କାହିଁକି ମୁଣ୍ଡରେ କ୍ୟୁଆର କୋଡ୍‍ ଦେଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଏବେ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି। ଯାହାକୁ ଦେଖିବା ମାତ୍ରେ ଲୋକ ଆପଣ ଭାବିବେ ପ୍ରକୃତରେ ଆଜିକାଲ ଲୋକମାନେ କିଛି ବି କରିପାରିବେ। ସାମ୍ନାକୁ ଆସିଥିବା ଭିଡ଼ିଓରୁ ଜଣାପଡୁଛି…
Read More...

୫୫ଫୁଟ ସମୁଦ୍ର ତଳେ ସ୍କୁବା ଡାଇଭିଂ: କମାଲ କଲେ ଓଡ଼ିଆ ବାପା-ଝିଅ

ସମାଜ ଡିଜିଟାଲ ଡେସ୍କ: ଦୁବାଇ ନିବାସୀ ଓଡ଼ିଆ ବାପା-ଝିଅ ଗଭୀର ସମୁଦ୍ର ତଳେ ସ୍କୁବା ଡାଇଭିଂ କରି କମାଲ କରିଛନ୍ତି। ୫୫ଫୁଟ ଗଭୀର ସମୁଦ୍ର ତଳେ ଥିବା ଉଡାଜାହାଜ ଭିତରକୁ ସ୍କୁବା ଡାଇଭିଂ କରିଛନ୍ତି ପ୍ରିୟଦର୍ଶୀ…
Read More...

ଜାମତରା ଟ୍ରେନ ଟ୍ରାଜେଡି: ୧୨ ମୃତ, ଅନେକ ଆହତ

ଜାମତରା: ଟ୍ରେନଲାଇନ ପାର ହେଉଥିବାବେଳେ ଟ୍ରେନ ମାଡିଯିବା ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଚିକିତ୍ସା କରାଯାଉଛି। କଳାଝରିଆ ରେଳ ଷ୍ଟେସନରେ କିଛି ଯାତ୍ରୀ ରେଳଧାରଣା ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ…
Read More...

ମିଶନ ଶକ୍ତି ବଜାର ବୁଲିଲେ; କୋରାପୁଟ କଫି ଓ କନ୍ଧମାଳ ହଳଦୀ କିଣିଲେ ବିଲ୍‌ ଗେଟସ୍‌

ଭୁବନେଶ୍ୱର: ରାଜଧାନୀରେ ଖୋଲିଥିବା ମିଶନ ଶକ୍ତି ବଜାର ବୁଲି ଦେଖିବା ସହ ବିଲ୍‌ ଗେଟସ୍‌ ସେଠାରୁ କୋରାପୁଟ କଫି ଏବଂ କନ୍ଧମାଳ ହଳଦୀ କିଣିଛନ୍ତି । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଓ ୫ଟି ଅଧ୍ୟକ୍ଷ ବିଲ୍‌…
Read More...

ଆଇଏଏସ ସ୍ତରରେ ଅଦଳବଦଳ: ବଦଳିଲେ ସିଏମସି କମିଶନର

ଭୁବନେଶ୍ୱର: ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାପାଳଙ୍କୁ ବଦଳି କରାଯାଇଛି । ସିଦ୍ଧାର୍ଥ ଶେଖର ସ୍ୱାଇଁ ପୁରୀ ଜିଲାପାଳ, ଆଶିଷ ଠକରେ ବାଲେଶ୍ୱର ଜିଲାପାଳ ହୋଇଥିବା ବେଳେ ମୟୂରଭଞ୍ଜ ଜିଲାପାଳ ହୋଇଛନ୍ତି ଦତ୍ତାତ୍ରେୟ…
Read More...

୭ମାର୍ଚ୍ଚରେ ୩ ଗ୍ରହଙ୍କ ଦୁର୍ଲଭ ସଂଯୋଗ: ସର୍ତକ ରୁହନ୍ତୁ ୪ଟି ରାଶିର ବ୍ୟକ୍ତି, ନଚେତ ହରାଇବେ ଚାକିରି

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ପରିବର୍ତ୍ତିତ ରାଶିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ କିଛି ଗ୍ରହ ମାର୍ଚ୍ଚ ମାସରେ ଏକାଠି ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।…
Read More...

ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା !

ହିମାଚଳ: ହିମଚଳପ୍ରଦେଶରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂହ ସୁଖୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଯାଇ ସୁଖୁ ପଦରୁ ଇସ୍ତଫା ଦେଇ…
Read More...

ରାଜନୀତିରେ ପ୍ରବେଶ କରିବେ କି କଙ୍ଗନା ରାଣାୱତ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ କଙ୍ଗନା କହିଛନ୍ତି ଯେ ରାଜନୀତିରେ ପ୍ରବେଶ କରିବାର ବର୍ତ୍ତମାନ ହେଉଛି ପ୍ରକୃତ…
Read More...

ହିମାଚଳ ବିଧାନସଭାରେ ୧୫ଜଣ ବିଜେପି ବିଧାୟକ ନିଲମ୍ବିତ

ହିମାଚଳପ୍ରଦେଶ: ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ବେଳେ ବାଚସ୍ପତିଙ୍କୁ ଅସମ୍ମାନ କରିବା ମହଙ୍ଗା ପଡିଛି । କାର୍ଯ୍ୟାନୁଷ୍ଠାନ ନେବା ସହିତ ଅଧିବେଶନରୁ ୧୫ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି…
Read More...

ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ଇଡ଼ିରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅ ହାଜର ହୋଇଥିବା ସୂଚନା ମିଳିଛି । ବରପଦା ଇଞ୍ଜିନିୟରିଂ ଜମି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନୋଟିସ କରିଥିଲା…
Read More...

ହିମାଚଳରେ ବିଦ୍ରୋହୀଙ୍କ ନେତୃତ୍ୱ ନେଇ ଚର୍ଚ୍ଚାରେ କଂଗ୍ରେସର ଏହି ବିଧାୟକ: ପୂର୍ବରୁ ବିଜେପିରୁ ଆସିଥିଲେ

ସିମଲା: ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କ୍ରସ୍‍ ଭୋଟିଂ କରି ୬ଜଣ କଂଗ୍ରେସ ବିଧାୟକ ଚର୍ଚ୍ଚାରେ ରହିଛନ୍ତି । ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ସୁଖବିନ୍ଦର ସିଂ ସୁଖୁଙ୍କ ସରକାରକୁ ଭାଙ୍ଗିବାକୁ…
Read More...

ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୨୦୨୨-୨୩ ବର୍ଷ ପାଇଁ ୩ଜଣ ଓଡ଼ିଆଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି । ୨୦୨୨ବର୍ଷରେ ଓଡ଼ିଶୀ ନୃତ୍ୟ ପାଇଁ ନିରଞ୍ଜନ ରାଉତଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୨୦୨୩ ବର୍ଷ ପାଇଁ ୨ଜଣ…
Read More...

ସମୁଦ୍ରରେ ଇରାନ ବୋଟକୁ ଧରିଲା ନୌସେନା: ଜବତ ହେଲା ହଜାରେ କୋଟିରୁ ଅଧିକ…

ଗୁଜୁରାଟ: ଗୁଜୁରାଟ ଉପକୂଳରେ ଭାରତୀୟ ନୌସେନା ପକ୍ଷରୁ ଏକ ବିଦେଶୀ ବୋଟ୍‍ ଠାବ କରାଯାଇଛି । ବୋଟି ଇରାନରୁ ଆସିଥିବା ଜଣାପଡିବା ପରେ ନୌସେନା ଅଧିକାରୀ ମାନେ ଏହାକୁ ତନତନ କରି ଯାଞ୍ଚ କରିଛନ୍ତି । ଅନେକ ସମୟ ଖୋଜାଖୋଜି…
Read More...

ବିବାହ କଲେ ଆଇଏଏସ୍‍ ରିୟା ଡାବୀ-ଆଇପିଏସ୍‍ ମନୀଷ କୁମାର

ନୂଆଦିଲ୍ଲୀ: ଆଇଏଏସ ଟିନା ଡାବୀଙ୍କ ସାନ ଭଉଣୀ ଆଇଏଏସ ରିୟା ଡାବି ଓ ଆଇପିଏସ୍‍ ମନୀଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରିୟା ଡାବୀ ରାଜସ୍ଥାନ କ୍ୟାଡର ଆଇଏଏସ ହୋଇଥିବା ବେଳେ ବର୍ତ୍ତମାନ ସେ ଉଦୟପୁରରେ କାର୍ଯ୍ୟ…
Read More...

ସଙ୍କଟରେ ହିମାଚଳ ପ୍ରଦେଶ ସୁଖୁ ସରକାର; ବଜେଟ ପୂର୍ବରୁ ବହୁମତ ସାବ୍ୟସ୍ତ କରିବାକୁ ଦାବି କଲା ବିଜେପି

ନୂଆଦିଲ୍ଲୀ: ହିମାଚଳରେ କଂଗ୍ରେସକୁ ଲାଗିଛି ବଡ ଝଟକା । ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟ ହୋଇଛନ୍ତି । ଏଠାରେ ଶାସକ ଦଳର ପ୍ରାର୍ଥୀ ଅଭିଷେକ ମନୁ ସିଂଭି…
Read More...

ଦେଶର ନୂଆ ଲୋକପାଳ ହେଲେ ଏ.ଏମ୍‍ ଖାନୱିଲକର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‍ ଖାନୱିଲକର ଦେଶରେ ନୂଆ ଲୋକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ…
Read More...

ଓଡ଼ିଶାରେ ପ୍ରତି ବର୍ଷ ହେବ ବାଘ ଗଣନା-ପିସିସିଏଫ ସୁଶାନ୍ତ ନନ୍ଦ

ଭୁବନେଶ୍ୱର: ରାଜ୍ୟରେ ଏଣିକି ପ୍ରତିବର୍ଷ ବାଘ ଗଣନା କରାଯିବ। କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ମହାବଳ ବାଘଙ୍କ ସ୍ଥିତି ଉପରେ ନଜର ରଖାଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି। ସୋମବାର…
Read More...

ପୁନର୍ଜନ୍ମ ନେବେକି ସିଦ୍ଧୁ ମୁସେୱାଲା: ୫୮ବର୍ଷରେ ଗର୍ଭବତୀ ଗାୟକଙ୍କ ମାଆ

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ଗାୟକ ତଥା ରାପର ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି। ସିଦ୍ଧୁଙ୍କ ମାଆ ଚରଣ କୌର ସିଂହ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି। ହିଁ ଆପଣ ଏହା ଶୁଣିବା ପରେ…
Read More...

୫ବର୍ଷରେ ୫ହଜାର ମିଶନ ଶକ୍ତି ବଜାର: ବିନା ସୁଧରେ ମିଳିବ ୧୦ଲକ୍ଷ ଋଣ

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଶନ ଶକ୍ତି ମାଆଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ବିନା ସୁଧରେ ୧୦ଲକ୍ଷ ଟଙ୍କା ଯାଏ ଋଣ ଦିଆଯିବ। ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ଲକ୍ଷ…
Read More...

କାହିଁକି ଜୟା ବଚ୍ଚନଙ୍କୁ ବାରମ୍ବାର ରାଜ୍ୟସଭା ପଠାଉଛି ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ପୁଣି ଥରେ ଜୟା ବଚ୍ଚନ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ତାଙ୍କୁ ୫ମ ଥର ପାଇଁ ପ୍ରାର୍ଥୀ କରାଯାଇଛି। ତେବେ ଜୟାଙ୍କ ପ୍ରାର୍ଥୀତ୍ୱକୁ ନେଇ ନିଜ ଦଳର ନେତା ମାନେ…
Read More...

ଅସ୍ତ୍ରୋପଚାର ପରେ ସୁସ୍ଥ ହେଉଛନ୍ତି ମହମ୍ମଦ ଶାମି; ସେୟାର କଲେ ଭାବବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ନିକଟରେ ଅସ୍ତ୍ରୋପଚାର ହୋଇଛି। ଗୋଇଠିରେ ଯନ୍ତ୍ରଣା କାରଣରୁ ଅସ୍ତ୍ରୋପଚାର ଲାଗି ବିଶ୍ୱକପ ପରେ ଶାମି ଦଳରୁ ବାହାରେ ରହିଛନ୍ତି। ଗୋଇଠିରେ ଆଘାତ…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସମେତ ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ମୋଟ ୫୭ଟି ରାଜ୍ୟସଭା ଆସନରେ ନୂଆ ସଦସ୍ୟ ନିର୍ବାଚିତ ହେବେ।…
Read More...

ବାଲିୟାରେ ପିକଅପ୍‍-ଜିପ୍‍ ଧକ୍କାରେ ୬ମୃତ

ବାଲିୟା: ଉତ୍ତରପ୍ରଦେଶର ବାଲିୟାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଭାରସାମ୍ୟ ହରାଇ ପିକଅପ୍‍ ଭ୍ୟାନଟି କମାଣ୍ଡର ଜିପକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ…
Read More...

ସିଂହର ନାମ ଆକବର ଓ ସୀତା ମାମଲା: ଆଇଏଫଏସ ଅଫିସର ନିଲମ୍ବିତ

ତ୍ରିପୁରା: ସିଲିଗୁରୀ ପ୍ରାଣୀ ଉଦ୍ୟାନରେ ସିଂହର ନାମ ଆକବର ଓ ସିଂହୀର ନାମ ସୀତା ରଖିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାରେ ତ୍ରିପୁରା ସରକାର ଜଙ୍ଗଲ ଅଧିକାରୀ ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ…
Read More...

୬ଦଫା ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ମଙ୍ଗଳବାର ସକାଳୁ ସକାଳୁ ଲୋଏର ପିଏମଜିରେ ମତ୍ସ୍ୟଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୬ଦଫା ଦାବି ପୂରଣ ପାଇଁ ରାଜ୍ୟ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାଲେଶ୍ୱର, ଭଦ୍ରକ,…
Read More...

ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି? ଭୁଲରେ ବି ଏହି ଭୁଲ କରନ୍ତୁ ନାହିଁ

ସମାଜ ଡିଜିଟାଲ ଡେସ୍କ: କିଛି ଔଷଧ ଖାଲି ପେଟରେ ନିଆଯାଉଥିବା ବେଳେ ଅନେକ କିଛି ଔଷଧ ଖାଦ୍ୟ ଖାଇବା ପରେ ନେବାକୁ ପଡିଥାଏ। ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଯାୟୀ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହାପରେ…
Read More...

ଋଣମୁକ୍ତ ହୋଇ ଆଶ୍ବସ୍ତ ହେବେ: ମଙ୍ଗଳବାର ରାଶିଫଳ

ମେଷ: ସରକାରୀ ଚାକିରିରେ ଥାଇ ବି ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିପାରନ୍ତି। ଅଜାତଶତ୍ରୁ ହେବେ। ଋଣମୁକ୍ତ ହୋଇ ଆଶ୍ବସ୍ତ ହେବେ। ସତ୍‌ସଙ୍ଗରୁ ଶାନ୍ତି ଓ ସୁଖ ପାପ୍ତି କରିବେ। ବୃଷ: ଆଶା କରୁ ନଥିବା…
Read More...

ଓଡ଼ିଶା ଆସିବେ ବିଲ୍‍ ଗେଟ୍ସ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ- ପ୍ରତିଷ୍ଠାତା ବିଲ୍‍ ଗେଟ୍ସ। ଫେବୃଆରୀ ୨୮ରେ ଓଡ଼ିଶା ଆସି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ରାଞ୍ଚିରେ ୪ର୍ଥ ଟେଷ୍ଟ ଜିତିଲା ଭାରତ: କବଜା କଲା ସିରିଜ

ରାଞ୍ଚି: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଇଂଲଣ୍ଡ ଦଳକୁ ୫ ୱିକେଟରେ ମାତ ଦେଇଛି ଭାରତୀୟ ଦଳ। ପାଂଚ ଟିକିଆ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୩-୧ରେ ଆଗୁଆ ରହିଛି ଭାରତ।…
Read More...

ସୋସିଆଲ ମିଡ଼ିଆରେ କେବଳ ଜଣଙ୍କୁ ଫଲୋ କରନ୍ତି ଅମିତାଭ ବଚ୍ଚନ; ଜାଣନ୍ତୁ ସେ କିଏ

ସମାଜ ଡିଜିଟାଲ ଡେସ୍କ: ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ ଚଳଚ୍ଚିତ୍ର ସହିତ ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହିଥାନ୍ତି ଏବଂ ତାଙ୍କର ପ୍ରଶଂସକ ବହୁତ ସଂଖ୍ୟାରେ ରହିଛନ୍ତି। ଫେସବୁକ୍‍ ଏବଂ ଏକ୍ସରେ ଅନେକ ପୋଷ୍ଟ କରି…
Read More...

ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍‍

ସମ୍ବଲପୁର: ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍‍ ଦେଇଛନ୍ତି ରାଜ୍ୟ ସରକାର। ସମ୍ବଲପୁରରେ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଛି ନୂଆ-ଓ ସ୍କଲାରସିପ୍‍। ଛାତ୍ରୀଙ୍କୁ ବାର୍ଷିକ ୧୦ହଜାର ଓ ଛାତ୍ରଙ୍କୁ ୯ହଜାର…
Read More...

ଇଡ଼ିର ସପ୍ତମ ସମନରେ ବି ହାଜର ହେବେନି କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପ୍ତମ ଥର ନୋଟିସ କରିଛି ଇଡ଼ି। ହେଲେ ସବୁ ଥର ଭଳି ଏଥର ମଧ୍ୟ ଇଡ଼ି ନୋଟିସକୁ ବେଖାତିର କରିଛନ୍ତି କେଜ୍ରିୱାଲ।…
Read More...

ଆହ୍ଲାବାଦ ହାଇକୋର୍ଟରୁ ମୁସଲିମ ପକ୍ଷଙ୍କୁ ବଡ ଝଟକା; ଜାରି ରହିବ ପୂଜା

ସମାଜ ଡିଜିଟାଲ ଡେସ୍କ: ଜ୍ଞାନବାପି ମସଜିଦ ମାମଲାରେ ପୁଣି ମୁସଲିମ ପକ୍ଷଙ୍କୁ ଝଟକା ଲାଗିଛି। ତୋଷଖାନାରେ ହିନ୍ଦୁ ପକ୍ଷ ପୂଜା ଆରମ୍ଭ କରିବା ବିରୋଧରେ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ ମୁସଲିମ୍‍ ପକ୍ଷ। ଅନଜୁମନ…
Read More...

ସାକ୍ଷୀଗୋପାଳରେ ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବାଘ ସାହି ନିକଟରେ ବିଜେପି ପକ୍ଷରୁ ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ସତ୍ୟବାଦୀର ପୂର୍ବତନ ବିଧାୟକ…
Read More...

କଳାହାଣ୍ଡି ଗସ୍ତରେ ଯାଇ ମାଣିକେଶ୍ଵରୀଙ୍କ ଦର୍ଶନ କଲେ ରାଜ୍ୟପାଳ

ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ଯାଇ ମହାମହିମ ରାଜ୍ୟପାଳ ରଘୁବର ଦାସ ମାଁ ମାଣିକେଶ୍ଵରୀ ମନ୍ଦିରରେ ପହଂଚି ମାଁ ଙ୍କ ଦର୍ଶନ କରିଥିଲେ। ପରେ ଷ୍ଟେସନ ରୋଡ଼ରେ ଥିବା ନେହେରୁ ସେବା ସଂଘର ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ…
Read More...

ଧରାପଡିଲା ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ମିଥ୍ୟା: ପର୍ଦ୍ଦାଫାଶ କଲେ ପୂର୍ବତନ ମନ୍ତ୍ରୀ

ମାଳଦ୍ୱୀପ: ହଜାର ହଜାର ଭାରତୀୟ ସେନା ନିୟୋଜିତ ସମ୍ପର୍କରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଦେଇଥିବା ମନ୍ତବ୍ୟ ମିଥ୍ୟା ସାବ୍ୟସ୍ତ ହୋଇଛି। ମାଳଦ୍ୱୀପର ପୂର୍ବତନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦ…
Read More...

ନାଫେ ସିଂହ ରାଠିଙ୍କୁ ଗୁଳି ହତ୍ୟା ଘଟଣାରେ ତଦନ୍ତ କରୁଛି ଏସଟିଏଫ: ଶୀଘ୍ର ଗିରଫ ହେବେ ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ହରିୟାଣାରେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ରାଜ୍ୟ ସଭାପତି ନାଫେ ସିଂହ ରାଠିଙ୍କୁ ଗୁଳି କରି ହତ୍ୟାକରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି ଏସଟିଏଫ। ରବିବାର ସନ୍ଧ୍ୟାରେ ବାହାଦୂରଗଡ ନିକଟରେ ନାଫେ…
Read More...

ଗଛରେ ପିଟିହେଲା ବୋଲେରୋ- ୩ମୃତ

କେନ୍ଦ୍ରାପଡା: ସଦର ଥାନା ଅନ୍ତର୍ଗତ ଓସ୍ତପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ମୃତ,୪ଜଣ ଗୁରୁତର ହୋଇଛନ୍ତି। ନାରାୟଣପୁରରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋ ଗଛରେ ପିଟି…
Read More...

ଟ୍ରେନରେ ମିଳିବ ଆପଣଙ୍କ ମନ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ: ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ମନ ପସନ୍ଦର ଖାଦ୍ୟ ମିଳିବା ମୁସକିଲ ହୋଇଥାଏ । ହେଲେ ଏବେ ଟ୍ରେନରେ ଯାତ୍ରା କରିବା ବେଳେ ଆପଣ ପ୍ରିୟ ଖାଦ୍ୟ ଅର୍ଡର କରି ଖାଇପାରିବେ । କାରଣ ଆଇଆରସିଟିସି…
Read More...

ସକାଳୁ ଉଠି ଖାଲି ପେଟରେ କ’ଣ ଖାଇବେ କ’ଣ ପିଇବେ: ଡାକ୍ତରଙ୍କ ପରାମର୍ଶ କଣ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଖାଲିପେଟରେ ସକାଳୁ କଣ ଖାଇବା ଓ କଣ ପିଇବା ଜରୁରୀ ହୋଇଥାଏ । କିଛି ଲୋକ ସକାଳୁ ଉଠିବା ମାତ୍ରେ ଚା ପିଇବାକୁ ଭଲ ପଆନ୍ତି, କିନ୍ତୁ ଖାଲି ପେଟରେ ଚା କିମ୍ବା…
Read More...

ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ

ଭୁବନେଶ୍ୱର: ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ । ଏଥିପାଇଁ ରାଜ୍ୟ ସରକାର-କଲ୍ୟାଣ ଷ୍ଟିଲ୍‌ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

କପାଳମୋଚନ ମନ୍ଦିରରୁ ମୂର୍ତ୍ତି ଚୋରି ଅଭିଯୋଗ

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଗାଣ୍ଡୁଆଚଉରା ନିକଟ କପାଳମୋଚନ ମନ୍ଦିରରୁ ନୃସିଂହ ମୂର୍ତ୍ତି ଚୋରୀ ହୋଇଥିବା ସୂଚନା ମିଳିଛି । ଗୁରୁବାର ବିଳମ୍ବିତ ରାତିରେ ପଥର ମୂର୍ତ୍ତି ଚୋରି ହୋଇଥିବା ସେବାୟତ ଅଭିଯୋଗ କରିଛନ୍ତି…
Read More...

ମାର୍ଚ୍ଚ ପ୍ରଥମ ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି

ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳ ମଧ୍ୟରେ ତତ୍ପରତା ସେତିକି ପ୍ରକାଶ ପାଇଛି । କେଉଁ ଦଳ ପ୍ରଥମେ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ତାହାକୁ ନେଇ ସମସ୍ତଙ୍କ ନଜର ରହିଛି । ଏସବୁ…
Read More...

ପୁଲିସ-ମାଓବାଦୀ ଗୁଳିବିନିମୟ

ବରଗଡ: ପାଇକମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ରଞ୍ଜିତପୁର ଗାଁ ନିକଟରେ କମ୍ବିଂ ଅପରେସନ ଜୋରଦାର ଚାଲିଥିବା ସୂଚନା ମିଳିଛି । ପାଇକମାଳ ଥାନା ଗନ୍ଧମାର୍ଦନ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି ।…
Read More...

ଦାଉଦ ଇବ୍ରାହିମର ଭିଣୋଇକୁ ଗୁଳି କରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ଜଲାଲବାଦରେ ପୁତୁରା ବାହାଘରରେ ସାମିଲ ହେବାକୁ ଆସିଥିବା ଦାଉଦ ଇବ୍ରାହିମର ଭିଣୋଇ ନିହାଲ ଖାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିହାଲଙ୍କ ବୟସ ୩୫ବର୍ଷ ହେବ । ବିବାହ ଉତ୍ସବରେ…
Read More...

କାର ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: କାର ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦରେ ବିଆରଏସ ବିଧାୟିକା ଜି.ଲାସ୍ୟା ନନ୍ଦିତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ସକାଳେ ଭାରସାମ୍ୟ…
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ବାପା ପୁଅ ମୃତ

ପାଟଣା: କେନ୍ଦୁଝର ଜିଲା ୨୦ ନଂ ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସକାଳ ୭ଟା ୩୦ରେ ବାପା ପୁଅ ସ୍କୁଟିରେ ଯିବା ବେଳେ ପଛରୁ ଲୁହା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଗୁରୁତର…
Read More...

ଶରଦ ପାୱାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ

ନୂଆଦିଲ୍ଲୀ: ୨୪ ନିର୍ବାଚନରେ ନୂଆ ନାମ ଓ ନୂଆ ଚିହ୍ନ ନେଇ ଶରଦ ପାୱାରଙ୍କ ଦଳ ମଇଦାନକୁ ଓହ୍ଲାଇବ । ଶରଦ ପାୱାରଙ୍କ ନୂଆ ଦଳର ନାଁ ‘ଏନସିପି ଶରଦ ଚନ୍ଦ୍ର ପାୱାର’ ରହିଛି । ତାଙ୍କ ଦଳୀୟ ଚିହ୍ନ ଜଣେ ବ୍ୟକ୍ତି ପେଁକାଳି…
Read More...

ସୋମାଲିକା ଦାସଙ୍କୁ କୋର୍ଟଙ୍କ ନୋଟିସ୍‍, ୨୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

ଜଗତସିଂହପୁର: ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାସଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‍ ହୋଇଛି । ୨୭ ଫେବୃଆରୀ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଜଗତସିଂହପୁର ଏସଡିଜେଏମ୍‍ କୋର୍ଟ । କୋର୍ଟରେ ହାଜର ହୋଇ ପୁଲିସର…
Read More...

‘ବିକଶିତ ଭାରତ ବିକିଶିତ ରେଳ’ ବିଷୟକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ

ସମ୍ବଲପୁର : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ପର୍ଯ୍ୟନ୍ତ ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ଗଢ଼ି ତୋଳିବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ଦେଶର ବିକାଶରେ ଅନ୍ୟତମ ପ୍ରମୁଖ ଭୂମିକା…
Read More...

ଛତ୍ରପୁର ବ୍ଲକରେ ୧୪୫୧ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମରେ ମଧୁବାବୁ ପେନସନ୍ ଯୋଜନାରେ ୪୯ ହଜାର ୨୦୧ ଅତିରିକ୍ତ ଭତ୍ତା ଜିଲ୍ଲା ପାଇଁ ମଞ୍ଜୁର କରାଯାଇଛି । ସେଥିମଧ୍ୟ୍ୟରୁ ଛତ୍ରପୁର ବ୍ଲକ ୧୪୫୧ନୂତନ ହିତାଧିକାରୀ ସାମିଲ…
Read More...

ଆଜିଠୁ ଆରମ୍ଭ ହେବ ନାଟମଣ୍ଡପ ମରାମତି

ପୁରୀ: ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଦିନ ଗୋଟାଏରୁ କାମ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ଶେଷ ହେବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ମରାମତି କାମ କରାଯିବ…
Read More...

ଏକାଠି ଲଢିବେ ଆପ୍‍-କଂଗ୍ରେସ: ତୁଟିଲା ସିଟ୍‍ ଭାଗବଣ୍ଟା

ନୂଆଦିଲ୍ଲୀ: ସିଟ୍‍ ଭାଗବଣ୍ଟାକୁ ନେଇ ଅଙ୍କ ଛିଣ୍ଡିବା ପରେ ଏକାଠି ଲଢିବାକୁ ଆପ ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍‍ ଭାଗବଣ୍ଟା ହେବା ହୋଇଛି।…
Read More...

ପ୍ରଶଂସକଙ୍କ ଖାସ୍‍ ଇଚ୍ଛା ପୂରଣ କଲେ ଶୁବମନ୍‍ ଗିଲ୍‍; ଭାଇରାଲ ହେଲା କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶୁବମନ୍‍ ଗିଲ୍‍ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଏହାସହିତ ସୋସିଆଲ ମିଡ଼ିଆରେ ନିଜର କାର୍ଯ୍ୟକଳାପ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଇନଷ୍ଟାଗ୍ରାମରେ ଶୁବମନ୍‍…
Read More...

୫ଟି ଅଧ୍ୟକ୍ଷଙ୍କୁ ଟମାଟୋ ଫିଙ୍ଗି ଥାନାରେ ଅଟକ ଯୁବକ

ଗଞ୍ଜାମ: ବେଲଗୁଣ୍ଠା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିବାରୁ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି। ସଂପୃକ୍ତ ଯୁବକ ଜଣଙ୍କ କଂଗ୍ରେସ ଦଳର…
Read More...

ଓଡ଼ିଶାରେ ବିଜେପି-୨୦, ବିଜେଡି-୧ ସିଟ୍‍ ଜିତିବ

ସମାଜ ଡିଜିଟାଲ ଡେସ୍କ: ୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିବ ୨୦ ସିଟ୍‍ ଓ ବିଜେଡିକୁ ମିଳିବ ମାତ୍ର ଗୋଟିଏ ସିଟ୍‍। ଏହି ଦାବି କରିିଛନ୍ତି ବିଜେପି ନ୍ୟାସନାଲ ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲଭ୍ୟ। ଆଗାମି…
Read More...

୧୦୦ ବର୍ଷ ବଞ୍ଚନ୍ତି ଏହି ୫ଟି ସ୍ଥାନର ଲୋକ; ସେମାନଙ୍କୁ କେବେ ହୋଇନଥାଏ କୌଣସି ରୋଗ

ସମାଜ ଡିଜିଟାଲ ଡେସ୍କ: ପୃଥିବୀ ପୃଷ୍ଟରେ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଅଧିକ ଦିନ ଜୀବତ ରୁହନ୍ତି ଏବଂ କେହି କେହି କମ ଦିନ। କିଛି ଲୋକ ମାନେ ୧୦୦ ବର୍ଷରୁ ଅଧିକ ବୟସ ଧରି ଜୀବିତ ରହିଥାନ୍ତି। ତଥ୍ୟ ଅନୁଯାୟୀ ୧୦୦…
Read More...

ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶ; ରାଜନାଥ କହିଲେ ମୋଦୀଙ୍କ ଫୋକସରେ ଓଡ଼ିଶା

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ୨୦୨୪ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା…
Read More...

ଚାଷ ଜମି ଖୋଳିବା ବେଳେ ହେଲା ଅଜବ ଶବ୍ଦ, ପ୍ରତ୍ନତତ୍ୱ ବିଭାଗର ଖନନ ପରେ ବାହାରିଲା . . .

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବାଗପତ ସ୍ଥିତ ଯମୁନା ନଦୀଠାରୁ ମାତ୍ର ୮ କି.ମି ଦୂରରେ ଅବସ୍ଥିତ ସିନୌଲୀ ଗ୍ରାମ। ଏହି ଗ୍ରାମରେ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ ଏକ ଚାଷ ଜମିରେ ଖନନ କରାଯାଇଛି। ଗାଁର…
Read More...

ନବରଙ୍ଗପୁରରେ ରାଜନାଥ ସିଂହ; ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର: ନବରଙ୍ଗପୁରରେ ପହଂଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବାୟୁସେନା ସ୍ୱତନ୍ତ୍ର ବିମାନରେ ନବରଙ୍ଗପୁରରେ ପହଂଚିବା ପରେ ସେଠାରେ ଦଳୀୟ ନେତା ତାଙ୍କୁ ସ୍ୱାଗତ କରିଥିଲେ। ପରେ ବିଜେପିର କୋର କମିଟି…
Read More...

ପାନପୋଷ କ୍ରୀଡା ଛାତ୍ରାବାସ ପରିଦର୍ଶନ କଲେ ୫ଟି ଅଧ୍ୟକ୍ଷ

ସମାଜ ଡିଜିଟାଲ ଡେସ୍କ: ଗୁରୁବାର ସକାଳୁ ସୁନ୍ଦରଗଡ ଜିଲା ପାନପୋଷ କ୍ରୀଡା ଛାତ୍ରାବାସ ପରିଦର୍ଶନ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେଠାରେ ଖେଳାଳିମାନେ ୫ଟି ଅଧ୍ୟକ୍ଷଙ୍କୁ ସ୍ୱାଗତ କରି ଛାତ୍ରାବାସ…
Read More...

ବିବାହର ୨୦ବର୍ଷ ପରେ ସ୍ୱାମୀଙ୍କ ଠାରୁ ଅଲଗା ହେବେ କି ଦିବ୍ୟା ଖୋସଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଦିବ୍ୟା ଓ ତାଙ୍କ ସ୍ୱାମୀ ଭୂଷଣ କୁମାରଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଖବର ଶିଣୁବାକୁ ମିଳିଛି।…
Read More...

ଦୁଇ ଦିନ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନ ପକ୍ଷରୁ ଦିଲ୍ଲୀ ଚଲୋ ପଦଯାତ୍ରା ହିଂସା ମୋଡ ନେଇଛି। ପଞ୍ଜାବ-ହରିୟାଣଶ ସୀମାରେ ଥିବା ଦୁଇଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଖାନୌରୀ ସୀମାରେ…
Read More...

ଗୁରୁବାରଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ: ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହେବ। ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲାର ଯୋରନ୍ଦା ମହିମାଗାଦି ପୀଠ। ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ମହିମା ଭକ୍ତ ଓ…
Read More...

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ୍‍: ସମୂର୍ଣ୍ଣ ଭଙ୍ଗାଯାଇ ନୂଆ ତିଆରି ହେବ

କଟକ: ସମୂର୍ଣ୍ଣ ଭଙ୍ଗାଯାଇ ନୂଆ କରି ତିଆରି ହେବ ବାରବାଟୀ ଷ୍ଟାଡିୟମ୍‍। ଭଙ୍ଗାଯିବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଓସିଏ ସମ୍ପାଦକ କହିଛନ୍ତି ଯେ ଷ୍ଟାଡିୟମ ସମୂର୍ଣ୍ଣ ଭଙ୍ଗାଯାଇ ବିଶ୍ୱସ୍ତରୀୟ…
Read More...

ମହିଳା କଂଗ୍ରେସ କର୍ମୀଙ୍କ ବିଶାଳ ସମାବେଶ: ୫୦% ଟିକେଟ ଦେବକୁ କହିଲେ ଅଳକା

ଭୁବନେଶ୍ୱର: ରାଜଧାନୀରେ ମହିଳା କଂଗ୍ରେସର ବିଶାଳ ସମାବେଶରେ ଯୋଗ ଯୋଗ ଦେଇଥିଲେ ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା। ସମାବେଶରେ ଯୋଗ ଦେଇ ଅଳକା କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।…
Read More...

୩୦୦ ବର୍ଷ ପରେ ମହାଶିବରାତ୍ରୀରେ ବିରଳ ସଂଯୋଗ; ଉପବାସ କଲେ ମିଳିବ ଏହି ଫଳ

ସମାଜ ଡିଜିଟାଲ ଡେସ୍କ: ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୮ରେ ପଡୁଛି। ଶୁକ୍ରବାରରେ ଏଥର ଶିବରାତ୍ରୀରେ ବିରଳ ସଂଯୋଗ ଘଟୁଥିବାରୁ ଏହା ସ୍ୱତନ୍ତ୍ର ହୋଇଛି। ଶ୍ରୀ ବାଲାଜୀ ବୈଦିକ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ଶାସ୍ତ୍ରର…
Read More...

ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ -ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ମିଶିବା ପରେ ବିଜେଡି ଉପରେ ଖୋଲାଖୋଲି ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶଙ୍ଖ ଛାଡି ପଦ୍ମ ଧରିବା ପରେ ପ୍ରଦୀପ କହିଛନ୍ତି ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ସୁଦୃଢ…
Read More...

ଗୁରୁବାର ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶା ଆସିବେ ରାଜନାଥ ସିଂହ। ୨୦୨୪ ନିର୍ବାଚନ ପାଇଁ ବିଜେପିର ବିଜୟ ଶଙ୍କଳ୍ପ ସମାବେଶରେ…
Read More...

ଅସଲି ଓ ନକଲି ପନିର କେମିତି ଚିହ୍ନିବେ ?

ସମାଜ ଡିଜିଟାଲ ଡେସ୍କ: ପନିର ହେଉଛି ଏକ ଏଭଳି କ୍ଷୀର ଜାତୀୟ ଖାଦ୍ୟ ଯାହା ପ୍ରତ୍ୟେକ ଘରେ ଘରେ ବ୍ୟବହାର ହୋଇଥାଏ। ପନିର ପକୋଡା ଠାରୁ ଆରମ୍ଭ କରି ଚିଲି ପନିର, ପନିର ମସଲା, ପନିର ଭୁଜିଆ, ପନିର ପରଟା ଆଦି ବିଭିନ୍ନ…
Read More...

ମହାକାଶରେ ପରମାଣୁ ଅସ୍ତ୍ର ନିୟୋଜନ କରୁଛି କି ଋଷ? ଆମେରିକାର ଅଭିଯୋଗ ପରେ ଜବାବ ଦେଲେ ପୁଟିନ୍‍

ସମାଜ ଡିଜିଟାଲ ଡେସ୍କ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଆମେରିକା ଅଭିଯୋଗ କରିଛି ଯେ ଋଷ ଏକ ପରମାଣୁ ଅସ୍ତ୍ର ତିଆରି କରୁଛି ଯାହା ମହାକାଶରେ ନିୟୋଜିତ ହୋଇପାରିବ। ଏହାର…
Read More...

ବିଜେପିକୁ ଫେରିବେ କି ସିଦ୍ଧୁ ? ଏଥର ନିର୍ବାଚନ ଲଢିପାରନ୍ତି ଯୁବରାଜ

ନୂଆଦିଲ୍ଲୀ: ବିଜେପିକୁ ପୁଣି ଫେରିପାରନ୍ତି କଂଗ୍ରେସ ନେତା ତଥା ଭାରତୀୟ ଦଳର ପୂର୍ବତନ ଖେଳାଳୀ ନବଜୋତ ସିଂହ ସିଦ୍ଧୁ। କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ ନିକଟରେ ସିଦ୍ଧୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ…
Read More...

ପାକିସ୍ତାନରେ ହେବ ମିଳିତ ସରକାର; ଜାଣନ୍ତୁ କିଏ ହେବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ଦୀର୍ଘ ଦିନର ବିବାଦ ପରେ ପାକିସ୍ତାନରେ ମିଳିତ ସରକାର ଗଢିବାକୁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ ପୁପୁଲ୍ସ ପାର୍ଟି ଏବଂ ପିଏମଏଲ-ଏନ। ଅନେକ ଦିନର ଆଲୋଚନା ପରେ ପିପିପି ଅର୍ଥାତ ପାକିସ୍ତାନ ପିପୁଲ୍ସ…
Read More...

ମହାପ୍ରଭୁଙ୍କ ବନକଲାଗି ପାଇଁ ବୁଧବାର ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମାଘ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ…
Read More...

ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା; ପୁଣି ବାପା ହେବା ଖବର ଦେଲେ ବିରାଟ

ନୂଆଦିଲ୍ଲୀ: ପୁଣି ବାପା ହୋଇଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ବିରାଟଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏନେଇ ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ…
Read More...

ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସରିଲା ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷା। ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି। ମଙ୍ଗଳବାର ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟା ବେଳେ ଶେଷ ହୋଇଥିଲା। ନିୟମ ଅନୁସାରେ…
Read More...

୪୦ହଜାରରୁ ଅଧିକ ଶବଦାହ କରି ସାରିଲେଣି ଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଆମ ସମାଜରେ ମହିଳାଙ୍କୁ ଶ୍ମଶାନକୁ ଯିବାକୁ ବାରଣ କରାଯାଏ। ହେଲେ ଏଠାରେ ଏମିତି ଜଣେ ମହିଳାଙ୍କ କଥା କହୁଛୁ ଯିଏ କି ଶ୍ମଶାନ ଭିତରେ ରହିବା ସହ ଶବଦାହ କରନ୍ତି। ଶ୍ମଶାନକୁ ମୃତଦେହ…
Read More...

୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବରଗଡ: ନିର୍ବାଚନ ପୂର୍ବରୁ ବରଗଡ ଜିଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି। ଜିଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଓ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର…
Read More...

ଜୀବନ ନେଲା ସ୍ମାଇଲ୍‍ ଡିଜାଇନିଂ ଅପରେସନ, ବିବାହର ସପ୍ତାହକ ପୂର୍ବରୁ ଯୁବକ ମୃତ

ସମାଜ ଡିଜିଟାଲ ଡେସ୍କ: ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କରୁଥିଲେ ଅପରେସନ। ହେଲେ ଚାଲିଗଲା ଜୀବନ। ବିବାହର ସପ୍ତାହକ ପୂର୍ବରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାଇଦ୍ରାବାଦର ୨୮ ବର୍ଷର ଯୁବକ ଲକ୍ଷ୍ମୀନାରାୟଣ…
Read More...

ଫେରିଲା ଏହି ମାରାତ୍ମକ ମହାମାରୀ: ଯେଉଁଥିରେ ଅଧା ୟୁରୋପ ହୋଇଥିଲା ସଫା

ସମାଜ ଡିଜିଟାଲ ଡେସ୍କ: ବ୍ୟୁବୋନିକ୍‍ ମହାମାରୀ କଣ ପୁଣି ଫେରିଛି କି? ଆମେରିକା ଓରେଗନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୦୫ ମସିହା ପରେ ଏବେ ବ୍ୟୁବୋନିକ୍‍ ପ୍ଲେଗର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଜଣେ…
Read More...

ତଟରକ୍ଷୀ ବାହିନୀରେ କାହିଁକି ସାମିଲ ହୋଇନାହାଁନ୍ତି ମହିଳା, ଖପ୍ପା ହେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆପଣ ଏଠାରେ ନାରୀ ଶକ୍ତି ବିଷୟରେ କହୁଛନ୍ତି। ଯଦି ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଉଛି ତେବେ ତଟରକ୍ଷୀ ବାହିନୀରେ ମହିଳା କାହିଁକି ନାହାଁନ୍ତି। ଯଦି ମହିଳା ମାନେ ସୀମା ସୁରକ୍ଷା କରିପାରିବେ ତେବେ…
Read More...

ଭାରତ ସୀମାରେ ବାଂଲାଦେଶ ଟ୍ରକ; ସଟର ଖୋଲିବା ମାତ୍ରେ ଭିତର ଦୃଶ୍ୟ ଦେଖି ଚକିତ ହେଲେ ବିଏସ୍‍ଏଫ୍‍ ଯବାନ

ସମାଜ ଡିଜିଟାଲ ଡେସ୍କ: ଭାରତର ସମସ୍ତ ପ୍ରୟାସ ସତ୍ୱେ ବାଂଲାଦେଶ ସୀମାରେ ଅପ୍ରୀତିକରଣ ପରିସ୍ଥିତି ଥମିବାର ନାଁ ନେଉନାହିଁ। ଭାରତ-ବାଂଲାଦେଶ ସୀମା ଜଙ୍ଗଲ ଏବଂ ପର୍ବତ ଘେରା। ଘଞ୍ଚ ଜଙ୍ଗଲ ଯୋଗୁ ସୁରକ୍ଷାବାହିନୀ…
Read More...

୨୧ରେ ବିବାହ କରିବେ ରକୁଲ-ଜ୍ୟାକି; ସାମିଲ ହେବେ ବହୁ ସେଲିବ୍ରେଟି

ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଷ୍ଟାର ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗନାନୀ। ଉଭୟଙ୍କ ବିବାହକୁ ନେଇ ଦର୍ଶକ ଖୁବ ଉତ୍ସାହିତ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଫେବୃଆରୀ…
Read More...

ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବରଗଡ: ମଙ୍ଗଳବାର ବରଗଡ ଜିଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ। ଭୁବନେଶ୍ୱରରୁ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭିର ପାର୍ବତୀ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା ଭଦୋରିଆ । ଟେଲିଭିଜନରେ ‘ଦେବୋଂ କେ ଦେବ ମହାଦେବ’ ସିରିଏଲରେ ସେ ପାର୍ବତୀ ଭୂମିକାରେ ନଜର ଆସିଥିଲେ । ୧୮ ଫେବୃଆରୀରେ ଅଭିନେତ୍ରୀ ଜଣକ ବ୍ୟବସାୟୀ…
Read More...

ଆଉ ୫ ଜିଲାରେ ଗଡିଲା ଲକ୍ଷ୍ମୀ ବସ୍‌

ଭୁବନେଶ୍ୱର: ରାଜ୍ୟରେ ସୋମବାରଠୁ ଆଉ ୫ଜିଲାରେ ଗଡିଛି ଲକ୍ଷ୍ମୀ ବସ୍‌ । କଟକ, ସମ୍ବଲପୁର, ଝାରସୁଗୁଡା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍‌ ସେବା । ଭିଡ଼ିଓ କନଫରେନ୍ସିଂରେ ଏହି ସେବାର…
Read More...

ଆଗୁଆ ଟିକେଟ ବଣ୍ଟନ ପାଇଁ ପିଇସି ବୈଠକ

ଭୁବନେଶ୍ୱର: ୨୪ ନିର୍ବାଚନ ପାଇଁ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିପାରେ କଂଗ୍ରେସ । ଏନେଇ ସୋମବାର ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି…
Read More...

କଳକୀ ଧାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ୫ବର୍ଷରେ ଶେଷ ହେବ କାମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗସ୍ତରେ ଯାଇ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୀତିନୀତିରେ ମନ୍ଦିରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଭୂମିପୂଜନ ଉତ୍ସବରେ…
Read More...

୨୧ରେ କଂଗ୍ରେସର ମହିଳା ସମାବେଶ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ତତ୍ପରତା । ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ କରିବ ମହିଳା ସମାବେଶ । ଆସନ୍ତା ୨୧ତାରିଖରେ ହେବାକୁ ଥିବା ସମାବେଶରେ ଯୋଗଦେବେ ରାଷ୍ଟ୍ରୀୟ ମହିଳା ସଭାପତି…
Read More...

ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା; କପି ଜଗିବ ଏ.ଆଇ କ୍ୟାମେରା

ଭୁବନେଶ୍ୱର: ଫେବୃଆରୀ ୨୦(ମଙ୍ଗଳବାର ଠାରୁ) ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁଯାଉଛି । ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ…
Read More...

ରାତିରେ କ୍ଷୀର ପିଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି ?

ସମାଜ ଡିଜିଟାଲ ଡେସ୍କ: ରାତିରେ ଶୋଇବା ପୂର୍ବରୁ ଆପଣ କ୍ଷୀର ପିଉଛନ୍ତି କି? ରାତିରେ କ୍ଷୀର ପିଇ ଶୋଇଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ କି? ଏସବୁ ପ୍ରଶ୍ନ ଅନେକଙ୍କ ମନରେ ରହିଛି । ତେବେ ଚାଲନ୍ତୁ ଜାଣିବା ରାତିରେ…
Read More...

ଅବୈଧ ଘୋଷଣା ହୋଇପାରେ ପାକିସ୍ତାନ ନିର୍ବାଚନ; ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଶୁଣାଣି

ଇସଲାମାବାଦ: ପାକିସ୍ତାନ ସଂସଦର ନିମ୍ନ ସଦନ (ନ୍ୟାସନାଲ ଆସେମ୍ବ୍ଲି) ପାଇଁ ଅନୁଷ୍ଠିତ ନିର୍ବାଚନ ଅବୈଧ ଘୋଷଣା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫେବୃଆରୀ ୮ରୁ ନିର୍ବାଚନ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସ୍ପଷ୍ଟ…
Read More...

କଂଗ୍ରେସ ଛାଡିବେନି କମଳନାଥ: ପୁଅ ନକୁଳନାଥ କଂଗ୍ରେସ ଛାଡିପାରନ୍ତି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଦଳ ଛାଡି ବିଜେପିରେ ଯୋଗ ଦେଉଥିବା ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ପରିସମାପ୍ତି ଘଟିଛି । ରାହୁଲ ଗାନ୍ଧୀଙ୍କ…
Read More...

ଶାଶୁଘରକୁ ଛାଡିବାକୁ ଯାଇଥିବା ବେଳେ କନ୍ୟା ସମେତ ତିନି ଜଣଙ୍କୁ ହତ୍ୟା

ବିହାର: ବେଗୁସରାଇରେ ତିନି ଜଣଙ୍କୁ ହତ୍ୟା । ବେଗୁସରାଇ ଜିଲାର ସାହେବପୁର କମଲ ପୁଲିସ ଷ୍ଟେସନ ଆହୋକ ଗୋବିନ୍ଦପୁର ଅଂଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଏଠାରେ ପ୍ରେମବିବାହ ଏବଂ ପାରିବାରିକ କଳହର କରୁଣ ପରିଣତି…
Read More...

ଆମେଥିରେ ପୁଣି ମୁହାଁମୁହିଁ ହେବେ ସ୍ମୃତି ଇରାନୀ-ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆମେଥି ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ଆମେଥିକୁ ରାହୁଲ ଗାନ୍ଧୀ ଆସୁଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ସ୍ମୃତି…
Read More...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ଦିନ ମଧ୍ୟରେ ହତ୍ୟା କରିବାକୁ ଧମକ ଦେବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ସୋମବାର ସକାଳୁ କଣ୍ଟାବାଞ୍ଜି ବାଳିକା ଉଚ୍ଚବିଦ୍ୟାଳୟ…
Read More...

ଦାବି ପୂରଣ ନହେଲେ ୨୧ ଫେବୃଆରୀରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା କରିବୁ-ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ‘ଦିଲ୍ଲୀ ଚଲୋ ଆନ୍ଦୋଳନ ୨୧ ଫେବୃଆରୀରୁ ପୁଣି ଜାରି ରହିବ ବୋଲି କହିଛନ୍ତି କିଷାନ ମଜଦୁର ସଂଘର ସାଧାରଣ ସମ୍ପାଦକ । ‘ଦିଲ୍ଲୀ ଚଲୋ’ ପଦଯାତ୍ରା ସହିତ କୃଷକ ମାନେ ଆଗକୁ ବଢିବେ । କୃଷକ ଆନ୍ଦୋଳନର…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ମୃତ

କଳାହାଣ୍ଡି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମୃତ, ଜଣେ ଗୁରୁତର । କଳାହାଣ୍ଡି ଜିଲା ଲାଞ୍ଜିଗଡ ବେଡଗାଁ ପଂଚାୟତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ରାସ୍ତାରେ ବିଦ୍ୟୁତ ତାର ଛିଡି ପଡିଥିବା ବେଳେ ସେହି ବାଟ ଦେଇ…
Read More...

ପଦ୍ମ ଧରିବେ କମଲନାଥ, ପ୍ରୋଫାଇଲରୁ ହଟାଇଲେ କଂଗ୍ରେସ ନାଁ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ରାଜନୀତି ସରଗରମ । ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏଠାରେ ପହଂଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ…
Read More...

ଚୌଦ୍ୱାରରେ ୬୦୦ ବିସ୍ଥାପିତଙ୍କୁ ମିଳିବ କ୍ଷତିପୂରଣ

ସମାଜ ଡିଜିଟାଲ ଡେସ୍କ: ଚୌଦ୍ୱାରରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପାର୍କ ନିର୍ମାଣ ହେଲେ ୧୦ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି…
Read More...