www.samajalive.in
Sunday, December 7, 2025
16.1 C
Bhubaneswar

 ବର୍ଷା ଜଳରେ ଉବୁଟୁବୁ ବଲାଙ୍ଗୀର

ବଲାଙ୍ଗୀର : ଲଗାଣ ବର୍ଷା ଫଳରେ ଭବାନୀପାଟଣା ବଲାଙ୍ଗୀର ବେଲଗାଁ , ଟିଟିଲାଗଡ ଜାତୀୟ ରାଜପଥ ଉପରେ ବର୍ଷା ପାଣି ପ୍ରବାହୀତ ହେଉଛି । ଟିଟିଲାଗଡ ଜାତୀୟ ରାଜପଥ ୫୯ ଦେଇ ଯାଇଥିବା  ଭିକାବାହାଲି ନାଲର ରାସ୍ତା ଉପରେ ପାଣି ପ୍ରବାହୀତ ହେଉ ଥିବାବେଳେ ବେଲଗାଁ ଜାତୀୟ ରାଜପଥ ୨୬ଦେଇ ତୁଷୁରା ରାସ୍ତା ଶିଶକେଲା ସୁନାମୁଖି ପୋଲ ଉପରେ ବର୍ଷା ପାଣି ପ୍ରବାହୀତ ହେଉଛି ।

ବର୍ଷା ପାଣି ପୋଲ ଉପରକୁ ପ୍ରାବାହୀତ ହେଉଥିବାରୁ ସଂମ୍ପୂର୍ଣ ରୁପେ ଯୋଗାଯୋଗ ବିଛିନ୍ନ ହେବାସହ ଆଜି ଗମନା ଗମନ ବାଧ ପ୍ରାପ୍ତ ରହିଛି । ଏହା ଫଳରେ ରୋଗୀ ମାନଙ୍କୁ ମେଡିକାଲ ନେବାରେ ଅସୁବିଧା ହେଉଛି , ପିଲା ମାନେ ସ୍କୁଲ ଯିବାରେ ବ୍ୟାଘାତ ଘଟିଛି, ସାଧାରାଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories