BJD Bijuli 480×75 Mob

ସବୁଠାରୁ ସୁନ୍ଦର ରେଳଷ୍ଟେସନ୍‍

BJD Bijuli 480×75 Mob
0

ମୁମ୍ବଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଓ ବାଲାରପୁର ରେଳଷ୍ଟେସନ୍‍ ଦେଶର ସବୁଠାରୁ ସୁନ୍ଦର ରେଳଷ୍ଟେସନ୍‍ ଭାବେ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଗତ କିଛି ବର୍ଷ ତଳୁ ଏହି ଦୁଇ ଷ୍ଟେସନ୍‍କୁ ସୁନ୍ଦର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନାଗପୁର ସରକାରୀ ଚିତ୍ରକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହାର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନେଇଥିଲେ। ଏବେ ସେହି ଷ୍ଟେସନ୍‍କୁ ଆସୁଥିବା କୌଣସି ଯାତ୍ରୀ ସେଲ୍‍ଫି ନ ନେଇ ଯାଉଥିବା ଦେଖାଯାଉନାହିଁ।

 

Leave A Reply