www.samajalive.in
Saturday, December 6, 2025
16.1 C
Bhubaneswar

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭିର ପାର୍ବତୀ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସୋନାରିକା ଭଦୋରିଆ । ଟେଲିଭିଜନରେ ‘ଦେବୋଂ କେ ଦେବ ମହାଦେବ’ ସିରିଏଲରେ ସେ ପାର୍ବତୀ ଭୂମିକାରେ ନଜର ଆସିଥିଲେ । ୧୮ ଫେବୃଆରୀରେ ଅଭିନେତ୍ରୀ ଜଣକ ବ୍ୟବସାୟୀ ବିକାଶ ପର୍ଶରଙ୍କୁ ବିବାହ କରିଛନ୍ତି । ରାଜକୀୟ ବିବାହ ସାୱାଇ ମାଧୋପୁର ଠାରେ ଅନୁଷ୍ଠିତ ହୋଇଥିଲା । ବିବାହର ଏକ ଭିଡ଼ିଓ ଭାଇରାଲ ହୋଇଛି । ନବ ବିବାହିତ ଦମ୍ପତି ପରସ୍ପରକୁ ବରଣ ମାଳା ପିନ୍ଧାଉଥିବାର ଏକ ସୁନ୍ଦର ଭିଡ଼ିଓ ଭାଇରାଲ ହୋଇଛି । ସୋନାରିକା ଏବଂ ବିକାଶ ୮ବର୍ଷ ହେବ ଏକାଠି ରିଲେସନରେ ରହିଥିଲେ । ଗୋଆରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories