ମୁମ୍ବଇ : ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଳ ବଲିଉଡ଼ରେ ପ୍ରବେଶ କରିଛନ୍ତି। ସେ ଶୁକ୍ରବାର ବଲିଉଡ୍ର ଜଣାଶୁଣା ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେସ୍ମିଆଙ୍କ ଆଗାମୀ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ପାଇଛନ୍ତି। ହିମେଶ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ହିର୍’ର ତେରି ମେରି କାହାଣୀ ଗୀତରେ କଣ୍ଠଦାନ କରିବାର ସୁଯୋଗ ଦେଇଥିବା ଜଣାପଡିଛି।
ରେଳ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚିତ ହୋଇଥିବା ‘ରାନୁ ମଣ୍ଡଳ’ଙ୍କ ବଲିଉଡ୍ ଏଣ୍ଟ୍ରି
Popular Categories



