ଦୁଇଦିନ ବନ୍ଦ ରହିବ ରେଳ ଟିକଟ ସଂରକ୍ଷଣ ବ୍ୟବସ୍ଥା

0

ନୂଆଦିଲ୍ଲୀ : ନଦର୍ଣ୍ଣ ରେଲୱେ, ନର୍ଥ ସେଣ୍ଟ୍ରାଲ ରେଲୱେ , ନର୍ଥ ୱେଷ୍ଟର୍ଣ୍ଣ ରେଲୱେ ଓ ନର୍ଥ ଇଷ୍ଟର୍ଣ୍ଣ ରେଲୱେର ରେଳ ଟିକଟ ସଂରକ୍ଷଣ ବ୍ୟବସ୍ଥା ଶନିବାର ଓ ରବିବାର ଦୁଇଦିନ ପାଇଁ ସାମୟିକ ଭାବେ ବନ୍ଦ ରହିବ। ଶୁକ୍ରବାର ରେଳବାଇ ଅଧିକାରୀଙ୍କ କହିବା ଅନୁଯାୟୀ ଶନିବାର ରାତି ୧୦ଟା ୩୦ରୁ ୧୨ଟା ୧୫ ପର୍ଯ୍ୟନ୍ତ ଓ ରବିବାର ସକାଳ ୫ଟା ୧୫ରୁ ୬ଟା ୨୫ ପର୍ଯ୍ୟନ୍ତ ରେଳ ଟିକଟ ସଂରକ୍ଷଣ ବ୍ୟବସ୍ଥା ବନ୍ଦ ରହିବ। କେତେକ ବୈଦ୍ୟୁତିକ ମରାମତି ପାଇଁ ଏହି ସେବା ସାମୟିକ ପାଇଁ ବନ୍ଦ ରହିବ।

Leave A Reply