www.samajalive.in
Sunday, December 7, 2025
23.1 C
Bhubaneswar

ହ୍ୟୁଣ୍ଡାଇ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସର ବଜାର ପ୍ରବେଶ

ଭୁବନେଶ୍ବର : ହୁଣ୍ଡାଇ ମୋଟର ଇଣ୍ଡିଆ ଲି. ପକ୍ଷରୁ ତୃତୀୟ ପିଢ଼ିର କାର୍ ଅଲ୍ ନିୟୁ ଗ୍ରାଣ୍ଡ୍ ଆଇ-୧୦ ନିଓସର ବଜାର ପ୍ରବେଶ କରାଯାଇଛି। ଏହି କାରର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ। ଏଥିରେ ପ୍ରିମିୟମ୍ କ୍ୟାବିନ୍, ବିକଶିତ ପାୱାରଟ୍ରେନ୍ ସୁବିଧା, ନୀବନତମ ଜ୍ଞାନକୌଶଳ ଆଦି ରହିଛି। ଏହା ୧.୨ଲିଟର ପେଟ୍ରୋଲ ଏବଂ ଡିଜେଲ୍ ଇଞ୍ଜିନ୍‌ରେ ଉପଲବ୍‌ଧ। ଏଥିରେ ହୁଣ୍ଡାଇର ପ୍ରଥମ ବିଏସ୍-୬ ୧.୨ଲିଟର ପେଟ୍ରୋଲ ଇଞ୍ଜିନ୍ ବୈଶିଷ୍ଟ୍ୟ ରହିଛି। ଏହାଛଡା ୬୫% ବିକଶିତ ଉଚ୍ଚ ଶକ୍ତିଶାଳୀ ଷ୍ଟିଲ୍ ସହିତ ଉଚ୍ଚ ଶକ୍ତିଶାଳୀ ଷ୍ଟିଲ୍ ବଡି ରହିଛି। ସମସ୍ତ ଗ୍ରାହକଙ୍କୁ ଭ୍ୟାରେବୁଲ୍ ବେସିକ୍ ୱାରେଟିଂ ଉପଲ୨ ହେବ। ଏଥିରେ ଫୁଲି ଅଟୋମେଟିକ୍ ଏୟାର କଣ୍ଡିସନର୍, ରିୟର ୱିପର ୱିଥ୍ ୱାଶର, ୟୁଏସ୍ ବି ଚାର୍ଜର, ଡୁୟାଲ୍ ଫ୍ରଣ୍ଟ ଏୟାର ବ୍ୟାଗ୍ ଆଦି ରହିଛି। ଏହା ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ। ଏହା ଉପରେ ୩ ବର୍ଷ/ ୧୦୦,୦୦୦ କିମି, ୪ ବର୍ଷ/ ୫୦,୦୦୦ କିମି, ୫ ବର୍ଷ/ ୪୦,୦୦୦ କିମି ଆଦି ୱାରେଣ୍ଟି ସୁବିଧ। ଉପଲବ୍ଧ ା ଏହାସହିତ ରୋଡ୍ ସାଇଡ୍‌ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories