ଝାରସୁଗୁଡାରେ ହେବ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର

0

କଟକ: ଝାରସୁଗୁଡାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ କରାଯିବ । ଡିଜିସିଏ ବା  ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ଏଥିପାଇଁ ଅନୁମତି ଦେଇଥିବା  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏହାପରେ ରାଉରକେଲା, ଜୟପୁର ଓ ଉଟ୍‌କେଲାରେ ବିମାନ ବନ୍ଦର ନିର୍ମାଣର ପଥ ସୁଗମ ହେବ ବୋଲି ସେ  କହିଛନ୍ତି । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବି ଏହି ସୂଚନା ଦିଆଯାଇଛି ।

Leave A Reply