ଝାରସୁଗୁଡାରେ ହେବ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର
କଟକ: ଝାରସୁଗୁଡାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ କରାଯିବ । ଡିଜିସିଏ ବା ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ଏଥିପାଇଁ ଅନୁମତି ଦେଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହାପରେ ରାଉରକେଲା, ଜୟପୁର ଓ ଉଟ୍କେଲାରେ ବିମାନ ବନ୍ଦର ନିର୍ମାଣର ପଥ ସୁଗମ ହେବ ବୋଲି ସେ କହିଛନ୍ତି । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବି ଏହି ସୂଚନା ଦିଆଯାଇଛି ।
2nd airport of Odisha gets license today. Happy to inform the licensing of Jharsuguda airport today by DGCA. It will pave way for scheduled operations; soon to be followed by Rourkela, Jeypore & Utkela to place Odisha on fast track in civil aviation network. pic.twitter.com/mrqI1yLRTC
— Usha Padhee (@ushapadhee1996) May 4, 2018
Jharsuguda becomes the 2nd licensed airport in Odisha. Pakyong airport, an engineering marvel achieved at an altitude of 4500 ft., too gets licensed for scheduled flights. Air connectivity to these regions will stimulate growth.
— Ministry of Civil Aviation (@MoCA_GoI) May 4, 2018