ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୭୩ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗୋ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଜେପି…
Read More...

ସୁନ୍ଦରଗଡରେ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ

ସୁନ୍ଦରଗଡ: ସୁନ୍ଦରଗଡ ସ୍ଥିତ ଭବାନୀ ଭବନ ପଡିଆରେ ପାଳିତ ହୋଇଛି ୭୩ ତମ ସ୍ୱାଧୀନତା ଦିବସ। ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ଅବସରରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରିବାସହ ମିଳିତ…
Read More...

ଭବାନୀପାଟଣାରେ ସ୍ୱାଧାନତା ଦିବସ , ଯୋଗଦେଲେ ମନ୍ତ୍ରୀ ଟୁକୁନୀ ସାହୁ

କଳାହାଣ୍ଡି : କଳାହାଣ୍ଡିରେ ୭୩ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଜିଲ୍ଲା ସ୍ଥରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ…
Read More...

ତ୍ରିରଙ୍ଗା କଥା

ପ୍ରଥମ ପତାକା ୧୯୦୬ ଅଗଷ୍ଟ ୭ତାରିଖରେ ପାର୍ସୀ ବାଗାନ୍‍ ଚୌକ୍‍ (ଗ୍ରୀନ୍‍ପାର୍କ) କଲକାତାରେ ଉଡାଯାଇଥିଲା। ଏହି ଧ୍ୱଜ ଲାଲ୍‍, ହଳଦିଆ ଏବଂ ସବୁଜ ରଙ୍ଗର କପଡାରେ ପ୍ରସ୍ତୁତ ହୋଇଥିଲା। ମ୍ୟାଡମ ଭିକାଜୀ ରୁସ୍ତମ…
Read More...

ସ୍ୱାଧୀନତା ସଂଗ୍ରାମରେ ରକ୍ଷାବନ୍ଧନ

ଚଳିତବର୍ଷ ସ୍ୱାଧୀନତା ଦିବସ ଏବଂ ରକ୍ଷାବନ୍ଧନ ଗୋଟିଏ ଦିନରେ ପାଳିତ ହେଉଛି। ଏମିତିରେ ଭବିଷ୍ୟପୁରାଣରେ ରାଜା ବଳିଙ୍କ କାହାଣୀକୁ ନେଇ ରକ୍ଷାବନ୍ଧନର ଉଲ୍ଲେଖ ରହିଛି। ତେଣୁ ହାତରେ ରାଖୀ ବାନ୍ଧିବା ବେଳେ ପୁରୋହିତ…
Read More...

ଜାମ୍ମୁରୁ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର

ଶ୍ରୀନଗର : ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ରସରକାର ବୁଧବାର ଜାମ୍ମୁରୁ ସମ୍ପୂର୍ଣ୍ଣ ଭାବେ କଟକଣା ପ୍ରତ୍ୟାହାର କରିଛନ୍ତି। ତେବେ କାଶ୍ମୀର ଉପତ୍ୟକାର କିଛି ଅଞ୍ଚଳରେ ଏହି କଟକଣା ବଳବତ୍ତର ରହିବ ବୋଲି…
Read More...

ତାମିଲ ତାରକା ବିଜୟଙ୍କ ୪୦୦ ସୁନା ମୁଦି ଉପହାର

ଚେନ୍ନଇ : ତାମିଲ ଚଳଚ୍ଚିତ୍ର ତାରକା ବିଜୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିଜିଲ୍‌’ ଟିମ୍‌ର ୪୦୦ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ ସୁନା ମୁଦି ଉପହାର ଦେଇଛନ୍ତି। ଏହି ଉପହାରକୁ ସେ ‘ସ୍ବର୍ଣ୍ଣ ହୃଦୟ’ ଆଖ୍ୟା ଦେଇଥିବା…
Read More...

ଭାରତ-ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ: ବିରାଟଙ୍କ ଶତକ ବଳରେ ଭାରତ ୬ୱିକେଟରେ ବିଜୟୀ

ପୋର୍ଟ ଅଫ୍ ସ୍ପେନ୍ :  ଏଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ବୁଧବାର ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ରେ ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ୬ୱିକେଟରେ ଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ…
Read More...

ଆଜି ସିଆଚେନ୍ ଯିବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଧୋନି

ଶ୍ରୀନଗର : ପ୍ରାଦେଶିକ ସେନା (ଟେରିଟୋରିଆଲ୍‌ ଆର୍ମି)ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନା ସହ ଏବେ ଜାମ୍ମୁ-କାଶ୍ମୀରରେ ଅଛନ୍ତି। ଜୁଲାଇ ୩୧ରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଧୋନି…
Read More...

ଶୁକ୍ରବାର କ୍ୟାବିନେଟ

ଭୁବନେଶ୍ୱର : ଶୁକ୍ରବାର ଅପରାହ୍ଣରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୬ ତାରିଖ ଅପରାହ୍ଣ ୫.୪୫ରେ ବସିବାକୁ ଥିବା ଏହି ବୈଠକରେ ଆଲୋଚନା ପାଇଁ ପ୍ରାୟ ୮ଟି ପ୍ରସ୍ତାବ ରହିଛି।…
Read More...

ଗେଲ୍‌ଙ୍କ ଆନ୍ତର୍ଜାତିକ କ୍ରିକେଟ ଜୀବନ ଶେଷ !

ପୋର୍ଟ ଅଫ୍ ସ୍ପେନ୍ : କ୍ରିକେଟ ଦୁନିଆର ଅନ୍ୟତମ ଖ୍ୟାତନାମା ବ୍ୟକ୍ତିତ୍ବ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ବୋଧହୁଏ ଜୀବନର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି। ବୁଧବାର ଏଠାରେ ଭାରତ ବିପକ୍ଷରେ ୩ୟ ଦିନିକିଆ…
Read More...

ସକରାତ୍ମକ ମନୋଭାବ ନେଇ ସର୍ବଦା ପଡ଼ିଆକୁ ଓହ୍ଲାଏ: ପନ୍ତ୍‌

ପୋର୍ଟ ଅଫ୍ ସ୍ପେନ୍ : ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ କ୍ରିକେଟ୍ ସିରିଜ୍‌ ଖେଳୁଥିବା ବେଳେ ଏହି ସିରିଜ୍‌ରେ ଭାରତୀୟ ଦଳର ୱିକେଟରକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ଋଷଭ ପନ୍ତ୍‌। ଧୋନି ଏହି ସିରିଜ୍‌ରୁ…
Read More...

ଲୁଇସ୍-ଗେଲ୍‌ଙ୍କ ପ୍ରହାର; ଭାରତର ବିଜୟଲକ୍ଷ୍ୟ ୨୫୫

ପୋର୍ଟ ଅଫ୍ ସ୍ପେନ୍ : ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ସହ ସିରିଜ୍ ଜିତିବା ପାଇଁ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତକୁ ଡକ୍‌ୱର୍ଥ-ଲୁଇସ୍ ନିୟମରେ ୩୫ ଓଭରରେ ୨୫୫ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍…
Read More...

ଶ୍ରମିକମାନଙ୍କୁ ଦକ୍ଷତା ତାଲିମ ଦେବା ଲାଗି ବୟନ ଶିଳ୍ପ ମନ୍ତ୍ରଣାଳୟ ସହ ୧୬ ରାଜ୍ୟ ସରକାରଙ୍କ ବୁଝାମଣା

ନୂଆଦିଲ୍ଲୀ : ୧୬ଟି ରାଜ୍ୟର ସରକାର ବୟନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ଉଦ୍ଦିଷ୍ଟ ଯୋଜନା-ସମର୍ଥ(ଏସସିବିଟିଏସ)କୁ ଆଗେଇ ନେବା ଲାଗି ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମାରୋହରେ ବୁଝାମଣାପତ୍ର(ଏମଓୟୁ)…
Read More...

୩ୟ ଦିନରେ ଜାତୀୟ ରାଜପଥ ମରାମତି କାର୍ଯ୍ୟ ମନ୍ଥର, ଫିକା ପଡିଗଲା ସ୍ୱାଧୀନତା ଦିବସ!

ତୁମୁଡିବନ୍ଧ: ଆଜି ଭାରତୀୟ ଜନତା ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ହେଲେ ଜାତୀୟ ରାଜପଥ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କରାଯାଉଥିବାରୁ ସାଧାରଣ ଲୋକଙ୍କୁ ଏହାର ଦୁର୍ଦ୍ଦଶା…
Read More...

ଗୋ-ସମ୍ପଦ ପାଇଁ ନୂଆ ବିପଦ ‘ବସନ୍ତ ରୋଗ’ଘଟଣା

ବଡ଼ସାହି : ଉତ୍ତର ଓଡ଼ିଶାର ଗୋ-ସମ୍ପଦ ପାଇଁ ନୂଆ ବିପଦ ଭାବେ ଦେଖାଦେଇଥିବା ବସନ୍ତ ଭଳି ରୋଗ ଘଟଣା ସମାଜରେ ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବୁଧବାର ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ…
Read More...

ବଡ଼ ବନ୍ୟାର ବିପଦ ନାହିଁ; ଆଜି ମୁଣ୍ଡଳି ଦେଇ ପ୍ରବାହିତ ହେବ ୧୦ଲକ୍ଷ ଘନଫୁଟଜଳ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଅବବାହିକାରେ ବନ୍ୟା ପରିସ୍ଥିତି ଦେଖାଦେବ ବୋଲି ଆଗୁଆ ଆକଳନ କରାଯାଇଥିଲା। ତେବେ ଗତ ୨୪ଘଣ୍ଟା ମଧ୍ୟରେ ମହାନଦୀ ଅବବାହିକାର ତଳମୁଣ୍ଡରେ ବର୍ଷା କମିବା ସହିତ ତେଲ ନଦୀ…
Read More...

ଗୁରୁବାର ରାଶିଫଳ

ମେଷ: ଧୈର୍ଯ୍ୟ ଓ ପାରଦର୍ଶିତାର ପୁରସ୍କାର ପାଇବେ। ସ୍ବଳ୍ପ ଆୟର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ମନ ପ୍ରସନ୍ନ ରହିବ। ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ଔଷଧ କିମ୍ବା ଶୃଙ୍ଗାର ବ୍ୟବସାୟ ଲାଭଜନକ…
Read More...

୩୬ ଘଣ୍ଟା ପରେ ରେଳ ଚଳାଚଳ ସାମାନ୍ୟ

ସମ୍ବଲପୁର : ବଙ୍ଗୋପସାଗରରେ ଲଘୁ ଚାପ ସୃଷ୍ଟି ହୋଇଥିବାରୁ ଏବେ ସାରା ରାଜ୍ୟରେ ପ୍ରବଳ ବର୍ଷା ଚାଲୁ ରହିଛି। ଏଥି ପାଇଁ ବହୁ ଅଞ୍ଚଳରେ ବନ୍ୟା ଦେଖାଯାଉଥିବାରୁ ରେଳ ଚଳାଚଳ ରାଜ୍ୟରେ ବ୍ୟାହତ ହେଉଛି। ଏହି କ୍ରମରେ ଏବେ…
Read More...

ଶିମଳିପାଳ ସଂଲଗ୍ନ ଖାଦାନରେ ୧୪୪ଧାରା ଜାରି

ବଡ଼ସାହି : ବିଶ୍ୱଦରବାରରେ ଶିମିଳିପାଳ ଅଭୟାରଣ୍ୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ପଥର ମାଫିଆଙ୍କ ଦୌରାତ୍ମ ପାଇଁ ନିଜର ପୂର୍ବ ଗୌରଗାରିମାରେ କ୍ଷତି ପହଞ୍ଚିଥିଲା। ବନାଞ୍ଚଳ ସଙ୍କୁଚିତ ସାଙ୍ଗକୁ ବନ୍ୟଜନ୍ତୁ…
Read More...

କେନ୍ଦ୍ରାପଡ଼ାରେ ଗୁଳିମାଡ଼; ଦୁଇ ଯୁବକ ଗୁରୁତର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ସଦର ଥାନା କଳପଡ଼ା ବ୍ରିଜ୍ ନିକଟରେ ବୁଧବାର ଦୁଇ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନି ଜଣ…
Read More...

ଏସଓଜି ମାଓବାଦୀ ମୁହାଁମୁହିଁ

ଭବାନୀପାଟଣା: ସ୍ୱାଧୀନତା ଦିବସ ଅବସରରେ ମାଓବାଦୀମାନେ କୌଣସି ଅଘଟଣ ଘଟାଇବା ଆଶଙ୍କା ଥିବାରୁ ବୁଧବାର ସନ୍ଧ୍ୟାରେ ଲାଞ୍ଜିଗଡ ବ୍ଲକ ଅଧିନରେ ଥିବା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଣ୍ଡୁରୀ ପଞ୍ଚାୟତର ଗଣ୍ଡି ରିଜର୍ଭ…
Read More...

ଭାରତ-ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ବର୍ଷା ବାଧକ, ୨୨ ଓଭର ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୧୫୮-୨

ପୋର୍ଟ ଅଫ ସ୍ପେନ୍‍ : ଏଠାରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୩ୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ ଖେଳାଯାଉଥିବାବେଳେ ବର୍ଷା ବାଧକ ସାଜିଛି । ବର୍ଷା  ବାଧକ ସାଝିବା ବେଳକୁ ୱେଷ୍ଟଇଣ୍ଡିଜ୍ ୨ୱିକେଟ ହରାଇ ୧୫୮ରନ…
Read More...

ଚିଲିକା ପାଇଁ ବିପଦ ମାଲେସିଆ ଜାହାଜ

ଚିଲିକା: ଚିଲିକାର ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଚିଲିକାର ଜୈବବିଭିତତା ପାଇଁ ବିପଦ ଆଣିପାରେ। ୭ ଦିନ ହେଲା ଚିଲିକାରେ ଅଟକି ରହିଥିବା ମାଲବାହି ଜାହାଜରୁ ତେଲ ଲିକ୍‍ ହେବା ସମ୍ଭାବନା ରହିଥିବା କୋଷ୍ଟଗାର୍ଡ…
Read More...

ସୁନା ଦର ଖସିଲା, ଜାଣନ୍ତୁ ପ୍ରତି ୧୦ ଗ୍ରାମକୁ କେତେ ଟଙ୍କା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ସୁନା ଓ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ଭାରତୀୟ ଗହଣା ବଜାରରେ ବୁଧବାର ସୁନା ଦର ୧୦ ଗ୍ରାମ ପ୍ରତି ୪୨୫ ଟଙ୍କା ଓ ରୁପା ଦର କିଲୋ ପ୍ରତି ୬୯୦ ଟଙ୍କା…
Read More...

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ପତ୍ର ଲେଖିଲା ପାକିସ୍ତାନ

ଇସଲାମାବାଦ : ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଜରୁରୀ ବୈଠକ ଡାକିବାକୁ ବୁଧବାର ପାକିସ୍ତାନ ପତ୍ର ଲେଖିଛି।…
Read More...

ବାଲାକୋଟରେ ପରାକ୍ରମ ଦେଖାଇଥିବା ୫ ପାଇଲଟଙ୍କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବ ୭୩ତମ ସ୍ୱାଧିନତା ଦିବସ। ଏହି ଅବସରରେ ଫେବୃଆରୀ ୧୪ ତାରିଖରେ ପାକିସ୍ତାନର ବାଲାକୋଟରେ ପରାକ୍ରମ ଦେଖାଇ ଆତଙ୍କବାଦୀ ଆଡ୍ଡାଗୁଡିକୁ ଧଂସ କରିଦେଇଥିବା ମିରାଜ ୨୦୦୦ ଯୁଦ୍ଧ ବିମାନର ୫…
Read More...

ପାକିସ୍ତାନକୁ ଘାରିଛି ପିଓକେରେ କାର୍ଯ୍ୟାନୁଷ୍ଠାନ ଡ଼ର, ଇମ୍ରାନ କହିଲେ ଯୁଦ୍ଧ ପାଇଁ ଦାୟୀ ରହିବେ ବିଶ୍ୱ ସମୂଦାୟ

ଇସଲାମାବାଦ/ମୁଜଫରାବାଦ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ବିଶ୍ୱ ଆଗରେ କାନ୍ଦୁଥିବା ପାକିସ୍ତାନକୁ ଏବେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭାରତର କାର୍ଯ୍ୟାନୁଷ୍ଠାନ ଡ଼ର ଘାରିଛି। ଫଳରେ…
Read More...

ବନ୍ଦ ହେଲା ହୀରାକୁଦ ଗେଟ

ସମ୍ବଲପୁର : ବୁଧବାର ସାଙ୍କେତିକ ଭାବେ ଖୋଲାଯାଇଥିବା ହୀରାକୁଦ ଡ୍ୟାମର ୭ ନମ୍ବର ଗେଟ ବନ୍ଦ କରି ଦିଆଯାଇଛି। ତଳମୁଣ୍ଡରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଡ୍ୟାମ…
Read More...

ଭାରତକୁ ‘ଜିହାଦ’ର ଧମକ ଦେଲେ ପାକିସ୍ତାନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ନେତାମାନେ ଭାରତକୁ ଖୋଲାଖୋଲି ଧମକ ଦେଉଛନ୍ତି। ଏହି କ୍ରମରେ ପାକିସ୍ତାନ ସ୍ୱାଧୀନତା ଦିବସରେ ବୁଧବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭୀ…
Read More...

ଜୁଲାଇ ପାଇକାରୀ ମୁଦ୍ରାସ୍ଫୀତି ୧.୦୮%କୁ ହ୍ରାସ, ଜାଣନ୍ତୁ କେଉଁ ସାମଗ୍ରୀର କମିଲା ଦାମ

ନୂଆଦିଲ୍ଲୀ : ଜୁଲାଇ ମାସର ପାଇକାରୀ ମୁଦ୍ରାସ୍ଫୀତି ହ୍ରାସ ପାଇ ୨୫ ମାସର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଖାଦ୍ୟ ପଦାର୍ଥ ଏବଂ ପନିପରିବା ଦର ହ୍ରାସର ସକରାତ୍ମକ ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି। ଏହି…
Read More...

ବୀରଚକ୍ରରେ ସମ୍ମାନୀତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଭାରତର ତୃତୀୟ ସର୍ବବୃହତ ଯୁଦ୍ଧ ପଦକ ବୀର ଚକ୍ରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସମ୍ମାନୀତ କରାଯିବ। ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପ୍ରତିକିୟାଶୀଳ ହୋଇଥପଡିଥିଲା ପାକିସ୍ତାନ।…
Read More...

ଆଦିତ୍ୟ ପ୍ରସାଦ ପାଢୀ ହେଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ପାଢୀଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଞ୍ଜୁରୀ ପ୍ରଦାନ କରିଛନ୍ତି।…
Read More...

ଦିଲ୍ଲୀ ବିମାନ ବନ୍ଦରରେ ଶାହ ଫୈଜଲ ଅଟକ

ନୂଆଦିଲ୍ଲୀ : ଆଇଏଏସ ଅଧିକାରୀରୁ ରାଜନେତା ସାଜିଥିବା ଶାହ ଫୈଜଲଙ୍କୁ ବୁଧବାର ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରାଯାଇଥିଲା। ପରେ ତାଙ୍କୁ କାଶ୍ମୀର ଫେରାଇ ଦିଆଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଫୈଜଲ ବୁଧବାର…
Read More...

ଗାର୍ଡ ଅଫ୍ ଅନର ବ୍ୟବସ୍ଥା ଉଚ୍ଛେଦ

ଭୁବନେଶ୍ୱର:  ଗାର୍ଡ ଅଫ୍ ଅନର ବ୍ୟବସ୍ଥାକୁ  ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ଆଉ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଫିସରକୁ ଦିଆଯିବନାହିଁ ଗାର୍ଡ ଅଫ୍ ଅନର । କେବଳ…
Read More...

ରାସ୍ତା କଡ଼ରେ ଗୋ ମାଂସ ପକାକୁ ନେଇ ଉତ୍ତେଜନା

ଯାଜପୁର : ଯାଜପୁର ଗାନ୍ଧିଛକ ନିକଟସ୍ଥିତ ବୈତରଣୀ ନଦୀ କୂଳ ରାସ୍ତା କଡ଼ରେ ବୁଧୁବାର ସକାଳେ ଗୋ ମାଂସ ପକାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି । ରୋଡ଼ କଡରେ ବସ୍ତାରେ ଭର୍ତ୍ତି ହୋଇଥିବା ଗୋ ମାଂସ ପଡିଥିବାର ଦେଖିବାକୁ…
Read More...

ମୁହଁ ଖୋଲିଲେ ରଞ୍ଜୀବ ; ପିସିସି ସଭାପତି ହେବାକୁ ଆଶା ନାହିଁ

ଭୁବନେଶ୍ୱର :  କଂଗ୍ରେସର ରାଜ୍ୟ ସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ କୌଣସି ଦଳ ଟଙ୍କା ଯାଚିଥିବା ଘଟଣାକୁ ସେ ପ୍ରତ୍ୟାଖାନ କରିଛନ୍ତି । ପୂର୍ବରୁ ଦଳ ବଦଳ ପାଇଁ ଆନ୍ୟ ଦଳ ପକ୍ଷରୁ ତାଙ୍କୁ ଟଙ୍କା ଯଚା ଯାଇଥିବା ଚର୍ଚ୍ଚା…
Read More...

ଝାରସୁଗୁଡା ଜିଲ୍ଲାପାଳ ନିଲମ୍ୱିତ

ଝାରସୁଗୁଡା : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାପାଳ ଜ୍ୟେତିରଞ୍ଜନ ପ୍ରଧାନଙ୍କୁ ନିଲମ୍ୱିତ କରିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ଏଡିଏମ୍‌ ପ୍ରଦୀପ ସାହୁ ଅତିରିକ୍ତ…
Read More...

କାନ୍ଥ ପଡ଼ି ନାବାଳିକା ମୃତ , ଅଳ୍ପକେ ବର୍ତ୍ତିଲେ ବାପା ଓ ମାଆ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତର କେନ୍ଦୁପଡା ଗ୍ରାମରେ ମଙ୍ଗଳବାର ରାତିରେ  ଏକ ଅଭାବନୀୟ ଘଟଣା ଘଟିଛି । ଘରରର କାନ୍ଥ ପଡି ମହମ୍ମଦ ମାଝୀଙ୍କ  ସାନ ଝିଅ ପିଙ୍କି(୮) ର…
Read More...

ବାହ୍ୟ ଜଗତରୁ ବିଚ୍ଛିନ୍ନ କନ୍ଧମାଳ-କଳାହାଣ୍ଡି

ତୁମୁଡିବନ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଓ କଳାହାଣ୍ଡି ଜିଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଲକର ସିର୍ଲା, ଲଙ୍କାଗଡ଼, ଭଣ୍ଡାରଙ୍ଗୀ, ଝିରିପାଣି ଗ୍ରାମ ଓ କୋଟଗଡ…
Read More...

ନାଭାଲ-ଟାଟା ହକି ଏକାଡେମୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ

ଭୁବନେଶ୍ବର : କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଆଉ ଏକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟିହୋଇଛି। ଓଡ଼ିଶା ସରକାର ଓ ଟାଟା ଷ୍ଟିଲର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡ଼ିମମ ହକି କ​‌େ​‌ମ୍ପ୍ଲକ୍ସ ପରିସରରେ…
Read More...

ମହାନଦୀରେ ବନ୍ୟା ଆଶଙ୍କା; ବଢୁଛି ୮ ନଦୀ

ଭୁବନେଶ୍ୱର : ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ବୁଧବାର ହୀରାକୁଦର ଗୋଟିଏ ଫାଟକ ଖୋଲାଯିବ। ମହାନଦୀ ନିମ୍ନ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଆସନ୍ତା…
Read More...

ପାକିସ୍ତାନ ଦୂତ ମାଲିହା ଲୋଧିଙ୍କୁ ହଲାପଟା

ନ୍ୟୁୟର୍କ : ଜାତିସଙ୍ଘ ପାଇଁ ନିଯୁକ୍ତ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମାଲିହା ଲୋଧିଙ୍କୁ ଏଠାରେ ଏକ କାର୍ଯ୍ୟକ୍ରମରେ ନାହିଁ ନ ଥିବା ହଲାପଟା କରାଯାଇଛି। ନିଜକୁ ପାକିସ୍ତାନୀ ନାଗରିକ ଦର୍ଶାଇ ଜଣେ ବ୍ୟକ୍ତି ତାଙ୍କୁ…
Read More...

କ’ଣ କହୁଛନ୍ତି ପ୍ରଭାସ?

ମୁମ୍ବଇ : ଅଗଷ୍ଟ ଶେଷବେଳକୁ ବହୁ ପ୍ରତୀକ୍ଷିତ ବଲିଉଡ଼୍ ଚଳଚ୍ଚିତ୍ର ‘ସାହୋ’ ମୁକ୍ତିଲାଭ କରିବାକୁ ଯାଉଛି। ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମ ଉଭୟରେ ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମୁଖ୍ୟ ଭୂମିକାରେ…
Read More...

ଲଘୁଚାପ ପ୍ରଭାବ ଆଉ ୨୪ଘଣ୍ଟା; ୭ଜିଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗାଙ୍ଗେୟ ପଶ୍ଚିମବଙ୍ଗର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ରହିଛି।…
Read More...

ଭାରତ-ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ ଆଜି

ପୋର୍ଟ ଅଫ୍ ସ୍ପେନ୍ : ପ୍ରଥମ ଦିନିକିଆ ବର୍ଷାରେ ଧୋଇଯିବା ପରେ ୨ୟ ଦିନିକିଆରେ ବର୍ଷା ସାମାନ୍ୟ ବାଧକ ସାଜିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତା’ର ପ୍ରାଧାନ୍ୟ ଜାହିର କରି ପାରିଥିଲା।…
Read More...

କାଶ୍ମୀର ପ୍ରସଙ୍ଗରେ ସମର୍ଥନ ଆଶା କରିବା ନିର୍ବୋଧତା: କ୍ୟୁରେସୀ

ମୁଜାଫରବାଦ : ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ସମର୍ଥନ ଯୋଗାଡରେ ସବୁଆଡୁ ବିଫଳ ହେବା ପରେ ପାକିସ୍ତାନ ସମ୍ପୂର୍ଣ୍ଣ ହତାଶ ହୋଇପଡିଛି। ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ମଙ୍ଗଳବାର ନିଜ…
Read More...

ପଶ୍ଚିମ ଓଡ଼ିଶାରେ ବନ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ

ଭୁବନେଶ୍ବର : ଦୁଇଦିନ ଧରି ପ୍ରବଳ ବର୍ଷାରେ ପଶ୍ଚିମ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ରେଳ ଧାରଣା ଧୋଇଯିବା ଏବଂ ଟ୍ରାକ୍ ପାଣିରେ ବୁଡ଼ି ରହିବା ଯୋଗୁଁ ଟ୍ରେନ୍ ଚଳାଚଳ ଗୁରୁତର…
Read More...

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ୨୦ନମ୍ବର ଜାତୀୟ ରାଜପଥ ଗୋଳାବନ୍ଧ ନିକଟରେ ମଙ୍ଗଳବାର ରାତି ସାଢ଼େ ୮ଟା ସମୟରେ ଅଜଣା ଟ୍ରକ ଧକ୍କାରେ  ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ହୋଇଥିବା ଜଣାପଡ଼ିଛି।…
Read More...

ବୁର୍ଲା ଭିସୁଟ ଶିକ୍ଷକଙ୍କ ଆନ୍ଦୋଳନରେ ଦ୍ୱିଧା: ବିଶୃଙ୍ଖଳା ସୃଷ୍ଟି ଧରାଯିବା ନେଇ କୁଳସଚିବଙ୍କ ଚିଠି

ବୁର୍ଲା : ବୁର୍ଲା ଭିସୁଟ ଶିକ୍ଷକ ସଂଘ ତରଫରୁ ଆନ୍ଦୋଳନ ଚାଲିଥିବା ପରିପ୍ରେକ୍ଷିରେ କୁଳାଧିପତିଙ୍କ ଆଦେଶ କ୍ରମେ ଗତ ୧୦ ତାରିଖରେ ପ୍ରଥମ କାର୍ଯ୍ୟାନୁଷ୍ଠାନ କୁଳପତି ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଶିକ୍ଷକମାନେ…
Read More...

ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମନମୋହନ

ଜୟପୁର : ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ। ବିଧାନସଭା ସଚିବ ପ୍ରମିଲ କୁମାର ମାଥୁରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ…
Read More...

ବୁଧବାର ରାଶିଫଳ

ମେଷ: ଶ୍ରମ ସାର୍ଥକ ହୋଇପାରେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ମିଳିବ। ଉତ୍ତମ ଗୃହରେ ବାସ କରିବେ। କୀର୍ତ୍ତି, ମତ୍ତି, ସ୍ବତ୍ତ୍ବ, ସନ୍ତୋଷ ବହୁବିଧ ଧନ ପ୍ରାପ୍ତ ହେବେ।…
Read More...

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ମହିଳା ଗୁରୁତର

ପାଟଣା : କେନ୍ଦୁଝର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କୁ ପ୍ରଥମେ ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଅଧିକ ଚିକିତ୍ସା ନିମନ୍ତେ…
Read More...

ସିବିଏସିଇ ପରୀକ୍ଷା ଫିସ୍‍ ବୃଦ୍ଧିନେଇ କେନ୍ଦ୍ରମାନବ ସମ୍ବଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ନବୀନଙ୍କୁ କେଜରିୱାଲଙ୍କ…

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସିଇ)ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

ସ୍ୱାଧୀନତା ଦିବସ -୨୦୧୯ ଉପଲକ୍ଷେ ଆସନ୍ତାକାଲି ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆସନ୍ତାକାଲି ରାଷ୍ଟ୍ରପତି  ରାମନାଥ କୋବିନ୍ଦ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ରାଷ୍ଟ୍ରପତିଙ୍କ ସମ୍ବୋଧନ ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ କରାଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି। ଯାହା ଫଳରେ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବନ୍ୟାସ୍ଥିତିର ସମୀକ୍ଷା ପରେ ବନ୍ୟା…
Read More...

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାସ୍ଥିତିର ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ମୌସୁମୀ ଓ  ଲଘୁଚାପ କରାଣରୁ ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି। ଯାହା ଫଳରେ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଲାଣି। ସାମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ…
Read More...

ହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ

ଲକ୍ଷ୍ମୀପୁର:କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଓଏସଏପି ତୃତୀୟ ବାଟାଲିୟନର କାର୍ୟ୍ୟରତ ଜଣେ କନେଷ୍ଟବଳଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ କନେଷ୍ଟବଳ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ପନକା ସାହିର…
Read More...

ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ ରାହୁଲଙ୍କ ଜବାବ: ‘ବିମାନ ନୁହେଁ; ସ୍ବାଚ୍ଛନ୍ଦତା ଦରକାର’

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତ ପାଇଁ ଆମନ୍ତ୍ରଣ କରିବା ସହ ବିମାନ ପଠାଇବା ପାଇଁ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏକ ଟ୍ବିଟର ଜବାବରେ ମଙ୍ଗଳବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି ତାଙ୍କୁ…
Read More...

ପୋଲିସ କବଜାରେ ବଣି

ନୟାଗଡ: ପୋଲିସକୁ ତିନି-ତିନି ଥର ଚକମା ଦେଇ ଫେରାର ହୋଇଥିବା ବଣି ଶେଷରେ ଧରାପଡିଛି । ବଣି ଓରଫ ତପନ ରାଉତକୁ କାବୁ କରିବାରେ ସକ୍ଷମ ହୋଇଛି ନୟାଗଡ ପୋଲିସ । ନିଜ ଗାଁ କରବର ଜଙ୍ଗଲରେ ଲୁଚିଥିବା ଖବର ପାଇ ପୋଲିସ ସେଠାରେ…
Read More...

ଆସାମ ଏନଆରସି : ତଥ୍ୟ ପୁନଃଯାଞ୍ଚ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଆସାମ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)ର ପୁନଃ ଯାଞ୍ଚ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଏଥିସହ ଅଗଷ୍ଟ ୩୧ ସୁଦ୍ଧା ଏନଆରସି ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ…
Read More...

ମୋଦୀ-ଶାହାଙ୍କ ‘ଚାଟୁକାର’ ହେଉଛନ୍ତି ଶିବରାଜ ଚୌହାନ : ମଧ୍ୟପ୍ରଦେଶ ଶିକ୍ଷା ମନ୍ତ୍ରୀ

ଭୋପାଳ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମଧ୍ୟପ୍ରଦେଶର ଶାସକ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା…
Read More...

ଧାରା ୩୭୦ ଉଚ୍ଛେଦ ପଦ୍ଧତି ଅସାମ୍ବିଧାନିକ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଳୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଦ୍ଧତିକୁ ନେଇ ମଙ୍ଗଳବାର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଘାଟିରୁ ଧାରା ୩୭୦ ଉଚ୍ଛେଦ ପାଇଁ ଯେଉଁ…
Read More...

ଉଦ୍ଧାର ହେଲେ ୪ ଶିଶୁ ଶ୍ରମିକ

ଯାଜପୁର:ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ଜଣେ ନାବାଳିକା ଅଛନ୍ତି। ଏମାନେ ବଭିନ୍ନ ଘରୋଇ…
Read More...

୨ ବର୍ଷରେ ଆଇଆଇଟି-ଆଇଆଇଏମରେ ଅଧାରୁ ପାଠ ଛାଡ଼ିଛନ୍ତି ୨୫୬୦ ଛାତ୍ରଛାତ୍ରୀ, ସେଥିମଧ୍ୟରୁ ୧୨୩୩ ସଂରକ୍ଷିତ ବର୍ଗର

ନୂଆଦିଲ୍ଳୀ : ଗତ ୨ ବର୍ଷ ମଧ୍ୟରେ ୨୬୪୧ ଛାତ୍ରଛାତ୍ରୀ ଆଇଆଇଟି ଏବଂ ୯୯ ଛାତ୍ରଛାତ୍ରୀ ଆଇଆଇଏମରେ ଅଧାରୁ ପାଠ ଛାଡ଼ିଛନ୍ତି। ଆଇଆଇଟିରୁ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮% ଏବଂ ଆଇଆଇଏମ ଛାଡ଼ିଥିବା…
Read More...

ବୃଦ୍ଧି ପାଇଲା ହୀରାକୁଦର ଜଳସ୍ତର

ସମ୍ବଲପୁର:  ଲଗାଣ ବର୍ଷାରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇ ୬୧୭.୦୬ ଫୁଟରେ ପହଞ୍ଚିଛି। ହୀରାକୁଦ…
Read More...

ଥାନାରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ଆସିକା : ଗଞ୍ଜାମ ଜିଲାର ପାଟପୁର ଥାନା ପରିସରରେ ମଙ୍ଗଳବାର ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣଙ୍କ ନାମ ହେଲା ଶିବ ପାତ୍ର । ଶୌଚ ହେବାକୁ ଯାଇ ସେଠାରେ ଏକ ରସି ଲଗାଇ ଆତ୍ମହତ୍ୟା…
Read More...

ବଢିଲା କାଳିଆ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ ଅବଧି

ଭୁବନେଶ୍ୱର : କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ  ଅବଧି ବଢାଇଲେ ରାଜ୍ୟ ସରକାର। ପୂର୍ବରୁ କାଳିଆ ଯୋଜନାର ଯୋଗ୍ୟ ହିତାଧିକାରିଙ୍କ ଯାଞ୍ଚ ଶେଷ ତାରିଖ ଅଗଷ୍ଟ ୧୪ ନିର୍ଦ୍ଧାରଣ କରାଯାଇଥିଲା। ଆଜି ଏହାର ଅବଧି…
Read More...

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ମାସକର ଦରମା ଦାନ କରିବେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବଇ : ମହାରାଷ୍ଟ୍ରର ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭୀସ ଏବଂ ରାଜ୍ୟର କ୍ୟାବିନେଟ ମନ୍ତ୍ରୀମାନେ ମାସକର ଦରମା ଦାନ କରିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା…
Read More...

କାଶ୍ମୀରକୁ ନେଇ ଟ୍ରମ୍ପଙ୍କ ୟୁଟର୍ଣ୍ଣ, ଆଉ କରିବେନି ମଧ୍ୟସ୍ଥତା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗକୁ ନେଇ ୟୁଟର୍ଣ୍ଣ ମାରିଛନ୍ତି। କାଶ୍ମୀର ଉପରେ ମଧ୍ୟସ୍ଥତାର ପ୍ରସ୍ତାବ ଏବେ ଆଉ ବିଚାରଧୀନ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକାରେ…
Read More...

‘ହିନ୍ଦୁ ପାକିସ୍ତାନ’ ଟିପ୍ପଣୀ ଯୋଗୁଁ ଫସିଲେ ଶଶୀ ଥରୁର, ଗିରଫ ପରୱାନା ଜାରି

କଲକାତା : କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ୨୦୧୮ରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଫସିଯାଇଛନ୍ତି। କଲକାତାର ଏକ ମେଟ୍ରୋପଲିଟାନ ମାଜିଷ୍ଟେଟ୍‍ କୋର୍ଟ ଶଶୀ ଥରୁରଙ୍କ ବିରୋଧରେ ଗିରଫ…
Read More...

ସିକିମ: ଗୋଟିଏ ଝଟକାରେ ଶୂନରୁ ୧୦ ହେଲା ବିଜେପି

ଗ୍ୟାଙ୍ଗଟକ : ସିକିମ ରାଜନୀତିରେ ମଙ୍ଗଳବାର ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ପୂୂର୍ବତନ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ପାର୍ଟି ସିକିମ ଡେମୋକ୍ରାଟିକ ପ୍ରଣ୍ଟ (ଏସଡିଏଫ)ର ୧୦ ବିଧାୟକ ଆନୁଷ୍ଠାନିକ ଭାବେ…
Read More...

ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ

ଏଣିକି ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି । ଛାତ୍ର ଛାତ୍ରୀ ମାନେ ଇଂରାଜୀ, ଗଣିତ ଓ ବିଜ୍ଞାନରେ କମ ନମ୍ୱର ରଖୁଥିବାରୁ ସ୍କୁଲ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି…
Read More...

 ବର୍ଷା ଜଳରେ ଉବୁଟୁବୁ ବଲାଙ୍ଗୀର

ବଲାଙ୍ଗୀର : ଲଗାଣ ବର୍ଷା ଫଳରେ ଭବାନୀପାଟଣା ବଲାଙ୍ଗୀର ବେଲଗାଁ , ଟିଟିଲାଗଡ ଜାତୀୟ ରାଜପଥ ଉପରେ ବର୍ଷା ପାଣି ପ୍ରବାହୀତ ହେଉଛି । ଟିଟିଲାଗଡ ଜାତୀୟ ରାଜପଥ ୫୯ ଦେଇ ଯାଇଥିବା  ଭିକାବାହାଲି ନାଲର ରାସ୍ତା ଉପରେ ପାଣି…
Read More...

ପରଦାକୁ ଆସିବ ଇଂରାଜୀ ଶୀର୍ଷକ ଓ ଓଡ଼ିଆ କାହାଣୀ ରଚିତ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’

ସମାଜ ଲାଇଭ୍ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ଖୁବଶୀଘ୍ର ଇଂରାଜୀ ଶୀର୍ଷକ ଓ ଓଡ଼ିଆ କାହାଣୀ ରଚିତ ଏକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ଫ୍ରମ୍ ମି ଟୁ ୟୁ’। ପୂର୍ବରୁ ଓଡ଼ିଆ…
Read More...

ଲୋକପ୍ରିୟ ଟିଭି ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଡିସ୍‌କଭରି ଚ୍ୟାନେଲ୍‌ର ଲୋକପ୍ରିୟ ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଜର ଆସିଛନ୍ତି। ଏହା ସୋମବାର ରାତି ୯ଟାରେ ପ୍ରସାରିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ…
Read More...

ଶାନ୍ତିଶୃଙ୍ଖଳାରେ ଇଦ ପାଳିତ

ଶ୍ରୀନଗର : ସମସ୍ତ ଆଶଙ୍କାର ଅବସାନ ଘଟାଇ କାଶ୍ମୀର ଉପତ୍ୟକାରେ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଇଦ୍‌ ପାଳିତ ହୋଇଛି। ଏହି ଉପଲକ୍ଷେ ସୁରକ୍ଷାବାହିନୀ ପକ୍ଷରୁ ରାଜ୍ୟର ୧୧ଟି ଜିଲାରେ କଟକଣା କୋହଳ କରାଯାଇଥିଲା; କିନ୍ତୁ…
Read More...

ବଜ୍ରପାତରେ ୧୫ମୃତ, ୫ ଆହତ

କଲକାତା : ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବଜ୍ରପାତରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଲିଆରେ ୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରବନରେ ବଜ୍ରପାତରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାବେଳେ…
Read More...

ଗୋଟବାୟା ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରାର୍ଥୀ

କଲମ୍ବୋ : ଶ୍ରୀଲଙ୍କାର ପୂର୍ବତନ ପ୍ରତିରକ୍ଷା ସଚିବ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷଙ୍କ ସାନ ଭାଇ ଗୋଟବାୟା ରାଜପାକ୍ଷ ଶ୍ରୀଲଙ୍କା ପୋଡୁଜାନା ପେରାମୁନା (ଏସ୍‌ଏଲପିପି) ଦଳରୁ ଦେଶର ପରବର୍ତ୍ତୀ…
Read More...

ବୁଦ୍ଧିମତୀ ବିଦ୍ୟା

ମୁମ୍ବଇ : ଭଲ କାମ କରୁଥିଲେ, ଏହାର ପୁରସ୍କାର ନିଶ୍ଚୟ ମିଳିବ ବୋଲି ବେଶ୍ ଦୃଢ଼ୋକ୍ତିର ସହ କହିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ୍। ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ବଲିଉଡରେ ଏବେ ଜଣେ ଆଗଧାଡ଼ିର…
Read More...

ଭାରତୀୟ କ୍ରିକେଟ ପ୍ରଶିକ୍ଷକ ସଂକ୍ଷିପ୍ତ ତାଲିକାରେ ୬ ଜଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଏକ ୬ ଜଣିଆ ସଂକ୍ଷିପ୍ତ ତାଲିକା ରବିବାର ସୁଦ୍ଧା ପ୍ରସ୍ତୁତ ହୋଇସାରିଛି। ଏହି ୬ ଜଣଙ୍କ…
Read More...

ଲଘୁଚାପ ସକ୍ରିୟ; ଆସୁଛି ବନ୍ୟା

ଭୁବନେଶ୍ୱର  : ଉତ୍ତରପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହେବା ଫଳରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର…
Read More...

ବିଜେପିରେ ଯୋଗ ଦେଲେ ବବିତା, ମହାବୀର ଫୋଗଟ୍‌

ଚଣ୍ଡିଗଡ଼ : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ମଲ୍ଲଯୋଦ୍ଧା ବବିତା ଓ ତାଙ୍କ ବାପା ମହାବୀର ଫୋଗଟ୍‌ ସୋମବାର ବିଜେପି ଦଳରେ ଯୋଗ ଦେଇଛନ୍ତି। ଚଳିତବର୍ଷ ଶେଷ ଆଡ଼କୁ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ…
Read More...

ବିବ୍ରତ ଶ୍ରଦ୍ଧା

ମୁମ୍ବଇ : ଶ୍ରଦ୍ଧା କପୁର ନିଜ ଆଗାମୀ ଚଳଚ୍ଚିତ୍ରର ପ୍ରଚାର କାମରେ ଏତେ ବ୍ୟସ୍ତ ଯେ ସେ ସମ୍ପୂର୍ଣ୍ଣ ଅଣନିଃଶ୍ବାସୀ ହୋଇଗଲେଣି ବୋଲି କହିଛନ୍ତି। ବଡ଼ ବଜେଟ୍‌ର ଚଳଚ୍ଚିତ୍ର ‘ସାହୋ’, ହାସ୍ୟରସାତ୍ମକ କାହାଣୀ ‘ଛିଛୋରେ’,…
Read More...

ସିଓଏ ବୈଠକ ଆଜି; ନାଡା, ବିସିସିଆଇ ନିର୍ବାଚନ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ : କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ)ର ଏକ ବୈଠକ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବ। ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଅଛି। କିଛିଦିନ ତଳେ କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା…
Read More...

୪ନଂ ସ୍ଥାନ ପାଇଁ ଶ୍ରେୟାସ ଉପଯୁକ୍ତ : ଗାଭାସ୍କର

ନୂଆଦିଲ୍ଲୀ : ଭାରତୀୟ ଦିନିକିଆ ଦଳର ବ୍ୟାଟିଂକ୍ରମର ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଶ୍ରେୟାସ ଆୟର ସବୁଠାରୁ ଉପଯୁକ୍ତ କ୍ରିକେଟର୍‌ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଦିନିକିଆରେ ୪ନଂ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଆର୍ଥିକ ସମସ୍ୟାରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୁଳରେ ଏକାନ୍ତ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ…
Read More...

ହରିଶଙ୍କରରେ ମାଡି ଆସିଲା ୧୦ଫୁଟର ପାଣି, ଖସିଲା ମାଟି ଅତଡା

ଖପ୍ରାଖୋଲ:ବଲାଙ୍ଗିର ଜିଲ୍ଲା ରେ ଲାଗିରହିଛି ପ୍ରବଳ ବର୍ଷା। ଦିନ ତମାମ ଲଗାଣ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଫଳରେ ହରିଶଙ୍କର ଡ୍ୟାମରେ ଜଳସ୍ତର ବୃଦ୍ଧିପାଇ ୧୦ଫୁଟରୁ…
Read More...

ଆଇଆଇଏମ ବି-ପ୍ଲାନରେ ସିଏନସିର ଛାତ୍ରଛାତ୍ରୀ

ବଲାଙ୍ଗିର: ଆଇଆଇଏମ ବେଙ୍ଗାଲୁରୁରେ ଆୟୋଜିତ ଜାତୀୟସ୍ତରୀୟ ବି ପ୍ଲାନ ପ୍ରତିଯୋଗିତାରେ ସ୍ଥାନୀୟ ସିଏନସି କଲେଜ ଅଫ କମର୍ସର ୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। ସେମାନେ ଏହି ଜାତୀୟ କର୍ମଶାଳାରେ ଭାଗ ନେଇ…
Read More...

ସର୍ବୋଚ୍ଚସ୍ତରରେ ସୁନା ଦର, ୧୦ ଗ୍ରାମକୁ ୩୮,୪୭୦ ଟଙ୍କା

ନୂଆଦିଲ୍ଲୀ : ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟରେ ହ୍ରାସ, ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧିର ପ୍ରଭାବ ଭାରତୀୟ ଗହଣା ବଜାର ଉପରେ ପଡିଛି। ଭାରତୀୟ ଗହଣା ବଜାରରେ…
Read More...

କାନ୍ଥ ପଡି ଶାଶୁ ମୃତ, ବୋହୂ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଗୋସାଲପଡାରେ ରୋଷେଇ ଘର କାନ୍ଥପଡି ଶାଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗୋଲସପଡାର ଏକ ପରିବାରର ଶାଶୁ ଓ ବୋହୂ ରୋଷେଇ…
Read More...

କେରଳ-କର୍ଣ୍ଣାଟକରେ ବନ୍ୟା ଓ ଭୂସ୍ଖଳନରେ ୧୧୮ ମୃତ, ଅନେକ ନିଖୋଜ

ଥିରୁଅନନ୍ତପୁରମ/ବେଙ୍ଗାଲୁରୁ : କେରଳ ଏବଂ କର୍ଣ୍ଣାଟକରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନରୁ ବିତ୍ପାତ ସୃଷ୍ଟି ହୋଇଛି। କେରଳର ୮ଟି ଜିଲାରେ ଭୀଷଣ ବନ୍ୟା ଓ ବର୍ଷାରେ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ୭୬…
Read More...

ଭୀମଭୋଇ ମେଡିକାଲ କଲେଜ: ବର୍ଷାହେଲେ ଛାତରୁ ଗଳୁଛି ପାଣି

ବଲାଙ୍ଗିର: ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ସ୍ଥିତି । ପ୍ରବେଶ ପଥରୁ ସୃଷ୍ଟି ହୋଇଛି କୁତ୍ରିମ ପୋଖରୀ। କେଉଁଠି ଡ୍ରେନପାଣି ମେଡିକାଲ ଭିତରକୁ ପଶିଲାଣି ତ ଆଉ କେଉଁଠି…
Read More...

ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ବୃଦ୍ଧ ମୃତ

ତିହିଡି: ଭଦ୍ରକ ଜିଲ୍ଲା ତିହିଡି-ବାରୋ ରାସ୍ତାରେ ସୋମବାର ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧବ୍ୟକ୍ତି ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମିଶ୍ର। ଅପରାହ୍ନ ୨ଟା ସମୟରେ…
Read More...

ଜାମ୍ମୁ କାଶ୍ମୀରକୁ ପାଲେଷ୍ଟାଇନରେ ପରିଣତ କରିଦେଇଛନ୍ତି ମୋଦୀ: ମଣିଶଙ୍କର ଆୟାର

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦମ୍ବରମଙ୍କ ଏବଂ ମନ୍ତ୍ରୀ ମଣିଶଙ୍କର ଆୟାର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।…
Read More...

ବିଦ୍ୟୁତ ତାର ଛିଡି ଜଳିଗଲା ୨ଟ୍ରକ୍‍

ବରଗଡ: ବରଗଡର ଭଟଲି ଠାରେ ସୋମବାର ହଠାତ ବିଦ୍ୟୁତ ତାର ଛିଡିପଡିବାରୁ ଦୁଇଟି ଟ୍ରକ୍‍ ଜଳିଯାଇଥିବା ଜଣାପଡିଛି। ଟ୍ରକ୍‍ ଦୁଇଟିକୁ ରଖି  ଚାଳକ ଖାଇବାକୁ ଯାଇଥିବା ସମୟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ…
Read More...

ଉତ୍ତରାଖଣ୍ଡ: ଭୂସ୍ଖଳନରେ ୬ ମୃତ

ଚମୋଲି : ଉତ୍ତରାଖଣ୍ଡ ଚମୋଲି ଜିଲାର ବାଂଜବଗଡ଼ ଗ୍ରାମରେ ସୋମବାର ସକାଳେ ପୃଥକ ସ୍ଥାନରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ରବିବାର ରାତିରୁ ଉତ୍ତରାଖଣ୍ଡର ଚମୋଲି ଜିଲାରେ…
Read More...