦୀୟ…
Read More...

ଡେରାଡୁନରେ ବେଆଇନ ମୁଦ୍ରାଶାଳା ଠାବ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଡେରାଡୁନରେ ଏକ ବେଆଇନ ମୁଦ୍ରାଶାଳା ଠାବ କରିଛି। ଏହି ମୁଦ୍ରାଶାଳାରେ ଇଥେରିୟମ୍‌ ମୁଦ୍ରା ତିଆରି କରାଯାଇ ବିଶ୍ୱ ବଜାରରେ ବିକ୍ରି କରାଯାଉଥିଲା। ଦେଶରେ ପ୍ରଥମ କରି ଏପରି…
Read More...

ଗଣବଳାତ୍କାର ପରେ ନାବାଳିକାକୁ ପୋଡି ମାରିଦେଲେ

ରାଞ୍ଚି : ଝାଡଖଣ୍ଡ ଛତ୍ରା ଜିଲାର ରାଜକେନ୍ଦୁଆ ଗ୍ରାମରେ ଜଣେ ୧୬ବର୍ଷର ନାବାଳିକାକୁ ୪ଜଣ ଯୁବକ ଗଣବଳାତ୍କାର କରିବା ପରେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ନାବାଳିକାର ପରିବାର ସଦସ୍ୟମାନେ ଏକ ବିବାହ ଉତ୍ସବରେ…
Read More...

ନିଟ୍‌ ପରୀକ୍ଷାର୍ଥୀଙ୍କୁ ତାମିଲନାଡୁ ସରକାର ଦେବେ ଗସ୍ତ ଖର୍ଚ୍ଚ

ଚେନ୍ନଇ : ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌)ର ପରୀକ୍ଷାର୍ଥୀଙ୍କୁ ତାମିଲନାଡୁ ସରକାର ଭତ୍ତା ଦେବାର ବ୍ୟବସ୍ଥା କରିଛନ୍ତି। ଶୁକ୍ରବାର ରାଜ୍ୟ…
Read More...

ଭାରତୀୟ ନିବେଶକଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଶିରିସେନାଙ୍କ ସହଯୋଗୀ

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ପ୍ରମୁଖ ସହଯୋଗୀ ଆଇଏଚକେ ମହାନାମା ଜଣେ ଭାରତୀୟ ନିବେଶକଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗୁରୁବାର ମହାନାମା ଜଣେ ଭାରତୀୟ ନିବେଶକଙ୍କ…
Read More...

ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା: ଦୋଷୀଙ୍କ ଫାଶୀ ନିଷ୍ପତ୍ତି ଝୁଲୁଛି

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୁଇ ଜଣ ଦୋଷୀ ସେମାନଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପାଇଁ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ଦୁଇ…
Read More...

ଦୁର୍ବଳ ଅମ୍ପାୟରିଂକୁ ନେଇ ବିସିସିଆଇ ସମାଲୋଚିତ

ମୁମ୍ବଇ : ଚଳିତବର୍ଷ ଆଇପିଏଲ୍‍ରେ ଦୁର୍ବଳ ଅମ୍ପାୟରିଂକୁ ନେଇ ବିସିସିଆଇ ବହୁଳ ଭାବେ ସମାଲୋଚିତ ହୋଇଛି। ମ୍ୟାଚ୍‍ରେ ଅମ୍ପାୟରିଂ କରୁଥିବା ବ୍ୟକ୍ତିମାନେ ଅନେକ ଭୁଲ୍‍ଭଟକା କରୁଥିବା ଦେଖିବାକୁ ମିଳୁଛି। ଚଳିତ…
Read More...

ଧୂଳି ଝଡ଼ରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଗତ ୨ ତାରିଖରେ  ପ୍ରଚଣ୍ଡ ଧୂଳିଝଡ଼ରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର…
Read More...

ବିଜେଡି ନେତାଙ୍କୁ ହତ୍ୟା

ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‍ ଅନ୍ତର୍ଗତ ବଡ଼ଗଡ଼ଠାରେ ଶୁକ୍ରବାର ଅପରାହ୍ନରେ ଜଣାଶୁଣା ଯୁବ ବିଜେଡି ନେତା ସନିଆ ବିଷୋୟୀ(୩୫)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪ଜଣ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଚିଚ୍‍…
Read More...

ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ସତର୍କ ସୂଚନା

ଉତ୍ତର, ପୂର୍ବ ଭାରତରେ ଝଡ଼ବାତ୍ୟା ଲାଗି ରହିବ  ନୂଆଦିଲ୍ଲୀ : ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶରେ ସୋମବାର ପର୍ଯ୍ୟନ୍ତ ଝଡ଼ବାତ୍ୟା ଲାଗି ରହିବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି)ର…
Read More...

ଆଇପିଏଲ୍‍ : ୨ଟି ପ୍ଲେ ଅଫ୍‍ ମ୍ୟାଚ୍‍ କଲକାତାକୁ ସ୍ଥାନାନ୍ତର

ନୂଆଦିଲ୍ଲୀ : ଆଇପିଏଲ୍‍ର ଚଳିତ ସିଜିନ୍‍ର ଦୁଇଟି ପ୍ଲେ ଅଫ୍‍ ମ୍ୟାଚ୍‍ ପୁଣେରୁ କଲକାତା ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ପୁଣେରେ ଏଲିମିନେଟର ଓ କ୍ୱାଲିଫାୟାର-୨ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ପୂର୍ବରୁ ନିଷ୍ପତ୍ତି…
Read More...

ବେଆଇନ ଅର୍ଥ କାରବାର ମାମଲା : ଛଗନ ଭୁଜବଳଙ୍କୁ ଜାମିନ

ମୁମ୍ବଇ : ବେଆଇନ ଅର୍ଥ କାରବାର ମାମଲାରେ ବମ୍ବେ ହାଇକୋର୍ଟ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଛଗନ ଭୁଜବଳଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀରେ ମହାରାଷ୍ଟ୍ର ସଦନ ନିର୍ମାଣରେ ଅନିୟମିତତା ଏବଂ…
Read More...

ନିର୍ବାଚନୀ ପ୍ରଚାର ବେଳେ ହୃଦ୍‍ଘାତରେ ବିଜେପି ବିଧାୟକଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥିବା ବେଳେ ରାଜ୍ୟରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଦଳର ଅତ୍ୟନ୍ତ ଲୋକପ୍ରିୟ ନେତା ତଥା ବିଧାୟକ ବି. ଏନ୍‍. ବିଜୟକୁମାରଙ୍କ…
Read More...

ମୃତ୍ୟୁସଂଖ୍ୟ ଶୂନ୍ୟ କହି ବିବାଦରେ ବିହାରର ମନ୍ତ୍ରୀ

ମୋତିହାରି : ବିହାରର ମୋତିହାରିଠାରେ ଗୁରୁବାର ଘଟିଥିବା ବସ୍‍ ଦୁର୍ଘଟଣାରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୁନିଶ୍ଚିତ କରାଯାଇଥିଲା। ଏପରିକି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ…
Read More...

କର୍ମନିଯୁକ୍ତି ସମ୍ପର୍କରେ ସର୍ଭେ କରିବେ ସରକାର

ନୂଆଦିଲ୍ଲୀ : ବର୍ଷକୁ ୨କୋଟି କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସରକାରଙ୍କ ଏହି ବ୍ୟର୍ଥତା ବିରୋଧୀଙ୍କ…
Read More...

ଆଲିଗଡରେ ଇଣ୍ଟରନେଟ ସେବା ବନ୍ଦ

ଚେନ୍ନଇ  : ଉତ୍ତରପ୍ରଦେଶର ଆଲିଗଡ ମୁସଲିମ୍‍ ୟୁନିଭର୍ସିଟି (ଏଏମ୍‍ୟୁ)ରୁ ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ହଟାଇବା ଦାବିକୁ ନେଇ ଦେଖାଯାଇଥିବା ବିବାଦ ସାମ୍ପ୍ରଦାୟିକ ହିଂସାର ରୂପ ନେବାକୁ ଯାଉଛି। କେତେକ ଅସାମାଜିକ ଲୋକ…
Read More...

ଚୀନରେ ମୁକ୍ତିଲାଭ କଲା ‘ବାହୁବଳୀ-୨’

ନୂଆଦିଲ୍ଲୀ :  ଭାରତୀୟ ଚଳଚ୍ଚିତ୍ର ଜଗତରେ  ରେକର୍ଡ ସୃଷ୍ଟି କରିଥିବା ‘ବାହୁବଳୀ’ କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁରୁବାର ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ‘ବାହୁବଳୀ-୨’ କୁ …
Read More...

ଯେଉଁଠି ଗୋଟିଏ ଦିନ ପାଇଁ କିନ୍ନର ହୁଏନ୍ତି ନବବଧୂ

କିନ୍ନରମାନଙ୍କୁ ଏବେ ତୃତୀୟ ଲିଙ୍ଗର ମାନ୍ୟତା ମିଳିଛି । ହେଲେ କିନ୍ନର ଏବେ ବି  ବିଭିନ୍ନ ସାମାଜିତ ବାଧା ବିଘ୍ନର ସମ୍ମୁଖୀନ ହେଉଛନ୍ତି  । ଏମାନେ ବି ଅନ୍ୟ ସାଧାରଣଲୋକଙ୍କ ପରି ଜୀବନଯାପନ କରିପାରିବେ , ଏଥିପାଇଁ…
Read More...

ଭୂମିକମ୍ପ ଯୋଗୁଁ ସୁନା ଖଣିରେ କାମ କରୁଥିବା ୪ ଶ୍ରମିକ ମୃତ

ଜୋହାନସ୍‌ବର୍ଗ :  ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନସ୍‌ବର୍ଗ ନିକଟରେ ୨.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିଯୋଗୁଁ ଏକ ସୁନାଖଣିରେ କାମ କରୁଥିବା ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।ମସଖାନେ ସୁନା ଖଣି…
Read More...

୨୪ ଘଣ୍ଟାରେ ୭ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି । ଏହି ସମୟ ମଧ୍ୟରେ…
Read More...

ଦିଲ୍ଲୀ ବିମାନବନ୍ଦରରୁ ମିଳିଲା ୩କୋଟିର ସୁନା

ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଶୌଚାଳୟରୁ ୩କୋଟି ମୂଲ୍ୟର ସୁନା ଜବତ କରିଛି ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସଏଫ। ଶୌଚାଳୟ ଭିତରେ ଥିବା ଏକ ଲ୍ୟାପଟପ ବ୍ୟାଗ ଭିତରେ ଏହି ସୁନାକୁ ଉଦ୍ଧାର…
Read More...

୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ : ଚଳିତ ମାସ ୭ ତାରିଖ ସୋମବାର ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୭ ତାରିଖ ସକାଳ ୯ଟା ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ…
Read More...

ଏସବୁ ସହରକୁ ଯିବା ପୂର୍ବରୁ ରୁହନ୍ତୁ ସତର୍କ

ବିଶ୍ବସ୍ତରରେ ଶ୍ବାସରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। କେବଳ ଭାରତରେ ଏମାନଙ୍କ ସଂଖ୍ୟା ୩କୋଟି ହେବ ବୋଲି ଅନୁମାନ କରାଯାଉଛି। ଭାରତର ପ୍ରମୁଖ କେତୋଟି ସହର ଅଛି, ଯେଉଁଠାକୁ ଯିବା ପୂର୍ବରୁ ପର୍ୟ୍ୟଟକ…
Read More...

ରାଜା ଆଚାର୍ଯ୍ୟର ଜାମିନ ଖାରଜ ପାଇଁ ହାଇକୋର୍ଟରେ ପୁଲିସ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଜେଲରୁ ମୁକୁଳିବା ପରେ କମିଶନରେଟ୍ ପୁଲିସକୁ ଚିନ୍ତା ଘାରିଛି । ପୁଣି ରାଜା ଆଚାର୍ଯ୍ୟଙ୍କୁ ଜେଲର କାଳ କୋଠରୀକୁ ପଠାଇବା ପାଇଁ କମିଶନରେଟ୍ ପୁଲିସ ଯୋଜନା କରୁଛି ।  ତାଙ୍କୁ…
Read More...

୨୮ ଭାରତୀୟ ଔଷଧ ଉପରୁ ଆମଦାନୀ ଶୁଳ୍କ ଉଚ୍ଛେଦ କଲା ଚୀନ୍‍

ନୂଆଦିଲ୍ଲୀ: ଭାରତ ନିର୍ମିତ ୨୮ଟି ଔଷଧ ଉପରୁ ଚୀନ୍‍ ଆମଦାନୀ ଶୁଳ୍କ ଉଚ୍ଛେଦ କରିଛି। ମେ’ ୧ ତାରିଖରୁ ଶୁଳ୍କ ଉଚ୍ଛେଦ ହୋଇଥିବା ଚୀନ୍‍ କହିଛି। ମୋଦି-ଜିନପିଙ୍ଗଙ୍କ ଅନୌପଚାରିକ ସାକ୍ଷାତ-ଆଲୋଚନାର ସୁଫଳ ଦେଖିବାକୁ…
Read More...

ଆଇପିଏଲ୍ କ୍ରିକେଟ : ମୁମ୍ବଇ ବନାମ ପଞ୍ଜାବ

ଇନ୍ଦୋର : ଆଇପିଏଲ୍ କ୍ରିକେଟ – ୨୦୧୮ରେ  ଆଜି ରାତି ୮ଟାରେ ଇନ୍ଦୋରରେ ମୁମ୍ବଇ ଇଣ୍ଡିଆନ୍‍ସ ଏବଂ କିଙ୍ଗ୍‍ସ୍‍ ଇଲେଭେନ୍‍ ପଞ୍ଜାବ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ତେବେ ଗତଥରର ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍‍ସ…
Read More...

୧୦ ବର୍ଷରେ ସର୍ବନିମ୍ନ ସ୍ତରରେ ସୁନା ଚାହିଦା

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆଉ କିଛି ଦିନ ଅପେକ୍ଷା କରିବା ଆପଣଙ୍କ ପାଇଁ ଲାଭ ଦାୟକ ହେବ। କାରଣ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ବିଗତ ୧୦ ବର୍ଷ ତୁଳନାରେ ସୁନାର ଚାହିଦା ରେକର୍ଡ଼ ମାତ୍ରାରେ…
Read More...

ସବୁଠାରୁ ସୁନ୍ଦର ରେଳଷ୍ଟେସନ୍‍

ମୁମ୍ବଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ବାଲାରପୁର ରେଳଷ୍ଟେସନ୍‍ ଦେଶର ସବୁଠାରୁ ସୁନ୍ଦର ରେଳଷ୍ଟେସନ୍‍ ଭାବେ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗତ କିଛି ବର୍ଷ ତଳୁ ଏହି ଦୁଇ ଷ୍ଟେସନ୍‍କୁ ସୁନ୍ଦର କରିବା ପାଇଁ…
Read More...

କେଜ୍ରିୱାଲ୍‍ ଅଭ୍ୟାସଗତ ମିଥ୍ୟାବାଦୀ: କୁମାର ବିଶ୍ୱାସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‍ ଆଦ୍‍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‍ରିୱାଲ୍‍୍‍ ଜଣେ ଅଭ୍ୟାସଗତ ମିଥ୍ୟାବାଦୀ ବୋଲି କୁମାର ବିଶ୍ୱାସ କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀଙ୍କ ବିରୋଧରେ…
Read More...

୫୫ବର୍ଷରେ ରେକର୍ଡ଼ ସଂଖ୍ୟାରେ ହ୍ରାସ ପାଇଛି ବ୍ୟାଙ୍କ ଜମା

ନୂଆଦିଲ୍ଲୀ: ଦେଶରେ ବଡ଼ ନୋଟକୁ ଅଚଳ କରିବାର ପ୍ରଭାବ ଆଜି ମଧ୍ୟ ପରିଲକ୍ଷିତ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ସମ୍ପ୍ରତ୍ତି ବ୍ୟାଙ୍କରେ ଜମା ରାଶିକୁ ଆକଳନ କଲେ ପ୍ରମାଣିତ ହୋଇଛି। ବିଗତ ୫୫ବର୍ଷ ମଧ୍ୟରେ ବ୍ୟାଙ୍କ ଜମା…
Read More...