www.samajalive.in
Sunday, December 14, 2025
26.1 C
Bhubaneswar

ଛୋଟା ରାଜନକୁ ୮ବର୍ଷ ସଶ୍ରମ କାରାଦଣ୍ଡ

ମୁମ୍ବଇ : ଏକ ହତ୍ୟା ଉଦ୍ୟମ ମାମଲାରେ କୁଖ୍ୟାତ ଡନ୍‌ ଛୋଟା ରାଜନକୁ ସ୍ଥାନୀୟ ସ୍ବତନ୍ତ୍ର ଅଦାଲତ ୮ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ରାଜନ୍‌ ସହିତ ତାର ୫ଜଣ ସହଯୋଗୀ ନିତ୍ୟାନନ୍ଦ ନାୟକ, ସେଲଭିନ୍‌ ଡାନିଏଲ, ରୋହିତ ଥାଙ୍ଗାପାନ୍‌, ସତୀଶ କାଲିଆ ଓରଫ ଯୋଶେଫ, ଦିଲୀପ ଉପାଧ୍ୟାୟ ଓ ତଲବିନ୍ଦର ସିଂହଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ହୋଇଛି। ସମସ୍ତଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଆଦେଶ ମଧ୍ୟ ହୋଇଛି। ଅନ୍ଧେରୀଠାରେ ୨୦୧୨​‌େ​‌ର ବି.ଆର ସେଟ୍ଟୀ ନାମକ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୧୫ରେ ଇଣ୍ଡୋନେସିଆରୁ ତାକୁ ଗିରଫ କରି ଭାରତ ଅଣାଯିବା ପରଠାରୁ ରାଜନ ତିହାର ଜେଲ୍‌ରେ ରହିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories