www.samajalive.in
Saturday, December 6, 2025
26.1 C
Bhubaneswar

ଚୌଦ୍ୱାରରେ ୬୦୦ ବିସ୍ଥାପିତଙ୍କୁ ମିଳିବ କ୍ଷତିପୂରଣ

ସମାଜ ଡିଜିଟାଲ ଡେସ୍କ: ଚୌଦ୍ୱାରରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପାର୍କ ନିର୍ମାଣ ହେଲେ ୧୦ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରତିଶ୍ରୁତି ଖୁବଶୀଘ୍ର ପୂଣ ହେବ ବୋଲି କହିଛନ୍ତି ୫ଟି ଚେୟାରମ୍ୟାନ ଭି.କେ ପାଣ୍ଡିଆନ୍‌ । ବିସ୍ଥାପିତ ହେବାକୁ ଥିବା ସମସ୍ତ ଗରିବ ପରିବାରଙ୍କୁ ୫ଟି ଅଧ୍ୟକ୍ଷ ଆଶ୍ୱାସନା ଦେଇ କହିଛନ୍ତି ଯେ ବିସ୍ଥାପିତ ହେବାକୁ ଥିବା ୬୦୦ ପରିବାରଙ୍କୁ ରାଜ୍ୟ ସରକାର ଉଚିତ କ୍ଷତିପୂରଣ ଦିଆଯିବ । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନହିତକର ଯୋଜନା କରିଥିବା ବେଳେ ସେଥିରୁ ଲାଭ ଉଠାଇବାକୁ କହିଛନ୍ତି ୫ଟି ଅଧ୍ୟକ୍ଷ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories