www.samajalive.in
Tuesday, December 9, 2025
16.1 C
Bhubaneswar

ସାମସଙ୍ଗ ୭ଇନ୍-୧ ଟିଭିର ଶୁଭାରମ୍ଭ

ଭୁବନେଶ୍ୱର : ସାମସଙ୍ଗ ଏହାର ନୂତନ ଅନ୍ଲାଇନ୍ ସ୍ୱତନ୍ତ୍ର ରେଞ୍ଜର ଟିଭି – ଫ୍ରେମ୍ ଓ ସ୍ମାର୍ଟ ୭-ଇନ୍-୧ଟିଭିର ଶୁଭାରମ୍ଭ ଘୋଷଣା କରିଛି। ନୂତନ ସାମସଙ୍ଗ ସ୍ମାର୍ଟ ୭-ଇନ୍-୧ ଟିଭି ଯୁବକ ଓ ଅନ୍ଲାଇନ୍କୁ ପରିଚାଳନା କରୁଥିବା ଗ୍ରାହକମାନଙ୍କ ପାଇଁ ଡିଜାଇନ୍ କରାଯାଇଛି, ଯାହା ୩୨ ଇଞ୍ଚ ଓ ୪୦ ଇଞ୍ଚ ଭାରିଆଣ୍ଟରେ ଉପଲବ୍ଧ ା ଫ୍ରେମ୍ ଟିଭି (୫୫ ଇଞ୍ଚ, ୧୩୮ ସେମି) କେବଳ ଫ୍ଲିପ୍କାର୍ଟ ଓ ସାମସଙ୍ଗର ଅଫିିସିଆଲ୍ ଅନ୍‌ଲାଇନ୍ ଷ୍ଟୋର୍ ସାମସଙ୍ଗ ସପ୍ରେ, ବିନା ମୂଲ୍ୟ ଇଏମ୍ଆଇରେ ମାତ୍ର ୪, ୯୯୯ ଟଙ୍କାରେ ଚଳିତମାସ ୧୨ରୁ ଉପଲବ୍ଧ ହେଉଛି। ନୂତନ ଅନ୍‌ଲାଇନ୍ ସ୍ୱତନ୍ତ୍ର ସାମସଙ୍ଗ ସ୍ମାର୍ଟ ୭-ଇନ୍-୧ ରେଞ୍ଜ ଟିଭିଗୁଡ଼ିକରେ ୭ଟି ଅଲ୍ଟ୍ରା-ସ୍ମାର୍ଟ ରହିଛି। ୩୨ ଇଞ୍ଚ୍ (୮୦ ସେମି) ସ୍ମାର୍ଟ ୭-ଇନ୍-୧ ଟିଭିର ମୂଲ୍ୟ ୨୨,୫୦୦ ରହିଛି ା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories