୪୨ ଲିଟର ମଦ ସହ ଦୁଇ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ତୁଷୁରା:ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇ ୪୨ ଲିଟର ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଗୁଡ଼ଭେଲା ବ୍ଳକ ସମରା ଗାଁର ମନୁ ଭୁଏଙ୍କ ଠାରୁ ୨୦ ଲିଟର ଓ ତ୍ରିଲୋଚନ…
Read More...

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ନିର୍ମାଣ ହେବ ବଲିଉଡ଼୍ ଚଳଚ୍ଚିତ୍ର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବ। ବଲିଉଡ ଅଭିନେତା ବିବେକ ଓବରୟଙ୍କୁ ଏହି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁମତି ମିଳିଛି। ଜମ୍ମୁ-କାଶ୍ମୀର,…
Read More...

ରେଳ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚିତ ହୋଇଥିବା ‘ରାନୁ ମଣ୍ଡଳ’ଙ୍କ ବଲିଉଡ୍‌ ଏଣ୍ଟ୍ରି

ମୁମ୍ବଇ : ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଳ ବଲିଉଡ଼ରେ ପ୍ରବେଶ କରିଛନ୍ତି। ସେ ଶୁକ୍ରବାର ବଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦେଶକ ତଥା…
Read More...

ମଣିବାବା ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା, ସ୍ଥିତି ପରଖିବା ପାଇଁ ମନ୍ଦିର ପ୍ରଶାସନକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଆରଡି: ଦେବଦେବ ମହାଦେବ ବାବା ଆଖଣ୍ଡଳମଣି କୋଟିକୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ମଧ୍ୟ ଭଙ୍ଗା ରତ୍ନପଲଙ୍କରେ ଶୟନ କରିବା ରାଜ୍ୟ ଓ ରାଜ୍ୟ ବାହରେ ଥିବା ସମସ୍ତ ଶୈବଭକ୍ତଙ୍କୁ କୋଠାରଘାତ କରିଛି । ଏପରି ଖବର ଗତ…
Read More...

ଆଖଣ୍ଡଳମଣି ପିଠରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଆରଡି: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ବେଶ ଧୁମଧାମରେ ପାଳନ କରାଯାଇଛି। ଶୁକ୍ରବାର ଭୋର ମଣିବାବାଙ୍କ ପହଡ ଖୋଲାଯାଇ ସମସ୍ତ ଦନୈଦିନ ନୀତିକାନ୍ତି ସରିବା ପରେ ଅପରାହ୍ନରେ…
Read More...

ବିପୁଳ ଜନମତ ସତ୍ତ୍ବେ ରାଜୀବ ଭୟର ବାତାବରଣ ସୃଷ୍ଟି କରି ନ ଥଲେ: ସୋନିଆ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୮୪ ନିର୍ବାଚନରେ ବିପୁଳ ଜନମତ ପାଇଥିଲେ। ଏହି ବିପୁଳ ଜନମତ ସତ୍ତ୍ବେ ରାଜୀବ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରି ନ ଥିଲେ ସାମ୍ବିଧାନିକ ଅନୁଷ୍ଠାନକୁ…
Read More...

ସରକାରୀ ଚାଉଳ ସହ ଧରାପଡିଲେ ପଞ୍ଚାୟତ ପିଅନ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତର ପିଅନ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଯୋଗାଣ ସହାୟକ ଲକ୍ଷ୍ମୀ ଧର ମହାନ୍ତ ଗୁରୁବାର ଅପରାହ୍ନ ୫ଟାରେ ପଞ୍ଚାୟତ ଗୋଦାମରୁ ୫୦ କେଜି ଓଜନର ୩ ବସ୍ତା ସରକାରୀ…
Read More...

ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ଜଲେଶପଟା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ତୁମୁଡିବନ୍ଧ : ରାତି ପାହିଲେ ଜନ୍ମାଷ୍ଟମୀ ପୂଜା। ୨୦୦୮ ମସିହାରେ ଜନ୍ମାଷ୍ଟମୀ ପୂଜା ଦିନ କେତେକ ଦୁର୍ବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ। ତେଣୁ ଏହି ଦିନ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ…
Read More...

ପ୍ରଥମ ଟେଷ୍ଟ: ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ

ନର୍ଥ ସାଉଣ୍ଡ୍ : ଗୁରୁବାରଠାରୁ ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଅନ୍ତର୍ଗତ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ପ୍ରଥମ ଘଣ୍ଟାରେ ହିଁ…
Read More...

ଭାରତ-ପାକିସ୍ତାନ ଡେଭିଡ୍‌ କପ୍‌ ମ୍ୟାଚ୍‌ ନଭେମ୍ବରକୁ ଘୁଞ୍ଚିଲା

ଚେନ୍ନାଇ  : ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍ କପ୍‌ ଟେନିସ୍‌ ଏସିଆ/ଓସାନିଆ ଗ୍ରୁପ୍‌ ୧ର ମ୍ୟାଚ୍‌କୁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ଅନ୍ତର୍ଜାତୀୟ ଟେନିସ୍‌ ମହାସଂଘ। ଭାରତ-ପାକିସ୍ତାନ ଡେଭିସ୍‌…
Read More...

ଜିନ୍‌ ପରିବର୍ତ୍ତନ ପଦ୍ଧତି​ରେ ଫସଲ ଉତ୍ପାଦନ ପ୍ରସଙ୍ଗ; ରାଜ୍ୟଗୁଡ଼ିକର ମତାମତ ଆହ୍ବାନ କଲେ କମିଟି

ମୁମ୍ବଇ : ଦେଶର କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଫସଲ ଉତ୍ପାଦନ ପାଇଁ ଜିନ୍‌ ପରିବର୍ତ୍ତିତ ପଦ୍ଧତି (ଜିଏମ୍‌ କର୍ପସ୍‌) ପ୍ରବର୍ତ୍ତନ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଠିତ କମିଟି (କମିଟି ଅଫ ଚିଫ୍‌…
Read More...

୨ୟ ଟେଷ୍ଟମ୍ୟାଚ୍‌: ବର୍ଷା ପରେ ଶ୍ରୀଲଙ୍କା ୨/୮୫

କଲମ୍ବୋ : ଗୁରୁବାରଠାରୁ ଏଠାରେ ଘରୋଇ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମଦିନରେ ବର୍ଷା ବାଧକ ସାଜିଛି। ଫଳରେ ପୂରାଦିନରେ ମୋଟ ୩୬.୩ ଓଭର ଖେଳ ସମ୍ଭବପର ହୋଇଥିଲା।…
Read More...

ରାଠୋର ଭାରତୀୟ ଦଳର ନୂଆ ବ୍ୟାଟିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ବିକ୍ରମ ରାଠୋର ଭାରତୀୟ କ୍ରିକେଟ ଦଳର ନୂଆ ବ୍ୟାଟିଂ ପ୍ରଶିକ୍ଷକ ହେବା ନିଶ୍ଚିତ ହୋଇଯାଇଛି। ବିସିସିଆଇ ସିନିୟର ମନୋନୟନ କମିଟି ବ୍ୟାଟିଂ…
Read More...

ରାଜ ଠାକରେଙ୍କୁ ୮ଘଣ୍ଟା ଜେରା କଲା ଇଡି

ମୁମ୍ବଇ : ବେଆଇନ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗୁରୁବାର ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେଙ୍କୁ ଜେରା କରିଛି। ଏପରି କି ଇଡି ରାଜଙ୍କୁ ୮ଘଣ୍ଟାରୁ ଅଧିକ ସମୟ ଜେରା…
Read More...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୭୨ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ଟ୍ରଫ୍ ଲାଇନ ଜାମସେଦପୁରରୁ…
Read More...

ପ୍ରଧାନମନ୍ତ୍ରୀଙ୍କୁ ଅନୀତାଙ୍କ ନିବେଦନ; ଜାପାନରେ ଥିବା ନେତାଜୀଙ୍କ ଚିତାଭସ୍ମର ଡିଏନଏ ପରୀକ୍ଷା କରାଯାଉ

କଲକାତା : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ। ଏହି ପରିପ୍ରେକ୍ଷୀରେ ଜାପାନର ରେଙ୍କୋଜି ମନ୍ଦିରରେ ରହିଥିବା ନେତାଜୀଙ୍କ ଚିତାଭସ୍ମର…
Read More...

ଟଙ୍କା ମୂଲ୍ୟରେ ବୃହତ୍‌ ହ୍ରାସ: ଡଲାର ବିନିମୟ ମୂଲ୍ୟ ୭୧.୮୧ ଟଙ୍କା

ନୂଆଦିଲ୍ଲୀ  : ସମ୍ପ୍ରତି ବିଶ୍ବରେ ଲାଗି ରହିଥିବା ମାନ୍ଦାବସ୍ଥାରେ ପ୍ରଭାବ ଘରୋଇ ମୁଦ୍ରା ଉପରେ ପଡିଛି । ଅନ୍ତର୍ଜାତୀୟସ୍ତରରେ ଲାଗି ରହିଥିବା ଅସ୍ଥିରତା ଏବଂ ବିଦେଶୀ ପୁଞ୍ଜି ବର୍ହିଗମନ ​ଯୋଗୁ ଗୁରୁବାର ଟଙ୍କା…
Read More...

ରାହୁଲଙ୍କ ପ୍ରତିଦ୍ବନ୍ଦ୍ବୀ ଦୁବାଇରେ ଗିରଫ

ତିରୁଅନନ୍ତପୁରମ୍‌ : ଠକେଇ ଅଭିଯୋଗରେ କେରଳର ବିଜେପି ନେତା ତୁଷାର ଭେଲାପାଲି ଦୁବାଇ​ରେ ଗିରଫ ହୋଇଛନ୍ତି। ଏକ ‘ଚେକ୍‌ ବାଉନ୍ସ’ ମାମଲାରେ ତୁଷାରଙ୍କୁ ମଙ୍ଗଳବାର ଦୁବାଇ ନିକଟସ୍ଥ ଆଜମାନଠାରେ ଗିରଫ କରାଯାଇଥିବା…
Read More...

ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ଉତ୍ତର କାଶ୍ମୀର ମୁହାଁ

ବାରମୁଲା : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀମାନେ ଏବେ ଉତ୍ତର କାଶ୍ମୀର ମୁହାଁ ହୋଇଥିବା ଜଣାପଡିଛି। କାରଣ ଜାନୁଆରୀରେ ପୁଲିସ ଦ୍ବାରା ଆତଙ୍କବାଦୀ ମୁକ୍ତ କ୍ଷେତ୍ର ଭାବେ ଘୋଷିତ ବାରମୁଲାରେ ବିଗତ…
Read More...

ଅଜିତ ପୱାରଙ୍କ ସମେତ ୭୧ ଜଣଙ୍କ ନାମରେ ମାମଲା ରୁଜୁ ପାଇଁ ବମ୍ବେ ହାଇକୋର୍ଟ ନିର୍ଦେଶ

ମୁମ୍ବଇ,୨୨ା୮: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ପୁତୁରା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସମେତ ୭୧ଜଣଙ୍କ ନାମରେ ମାମଲା ରୁଜୁ ପାଇଁ…
Read More...

ଆତ୍ମସମର୍ପଣ ପାଇଁ ରାଜି ହେଲେ ରତୁଲ ପୁରୀ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ତଥା ଅଗୁସ୍ତା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାର ଅଭିଯୁକ୍ତ ରତୁଲ ପୁରୀ ଆତ୍ମସମର୍ପଣ କରିବାକୁ ରାଜି ହୋଇଛନ୍ତି। ଏଥିନିମନ୍ତେ ସେ ଗୁରୁବାର ଦିଲ୍ଲୀର ଏକ…
Read More...

କାଳେଶ୍ବରମ୍‌ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ହାଇଦରାବାଦ : ଗୋଦାବରୀ ନଦୀରେ ନିର୍ମିତ କାଳେଶ୍ବରମ୍‌ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଅତିଥିମାନଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରୁପା ନିର୍ମିତ ଉପହାର ପ୍ରଦାନ କରିଥିବା…
Read More...

କେଭିନ ଯୋଶେଫ ହତ୍ୟା ‘ଅନର କିଲିଂ: କୋର୍ଟ

ଥିରୁଭାନନ୍ତପୁରମ : କେରଳର ଦଳିତ ଯୁବକ କେଭିନ ପି. ଯୋଶେଫଙ୍କ ହତ୍ୟା ଏକ ଅନର କଲିଂ ମାମଲା। ପ୍ରେମ ବିବାହ କରିଥିବା କେଭିନଙ୍କୁ ତାଙ୍କ ପତ୍ନୀ ନୀତୁ ଚାକୋଙ୍କ ପରିବାର ଲୋକେ ସମ୍ମାନ ପାଇଁ ହତ୍ୟା କରିଛନ୍ତି ବୋଲି…
Read More...

ସେପ୍ଟେମ୍ବର ୨୦ରେ ଆସିବ ପ୍ରଥମ ରାଫେଲ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ପ୍ରଥମ ରାଫେଲ ଯୁଦ୍ଧବିମାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିମାନବାହିନୀ ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌ ଧାନୋଆ ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‌…
Read More...

ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପ୍ରେରିତ ଚନ୍ଦ୍ରଯାନ-୨ ଉତ୍ତୋଳନ କରିଥିବା ଚନ୍ଦ୍ରର ଫଟୋକୁ ସାର୍ବଜନୀନ କରାଯାଇଛି। ଗୁରୁବାର ଇସ୍ରୋ ସାର୍ବଜନୀନ କରିଥିବା ଚନ୍ଦ୍ରଯାନ ପ୍ରେରିତ…
Read More...

ଶୁକ୍ରବାର ରାଶିଫଳ

ମେଷ: କାର୍ଯ୍ୟ କରିବା ପାଇଁ ନିର୍ଭରଶୀଳ ହୋଇପାରନ୍ତି। ଆଳସ୍ୟ ପରିତ୍ୟାଗ କରିବେ। ଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିଭାବେ ସାମାଜିକସ୍ତରରେ ପ୍ରତିଷ୍ଠା ଲାଭ କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ। ଧନାଗମ…
Read More...

ନ୍ୟୁଜିଲାଣ୍ଡ ବାଚସ୍ପତିଙ୍କ ସଂସଦ ପରିଚାଳନା ସହ ଶିଶୁ ପାଳନ

ୱେଲିଂଟନ୍‌ : କାର୍ଯ୍ୟକ୍ଷେତ୍ରରେ ନିଜ କାମ ସହିତ ଶିଶୁପାଳନ ଯେ ଏକକାଳୀନ କରାଯାଇପାରେ ତାହା ପ୍ରଦର୍ଶନ କରିଛନ୍ତି ନ୍ୟୁଜିଲାଣ୍ଡ ପାର୍ଲାମେଣ୍ଟ ବାଚସ୍ପତି ଟ୍ରେଭରା ମାଲାର୍ଡ। ପାର୍ଲାମେଣ୍ଟରେ ତୈଳ ଦର ବୃଦ୍ଧି ଉପରେ…
Read More...

ଜଗନ୍ନାଥ ମିଶ୍ରଙ୍କ ଶେଷକୃତ୍ୟ ବେଳେ ଅଘଟଣ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ଅ​‌େ​‌ନ୍ତ୍ୟଷ୍ଟି ସମୟରେ ବଡ଼ ଅଘଟଣ ଘଟିଛି। ରାଷ୍ଟ୍ରୀୟ ସମ୍ମାନ ସ୍ବରୂପ ପୁଲିସ ପକ୍ଷରୁ ତୋପସଲାମି ଦିଆଯିବାକୁ ସମସ୍ତ ବ୍ୟବସ୍ଥା ହୋଇଥିଲାବେଳେ ମୋଟ…
Read More...

ବିପଦପୂର୍ଣ୍ଣ ଭାବେ ଗାଁକୁ ଟିକାକରଣ ପାଇଁ ଗଲେ ମହିଳା ସ୍ୱାସ୍ଥ୍ୟକର୍ମୀ

କନ୍ଧମାଳ : କନ୍ଧମାଳ ଜିଲା କୋଟଗଡ ଏକ ପାହାଡିଆ ଅଞ୍ଚଳ ଭାବେ ଜଣାଶୁଣା। ଏଠି ବହୁ ଅଞ୍ଚଳରେ ନା ଅଛି ଗମନା  ଗମନର ସୁବିଧା ନା ଅଛି ସ୍ୱାସ୍ଥ୍ୟ ସେବା ସୁବିଧା। ଯନନୀ ଯନ୍ତ୍ରଣା ଓ ରୋଗୀଙ୍କୁ  ଦୋଳାରେ ବୋହି…
Read More...

ଗଞ୍ଜାମରେ ବୋମାମାଡ଼

ଗଞ୍ଜାମ : ଗଞ୍ଜାମ ଜିଲା ଏନଏସି ସାନବଜାର ଛକରେ ଗୁରୁବାର ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବତନ ସାଂସଦଙ୍କ ପ୍ରତିନିଧି ଓ ଗାଡି ଚାଳକଙ୍କୁ ବୋମାମାଡ଼ ହୋଇଛି। ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିଲେ।…
Read More...

ବୁର୍ଲା ଭିଏସଏସୟୁଟି ରାଗିଂ ଘଟଣା : ବର୍ଷେ ପାଇଁ ପରୀକ୍ଷାରୁ ବାଦ୍ ପଡ଼ିଲେ ୧୦ଛାତ୍ର

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିଏସଏସୟୁଟି) ରାଗିଂ ଘଟଣାରେ ୧୦ଜଣ ଛାତ୍ର ବର୍ଷେ ପାଇଁ ପରୀକ୍ଷାରୁ ବାଦ୍ ପଡ଼ିଛନ୍ତି। ସେହିଭଳି ୫୨ ଜଣ ଛାତ୍ର ୨ ହଜାର ଟଙ୍କା…
Read More...

ସିଆରପିଏଫ୍ ଅଫିସରଙ୍କ ସନ୍ଦେହ ଜନକ ମୃତ୍ୟୁ

ବାଲିଗୁଡ଼ା : କୋଟଗଡ଼ ଶ୍ରୀରାମପୁର ସିଆରପିଏଫ୍ କ୍ୟାମ୍ପର କମାଣ୍ଡିଂ ଅଫିସରଙ୍କର ଗୁରୁବାର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଥମେ ଅଫିସରଙ୍କୁ ଗୁରୁତର ଅବସ୍ଥାରେ କୋଟାଗଡ଼ ଡାକ୍ତରଖାନା ଅଣାଯାଇଥିଲା।…
Read More...

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଗୁରୁବାର ଓଡ଼ିଶା ପ୍ରାଶାସନିକ ସେବା(ଓଏଏସ୍) ସ୍ତରରେ ଅଦଳବଦଳ କରିଛନ୍ତି। ବରଗଡ଼ ଜିଲାର ଜିଲାପାଳ ଭାବେ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ସରୋଜ କୁମାର ସାମଲଙ୍କୁ…
Read More...

ଚଳିତ ବର୍ଷ ହେବନାହିଁ ଛାତ୍ର ସଂସଦ ନିର୍ବାଚନ; ମନୋନୀତ ହେବେ ପ୍ରତିନିଧି

ଭୁବନେଶ୍ବର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନାହିଁ। । ଏଣିକି ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ହେବ ସେଇଠି ଛାତ୍ର ପ୍ରତିନିଧି ମନୋନୟନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟର…
Read More...

ବିଜେବି ସାମ୍ବାଦିକତା ବିଭାଗରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାବିଦ୍ୟାଳୟର…
Read More...

ଆଖଣ୍ଡଳମଣିପୀଠକୁ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଅଣଦେଖା

ଆରଡ଼ି: ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟର ଏକ ପୁରାତନ ଶୈବପୀଠ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ରାଜ୍ୟ ପତ୍ନତତ୍ତ୍ବ ବିଭାଗର ଅଣଦେଖା ଯୋଗୁ ମନ୍ଦିରର ଅନେକ ସ୍ଥାନ ଅସୁରିକ୍ଷିତ ହୋଇ ପଡିବା ସହିତ…
Read More...

ସାମସଙ୍ଗ ୭ଇନ୍-୧ ଟିଭିର ଶୁଭାରମ୍ଭ

ଭୁବନେଶ୍ୱର : ସାମସଙ୍ଗ ଏହାର ନୂତନ ଅନ୍ଲାଇନ୍ ସ୍ୱତନ୍ତ୍ର ରେଞ୍ଜର ଟିଭି - ଫ୍ରେମ୍ ଓ ସ୍ମାର୍ଟ ୭-ଇନ୍-୧ଟିଭିର ଶୁଭାରମ୍ଭ ଘୋଷଣା କରିଛି। ନୂତନ ସାମସଙ୍ଗ ସ୍ମାର୍ଟ ୭-ଇନ୍-୧ ଟିଭି ଯୁବକ ଓ ଅନ୍ଲାଇନ୍କୁ ପରିଚାଳନା…
Read More...

ହ୍ୟୁଣ୍ଡାଇ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସର ବଜାର ପ୍ରବେଶ

ଭୁବନେଶ୍ବର : ହୁଣ୍ଡାଇ ମୋଟର ଇଣ୍ଡିଆ ଲି. ପକ୍ଷରୁ ତୃତୀୟ ପିଢ଼ିର କାର୍ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସର ବଜାର ପ୍ରବେଶ କରାଯାଇଛି। ଏହି କାରର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍…
Read More...

ଭିଏସଏସୟୁଟିରେ ରାଗିଂ; ତଦନ୍ତ ନିର୍ଦ୍ଦେଶ ଦେଲେ ବୈଷୟିକ ଶିକ୍ଷାମନ୍ତ୍ରୀ

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ଭିଏସ୍ଏସୟୁଟିରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଭିଏସ୍ଏସୟୁଟିର କରତୁ ଛାତ୍ରାବାସରେ ୫୦ରୁ ଅଧିକ ନବାଗତ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ରାଗିଂ କରିଥିବା ଜଣାପଡ଼ିଛି। ରାଗିଂର ଏକ…
Read More...

‘ଦ ଜୋୟା ଫ୍ୟାକ୍ଟର’ର ମୋଶନ୍ ପୋଷ୍ଟର ଶେୟାର କଲେ ସୋନମ୍

ମୁମ୍ବଇ: ଅନୀଲ କପୁରଙ୍କ ଲାଡଲୀ ତଥା ବଲିଉଡର ଜଣାଶୁଣା ନାୟିକା ସୋନମ୍ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଦ ଜୋୟା ଫ୍ୟାକ୍ଟର’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଏହାର ଫାଷ୍ଟ ଲୁକ୍ ରିଲିଜ୍ ହୋଇଥିବାବେଳେ…
Read More...

ଗାଁକୁ ରାସ୍ତା ନାହିଁ- ଷ୍ଟ୍ରେଚରରେ ବୁହା ହେଲେ ପ୍ରସବ ପୀଡିତା

ଭବାନୀପାଟଣା : ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ଗ୍ରାମପଞ୍ଚାୟତରେ ଯାତାୟାତ ସୁବିଧା ନଥିବାରୁ ଗ୍ରାମବାସୀମାନେ ପ୍ରସବ ପୀଡିତା ମହିଳାଙ୍କୁ  ୧୨ କିଲେମିଟର ଷ୍ଟ୍ରେଚରରେ ବୋହି  ଡାକ୍ତରଖାନା ନେଇଛନ୍ତି ।…
Read More...

ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟରେ ତାଲା

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉ ନଥିବାରୁ ଗୁରୁବାର ଛାତ୍ର ଓ ଅଭିଭାବକମାନେ ଗେଟରେ ତାଲା ପକାଇଛନ୍ତି । ସୂଚନା ଅନୁଯାୟୀ,  …
Read More...

ହାଇୱାକୁ ଧକ୍କା ଦେଇ ବାଇକ ଚାଳକ ମୃତ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥ୍‌ଲିକ ଚର୍ଚ୍ଚ ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ରାତିରେ ହାଇୱାକୁ ପଛପଟୁ ଧକ୍କା ଏକ ବାଇକ…
Read More...

ଚାକିରି ନାଁରେ ଠକେଇ ଅଭିଯୋଗ; ୪ ଦଲାଲ ଗିରଫ

ଝାରସୁଗୁଡ଼ା: ଚାକିରି ନାଁରେ ଠକେଇ ଅଭିଯୋଗରେ ଗୁରୁବାର ବଡ଼ମାଳ ପୁଲିସ ୪ ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ କାର, ୫୪ ହଜାର ଟଙ୍କା ଜବତ କରିବାସହ ୪୦-୫୦ ଜଣଙ୍କର ବୟୋଡାଟା ପୁଲିସ ଜବତ କରିଛି ।…
Read More...

ବିରଳ କୃତିତ୍ୱ ; ମାଟିରେ ଗଢିଲେ ଶଙ୍ଖ, ପ୍ରାକୃତିକ ଧ୍ୱନୀରେ କମ୍ପିଲା ଗାଁ

ସୁଆଣ୍ଡୋ ; ମଣିଷର ଚିନ୍ତା ଚେତନା କୁ କଳନା କରିବା ସହଜ ନୁହେଁ । ସେ ନିଜେ କିଛି ନୂଆ କରିବାକୁ  ସବୁବେଳେ ଚାହିଁଥାଏ । ତେବେ ସବୁ ଲୋକ ଏଥିରେ ସଫଳତା ପାଇ ପାରିନଥାନ୍ତି । କିଛି ପ୍ରତିଭାବାନ ବ୍ୟକ୍ତି…
Read More...

ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ : ସଂଘବଧ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଆବସ୍ଥାରେ ଥିବା ଯୁବକଙ୍କର ଗରୁବାର ମୃତ୍ୟୁ ହୋଇଛି  ।  ମୃତକ ଯୁବକ ହେଲେ ଗନ୍ଦିଆ ଥାନା ଭୂତିଆ ସାହିର ପ୍ରତାପ ଭୂତିଆ । ସୂଚନା ଅନୁଯାୟୀ,  ଗତ ମଙ୍ଗଳବାର ଦିନ…
Read More...

ଟ୍ରକ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବନାଞ୍ଚଳ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡି ନିକଟରେ ବୁଧବାର ରାତିରେ ଟ୍ରକ ଧକ୍କାରେ ୨ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ହାତୀ ଗୁରୁତର ହୋଇଛି । ଦୁର୍ଘଟଣାରେ ଗୋଟିଏ ଛୁଆ ହାତୀ…
Read More...

ଗୁରୁ ରବିଦାସ ମନ୍ଦିର ବିବାଦ : ତୁଗଲକାବାଦରେ ପଥର ଫିଙ୍ଗା, ପୁଲିସର ଫାଙ୍କା ଗୁଳିଚାଳନା

ନୂଆଦିଲ୍ଲୀ :  ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀ’ଙ୍କ ମନ୍ଦିର ଭଙ୍ଗା ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ଅସନ୍ତୁଷ୍ଟ ଦଳିତ ସମାଜର ଲୋକେ ବୁଧବାର ରାମଳୀଲା ମୈଦାନରେ ରାଲି କରିବା ପରେ…
Read More...

ରାଜୀବ ଗୌବା ନୂଆ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୩୦ତାରିଖରୁ ସେ ପି.କେ ସିହ୍ନାଙ୍କ ସ୍ଥାନରେ ଏହି ପଦଭାର ଗ୍ରହଣ କରିବେ ଓ ଆସନ୍ତା ଦୁଇ…
Read More...

ଚିଦମ୍ବରମ୍‌ଙ୍କ ଗିରଫ ଘଟଣାକ୍ରମ

୧୫ ମେ, ୨୦୧୭: ଆଇଏନଏକ୍ସ ମିଡିଆରେ ବିଦେଶ ପୁଞ୍ଜି ନିବେଶ ନିମନ୍ତେ ଏଫଆଇପିବିର ବେଆଇନ ଅନୁମୋଦନ ଅଭିଯୋଗରେ ସିବିଆଇ ମାମଲା ରୁଜୁ କଲା। ୨୦୦୭ରେ ଚିଦମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସକୁ ଏଫଆଇପିବି…
Read More...

ରୁଷ୍‌ ଗସ୍ତରେ ଡୋଭାଲ: କାଶ୍ମୀର ପ୍ରସଙ୍ଗରେ ମିଳିଲା ସମର୍ଥନ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତର ପଦକ୍ଷେପକୁ ରୁଷ୍‌ ପୂର୍ଣ୍ଣ ସମର୍ଥନ ଜଣାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସମ୍ପ୍ରତି ରୁଷ୍ ଗସ୍ତରେ ଥିବାବେଳେ ତାଙ୍କ ପ୍ରତିପକ୍ଷ ତଥା ରୁଷ୍ ଜାତୀୟ…
Read More...

ଭାରତୀୟ କ୍ରିକେଟ୍‌ର ପ୍ରାୟୋଜକ ରହିଲା ପେଟିଏମ୍‌ : ୫ ବର୍ଷରେ ବିସିସିଆଇକୁ ଦେବ ୩୨୬.୮ କୋଟି

ନୂଆଦିଲ୍ଲୀ : ଅାସନ୍ତା ୫ ବର୍ଷ ଲାଗି ଭାରତରେ ଖେଳାଯିବାକୁ ଥିବା ସମସ୍ତ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ ମ୍ୟାଚ୍‌ର ପ୍ରାୟୋଜନ ଅଧିକାର ବଜାୟ ରଖିଛି ପେଟିଏମ୍‌। ବୁଧବାର ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ…
Read More...

ଟୋକିଓରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚମ୍ପିଆନ୍

ଟୋକିଓ : ଟୋକିଓରେ ଚାଲିଥିବା ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ଭାରତକୁ ଡବଲ୍‌ ସଫଳତା ମିଳିଛି। ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି।…
Read More...

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ସିଙ୍ଗଲ୍‌ସ ୩ୟ ରାଉଣ୍ଡରେ ସିନ୍ଧୁ

ବାସେଲ୍‌ : ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ମହିଳା ସିଙ୍ଗଲ୍‌ସ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଭାରତର ପି.ଭି. ସିନ୍ଧୁ। ବୁଧବାର ଖେଳା ଯାଇଥିବା ୨ୟ ରାଉଣ୍ଡ ମ୍ୟାଚ୍‌ରେ ସିନ୍ଧୁ ସହଜରେ…
Read More...

ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକ୍ କ୍ରିକେଟର ହାସନ୍

ଦୁବାଇ : ସୋଏବ୍ ମାଲିକ୍‌ଙ୍କ ପରେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି। ସେ ହେଉଛନ୍ତି ପାକିସ୍ତାନର ଫାଷ୍ଟବୋଲର ହାସନ୍ ଅଲୀ। ଦୁବାଇରେ ମଙ୍ଗଳବାର ଭାରତୀୟ ଯୁବତୀ ଶାମିଆ ଆର୍‌ଜୁଙ୍କ…
Read More...

ଭାରତୀୟ ବ୍ୟାଟିଂ ପ୍ରଶିକ୍ଷକ ଦୌଡ଼ରେ ରାମପ୍ରକାଶ ଓ ଟ୍ରଟ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀ ନିଯୁକ୍ତି ପାଇବା ପରେ ଅନ୍ୟ ପ୍ରଶିକ୍ଷକଙ୍କ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଦେଇଛି ବିସିସିଆଇ। ସୋମବାର ବ୍ୟାଟିଂ, ବୋଲିଂ ଓ…
Read More...

ଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌: କୋହଲି ପିନ୍ଧିବେ ୧୮ନଂ ଜର୍ସି

ନର୍ଥ ସାଉଣ୍ଡ  : ଭାରତ ଏବଂ ୱେଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ ନିମନ୍ତେ ଉଭୟ ଦଳକୁ ନମ୍ବର ଥିବା ନୂଆ ଜର୍ସି ମିଳିଛି। ୨ ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍‌ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର…
Read More...

ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟମ୍ୟାଚ୍

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା) : ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ର ସଫଳତା ପରେ ଭାରତୀୟ ଦଳ ଗୁରୁବାର ପୁଣି ପଡ଼ିଆକୁ ଓହ୍ଲାଇବ। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବ। ବିଶ୍ବ ଟେଷ୍ଟ…
Read More...

ଜାମ୍ମୁ ଓ ଶ୍ରୀନଗର ମେୟରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଶ୍ରୀନଗର : ଜାମ୍ମୁ ଓ ଶ୍ରୀନଗର ନଗରନିଗମର ମେୟରଙ୍କୁ ଏଣିକି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ। ଏ ସମ୍ପର୍କରେ ଜାମ୍ମୁ-କାଶ୍ମୀରର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁବାସ ଚ୍ଛିବରଙ୍କ ଦସ୍ତଖତରେ ବୁଧବାର ବିଜ୍ଞପ୍ତି ଜାରି…
Read More...

୧୫୦ ମେଡିକାଲ ଛାତ୍ରଙ୍କୁ ରାଗିଂ: ଲଣ୍ଡା ହୋଇ ବୁଲିବା ସହ ସାଲ୍ୟୁଟ ମାରିବାକୁ ବାଧ୍ୟ କଲେ

ସୈଫାଇ : ତ୍ତରପ୍ରଦେଶର ସୈଫାଇଠାରେ ୧୫୦ ଜଣ ମେଡିକାଲ ଛାତ୍ରଙ୍କୁ ଅକଥନୀୟ ରାଗିଂ କରାଯାଇଛି। ଲଣ୍ଡା ହୋଇ ବୁଲିବା ସହିତ ବରିଷ୍ଠ ଛାତ୍ରମାନଙ୍କ ସମ୍ମୁଖରେ ନଇଁ ସଲ୍ୟୁଟ ମାରିବାକୁ ୟୁନିଭର୍ସିଟି ଅଫ ମେଡିକାଲ ସାଇନ୍ସର…
Read More...

ଏନ୍‌ଡି ଟିଭି ମୁଖ୍ୟ ପ୍ରଣୟ ରୟ ଓ ପତ୍ନୀଙ୍କ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ଏନ୍‌ ଡିଭି ମୁଖ୍ୟ ପ୍ରଣୟ ରୟ ଓ ତାଙ୍କ ପତ୍ନୀ ରାଧିକାଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛି। ସେମାନେ ବୈଦେଶିକ ପୁଞ୍ଜି ବିନିଯୋଗ (ଏଫ୍‌ଡିଆଇ) ଆଇନର ଉଲଙ୍ଘନ…
Read More...

ଗୁରୁବାର ରାଶିଫଳ

ମେଷ: ରୋଜଗାର ଊଣା ହେବ ନାହିଁ। ଉତ୍ତମ ଭୋଜନରେ ଅପ୍ୟାୟିତ ହେବେ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହୋଇପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ। ବୃଷ:…
Read More...

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦମ୍ବରମ୍‌ ଗିରଫ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ସିବିଆଇ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ କରିଛି। ଏହି ଗିରଫ ସହିତ ଦୁଇ ଦିନ ଧରି ଏଥିନେଇ ଚାଲିଥିବା ନାଟକର ଆପାତତଃ ଅବସାନ…
Read More...

କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଣି: ବଲାଣି ଥାନା ଅନ୍ତର୍ଗତ ବାଳଗୋଡା ବସ୍ତି ନିକଟରେ ଥିବା ଏକ କଲଭର୍ଟ ତଳୁ ଏକ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ବାଲାଗଡା ବସ୍ତି ଶିଵ ମନ୍ଦିର ନିକଟରେ ରହୁଥିବା ବଦନ ଗୁପ୍ତା ବୋଲି ଜଣାପଡିଛି ।…
Read More...

“ମୁଁ ନିର୍ଦ୍ଦୋଷ, ମୋତେ ଫସାଯାଉଛି” : ପି. ଚିଦାମ୍ବରମ

ନୂଆଦିଲ୍ଲୀ : ଗତ କାଲିଠାରୁ ନିଖୋଜ ଥିବା ବରିଷ୍ଠ କଂଗ୍ରେସର ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଛନ୍ତି । ପି.ଚିଦାମ୍ୱରମ କଂଗ୍ରେସ କାର୍ଯ୍ୟାଳୟରୁ…
Read More...

ଡାହାଣୀ ସନ୍ଦେହରେ ଡବଲ ମର୍ଡର ଘଟଣା, ୨ ଅଭିଯୁକ୍ତ ଗିରଫ

ଯୋଡା: ବାମେବାରୀ ଥାନା ଅନ୍ତର୍ଗତ ନେକଡାପାଲି ଗ୍ରାମରେ ସୋମବାର ରାତିରେ ଗୁଣିଗାରେଡି ସନ୍ଦେହରେ ସଙ୍ଗଠିତ ଡବଲ ମର୍ଡର ଘଟଣାରେ ବାମେବାରୀ ପୁଲିସ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଜଣେ ସହଯୋଗୀକୁ ଗିରଫ…
Read More...

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ୧୪ ମିଟରର ଘାଇ, ୨୦ ଏକର ଜମି ଜଳମଗ୍ନ

କଲମପୁର: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଆର.ଡି ୫୦.୨ ମିଟର ପାଖରେ ଥିବା ଏକ ପଥର ବନ୍ଧ ନିର୍ମିତ ସିଡି ନିକଟରେ ୧୪ ମିଟରର ଘାଇ ହେବା କାରଣରୁ କେନାଲ ତଳକୁ ଲାଗି ରହିଥିବା ଜୁନାଗଡ ବ୍ଲକ ଅଧିନସ୍ତ ପଣ୍ଡରାପଲା…
Read More...

କଟକରେ ଏନକାଉଣ୍ଟର

କଟକ: ପୁଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ଜଣାପଡିଛି। ଜଗତପୁର ଅଞ୍ଚଳରେ ଏହି ଏନକାଉଣ୍ଟର କରିଛି ଜଗତପୁର ପୁଲିସ ଏବଂ ସ୍ପେଶାଲ ସ୍କ୍ୱାଡ୍‍। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ…
Read More...

ମାଥିଲି ଗୁଳିକାଣ୍ତ ଦିବସ ପାଳିତ

ମାଥିଲି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଥାନା ପରିସରରେ ଥିବା ଶହୀଦ ସ୍ତମ୍ଭରେ ମାଥିଲ ଗୁଳିକାଣ୍ତ ଦିବସ ପାଳିତ ହୋଇଯାଇଛି। ଭାରତ ଛାଡ ଆନ୍ଦୋଳନରେ ବ୍ରିଟିଶ୍ ବିରୋଧରେ ଲଢିବାକୁ ଯାଇ ଶହୀଦ ହୋଇଥିଲେ ଏହି…
Read More...

ପ୍ରିୟଙ୍କାଙ୍କୁ ଜାତିସଂଘ ଆମ୍ବାସଡର ପଦରୁ ହଟାଇବା ପାଇଁ  ଚିଠି ଲେଖିଲା ପାକିସ୍ତାନ

ନୂଆଦିଲ୍ଲୀ : ଜାମ୍ମୁ କାଶ୍କିରରୁ ୩୭୦ଧାରା ଉଚ୍ଛେଦ ହେବାପରଠାରୁ ପାକିସ୍ତାନ ରକ୍ତଚାଉଳ ଚୋବାଉଛି। କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ରୂପ ଦେବା ପାଇଁ ପାକିସ୍ତାନ ଅନେକ ଉଦ୍ୟମ କରି ବିଫଳ ହୋଇଛି। ଏବେ ପାକିସ୍ତାନର…
Read More...

ସମ୍ପର୍କରେ କଳଙ୍କ, ଭିନ୍ନକ୍ଷମ ନାତୁଣୀକୁ ଦୁର୍ଷ୍କମ କରି ଅଜା ଫେରାର

ନୟାଗଡ଼ : ଜଣେ ଭିନ୍ନକ୍ଷମ ନାବାଳିକା ତାର ଜଣେ ସମ୍ପର୍କୀୟ କାମାନ୍ଧ ଅଜାଙ୍କ ଦ୍ୱାରା ବଳତ୍କାରର ଶିକାର ହେବା ଘଟଣା ସମଗ୍ର ନୟାଗଡ଼ ଜିଲ୍ଲାରେ ଘୋର ଆଲୋଡ଼ନ ସୃଷ୍ଟି କରିଛି। ଏହି କୁଶ୍ଚିତ,ଲଜ୍ଜାଜନକ ଘଟଣା ନୟାଗଡ ଜିଲ୍ଲା…
Read More...

୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବାଲିକୁଦା : କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଅଞ୍ଚଳରେ ବୁଧବାର ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତାଙ୍କ ମାଆ ଥାନାରେ ଏତଲା ଦେବାପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।…
Read More...

ଗାନ୍ଧୀ ଜୟନ୍ତୀରୁ ଟ୍ରେନରେ ପ୍ଲାଷ୍ଟିକ ମନା

ନୂଆଦିଲ୍ଲୀ: ଭାରତୀୟ ରେଳ ମନ୍ତ୍ରାଳୟ ବୁଧବାର ଏକ ବଡ ନିଷ୍ପତି ନେଇଛି। ଭାରତୀୟ ରେଳ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ରେଳ ଡିଭିଜନକୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨…
Read More...

ତିନୋଟି ରିୟର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ଏମଆଇ ଏ-୩’

ନୂଆଦିଲ୍ଲୀ : ଜିଓମୀ କମ୍ପାନୀ ସ୍ପେନରେ ତାର ନୂଆ ସ୍ମାର୍ଟଫୋନ 'ଏମଆଇ ଏ-୩' ଲଞ୍ଚ କଲାପରେ ବୁଧବାର ଭାରତୀୟ ବଜାର ପ୍ରବଶେ କରାଇଛି। 'ଏମଆଇ ଏ-୩' ଫୋନରେ ତିନୋଟି ରିୟର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ…
Read More...

ଆସନ୍ତାକାଲିଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ : ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଆଣ୍ଟିଗୁଆରେ ଗୁରୁବାର ଠାରୁ ଆରମ୍ଭ ହେବ। ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଓ ଏକଦିବସୀୟ ସିରିଜରେ ବିଜୟ ପରେ…
Read More...

ବଜ୍ରପାତରେ ଚାଷୀ ମୃତ

ତିହିଡି:ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ କାମରିଆ ଗ୍ରାମରେ ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀଜଣଙ୍କ ହେଉଛନ୍ତି କମାରିଆ ଗ୍ରାମର ଦୟାନିଧୀ ସାହୁଙ୍କ ପୁଅ ସୁଦାମ…
Read More...

କୋରାପୁଟ ଜିଲାପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ନରସୁଲ କାମୁଡି ବିଜୟୀ

କୋରାପୁଟ : କୋରାପୁଟ ସଦ୍ଭାବନା ଗୃହରେ ବୁଧବାର ଅନୁଷ୍ଠିତ ଜିଲାପରିଷଦ ଉପାଧ୍ୟକ୍ଷ  ନିର୍ବାଚନରେ ବିଜେଡି ପ୍ରାର୍ଥୀ ନନ୍ଦପୁର ଜୋନର ନରସୁଲ କାମୁଡି ବିଜୟୀ ହୋଇଛନ୍ତି ।  ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ପାର୍ବତୀ ମସ୍ତି…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ ଦଶପଲ୍ଲା , ନୂଆଗାଁ,…
Read More...

ଭାରତରେ ଗଣେଶ ପୂଜା ପାଳନ କରିବେ ଋଷି!

ନୂଆଦିଲ୍ଲୀ : ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ଋଷି କପୁର ଅସୁସ୍ଥତା କାରଣରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ତେବେ ସେ ଖୁବଶୀଘ୍ର ଭାରତ ଆସି ପ୍ରିୟଜନଙ୍କ ସହ ଗଣେଶ ପୂଜା ପାଳନ କରିବେ ବୋଲି  ବୁଧୁବାର…
Read More...

ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର : କଟକ-ଭୁବନେଶ୍ୱର କମିଶନରେଟ ପୁଲିସର କମିଶନର ଭାବେ ବରିଷ୍ଠ ଆଇପିଏସ୍ ଡ. ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ଡ. ଷଡ଼ଙ୍ଗୀ ୧୯୯୦ ବ୍ୟାଚର ଆଇପିଏସ୍ ଅଫିସର । ସେ  …
Read More...

୨୪ ଘଣ୍ଟାରେ ୪ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପୂର୍ବ ଉତ୍ତରପ୍ରଦେଶରୁ ଓଡ଼ିଶା ଦେଇ ଉତ୍ତର ତାମିଲନାଡ଼ୁକୁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଏବଂ  ଆଭ୍ୟନ୍ତର ଓଡ଼ିଶାର ୪ ଜିଲାରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି । ଏହା ସହ ୯ଟି…
Read More...

କିଶୋର ମନରେ ଦେଶପ୍ରେମର ଝଲକ: ପକେଟ ଖର୍ଚ୍ଚରୁ ଚଳଚ୍ଚିତ୍ର ‘ବଳିଦାନ’

ଗୁଣପୁର : ଜିରୋ କ୍ରିଏସନ ବ୍ୟାନରରେ ‘ବଳିଦାନ’ କ୍ଷୁଦ୍ର ଚଳଚ୍ଚିତ୍ରରେ ଦେଶ ପ୍ରେମର ଝଲକ। ସ୍ଥାନ ପାଇଛି ସୀମାନ୍ତରେ ବୀର ଯବାନମାନେ ସାହାସିକତାର ସହ ପାକିସ୍ତାନ ସୈନିକଙ୍କ ସହ ମୁହାଁମୁହିଁ ହେଉଥିବା ଘଟଣା। ବଣ-ପାହାଡ଼…
Read More...

ପିଓକେ ନେତା ଖୋଲିଲେ ପାକିସ୍ତାନ ଗୁମର: ଜାଲ୍‌ ଦସ୍ତଖତରେ ରାଜିନାମା

ବର୍ଣ (ସ୍ବିଜରଲାଣ୍ଡ) : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ଚିନ୍ତା ବଢିଛି ପିଓକେ (ପାକ୍‌ ଅଧିକୃତ କାଶ୍ମୀର)କୁ ନେଇ। ଜାମ୍ମୁ-କାଶ୍ମୀର କହିବା ଅର୍ଥ ଗିଲ୍‌ଗିଟ୍‌-ବଲ୍‌ଟିସ୍ତାନ (ଜିବି) ସମେତ…
Read More...

ଓଡ଼ିଶାକୁ କେନ୍ଦ୍ରର ଅତିରିକ୍ତ ‘ଫଣି’ ସହାୟତା ରାଶି ମଂଜୁର, ମିଳିଲା ୩,୩୩୮.୨୨ କୋଟି

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ‘ଫଣି’ କ୍ଷୟକ୍ଷତି ବାବଦକୁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଓଡ଼ିଶାକୁ ୩,୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ…
Read More...

ଚିଦମ୍ବରମ୍‌ଙ୍କ ଆଗୁଆ ଜାମିନ ଅଗ୍ରାହ୍ୟ କରିଥିବା ବିଚାରପତିଙ୍କ ଅବସର ଶୁକ୍ରବାର

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁନୀଲ ଗଉର ଶୁକ୍ରବାର ଅବସର ଗ୍ରହଣ କରିବାକୁ…
Read More...

ଜାହାଜରୁ ସମୁଦ୍ରକୁ ଡେଇଁଲେ ଶରଣାର୍ଥୀ

ଲାମ୍ପେଦୁସା : ଆଫ୍ରିକୀୟ ଶରଣାର୍ଥୀଙ୍କୁ ନେଇ ଯାଉଥିବା ସ୍ପେନ୍‌ର ଏକ ଜାହାଜରୁ ୧୦ଜଣ ସିରିଆ ଶରଣାର୍ଥୀ ସମୁଦ୍ରକୁ ଡେଇଁ ପଡ଼ିଛନ୍ତି। ସେମାନେ ପହଁରି ପହଁରି କୂଳ ଆଡକୁ ଆସୁଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
Read More...

ଛୋଟା ରାଜନକୁ ୮ବର୍ଷ ସଶ୍ରମ କାରାଦଣ୍ଡ

ମୁମ୍ବଇ : ଏକ ହତ୍ୟା ଉଦ୍ୟମ ମାମଲାରେ କୁଖ୍ୟାତ ଡନ୍‌ ଛୋଟା ରାଜନକୁ ସ୍ଥାନୀୟ ସ୍ବତନ୍ତ୍ର ଅଦାଲତ ୮ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ରାଜନ୍‌ ସହିତ ତାର ୫ଜଣ ସହଯୋଗୀ ନିତ୍ୟାନନ୍ଦ ନାୟକ, ସେଲଭିନ୍‌ ଡାନିଏଲ,…
Read More...

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ୫ଥରର ବିଶ୍ବ ଚମ୍ପିଆନ ଲିନ୍‌ ଡାନ୍‌ଙ୍କୁ ହରାଇଲେ ପ୍ରଣୟ

ବାସେଲ୍‌ : ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଅଦ୍ୟାବଧି ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଯୁବ ଭାରତୀୟ ଖେଳାଳି ଏଚ୍.ଏସ୍. ପ୍ରଣୟ। ୫ ଥର ବିଶ୍ବ ଚମ୍ପିଆନ୍ ତଥା ୨ ଥର ଅଲିମ୍ପିକ୍…
Read More...

ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନୀ କମାଣ୍ଡୋ ମୃତ

ନୂଆଦିଲ୍ଲୀ : ଫେବୃଆରୀ ୨୭ରେ ପାକିସ୍ତାନ ସୀମାରେ ଖସିପଡ଼ିଥିବା ଭାରତୀୟ ଯୁଦ୍ଧବିମାନ ମିଗ୍‌-୨୧ର ପାଇଲଟ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପାକିସ୍ତାନୀ…
Read More...

ଏକାଧିକ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ କୋହଲି

ନର୍ଥ ସାଉଣ୍ଡ : ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ଏହି ଟେଷ୍ଟ ସିରିଜ୍‌ରେ ଏକାଧିକ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ ଅଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।…
Read More...

ପ୍ରଥମ ଟେଷ୍ଟମ୍ୟାଚ୍ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ନେଇ କୋହଲିଙ୍କ ମୁଣ୍ଡବ୍ୟଥା

ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା) : ଏଠାରେ ଗୁରୁବାରଠାରୁ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ହେଉଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଅନ୍ତର୍ଗତ ଏହି ୨ ମ୍ୟାଚ୍‌ର ସିରିଜ୍…
Read More...

ବିକ୍ଷୋଭକାରୀ ପୋଡ଼ିଦେଲେ କାରାଗାର: ୨୫୮ କଏଦୀଙ୍କ ପଳାୟନ

ଜାକର୍ତ୍ତା : ହଜାର ହଜାର ବିକ୍ଷୋଭକାରୀ ସୋମବାର ଇଣ୍ଡୋନେସିଆର ପଶ୍ଚିମାଞ୍ଚଳ ପ୍ରଦେଶ ପପୁଆର ସଂସଦ ଭବନକୁ ଜାଳିଦେବା ପରେ ମଙ୍ଗଳବାର ଏକ କାରାଗାରରେ ନିଆଁ ଲଗାଇ ଦେବା ଫଳରେ କାରାଗାରରେ ଥିବା ୨୫୮ କଏଦୀ ଖସି…
Read More...

୪୪ ବର୍ଷ ପୁରୁଣା ମିଗ ଯୁଦ୍ଧ ବିମାନକୁ ନେଇ ବାୟୁସେନା ମୁଖ୍ୟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ : ପାକିସ୍ତାନର ଏଫ-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ବିଧ୍ବଂସ କରିଥିବା ମିଗ-୨୧ ଯୁଦ୍ଧ ବିମାନକୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ବି.ଏସ. ଧନୱା ମଙ୍ଗଳବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ୪୪ ବର୍ଷ…
Read More...

କାଶ୍ମୀର ପ୍ରସଙ୍ଗରେ ଆଇସିଜେ ଯିବ ପାକିସ୍ତାନ

ଇସଲାମାବାଦ : କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ରୂପ ଦେବା ପାଇଁ ଜାତିସଙ୍ଘ ନିରାପତ୍ତା ପରିଷଦରେ ପାକିସ୍ତାନର ଉଦ୍ୟମ ବିଫଳ ହେବା ସତ୍ତ୍ବେ ଏହା ଏବେ ଆନ୍ତର୍ଜାତିକ ଅଦାଲତ (ଆଇସିଜେ)ର ଦ୍ବାରସ୍ଥ ହେବାକୁ ଯାଉଛି। ଏ…
Read More...

ବୁଧବାର ରାଶିଫଳ

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପରିମାଣ ବୃଦ୍ଧି ପାଇବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ଧନ-ସମ୍ପଦ ଭରପୂର ରହିବ। ମୋକଦ୍ଦମାରେ ବିଜୟୀ ହେବେ। ମୋକଦ୍ଦମା ଖର୍ଚ୍ଚ ଅର୍ଥ…
Read More...

ଗୁଲାମ ନବୀ ଆଜାଦଙ୍କୁ ପୁଣି ଦିଲ୍ଲୀ ଫେରାଇ ଦିଆଗଲା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ମଙ୍ଗଳବାର ଅପରାହ୍ଣରେ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ତାଙ୍କୁ ଜାମ୍ମୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଆଜାଦଙ୍କୁ ବିମାନବନ୍ଦର ବାହାରକୁ…
Read More...

ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଆଧାର ସଂଲଗ୍ନ କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ : ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନଙ୍କ ସମ୍ବନ୍ଧରେ ତଥ୍ୟ ରଖିବା ଲାଗି ସେମାନଙ୍କ ଆକାଉଣ୍ଟକୁ ଆଧାର ସଂଲଗ୍ନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସର୍ବୋଚ୍ଚ…
Read More...

୭୮ ତମ ରାଜ୍ୟ ପୁଲିସ ଫୁଟବଲ ଚମ୍ପିୟାନସିପ୍ ଉଦଘାଟିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଷ୍ଟାଡ଼ିୟମଠାରେ ୭୮ତମ ରାଜ୍ୟ ପୁଲିସ ଫୁଟବଲ ଚମ୍ପିୟାନସିପ୍-୨୦୧୯ ଉଦଘାଟିତ ହୋଇଯାଇଛି । ଉଦଘାଟିତ ସମାରୋହରେ ପଶ୍ଚିମାଞ୍ଚଳ ପୁଲିସ ଡ଼ି.ଆଇ.ଜି କବିତା ଜଲାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି…
Read More...

ଚିନ୍ତା ବଢାଇଲେଣି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ

ବଲାଙ୍ଗିର :କିଛି ଦିନ ତଳେ ଦେଓଗାଁ ବ୍ଲକ ଅଞ୍ଚଳରେ ପାଣି ଟାଙ୍କ କାମ କରୁଥିବା ଦୁଇଜଣ ବାଙ୍ଗଲାଦେଶୀ ୩୩କେଭି ତାରରେ ବିଦ୍ୟୁତ ହୁକ୍ କରୁଥିବା ବେଳେ ପ୍ରାଣ ହରାଇଥିଲେ। ଏହା ପ୍ରଥମ ଘଟଣା ନଥିଲା, ବିଦ୍ୟୁତ ଖୁଣ୍ଟରେ…
Read More...