www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ କଲେ ଆଇଏଏସ୍‍ ରିୟା ଡାବୀ-ଆଇପିଏସ୍‍ ମନୀଷ କୁମାର

ନୂଆଦିଲ୍ଲୀ: ଆଇଏଏସ ଟିନା ଡାବୀଙ୍କ ସାନ ଭଉଣୀ ଆଇଏଏସ ରିୟା ଡାବି ଓ ଆଇପିଏସ୍‍ ମନୀଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରିୟା ଡାବୀ ରାଜସ୍ଥାନ କ୍ୟାଡର ଆଇଏଏସ ହୋଇଥିବା ବେଳେ ବର୍ତ୍ତମାନ ସେ ଉଦୟପୁରରେ କାର୍ଯ୍ୟ କରୁଛନ୍ତି । ୨୦୨୩ରେ ମନୀଷ କୁମାରଙ୍କ ସହ କୋର୍ଟ ମ୍ୟାରେଜ କରିଥିଲେ ରିୟା । ନିକଟରେ ଦୁଇ ଜଣ ସୋସିଆଲ ମିଡ଼ିଆରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ଉଭୟ ରୀତିନୀତି ଅନୁସାରେ ଭାବେ ବିବାହ କରିଛନ୍ତି । ରିୟା କନ୍ୟା ବେଶରେ ଲାଲରଙ୍ଗ ଲେହେଙ୍ଗା ପିନ୍ଧିଥିବା ବେଳେ ବର ବେଶରେ ମନୀଷ ଖୁବ ସୁନ୍ଦର ଲାଗୁଥିଲେ ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories