www.samajalive.in
Saturday, December 6, 2025
14.1 C
Bhubaneswar

ପୁଲିସ-ମାଓବାଦୀ ଗୁଳିବିନିମୟ

ବରଗଡ: ପାଇକମାଳ ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ରଞ୍ଜିତପୁର ଗାଁ ନିକଟରେ କମ୍ବିଂ ଅପରେସନ ଜୋରଦାର ଚାଲିଥିବା ସୂଚନା ମିଳିଛି । ପାଇକମାଳ ଥାନା ଗନ୍ଧମାର୍ଦନ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ଘଟଣାସ୍ଥଳକୁ ଯାଉଛନ୍ତି ଉତ୍ତରାଞ୍ଚଳ ଆଇଜି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories