ବାଲିଗୁଡ଼ା : କୋଟଗଡ଼ ଶ୍ରୀରାମପୁର ସିଆରପିଏଫ୍ କ୍ୟାମ୍ପର କମାଣ୍ଡିଂ ଅଫିସରଙ୍କର ଗୁରୁବାର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଥମେ ଅଫିସରଙ୍କୁ ଗୁରୁତର ଅବସ୍ଥାରେ କୋଟାଗଡ଼ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କମାଣ୍ଡିଂ ଅଫିସରଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Popular Categories



