ସମୁଦ୍ର କୂଳରେ ଜରୁରୀ ଅବତରଣ କଲା ବିମାନ

0

ଲଣ୍ଡନ : ବ୍ରିଟେନ ବାୟୁସେନାର ଏକ ବିମାନ ସମୁଦ୍ର ବେଳାଭୂମିରେ ଜରୁରୀ ଅବତରଣ କରିଛି। ବିମାନ ୧୯୩୦ଟି ଏକ ଏୟାର ଶୋ’ରେ ଭାଗ ନେଇ ଫେରୁଥିବାବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ବିମାନର ଇଞ୍ଜିନ ସମ୍ପୂର୍ଣ୍ଣ ଅଚଳ ହୋଇପଡିବାରୁ ପାଇଲଟ ଜାକ୍‌ ରକିକ ଏହାକୁ ବାଧ୍ୟ ହୋଇ ସମୁଦ୍ର ବେଳାଭୂମିରେ ଜରୁରୀ ଅବତରଣ କରାଇଥିଲେ। ଜରୁରୀ ଅବରତଣ ସତ୍ତ୍ୱେ ବିମାନ ଓ ଏହା ମଧ୍ୟରେ ଥିବା ଦୁଇ ପାଇଲଟ ସୁରକ୍ଷିତ ରହିଥିଲେ। ପ୍ରଥମ ବିଶ୍ୱଯୁଦ୍ଧର ୧୦୦ବର୍ଷ ପୂର୍ତ୍ତି ପାଇଁ ଆୟୋଜିତ ଏୟାର ଶୋ’ରେ ବିମାନଟି ଭାଗ ନେଇ ଫେରୁଥିଲା।

Leave A Reply