www.samajalive.in
Saturday, December 6, 2025
15.1 C
Bhubaneswar

ଅସ୍ତ୍ରୋପଚାର ପରେ ସୁସ୍ଥ ହେଉଛନ୍ତି ମହମ୍ମଦ ଶାମି; ସେୟାର କଲେ ଭାବବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ନିକଟରେ ଅସ୍ତ୍ରୋପଚାର ହୋଇଛି। ଗୋଇଠିରେ ଯନ୍ତ୍ରଣା କାରଣରୁ ଅସ୍ତ୍ରୋପଚାର ଲାଗି ବିଶ୍ୱକପ ପରେ ଶାମି ଦଳରୁ ବାହାରେ ରହିଛନ୍ତି। ଗୋଇଠିରେ ଆଘାତ ପାଇଁ ଲଣ୍ଡନରେ ଅସ୍ତ୍ରୋପଚାର ସଫଳ ହୋଇଥିବା ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଶାମି ଲେଖିଛନ୍ତି ଯେ ତାଙ୍କ ଗୋଇଠି ଅସ୍ତ୍ରୋପଚାର ସଫଳ ହୋଇଛି। କିନ୍ତୁ ସମୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। ଭାବବିହ୍ୱଳ ପୋଷ୍ଟ ସହିତ ଶାମି ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ଆଣ୍ଠୁଗଣ୍ଠି ସମସ୍ୟା ସତ୍ତେ୍ୱ ଶାମି ୨୦୨୩ ବିଶ୍ୱକପ ଖେଳିବା ସହ ରେକର୍ଡ ସୃଷ୍ଟି କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories