www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ୍‍: ସମୂର୍ଣ୍ଣ ଭଙ୍ଗାଯାଇ ନୂଆ ତିଆରି ହେବ

କଟକ: ସମୂର୍ଣ୍ଣ ଭଙ୍ଗାଯାଇ ନୂଆ କରି ତିଆରି ହେବ ବାରବାଟୀ ଷ୍ଟାଡିୟମ୍‍। ଭଙ୍ଗାଯିବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଓସିଏ ସମ୍ପାଦକ କହିଛନ୍ତି ଯେ ଷ୍ଟାଡିୟମ ସମୂର୍ଣ୍ଣ ଭଙ୍ଗାଯାଇ ବିଶ୍ୱସ୍ତରୀୟ ଷ୍ଟାଡିୟମ ଭାବେ ନିର୍ମାଣ କରାଯିବ। ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକ ବଶିବାର କ୍ଷମତା ରହିବ। ବର୍ତ୍ତମାନ ଷ୍ଟାଡିୟମରେ ୪୨ହଜାର ଦର୍ଶକଙ୍କ କ୍ଷମତା ଥିବା ବେଳେ ଏହାକୁ ବଢାଯାଇ ୬୦ହଜାର ଦର୍ଶକ ବଶିବା ଭଳି ବ୍ୟବସ୍ଥା କରାଯିବ। ୧୯୫୨ ମସିହାରେ ଷ୍ଟାଡିୟମର ମୂଳଭିତ୍ତି ତିଆରି ହୋଇଥିଲା। ଏବେ ସମୂର୍ଣ୍ଣ ଭଙ୍ଗାନଗଲେ ତିଆରି କରାଯାଇ ପାରିବନି ବୋଲି ଓସିଏ ସମ୍ପାଦକ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories