www.samajalive.in
Saturday, December 6, 2025
15.1 C
Bhubaneswar

ବିଜେପିକୁ ଫେରିବେ କି ସିଦ୍ଧୁ ? ଏଥର ନିର୍ବାଚନ ଲଢିପାରନ୍ତି ଯୁବରାଜ

ନୂଆଦିଲ୍ଲୀ: ବିଜେପିକୁ ପୁଣି ଫେରିପାରନ୍ତି କଂଗ୍ରେସ ନେତା ତଥା ଭାରତୀୟ ଦଳର ପୂର୍ବତନ ଖେଳାଳୀ ନବଜୋତ ସିଂହ ସିଦ୍ଧୁ। କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ ନିକଟରେ ସିଦ୍ଧୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ। ସିଦ୍ଧୁ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ପଞ୍ଜାବ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। କୁହାଯାଉଛି ଯେ ସିଦ୍ଧୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିକଟର ହୋଇଥିଲେ ମଧ୍ୟ ପଞ୍ଜାବ କଂଗ୍ରେସ ଦଳରେ ତାଙ୍କ ରାଜ ଚାଲେ ନାହିଁ। ଏସବୁ ଭିତରେ ବିଜେପି ନେତା ଆଶା କରୁଛନ୍ତି ଯେ ସିଦ୍ଧୁ ପୁଣି ଥରେ ବିଜେପକୁ ଫେରିପାରନ୍ତି।

ଏପେଟ ପୂର୍ବତନ ଖେଳାଳୀ ଯୁବରାଜ ସିଂହଙ୍କ ଏଥର ଲୋକସଭା ନିର୍ବାଚନ ଲଢିବା ଆଶା କରାଯାଉଛି। ଯୁବରାଜଙ୍କ ବିଜେପି ଗୁରୁଦାସପୁରରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories