www.samajalive.in
Monday, December 8, 2025
27.1 C
Bhubaneswar

ଝାରସୁଗୁଡା ଜିଲ୍ଲାପାଳ ନିଲମ୍ୱିତ

ଝାରସୁଗୁଡା : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଝାରସୁଗୁଡା ଜିଲ୍ଲାପାଳ ଜ୍ୟେତିରଞ୍ଜନ ପ୍ରଧାନଙ୍କୁ ନିଲମ୍ୱିତ କରିଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ଏଡିଏମ୍‌ ପ୍ରଦୀପ ସାହୁ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ରହିବେ । ହାଇକୋର୍ଟଙ୍କ ଆଦେଶ ଉଲଙ୍ଘନ କରିଥିବାରୁ ଜ୍ୟେତିରଞ୍ଜନ ପ୍ରଧାନଙ୍କୁ ନିଲମ୍ୱିତ କରାଯିବାର ନିଷ୍ପତ୍ତି ନିଆଯାଇଛି । ସେ ଏକ ଅବକାରୀ ମାମଲାରେ ନିର୍ଦ୍ଦେଶ ନଥାଇ ମଦ ଦୋକାନର ଲାଇସେନ୍ସ ବାତିଲ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories